Vigilance - The Sakala

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ
ମାଲକାନଗିରି: ଭିଜିଲାନ୍ସ ଜାଲରେ ଜେଇ । ଲାଞ୍ଚ ନେବାବେଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଦେଶ ପ୍ରସାଦ । ପ୍ରଦେଶ ପ୍ରସାଦଙ୍କ ଅନ୍ୟ ଦୁଇ ଜାଗାରେ ମଧ୍ୟ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ବିଭାଗ
ଆଠଗଡ଼: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI ଲାଞ୍ଚ ନେଇ ଧରାପଡ଼ିଲେ କଟକ ସଦର ତହସିଲ୍ କଖଡ଼ି ସର୍କଲ ରାଜସ୍ବ ଅଧିକାରୀ ଜାନକୀ ରଂଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଜମିଜମା ମାମଲାର ମ୍ୟୁଟେସନ୍‌ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ । ଏକ ମ୍ୟୁଟେସନ କେସ ବାବଦକୁ କଟକ ବ୍ରଜବିହାରୀପୁର ଅଞ୍ଚଳର କମନ ସର୍ଭିସ ସେଣ୍ଟର କରିଥିବା ପ୍ରଦୀପ୍ତ ରାଉତଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ୍। ଜାନକୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ RIଙ୍କର ୩ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ବିଭାଗ ।

ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ; ବିଲ୍‌ ପାସ୍‌ ପାଇଁ ଠିକାଦାରଙ୍କଠୁ ନେଉଥିଲେ ୧ ଲକ୍ଷ ଟଙ୍କା ଲାଞ୍ଚ
ଭୁବନେଶ୍ୱର: ଲାଞ୍ଚୁଆ ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ ଦାସଙ୍କୁ ବାନ୍ଧିଲା ଭିଜିଲାନ୍ସ । ବିଲ୍‌ ପାସ୍‌ ପାଇଁ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ ଯନ୍ତ୍ରୀ । ଆଉ ଏହି ୧ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ତାଙ୍କୁ ଗିରଫ କରିଛି । ଗତକାଲି ଏକ ଲକ୍ଷ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ତାଙ୍କ ନିକଟରୁ ମିଳିଥିଲା ଆଉ ୧ ଲକ୍ଷ ୨୬ ହଜାର ଟଙ୍କା । ଯାଞ୍ଚବେଳେ ମୋଟ ୩ ଲକ୍ଷ ୫୬ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭଡା ଘରୁ ମିଳିଥିଲା ୧ ଲକ୍ଷ ୩୦ ହଜାର ଟଙ୍କା । ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏ ନେଇ ରୁଜ୍ଜୁ ହୋଇଛି ମାମଲା ।

ସୂଚନାଯୋଗ୍ୟ, ଜଣେ ଠିକାଦାରଙ୍କର ୭ ଲକ୍ଷ ଟଙ୍କା ବିଲ୍‌ ବାକି ଥିଲା । ଉକ୍ତ ବିଲ୍‌ ପାସ୍‌ ପାଇଁ ଠିକାଦାର ଜଣଙ୍କ ନରେଶଙ୍କ ପାଖକୁ ଯାଇଥିଲେ । ନରେଶ ବିଭିନ୍ନ ବାହାନାରେ ଦିନ ଗଡ଼ାଇ ଚାଲିଥିଲେ । ତେବେ ଗତ ସପ୍ତାହରେ ଠିକାଦାରଙ୍କୁ ନରେଶ କହିଥିଲେ ଦେଢ଼ ଲକ୍ଷ ଟଙ୍କା ଦେଲେ ୭ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରି ଦେବେ । ଏତେ ଟଙ୍କା ଦେବାକୁ ନରେଶ ରାଜି ହୋଇ ନଥିଲେ । ଶେଷରେ ୧ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା । ଠିକାଦାର ଜଣଙ୍କ ଏନେଇ ଭିଜିଲାନ୍ସ ଅଫିସ୍‌ରେ ଜଣାଇଥିଲେ । ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଯୋଜନା କରିଥିଲେ ।

ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ: ରୁଜୁ ହୋଇଛି ୨୦୦ ଅପରାଧିକ ମାମଲା, ବନ୍ଧା ହୋଇଛନ୍ତି ୧୮୧ ବାବୁ
ଭୁବନେଶ୍ବର: ସାମ୍ନାକୁ ଆସିଲା ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ। ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ କେସ ରୁଜୁ କରାଯାଇଛି। ୧୮୧ ଜଣ ସରକାରୀ ଅଧିକାରୀ ଓ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି। ୫୦ ଜଣ କ୍ଳାସ ୧ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ୬ ଜଣ ଚିଫ ଇଞ୍ଜିନିୟର, ଅବକାରୀ ଜଏଣ୍ଟ କମିଶନର, ଫିସରି ଡେପୁଟି ଡ଼ାଇରେକ୍ଟର, ସିଟି ଜିଏସଟି ଆସିଷ୍ଟାଣ୍ଟ କମିଶନର, ଜେଲ ସୁପରିଟେଣ୍ଡେଣ୍ଟ, ସବ କଲେକ୍ଟର, ତହସିଲଦାର, ବିଡ଼ିଓଙ୍କ ବିରୋଧରେ କେସ ହୋଇଛି ।

ସେହିପରି ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରେଭେନ୍ୟୁ କର୍ମଚାରୀ, ୯ ଜଣ ପୋଲିସ, ୫ ଜଣ ଡାକ୍ତର, ୩ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗିରଫ କରାଯାଇଛି । ୬୦ ଟି ଡିଏ କେସ ହୋଇଛି । ସେହିପରି ୯୬ଟି କେସରେ ଟ୍ରାପ କରି ୧୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯ ଲକ୍ଷ ୨୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ସେହିପରି ଟ୍ରାପ ଓ ଡିଏ କେସରେ ୪୮୩ ସ୍ଥାନରେ ରେଡ଼ ପଡିଛି । ଦୁର୍ନୀତିଗସ୍ତ ଅଧିକାରୀଙ୍କ ୭୯୨ ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ୬୦ଟି ଡିଏ କେସରେ ୩୮ ଜଣ ଅଭିଯୁକ୍ତଙ୍କ ସହଯୋଗୀଙ୍କ ବିରୋଧରେ କେସ ହୋଇଛି । ୩୦୭ ଟି କେସରେ ତଦନ୍ତ ଶେଷ ହୋଇଛି । ୧୦୫ ଟି କେସରେ ଦଣ୍ଡବିଧାନ ଶେଷ କରିଛି ଭିଜିଲାନ୍ସ । ଡିଏ କେସରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୫ ସରକାରୀ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।

ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ଅଫିସର । ଭିଜିଲାନ୍ସ ପଞ୍ଝାରେ ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଏକ ସବ ପ୍ଲଟ ରେଜିଷ୍ଟ୍ରେସନ କରାଇ ଦେବାକୁ ନେଉଥିଲେ ଲାଞ୍ଚ। ସବ ପ୍ଲଟର ବିକ୍ରୟ କବଲା ପାଇଁ ମାଗିଥିଲେ ୨୦ ହଜାର ଟଙ୍କା । ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ଏଥିସହ ଦେବଜାନୀଙ୍କ ଅଫିସ ଓ ଘରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

ଭିଜିଲାନ୍ସ ଜାଲରେ ସିଡିପିଓ, ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
ପୁରୁଷୋତ୍ତମପୁର: ଭିଜିଲାନ୍ସ ଜାଲରେ ସିଡିପିଓ। ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ସିଡିପିଓଙ୍କୁ ଧରିଛି ଭିଜିଲାନ୍ସ। ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ସିଡିପିଓ। ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ। ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ଗୋଟିଏ ଟିମ ଓ ବେଗୁନିଆପଡ଼ା ଥାନାରେ ଏକ ଟିମ ଉପସ୍ଥିତ ରହି ଛାନଭିନ ଚଳାଇଛନ୍ତି ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ
ଭବାନୀପାଟଣା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ । ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସନ୍ୟାସୀ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। କାଗଜପତ୍ର କାମ ପାଇଁ ୧୦ ହଜାର ଲାଞ୍ଚ ନେବା ବେଳେ ସନ୍ୟାସୀ ନାୟକଙ୍କୁ ଭିଜିଲାନ୍ସ ଧରିଥିଲା। ଧରାପଡ଼ିବା ପରେ ସନ୍ୟାସୀଙ୍କ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଗିରଫ ହେଲେ କୁବେର ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ, ଆୟଠାରୁ ୩୩୮ ପ୍ରତିଶତ ଅଧିକ ସମ୍ପତ୍ତି ଜବତ
ଭୁବନେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ । ଭିଜିଲାନ୍ସ ରେଡ଼୍ ବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରୁ କୋଠା ସାଙ୍ଗକୁ ବିଳାସପୂର୍ଣ୍ଣ ଫ୍ଲାଟ୍‌, ପ୍ରମୁଖ ସ୍ଥାନରେ ପ୍ଲଟ୍‌, ବ୍ୟାଙ୍କ ଆକାଉଣ୍ଟ୍‌ରେ ବି ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା ଜବତ ହୋଇଛି । ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ୬ଟି ଟିମ୍‌ ରାଜଧାନୀର ସରକାରୀ କାର୍ଯ୍ୟାଳୟ ସମେତ ଭଦ୍ରକ ସ୍ଥିତ ପୈତୃକ ଘର ଆଦି ୬ଟି ସ୍ଥାନରେ ଚଢ଼ଉ କରି ବିପୁଳ ସଂପତ୍ତି ଠାବ କରିଥିଲା । ଏହି ରେଡ୍‌ରେ ବିଶ୍ବବନ୍ଧୁଙ୍କ ସମ୍ପତ୍ତି ଆୟଠାରୁ ୩୩୮ ପ୍ରତିଶତ ସମ୍ପତ୍ତି ମିଳିଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ ପି ଏମ୍ ରାଧାକ୍ରିଷ୍ଣ।

ଭିଜିଲାନ୍ସ ବିଭାଗର ଚଢ଼ାଉ ବେଳେ ଭୁବନେଶ୍ୱର ଭିଏସ୍‌ଏସ୍‌ନଗରସ୍ଥିତ ଦୁଇମହଲା ଆବାସିକ କୋଠା,‌ ରୁଦ୍ରପୁରସ୍ଥିତ ଆସୋଟେକ୍‌ ପ୍ରାଇଡ୍‌ରେ ବିଳାସପୂର୍ଣ୍ଣ ୩ ବିଏଚ୍‌କେ ଫ୍ଲାଟ୍‌, ଭଦ୍ରକ ମଠସାହି ସ୍ଥିତ ଏକ ମହଲା କୋଠା ଓ ତୋରାନପଡ଼ାସ୍ଥିତ ପୈତୃକ ଘର ଠାବ କରାଯାଇଥିଲା । ସେହିପରି ରାଜଧାନୀ ଓ ଭଦ୍ରକର ପ୍ରମୁଖ ଅଂଚଳରେ ୬ଟି ପ୍ଲଟ୍‌ ମଧ୍ୟ ଠାବ କରାଯାଇଥିଲା । ଘରୁ ନଗଦ ୩ଲକ୍ଷ ୧୮ ହଜାର ଟଙ୍କା, ୪୨୧ ଗ୍ରାମ ସୁନାଗହଣା ମିଳିଛି । ଏହି ରେଡ୍‌ରେ ୭ DSPଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ଉରେ ସାମିଲ ହୋଇଥିଲେ।

ସରକାରୀ ହଷ୍ଟେଲ ନିର୍ମାଣରେ ଟଙ୍କା ହଡ଼ପ ମାମଲା: ଦୁଇ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୩୪ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କୋଠା ନିର୍ମାଣ କରିଥିବା ଠିକା ସଂସ୍ଥାର ଦୁଇ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଇଞ୍ଜିନିୟରମାନେ ହେଲେ ସୌରଭ ଦେ ଓ ସପ୍ତର୍ଷି ଗୋସ୍ବାମୀ । ଦୁଇ ଇଞ୍ଜିନିୟର, ହଷ୍ଟେଲ ନିର୍ମାଣ କାର୍ଯ୍ୟର ଯାଞ୍ଚ ନକରି ଠିକାଦାରଙ୍କୁ ବିଲ୍‌ ପାସ କରାଇଥିଲେ। ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ। ହଷ୍ଟେଲ ନିର୍ମାଣରେ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବରୁ କଣ୍ଟ୍ରାକ୍ଟର ବାପା ଓ ପୁଅଙ୍କୁ ଗିରଫ କରିସାରିଛି ଭିଜିଲାନ୍ସ। ଅନ୍ୟପଟେ ଆଜି ଏହି ମାମଲାରେ ଠିକା କମ୍ପାନିର ଭୁବନେଶ୍ବର ଅଫିସ ଓ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ।

