Corona New Variant - The Sakala

ପୁଣି ଡରାଇଲାଣି କରୋନା: ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ !
ଭୁବନେଶ୍ବର: ପୁଣି ଡରାଇବା ଆରମ୍ଭ କଲାଣି କରୋନା। ଓଡ଼ିଶାରେ ଓମିକ୍ରନର ସବ୍ ଭାରିଆଣ୍ଟ BF.7 ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗତ ଅକ୍ଟୋବରରେ ଠାବ ହୋଇଥିଲା ଏହି  BF.7 ସବ ଭାରିଆଣ୍ଟ । ଭାରତରେ ମୋଟ  BF.7ରେ  ୩ଜଣ ଆକ୍ରନ୍ତ ଠାବ ହୋଇଛନ୍ତି। ୩ ଜଣଙ୍କ ମଧ୍ଯରୁ ୨ଜଣ ଗୁଜୁରାଟର ଓ ଜଣେ ଓଡିଶାର ରହିଥିବା ଜଣାପଡ଼ିଛି। ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରୁ ଜଣାପଡ଼ିଛି। ଏବେ ଚୀନରେ ଆତଙ୍କ ଖେଳାଇଛି ଏହି BF.7 ସବ ଭାରିଆଣ୍ଟ। ଭାରିଆଣ୍ଟ ଚିହ୍ନଟ ନେଇ ଜାତୀୟ ଗଣମାଧ୍ଯମରେ ସୂଚନା।

ବିଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପରେ ଭାରତ ତତ୍ପରତା ଦେଖାଇଛି। ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ କରିଛି । ଆଜିଠାରୁ ସାମ୍ପଲ ଟେଷ୍ଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଉହାନ ବୈଜ୍ଞାନିକଙ୍କ ଚେତାବନୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହେଲା ନୂଆ କରୋନା ଭୂତାଣୁ, ୩ ରୋଗୀଙ୍କ ମଧ୍ଯରେ ଜଣଙ୍କର ଘଟିବ ମୃତ୍ଯୁ !
ନୂଆଦିଲ୍ଲୀ: କରୋନା ଉତ୍ପତିସ୍ଥଳ ଚୀନ୍‌ର ଉହାନ ସହରକୁ କୁହାଯାଉଥିବା ବେଳେ କରୋନାର ଆଉ ଏକ ନୂତନ ଭୂତାଣୁ  ବିଷୟରେ ସତର୍କ ସୂଚନା ଜାରି କରାଯାଇଛି। ଏହି ଭାଇରସର ନାଁ ରହିଛି ‘ନିଓକୋଭ୍‌’ । ଏହି ଭୂତାଣୁ ପ୍ରଭାବରେ ସଂକ୍ରମଣ ଓ ମୃତ୍ୟୁହାର ଅଧିକ ହେବାର ଆଶଙ୍କା ରହିଛି। ୩ ଜଣ ଆକ୍ରାନ୍ତରେ ଜଣଙ୍କର ମୃତ୍ଯୁ ଘଟିବା ଆଶଙ୍କା ରହିଛି। ଏହି  ଭୂତାଣୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ଯନ୍ତ ଏହି ଭୂତାଣୁ ମଣିଷ ଶରୀରେ ପ୍ରବେଶ କରିନାହିଁ। କୌଣସି ରୋଗୀ ମଧ୍ଯ ଚିହ୍ନଟ ହୋଇ ନାହାନ୍ତି।

ରୁଷର ନ୍ୟୁଜ୍ ଏଜେନ୍ସି  ସ୍ପୁତନିକ ରିପୋର୍ଟ ଅନୁଯାୟୀ, ଏହି ନିଓକୋଭ୍  ଭୂତାଣୁ ୨୦୧୨ ଏବଂ ୨୦୧୫ ମସିହାରେ ପଶ୍ଚିମ ଏସିଆର ଦେଶରେ  ପ୍ରଥମେ ଚିହ୍ନଟ ହୋଇଥିଲା । ଏହା SARS-CoV-2 ସହିତ ସମାନ, ଯାହା ମଣିଷ ଶରୀରେ କରୋନା  ସଂକ୍ରମଣ କରିଥାଏ। ଦକ୍ଷିଣ ଆଫ୍ରିକାରେ ଏହି ନିଓକୋଭ୍ ଭୂତାଣୁ ବଦୁଡିମାନଙ୍କ ଭିତରେ ଦେଖାଯାଇଥିଲା । ଏହା ବର୍ତ୍ତମାନ ପର୍ଯ୍ଯନ୍ତ କେବଳ ପଶୁମାନଙ୍କଠାରେ ଦେଖିବାକୁ ମିଳିଛି।

