Nandankanan Botanical Garden - The Sakala
ଭୁବନେଶ୍ବର : ରାଜ୍ୟରେ ହୁ ହୁ ବଢୁଛି କରୋନା ସଂକ୍ରମଣ। ବଢୁଥିବା କରୋନା ଆକ୍ରାନ୍ତଙ୍କ ସହ ଓମିକ୍ରନ ଆକ୍ରାନ୍ତ ମଧ୍ୟ ରାଜ୍ୟରେ ବଢିଚାଲିଛନ୍ତି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ  ସରକାର ବିଭିନ୍ନ କଟକଣା ମଧ୍ୟ ଲାଗୁ କରିଛନ୍ତି। ତେବେ ଏହାରି ମଧ୍ୟରେ ନନ୍ଦନକାନନ ପାଇଁ ସାନି ଗାଇଡଲାଇନ୍‌ ଜାରି କରିଛନ୍ତି କର୍ତ୍ତୃପକ୍ଷ । ରାଜ୍ୟରେ ବଢୁଥିବା କରୋନା ମାମଲା ପାଇଁ ଗତକାଲିଠୁ ନନ୍ଦନକାନନ ଟିକେଟ କାଉଣ୍ଟରରେ ମିଳିବନି ଟିକେଟ। କେବଳ ଅନଲାଇନ ଟିକେଟ ଯୋଗେ ନନ୍ଦନକାନନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ।
Online tickets are mandatory for visitors entry in Nandankanan Zoo &State Botanical Garden w.e.f 07.01.2022.Intended visitors to book tickets visiting https://t.co/WBUvar81UB or using android https://t.co/OQ25nS57M4 counter tickets will be available @CZA_Delhi @ForestDeptt pic.twitter.com/XbwaHul6vI
— NANDANKANAN ZOOLOGICAL PARK (@ddnandankanan) January 6, 2022
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗତକାଲିଠୁ ନନ୍ଦନକାନନର ଅଫଲାଇନ୍ ଟିକେଟ କାଉଣ୍ଟର ବନ୍ଦ ରହିବ। କେବଳ ଅନଲାଇନ ଟିକେଟରେ ବୁଲିପାରିବେ ପର୍ଯ୍ୟଟକ। ଉଭୟ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ପାଇଁ ଅନଲାଇନ ଟିକେଟ ଦରକାର।ୱେବସାଇଟ୍ www.nandankanan.org କିମ୍ବା ନନ୍ଦନକାନନ୍ ଆଣ୍ଡ୍ରଏଡ୍ ଆପ୍ ପରିଦର୍ଶନ କରି ଅନଲାଇନରେ ପ୍ରବେଶ ଟିକେଟ୍ ବୁକ୍ କରିବା ଜରୁରୀ ବୋଲି କହିଛନ୍ତି ନନ୍ଦନକାନନ ଡେପୁଟି ଡାଇରେକ୍ଟର ସଞ୍ଜିତ କୁମାର। ତେବେ କରୋନା ମାମଲା ବଢୁଥିବାରୁ କୋଭିଡ କଟକଣାରେ ଖୋଲା ରହିବ ନନ୍ଦନକାନନ। ସମସ୍ତେ ମାକ୍ସ ସହ ସାମାଜିକ ଦୂରତା ପାଳନ କରିବା ଜରୁରୀ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅଫଲାଇନ୍ ଟିକେଟ ବନ୍ଦ ରହିବ।
ଆସନ୍ତାକାଲିଠୁ ନନ୍ଦନକାନନ ପିଣ୍ଡି ବୁକିଂ; ସ୍ବତନ୍ତ୍ର ଗାଇଡ୍‌ଲାଇନ୍ ମଧ୍ୟରେ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ଅନୁମତି