ଚାକିରିରୁ ବହିଷ୍କୃତ ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକ
ବିଜେପୁର: ଚାକିରିରୁ ବହିଷ୍କୃତ ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକ । ଏକ କେସ୍‌ର ବିଚାର ବେଳେ ମିଛ ତଥ୍ୟ ଉପସ୍ଥାପନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଅଭିଯୁକ୍ତକୁ ସାହାଯ୍ୟ ପାଇଁ ସାକ୍ଷୀଭାବେ ମିଥ୍ୟା ପ୍ରମାଣ ଦେଇଥିବା ଅଭିଯୋଗ ହୋଇଥିଲା ତାଙ୍କ ନାଁରେ । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଥିଲା ଭିଜିଲାନ୍ସ । ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉପେନ୍ଦ୍ରଙ୍କ ଭୁଲ ତଥ୍ୟ ଯୋଗୁଁ ଛାଡ଼ ପାଇଯାଇଥିଲେ ଅଭିଯୁକ୍ତ ଆନନ୍ଦ ସରାଫ । ଆନନ୍ଦ ସେତେବେଳେ ବରଗଡ଼ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଅଫିସର ବରିଷ୍ଠ କିରାଣି ଆନନ୍ଦ । ସୂଚନା ଅନୁସାରେ ୨୦୧୧ରେ ବରଗଡ଼ ସୋହେଲା RWSS ସେକ୍ସନରେ ଜେଇ ଥିଲେ ଉପେନ୍ଦ୍ରଭଞ୍ଜ । କିରାଣି ଆନନ୍ଦ ସରାଫଙ୍କ କେସ୍‌ରେ ଦେଇଥିବା ତଥ୍ୟ ବଦଳାଇ ଭୁଲ୍ ଦେଇଥିଲେ । ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତକୁ ଖସାଇ ଦେଇଥିଲେ ଉପେନ୍ଦ୍ରଭଞ୍ଜ ।

ଲାଞ୍ଚ ନେଲାବେଳେ ଚାନ୍ଦିପୁର ଥାନା IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
ବାଲେଶ୍ବର: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଚାନ୍ଦିପୁର ଥାନାର IIC ଗଣେଶ୍ବର ପ୍ରଧାନ ଓ  ASI ବଳି ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ମଦ ବେପାରୀଙ୍କ ଠାରୁ ମାସିକିଆ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଅଧିକାରୀ । ଉଭୟଙ୍କୁ ହେପାଜତକୁ ନେଇଛି ଭିଜିଲାନ୍ସ ଅଧିକାରୀ । IIC ଗଣେଶ୍ବରଙ୍କ ପାଇଁ ଚାନ୍ଦା ଆଦାୟ କାମରେ ଲାଗିଥିଲେ ASI ବଳି ମହାନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ସ୍ୱତନ୍ତ୍ର କୋର୍ଟ ସ୍ପେଶାଲ ଜଜଙ୍କ ନିକଟରେ ଚାର୍ଜସିଟ୍ ଦାଖଲ ହୋଇଛି। ପ୍ରଦୀପ ପାଣିଗ୍ରାହୀ ଏବେ ଗୋପାଳପୁର ବିଧାୟକ ଅଛନ୍ତି। ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ କରୁଛି ଭିଜିଲାନ୍ସ। ୨୦୨୧ ଅକ୍ଟୋବର ମାସରେ ଭିଜିଲାନ୍ସ ରେଡ୍ କରିଥିଲା।