new CEO of Twitter - The Sakala

ଟ୍ୱିଟର ମାଲିକାନା ନେବା ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇଲେ ଏଲନ୍ ମସ୍କ
ସାନ ଫ୍ରାନ୍ସିସକୋ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ ଶେଷରେ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ନିଜ ମାଲିକାନାକୁ ନେବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବଡ଼ ବଡ଼ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ଏଲନ ମସ୍କ ।

ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ ଗୁରୁବାର ମସ୍କ ଟ୍ୱିଟକୁ କିଣିବା ପାଇଁ ଡିଲ୍‌ ଫାଇନାଲ କରିଥିଲେ। ସେ ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ସିଇଓ ପରାଗ ଅଗ୍ରୱାଲ, କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ, ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି।

ଏମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମସ୍କ। ଏମାନେ ତାଙ୍କ ମସ୍କଙ୍କ ନାଁରେ ଓ ଟ୍ୱିଟର ନିବେଶକାରୀଙ୍କ ନାଁରେ ଏକାଧିକ ଫେକ୍ ଆକାଉଣ୍ଟ କାଢ଼ି ଭୁଆଁ ବୁଲାଇଛନ୍ତି। ଏଥିପାଇଁ ସେମାନଙ୍କୁ ଚାକିରି ବରଖାସ୍ତ କରାଯାଇଥିବା ସୂଚନା ମିଳିଛି। ଗୁରୁବାର ଟ୍ୱିଟର କିଣିବା ପରେ ମସ୍କ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମୁଁ ମଣିଷପଣିଆକୁ ଭଲପାଏ। ଏହାକୁ ସମର୍ଥନ କରିବା ପାଇଁ ଟ୍ୱିଟର କିଣିଛି।

ଖବର ଅନୁସାରେ, ଗୁରୁବାର ଯେତେବେଳେ ଟ୍ୱିଟର ଡିଲ୍ ଫାଇନାଲ୍ ହେଲା ସେତେବେଳେ ଏହାରି ସିଇଓ ପରାଗ ଅଗରୱାଲ ଓ ନିଦ ଶେହଗଲ ଟ୍ୱିଟର ସାନଫ୍ରାନ୍ସିକୋ ମୁଖ୍ୟାଳୟରେ ଥିଲେ। ଟ୍ୱିଟର କିଣିବା ପରଦିନ ଇଲନ ମସ୍କ ଟ୍ୱିଟର ମୁଖ୍ୟାଳୟ ଯିବା ସହିତ ଟ୍ୱିଟରରେ ନିଜର ବାୟୋ ବଦଳାଇ ଟ୍ୱିଟର ମୁଖ୍ୟ ବୋଲି ଲେଖିଥଲେ।

ସୂଚନାଯୋଗ୍ୟ ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ଏ ସମ୍ପର୍କରେ ସେ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଘୋଷଣା ବି କରିଥିଲେ। ତେବେ ସେ ପୁଣି ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ଏହା ପରେ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ।ଡେଡ ଲାଇନର ଶେଷ ଦିନ ଅର୍ଥାତ ଅକ୍ଟୋବର ୨୭ରେ ମସ୍କ ବେଶ ନିଆରା ଢଙ୍ଗରେ ଟ୍ୱିଟର ଡିଲ୍‌ ଫାଇନାଲ କରିବାକୁ ଏହାର ଅଫିସରେ ପହଞ୍ଚିଥିଲେ। ସେ ହାତରେ ଗୋଟିଏ ୱାଶ ବେସିନ୍ ଧରି ଟ୍ୱିଟର କାର୍ୟ୍ୟାଳୟରେ ବୁଲୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ସେ ଟ୍ୱିଟର କାର୍ଯ୍ୟାଳୟରେ କଫି ପିଉଥିବା ଫଟୋ ମଧ୍ୟ ଛାଡ଼ିଥିଲେ।

ଅନ୍ୟପକ୍ଷରେ ମସ୍କଙ୍କ ସହ କାମ କରିବାକୁ ଚାହୁଁ ନଥିବା ଅନେକ ଟ୍ୱିଟର କର୍ମଚାରୀମାନେ ମଧ୍ୟ ପର୍ଯ୍ୟାୟକ୍ରମରେ କମ୍ପାନୀ ଛାଡ଼ିବା ଆରମ୍ଭ କରିଥିବା ମଧ୍ୟ ଖବର ମିଳିଛି। ତେବେ ଆହୁରି ଅନେକ କର୍ମଚାରୀ ଏବେ ବି କମ୍ପାନୀ ସହ ଜଡ଼ିତ ହୋଇ ରହିଛନ୍ତି। ସେମାନେ ମସ୍କଙ୍କ ସହ କାମ କରିବାକୁ ରାଜି ଥିବା କୁହାଯାଉଛି।

ଜ୍ୟାକ୍ ଡୋରସେ ଟ୍ୱିଟର ଛାଡ଼ିବା ପରେ ଗତବର୍ଷ ନଭେମ୍ବର୍‌ରେ ଭାରତର ପରାଗ ଅଗ୍ରୱାଲ କମ୍ପାନୀର ସିଇଓ ହୋଇଥିଲେ। ପରେ ଏଲନ ମସ୍କ ଟ୍ୱିଟଟରର ସିଂହ ଭାଗ ଶେୟାର କିଣିଥିଲେ। ଏହାପରେ ସେ ପୂରା ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନର ଡିଲ କରିଥିଲେ। କିନ୍ତୁ ଟ୍ୱିଟର ପକ୍ଷରୁ ନକଲି ଆକାଉଣ୍ଟ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଉ ନଥିବାରୁ ମସ୍କ ଡିଲ ବାତିଲ କରିବାକୁ ଧମକ ଦେଇଥିଲେ।

ବଦଳିଲେ ଟ୍ଵିଟର୍ ମାଲିକ; ୪୪ ବିଲିୟନ ଡଲାରରେ କିଣିଲେ ଏଲନ୍ ମସ୍କ
ମୁମ୍ବଇ: ମାଇକ୍ରୋ ବ୍ଲଗିଂ ସାଇଟ୍ ତଥା ସୋସିଆଲ ମିଡିଆ ସେବା ପ୍ରଦାନକାରୀ ଟ୍ଵିଟରକୁ ମିଳିଛି ନୂଆ ମାଲିକ। ଟେସ୍‌ଲା ସିଇଓ ଏଲନ୍ ମସ୍କ ଟ୍ଵିଟର ଅଧିଗ୍ରହଣ କରିଛନ୍ତି। ମସ୍କ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଏହି ଖବର ମଧ୍ୟରେ ଟ୍ୱିଟରର ଶେୟାର ପ୍ରୋମାର୍କେଟ ଟ୍ରେଣ୍ଡିଂରେ ୫.୩ ପ୍ରତିଶତ ବୃଦ୍ଧି ହୋଇଛି । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଟ୍ଵିଟର ଏହାର ମାଲିକାନା ଏଲନ୍ ମସ୍କକୁ ଦେବାକୁ ପ୍ରସ୍ତୁତ ଅଛି। ମସ୍କ ଟ୍ଵିଟର କିଣିବା କ୍ଷେତ୍ରରେ ଅନେକ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ଟ୍ଵିଟରରେ ମସ୍କଙ୍କର ୯.୨% ଅଂଶଧନ ରହିଛି। ଶୁକ୍ରବାର କମ୍ପାନୀର ଅନେକ ଅଂଶୀଦାରଙ୍କ ସହ ମସ୍କ ଏକ ବ୍ୟକ୍ତିଗତ ବୈଠକ କରିବା ପରେ ଟ୍ଵିଟରର ଆଭିମୁଖ୍ୟ ବଦଳିଥିବା ଜଣାଯାଇଛି।

ଭାରତୀୟଙ୍କୁ ପ୍ରଶଂସା କଲେ ବିଶ୍ବର ସବୁଠୁ ଧନୀ ଏଲନ୍‌ ମସ୍କ, କହିଲେ ଭାରତୀୟ ପ୍ରତିଭା ଦ୍ବାରା ଉପକୃତ ହେଉଛି ଆମେରିକା
ନୁଆଦିଲ୍ଲୀ : ଭାରତ ଜନ୍ମିତ ଓ ଆଇଆଇଟି ବମ୍ବେରୁ ପାଠ ପଢିଥିବା ପରାଗ ଅଗ୍ରୱାଲ ହେବେ ଟ୍ଵିଟରର ନୂଆ ସିଇଓ । ଟ୍ୱିଟର ସିଇଓ ପଦରୁ ଜ୍ୟାକ ଡର୍ସି ଇସ୍ତଫା ପରେ ଓ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଏହି ପଦବୀ ମିଳିବା ପରେ ତାଙ୍କ ପାଖକୁ ଛୁଟୁଛି ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ । ଷ୍ଟ୍ରାଇପ୍ କମ୍ପାନୀର ସିଇଓ ପାଟ୍ରିକ୍ କୋଲିସନ୍ ଟ୍ୱିଟରର ନୂତନ ସିଇଓଙ୍କ ଉପରେ ଏକ ଟ୍ୱିଟ୍ କରି ପାରାଗ୍ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇବା ପରେ ଏହାର ଉତ୍ତର ଦେଇ ଟ୍ୱିଟ କରିଛନ୍ତି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେଶ୍ – ଏକ୍ସ୍ସ ଓ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କ । ଏଲନ୍‌ ମସ୍କ ଟ୍ଵିଟରର ନୂଆ ସିଇଓ ଭାରତର ପରାଗ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି, ‘ଭାରତୀୟ ପ୍ରତିଭା ଦ୍ୱାରା ଆମେରିକା ଉପକୃତ ହେଉଛି।’

