son killed his father - The Sakala

ତୁଚ୍ଛ ହେଲା ରକ୍ତ ସମ୍ପର୍କ, ବାପାର ତଣ୍ଟି ଚିପି ହତ୍ୟା କଲା ପୁଅ
ବଲାଙ୍ଗିର: ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଯେଉଁ ବାପା ନିଜ ପେଟକୁ ମାରି ପୁଅକୁ ବଡ କରିଥିଲା ।ଶେଷରେ ସେହି ବାପକୁ ମଧ୍ୟ ହତ୍ୟା କରିବାକୁ ପଛାଇଲା ନାହିଁ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଘାଗୁର୍ଲି ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବାପାର ତଣ୍ଟି ଚିପି ହତ୍ୟା କରିଛି ପୁଅ ।

ସୂଚନାଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଘଗୁର୍ଲି ଗାଁର ବୈକୁଣ୍ଠ ମାଝୀ ଖାଇ ସାରି ବାରଣ୍ଡାରେ ବସିଥିଲେ। ଏହି ସମୟରେ ମଝିଆ ପୁଅ ମହେଶ୍ୱର ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା। କୌଣସି କଥାକୁ ନେଇ ବାପାପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ମହେଶ୍ୱର ବାପାଙ୍କ କଥାରେ ରାଗିଯାଇ ତାଙ୍କ ତଣ୍ଟିକୁ ଚିପି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧଙ୍କୁ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଖବର ପାଇବା ପରେ ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ଓ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତ ମହେଶ୍ୱର ମାଝୀକୁ ଗରିଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ ।