FIH Hockey Junior World Cups - The Sakala

ଜୁନିୟର ହକି ବିଶ୍ୱକପ୍: ଭାରତୀୟ ଟିମ୍ ଘୋଷଣା, ୩ ଓଡ଼ିଆ ଖେଳାଳୀ ସାମିଲ
ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ। ଏଥିପାଇଁ ପୁରୁଷ ଜୁନିୟର ହକି ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ହୋଇଛି। ୧୮ଜଣିଆ ଦଳ ଘୋଷଣା କରିଛି FIH ।

ସୂଚନା ମୁତାବ,କ ଭାରତୀୟ ହକି ଜଳରେ ବିବେକ ସାଗର ପ୍ରସାଦ ଟିମରେ ଅଧିନାୟକ ରହିବେ। ସେହିପରି ଉପଅଧିନାୟକ ହେଲେ ଡିଫେଣ୍ଡର ସଞ୍ଜୟ। ସବୁଠୁ ବଡ଼ କଥା ହେଉଛି ୧୮ଜଣିଆ ଦଳରେ ୩ ଓଡ଼ିଆ ସାମିଲ ହୋଇଛନ୍ତି। ଓଡ଼ିଶାର ଅଭିଶେକ ଲାକ୍ରା, ସୁଦୀପ ଚିର୍ମାକୋ, ସୁନୀଲ ଜୋଜୋ ଟିମରେ ସ୍ଥାନ ପାଇଛନ୍ତି।

୨୪ ନଭେମ୍ବରରୁ ଭାରତର ପ୍ରଥମ ଅଭିଯାନ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଫ୍ରାନ୍ସ ସହ ମୁହାଁମୁହିଁ ହେବ ଭାରତ । ମୋଟ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ। ୨୫ ତାରିଖରେ କାନାଡାକୁ ଏବଂ ୨୭ରେ ପୋଲାଣ୍ଡକୁ ଭେଟିବ ଭାରତୀୟ ଦଳ। ୧ ଡିସେମ୍ବରରୁ ୫ଯାଏଁ ନକ୍ ଆଉଟ ମ୍ୟାଚ୍ ଖେଳାଯିବ।