USA benefits greatly from Indian talent!

— Elon Musk (@elonmusk) November 29, 2021

ଷ୍ଟ୍ରାଇପ୍ କମ୍ପାନୀର କୋଫାଉଣ୍ଡର ତଥା ସିଇଓ ପାଟ୍ରିକ୍ କୋଲିସନ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଗୁଗୁଲ୍, ମାଇକ୍ରୋସଫ୍ଟ, ଆଡୋବ୍, ଆଇବିଏମ୍, ପାଲୋ ଆଲ୍ଟୋ, ନେଟୱାର୍କ ଏବଂ ବର୍ତ୍ତମାନ ଟ୍ୱିଟର ଚଳାଉଥିବା ସମସ୍ତ ସିଇଓ ଭାରତରେ ବଢିଛନ୍ତି। ବୈଷୟିକ ଦୁନିଆରେ ଭାରତୀୟଙ୍କ ଆଶ୍ଚର୍ଯ୍ୟଜନକ ସଫଳତା ହୃଦୟସ୍ପର୍ଶୀ। ଯାହାର ଉତ୍ତରରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଲେଖିଛନ୍ତି ଯେ ଭାରତୀୟ ଟ୍ୟାଲେଣ୍ଟ ଯୋଗୁଁ ବିଶେଷ କରି ଆମେରିକା ଉପକୃତ ହେଉଛି।

ସୂଚନାଯୋଗ୍ୟ ଟ୍ଵିଟରର ନୂଆ ସିଇଓ ହୋଇଥିବା ୪୫ ବର୍ଷୀୟ ପରାଗ ଆଇଆଇଟି ବମ୍ବେର ଛାତ୍ର ଥିଲେ। ସେ ସେଠାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।

ଆଇଆଇଟି ବମ୍ବେର ଛାତ୍ର ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ
ନୂଆଦିଲ୍ଲୀ : ଭାରତ ଜନ୍ମିତ ପରାଗ ଅଗ୍ରୱାଲ ହେବେ ଟ୍ଵିଟରର ନୂଆ ସିଇଓ । କାରଣ ଟ୍ଵିଟରର ବର୍ତ୍ତମାନ ସିଇଓ ଥିବା ଜ୍ୟାକ୍ ଡୋର୍ସି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାଫଳରେ ତାଙ୍କ ସ୍ଥାନରେ ପରାଗ ଅଗ୍ରୱାଲଙ୍କ କମ୍ପାନୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି। ଜ୍ୟାକ୍ ଡୋର୍ସ ଏ ସମ୍ପର୍କରେ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ପରାଗ ସମ୍ପ୍ରତି ଟ୍ଵିଟରର ସିଟିଓ ରହିଛନ୍ତି। ଜ୍ୟାକ୍ ତାଙ୍କ ଟ୍ଵିଟରେ ଲେଖୁଛନ୍ତି ଯେ, ‘ଏ ବିଷୟରେ କେହି ଜାଣନ୍ତି କି ନାହିଁ ସେ ତାହା ତାଙ୍କୁ ଜଣା ନାହିଁ, କିନ୍ତୁ ସେ ଟ୍ଵିଟରରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଟ୍ଵିଟ୍ ସହିତ ସେ ଏକ ଚିଠି ମଧ୍ୟପୋଷ୍ଟ କରିଛନ୍ତି ଯେଉଁଥରେ ଲେଖା ଅଛି ଯେ, ସେ କମ୍ପାନୀର ସହ-ପ୍ରତିଷ୍ଠାତାଠାରୁ ଆରମ୍ଭ କରି ସିଇଓ, ଅଧ୍ୟକ୍ଷ, ମଧ୍ୟବର୍ତ୍ତୀକାଳୀନ ସିଇଓ ପର୍ଯ୍ୟନ୍ତ ବିଭିନ୍ନ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ କମ୍ପାନୀକୁ ୧୬ ବର୍ଷ ଦେବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପରେ କମ୍ପାନୀର ସିଟିଓ ପରାଗ ଅଗ୍ରୱାଲ ଟ୍ଵିଟରର ପରବର୍ତ୍ତୀ ସିଇଓ ହେବେ ।

