OSSTET - The Sakala

ଜାନୁଆରୀ ୨୦ରେ ହେବ OSSTET ପରୀକ୍ଷା, ଆଜିଠୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ...
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୦ରେ OSSTET- ୨୦୨୫ ପରୀକ୍ଷା ଅନୁଷ୍ଠିତ ହେବ।  ପେପର-୧ ସକାଳ ୯ରୁ ସାଢ଼େ ୧୧ ଯାଏ ଚାଲିବ। ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ। ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରି ପାରିବେ ଆଶାୟୀ। ୨୦୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁୃ ବିଜ୍ଞପ୍ତି ଜାରି ହୋଇଛି।

୧୨ ତାରିଖରେ ହେବ ସିଟିଇଟି ଏବଂ ଓଏସଏସଟିଇଟି ପରୀକ୍ଷା
ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଦକ୍ଷତା ପରୀକ୍ଷା(ଓଏସଏସଟିଇଟି) ଏବଂ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା(ସିଟିଇଟି) ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଥିବାରୁ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ପିଲାଙ୍କ ଚିନ୍ତା ବଢ଼଼ିଛି। ୧୨ ତାରିଖରେ ଅନେକ ଛାତ୍ରଛାତ୍ରୀଙ୍କ ସିଟିଇଟି ଓ ଓଏସଏସଟିଇଟି ପରୀକ୍ଷା ରହିଥିବାବେଳେ ସେମାନେ କିପରି ପରୀକ୍ଷା ଦେବେ ତାହା ସେମାନଙ୍କ ଦ୍ୱନ୍ଦ୍ୱ ବଢ଼଼ାଇଛି। ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ଅନ୍ତତଃପକ୍ଷେ କୌଣସି ଗୋଟିଏ ପରୀକ୍ଷାକୁ ଘୁଞ୍ଚାଇବା ଲାଗି ଆଶାୟୀମାନେ ଦାବି କରିଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ନିକଟରେ ସେମାନଙ୍କ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି। ସୂଚନାଥାଉକି ସିଟିସଟି ପରୀକ୍ଷା ସିବିଏସଇ ବୋର୍ଡ଼ ପରିଚାଳନା କରୁଥିବାବେଳେ ଓଏସଏସଟିଇଟି ବିଏସଇ ବୋର୍ଡ଼ ପରିଚାଳନା କରୁଛି। ତେଣୁ ଯେକୌଣସି ଗୋଟିଏ ବୋର୍ଡ଼ ପରୀକ୍ଷା ତାରିଖ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତ ପୋଷଣ କରିଛନ୍ତି।

ଆସନ୍ତାକାଲି ଓଏସଏସଟିଇଟି ପରୀକ୍ଷା
ଭୁବନେଶ୍ବର: ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା  (OSSTET) । ମୋଟ ୭୨ ହଜାର ୨୮୦ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା । ଏଥି ପାଇଁ ସାରା ରାଜ୍ୟରେ ପେପର-୧ ପାଇଁ ୩୩୮ ଟି ଓ ପେପର- ୨ ପାଇଁ ୩୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସକାଳ ୯ ଟାରୁ ୧୧ ଟା ୩୦ରେ ପେପର- ୧ ପରୀକ୍ଷା ହେବ। ଅପରାହ୍ନ ୧ ଟାରୁ ୩ ଟା ୩୦ ଯାଏ ଚାଲିବ ପେପର- ୨ ପରୀକ୍ଷା। ପରୀକ୍ଷାରେ କୌଣସି ନେଗେଟିଭ୍ ମାର୍କ ରହିବ ନାହିଁ। ପ୍ରତି ପେପରରେ ୪ଟି ଲେଖାଏ ସେକ୍ସନରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପେପର- ୧ ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ ପେପର -୨ ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା ।

ପରୀକ୍ଷାର୍ଥୀମାନେ କୋଭିଡ ଗାଇଡଲାଇନ ପାଳନ ପୂର୍ବକ ପରୀକ୍ଷା ଦେବେ । ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋଭିଡ ଗାଇଡଲାଇନ ପାଳନ ସହ କିପରି ସଠିକ ଭାବେ ପରୀକ୍ଷା ହେବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ବୋର୍ଡ ମୁଖ୍ୟ କାର୍ଯ୍ଯାଳୟ କଟକରେ ରହିବ କଣ୍ଟ୍ରୋଲ ରୁମ୍। କପିକରୁଥିବାର ଯଦି କେହି ପରୀକ୍ଷାର୍ଥୀ ଧରା ପଡି ଏମପି ହେଲେ ଆଉ ଜୀବନରେ  ସୁଯୋଗ ମିଳିବ ନାହିଁ ବୋଲି ବର୍ଡ ପକ୍ଷରୁ କୁହାଯାଇଛି।

ଓଏସଏସଟିଇଟି ପାଇଁ ୧୨ରୁ ଆବେଦନ
କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାଇଁ ଆସନ୍ତା ୧୨ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ସମୟରେ ପଞ୍ଜୀକରଣ, ଶିକ୍ଷାଗତ ଯୋଗ୍ୟତା, ସିଲାବସ ଆଦିର ସମସ୍ତ ବିବରଣୀ ବୋର୍ଡ ୱେବସାଇଟରେ ଉପଲବ୍ଧ ରହିଛି। ଆବଶ୍ୟକସ୍ଥଳେ ଅନଲାଇନ ଆବେଦନ ପତ୍ରର ଚୂଡାନ୍ତ ଦାଖଲ ତାରିଖ ବୃଦ୍ଧି କରାଯାଇପାରେ। ଯଦି କୌଣସି ପ୍ରାର୍ଥୀ ଆବେଦନ ସମୟରେ ଜାଲ କିମ୍ବା ନକଲି ପ୍ରମାଣପତ୍ର ଦେଇଥାନ୍ତି,ତାହେଲେ ତାଙ୍କ ଆବେଦନକୁ ଅଗ୍ରହ୍ୟ କରାଯିବ।

ଥରେ ଯେଉଁ ତଥ୍ୟ ପ୍ରାର୍ଥୀମାନେ ଦାଖଲ କରିବେ ସେଥିରେ ପରିବର୍ତ୍ତନ କରାଯିବନାହିଁ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆଡମିଟ କାର୍ଡ ଏବଂ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନା ଥାଉକି, ପୂର୍ବରୁ ପ୍ରତିବର୍ଷ ଦୁଇଟି ଓ ଏସଏସଟିଇଟି ପରୀକ୍ଷା ହୋଇଥାଏ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇସାରିଥିବା ବେଳେ ଗତ ମାସରେ ଏହାର ଫଳ ପ୍ରକାଶ ପାଇଥିଲା। ଏହାପରେ ବୋର୍ଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।