ଭୁବନେଶ୍ବର: ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ବଡ଼ଦିନ ଓ ନୂଆବର୍ଷ ଅପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଭାବେ ପିଣ୍ଡି ବୁକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କରୋନାର ସମସ୍ତ ନୀତି ନିୟମକୁ ଅନୁପାଳନ କରି ଏଠାରେ ବଣଭୋଜି ଚାଲିବ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି। ନନ୍ଦନକାନନ ପରିସରକୁ ପ୍ରବେଶ କରିବା ପାଇଁ ସ୍ବତନ୍ତ୍ର ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି । ୧୨ ବର୍ଷରୁ ଅଧିକ ବୟସର ଯୁବକ/ ଯୁବତୀଙ୍କ ପାଇଁ ପ୍ରବେଶ ଶୁଳ୍କ ୨୦ ଟଙ୍କା ରଖାଯାଇଥିବା ବେଳେ ଦୁଇଚକିଆ ଓ ତିନିଚକିଆ ପାଇଁ ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଚାରିଚକିଆ ଗାଡ଼ି ପାଇଁ ୧୦୦ ଟଙ୍କା, ବସ୍/ ମିନିବସ୍ ଆଦି ପାଇଁ ୨୦୦ ଟଙ୍କା, ହ୍ୟାଣ୍ଡି କ୍ୟାମେରା ପାଇଁ ୨୦୦ ଟଙ୍କା ଓ ହାଇ ଡେଫିନେସନ୍‌ର ଭିଡିଓ କ୍ୟାମେରା ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ବୁକିଂ ଆରମ୍ଭ ହୋଇଥିବା ବେଳେ ଛୋଟ ପିଣ୍ଡି ପାଇଁ ୨୫୦ଟଙ୍କା, ବଡ଼ ପିଣ୍ଡି ପାଇଁ ୫୦୦ ଟଙ୍କା, ଶେଡ ପାଇଁ ୧୨୦୦ ଟଙ୍କା ଓ ସ୍ବତନ୍ତ୍ର ବଣଭୋଜି ଶେଡ ପାଇଁ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଏଥିପାଇଁ ସର୍ଭିସ୍‌ ଚାର୍ଜ ବାବଦକୁ କିଛି ଅଧିକ ଅର୍ଥ ଦେବାକୁ ପଡ଼ିବ। ଅପରପକ୍ଷେ ହଲିଡେ କଟେଜ୍ ଓ ରେଷ୍ଟ ହାଉସ ବୁକିଂ କରିବାକୁ ହେଲେ ଜଣେ ୨୫୦୦ ଟଙ୍କା ସାଙ୍ଗକୁ ଅଧିକ ସର୍ଭିସ୍‌ ଚାର୍ଜ ବାବଦରେ ୧୦୦ ଟଙ୍କା ଦେବାକୁ ପଡ଼ିବ । ଅପରପକ୍ଷେ କରୋନା ଗାଇଡ୍‌ଲାଇନ୍‌ ର ଅନୁପାଳନ କରି କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିଛନ୍ତି । ତେଣୁ ମାସ୍କ ଓ ସାନିଟାଇଜର ଲଗାଇବାକୁ ବାଧ୍ୟ କରାଯାଇଛି। ଏହାସହ ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି।
ଏଣିକି ଭୋଜି କରିବାରୁ ବଞ୍ଚିତ ହେବେନି ପର୍ଯ୍ୟଟକ: ୧ରୁ ବଟାନିକାଲ ଗାର୍ଡେନରେ ଭୋଜି ଅନୁମତି
ବାରଙ୍ଗ: ଆସିଲାଣି ପର୍ଯ୍ୟଟନ ଋତୁ। ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନରେ ଭିଡ଼ ଜମିବା ଆରମ୍ଭ ହୋଇଗଲାଣି। ହେଲେ ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ଭୋଜି କରିବାରୁ ବଞ୍ଚିତ ହେଉଛନ୍ତି। ନଭେମ୍ବର ଆରମ୍ଭରୁ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ବୁଲାବୁଲି ସାଙ୍ଗକୁ ଭୋଜିଭାତର ଆସର ଜମିଥାଏ। ହେଲେ କରୋନା ଦ୍ୱିତୀୟ ଲହରୀର ଲକଡାଉନରେ ୩ମାସ ବନ୍ଦ ହୋଇ ଅଗଷ୍ଟ ୩ତାରିଖରେ ବଟାନିକାଲ ଗାର୍ଡେନ ଖୋଲିଥିଲେ ମଧ୍ୟ ଭୋଜିଭାତକୁ ଅନୁମତି ମିଳି ନ ଥିଲା। କରୋନା କାରଣରୁ ଏହା ପ୍ରାୟ ୬ମାସ ବନ୍ଦ ରହିଥିଲା। କରୋନାର ସ୍ଥିତି ସ୍ୱାଭାବିକ ହେବା ସହ ପର୍ଯ୍ୟଟନ ଋତୁ ଆସୁଥିବାରୁ ଆସନ୍ତା ଡିସେମ୍ବର ୧ତରିଖରୁ ବଟାନିକାଲ ଗାର୍ଡେନରେ ଭୋଜିଭାତ ଆୟୋଜନକୁ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତୃପକ୍ଷ। ଏଠାରେ ଭୋଜି ପାଇଁ ଛୋଟ ପିଣ୍ଡି ୫ଟି,ବଡ ୩୫ଟି,ସ୍ୱତନ୍ତ୍ର ପିଣ୍ଡି ୯ଟି ଓ ପିକନିକ ପିଣ୍ଡି ୮ଟି ଏହିଭଳି ମୋଟ ୫୭ଟି ପିଣ୍ଡି ରହିଛି। ଯାହାର ଭଡା ଛୋଟ ପିଣ୍ଡି ପାଇଁ ୩୦୦,ବଡ ପିଣ୍ଡି ୫୫୦,ପିକନିକ ପିଣ୍ଡି ୧୩୦୦ ଓ ସ୍ପେସାଲ ପିଣ୍ଡି ପାଇଁ ୧୬୦୦ଟଙ୍କା ରଖାଯାଇଛି।
ସେହିଭଳି ପର୍ଯ୍ୟଟକ ରହଣି ଓ ମନୋରଞ୍ଜନ ପାଇଁ ଫରେଷ୍ଟ ରେଷ୍ଟ ହାଉସ ଦୁଇଟି ରହିଛି। ଯାହାର ମୂଲ୍ୟ ୨୬୦୦ଟଙ୍କା, ହଲିଡେ କଟେଜ ପ୍ରଥମ ମହଲା ଓ ଦ୍ୱିତୀୟ ମହଲା ପାଇଁ ୨୬୦୦ ଟଙ୍କା ରଖାଯାଇଛି। ତେବେ ସମସ୍ତ ସ୍ଥାନରେ ପାଣିର ବ୍ୟବସ୍ଥା ରଖାଯାଇଛି। ଏଠି ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଥିବାରୁ ବଣଭୋଜିର ଏହା ପ୍ରଥମ ପସନ୍ଦ ପାଲଟିଥାଏ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଭୋଜି କରିଥାନ୍ତି। ଏଠାରେ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ବୁକିଂ ଚାଲିିଥାଏ। ପ୍ରାୟ ତିନି ମାସ ବିତି ଯାଇଥିଲେ ମଧ୍ୟ ପର୍ଯ୍ୟଟକମାନେ କେବଳ ପରିଦର୍ଶନ କରି ଫେରୁଛନ୍ତି। ପ୍ରତ୍ୟେକ ଦିନ ଅନେକ ପର୍ଯ୍ୟଟକ ଭୋଜିର ଆୟୋଜନ କରିବାକୁ ଆସି ନିରାଶ ହୋଇ ଫେରୁଛନ୍ତି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ଘରଗୁଡିକୁ ସୁବ୍ୟବସ୍ଥିତ କରାଯାଉଛି। ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଛା, କାକଟସ ହାଉସ, ଗ୍ଲାସ ହାଉସ, ଡ୍ରାଏ ଗାର୍ଡେନ, ଗ୍ରିନ ହାଉସ, ଆର୍କିଡ ହାଉସ, ଔଷଧୀୟ ଉଦ୍ୟାନ, ଜାପାନିଜ ଗାର୍ଡେନ, ପ୍ଲାମସ ଗାର୍ଡେନ, ଶିଶୁ ଉଦ୍ୟାନ, ମୋଗଲ ଗାର୍ଡେନ, ବୁଦ୍ଧ ପାର୍କ ଆଦି ଗାର୍ଡେନ ଓ ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ ତା’ ସାଙ୍ଗକୁ କାକଟସ କଇଁ ଆଦି ଫୁଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା ରଖାଯାଉଛି।