ଜ୍ୟାକ୍ ଡୋସିଙ୍କ ଇସ୍ତଫା ପରେ ପରାଗ ଅଗ୍ରୱାଲ ମଧ୍ୟ ଏକ ଟୁଇଟ୍ କରିଛନ୍ତି । ପରାଗ ଟ୍ୱିଟ୍‌ କରି ଡୋର୍ସେ ଓ ପୂରା ଟ୍ୱିଟର ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି। ନୂଆ ଦାୟିତ୍ୱକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି। ସମସ୍ତେ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ଓ ସହଯୋଗର ହାତ ବଢ଼ାଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ସେ ନୂଆ ଦାୟିତ୍ୱ ପାଇବା ପରେ କମ୍ପାନୀକୁ ଲେଖିଥିବା ଚିଠିକୁ ଟ୍ୱିଟର ମାଧ୍ୟମରେ ସାର୍ବଜନନୀନ କରିଛନ୍ତି।

Deep gratitude for @jack and our entire team, and so much excitement for the future. Here’s the note I sent to the company. Thank you all for your trust and support 💙 https://t.co/eNatG1dqH6 pic.twitter.com/liJmTbpYs1

— Parag Agrawal (@paraga) November 29, 2021

୪୫ ବର୍ଷୀୟ ପରାଗ ଆଇଆଇଟି ବମ୍ବେର ଛାତ୍ର ଥିଲେ। ସେ ସେଠାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।

୨୦୧୧ରେ ଟ୍ୱିଟରରେ ଯୋଗ ଦେବା ପୂର୍ବରୁ ସେ ମାଇକ୍ରୋସଫ୍ଟ, ଏଟି ଆଣ୍ଡ ଟି ଓ ୟାହୁରେ କାମ କରିଥିଲେ। ଏହି ସମସ୍ତ କମ୍ପାନୀରେ ତାଙ୍କ କାମ ବିଶେଷ କରି ଗବେଷଣାତ୍ମକ ଥିଲା।ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସେଙ୍କ ଅତି ପ୍ରିୟ ଥିଲେ ପରାଗ। ୨୦୧୧ରେ ଡୋର୍ସେ ହିଁ ତାଙ୍କୁ ଟ୍ୱିଟରରେ ନିଯୁକ୍ତି ଦେଇଥିଲେ। ଡୋର୍ସେ ଟ୍ୱିଟରରୁ ଇସ୍ତଫା ଦେବା ପରେ ଏହାର ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ପରାଗଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ପରାଗ ଏହି କମ୍ପାନୀ ଓ ଏହାର ଆବଶ୍ୟକତାକୁ ଭଲ ଭାବେ ବୁଝିଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ତାଙ୍କର ହାତ ରହିଛି, ଯାହା କମ୍ପାନୀକୁ ଲାଭ ପହଞ୍ଚାଇଛି। ସେ ଖୁବ୍ ଭଲ କାମ କରିବେ ବୋଲି ତାଙ୍କର ବିଶ୍ୱାସ ଥିବା ଡୋର୍ସେ ଏଥିରେ ଲେଖିଛନ୍ତି।

ଖବର ଅନୁସାରେ, ୪୫ ବର୍ଷିୟ ଜ୍ୟାକ ଡର୍ସି କ୍ରିପଟୋ-କରେନ୍ସି ଉପରେ ଆଗ୍ରହ ରଖୁଥିଲେ । ଟ୍ୱିଟର ସହ ସେ ଆଉ ଏକ କମ୍ପାନୀର ବି ସିଇଓ ଥିଲେ , ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଟ୍ୱିଟର ବର୍ତମାନ ଫେସବୁକ ଓ ଟିକଟକ ଭଳି ପ୍ରତିଦ୍ୱନ୍ଦୀଙ୍କ ସହ କଡା ମୁକାବିଲାର ସମ୍ମୁଖୀନ ହୋଇଛି । ୨୦୨୩ ସୁଦ୍ଧା ଦୁଇଗୁଣ ରାଜସ୍ୱ ସଂଗ୍ରହ କରିବାକୁ କମ୍ପାନୀ ଅନେକ ନୂଆ ରଣନୀତି ଘୋଷଣା କରିଛି ।