ତଥ୍ୟାବଳୀ ଅନୁସାରେ, ‘ନିଓକୋଭ୍‌’ ଏବଂ PDF-2180-CoV  ମଣିଷକୁ ସଂକ୍ରମିତ କରିପାରେ। ଉହାନ ୟୁନିଭରସିଟି ଏବଂ ଚାଇନା ଏକାଡେମୀ ଅଫ୍ ସାଇନ୍ସର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହି ନୂତନ କରୋନା ଭୂତାଣୁ ମାନବ କୋଷକୁ ସଂକ୍ରମିତ କରିବା ପାଇଁ କେବଳ ଗୋଟିଏ ପରିବର୍ତ୍ତନ ଆବଶ୍ୟକ। ଏହି ଭୂତାଣୁ ମାନବ ଶରୀରେ ପ୍ରେବଶ କଲେ ସଂକ୍ରମିତଙ୍କ ସଂଖ୍ଯା ଶୀଘ୍ର ବୃଦ୍ଧି ଘଟିବା ସହ ଅନେକ ରୋଗୀଙ୍କ ମୃତ୍ୟୁ ଘଟାଇପାରେ ବୋଲି ଆକଳନ କରାଯାଇଛି।

ଏହି NeoCoV ଭୂତାଣୁରେ ବର୍ତ୍ତମାନର SARS-CoV-2 ଭଳି କରୋନା ଭୂତାଣୁର ଗୁଣ ରହିଛି। ଏହି ପରିପ୍ରେକ୍ଷୀରେ ରୁଷର ସରକାରୀ ବାୟରୋଲାରଜି ରିସର୍ଚ୍ଚ ସେଣ୍ଟର ଗୁରୁବାର ଏକ ବିବୃତ୍ତି ଜାରି କରି କହିଛି ଯେ, ବର୍ତ୍ତମାନ ଏହା ମଣିଷକୁ ସଂକ୍ରମିତ କରିବାରେ ସକ୍ଷମ ନୁହେଁ । ତଥାପି, ଏହାର ବିପଦକୁ ଦୃଷ୍ଟିରେ ରଖି ଅଧିକ ଅଧ୍ୟୟନ ଆବଶ୍ୟକ ରହିଛି।

ଭାରତରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍, କର୍ଣ୍ଣାଟକରୁ ଚିହ୍ନଟ ହେଲେ ଦୁଇ ଆକ୍ରାନ୍ତ
ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ରଚେଇବା ପରେ ଭାରତରେ ପ୍ରବେଶ କଲା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ। କର୍ଣ୍ଣାଟକରୁ ଚିହ୍ନଟ ହେଲେ ଦୁଇ ଜଣ ଆକ୍ରାନ୍ତ । ଜଣେ ୪୬ ବର୍ଷ ଏବଂ ଆଉ ଜଣେ ୬୬ ବର୍ଷ ବୟସ ସଂକ୍ରମିତ ବ୍ୟକ୍ତିଙ୍କ ନମୁନାର ଜିନୋମ ସ୍ବିକ୍ବେନ୍ସିଂ ପରେ ସେମାନେ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡିଥିଲା | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏହି ମାମଲା ପରେ ସରକାର କଣ୍ଟ୍ରାକ୍ଟ ଟ୍ରେସିଂକୁ ଜୋରଦାର୍ କରିଥିବା ବେଳେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ବିଶ୍ୱରେ ଏପର୍ଯ୍ୟନ୍ତ ଯେତୋଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି, ସେଥିରେ କୌଣସି ପ୍ରକାରର ଗମ୍ଭୀର ଲକ୍ଷଣ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କହିଛନ୍ତି।

ଆକ୍ରାନ୍ତ ଦ୍ବୟ ନିକଟରେ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଆକ୍ରାନ୍ତ ଦୁଇଜଣ କରୋନା ପଜିଟିଭ ହେବା ପରେ ଜିନୋମ ସିକ୍ବେନ୍ସିଂ ପାଇଁ ସାମ୍ପୁଲ ପଠାଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ସେମାନେ ଓମିକ୍ରନ ଷ୍ଟ୍ରେନରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଡେଲଟା ତୁଳନାରେ ଓମିକ୍ରନ ୫ ଗୁଣା ଅଧିକ ସଂକ୍ରାମକ । ଦକ୍ଷିଣ ଅଫ୍ରିକାରୁ ପ୍ରଥମେ ମିଳିଥିଲା ଏହି ଭୂତାଣୁ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ଟି ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୭୩ ଟି ମାମଲା ଚିହ୍ନଟ ହୋଇଛି।