Priyanshi - The Sakala

ଅନ୍ତର୍ଜାତୀୟ ମଞ୍ଚରେ ଚମକିଲେ ଓଡ଼ିଆ ଝିଅ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଚର୍ଚ୍ଚାରେ ପ୍ରିୟାଂଶୀ
ଭୁବନେଶ୍ୱର: ପୁଣି ଅନ୍ତର୍ଜାତୀୟ ମଞ୍ଚରେ ଚମକିଲେ ଓଡ଼ିଆ ଝିଅ। ନୂଆଦିଲ୍ଲୀ ସ୍ଥିତ ଗୋଦାବରୀ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ‘ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଆଇକନ୍‍’ ମଞ୍ଚରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ପ୍ରିୟାଂଶୀ ଜେନା। ଏହି ଅନ୍ତର୍ଜାତୀୟ ଟ୍ୟାଲେଣ୍ଟହଣ୍ଟ୍‍ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୫ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡ୍‍କୁ ମନୋନୀତ ହୋଇଥିବା ବେଳେ ଓଡ଼ିଶାର କୁନି ପ୍ରତିଭା ପ୍ର୍ରିୟାଂଶୀ ମଧ୍ୟ ଉକ୍ତ ତାଲିକାରେ ରହିଛନ୍ତି। ଭୁବନେଶ୍ୱର ଏସ୍‌.ଜେ ଡ଼୍ୟାନ୍ସ ଏକାଡ଼େମୀରେ ଶିକ୍ଷାଲାଭ କରୁଥିବା ପ୍ରିୟାଂଶୀ ଓଡ଼ିଶାର ଲୋକନୃତ୍ୟ ସମ୍ବଲପୁରୀ ନୃତ୍ୟକୁ ଅତି ନିପୁଣ ଭାବେ ଅନ୍ତର୍ଜାତୀୟ ମଞ୍ଚରେ ପରଶିଥିଲେ। ଏହି କୁନି ଝିଅଙ୍କ ସମ୍ବଲପୁରୀ ନୃତ୍ୟ ବିଚାରପତିଙ୍କ ମନ ମୋହିବା ସହିତ ଦର୍ଶକମାନଙ୍କୁ ବିମୋହିତ କରି ଦେଇଥିଲେ । ଯାହା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଛି ।