Election - The Sakala
ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ, ଜୁନ୍ ୧୮ରେ ଭୋଟ୍
ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । ବିଧାନସଭା ସଚ୍ଚିବାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କାନ ପ୍ରକ୍ରିୟା। ୯ ତାରିଖରେ ହେବ ପାର୍ଥିପତ୍ର ଯାଞ୍ଚ । ସେହିପରି ୧୧ ତାରିଖରେ ପାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଜୁନ୍ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ଭୋଟ୍ ଗ୍ରହଣ ଶେଷ ହେବା ପରେ ସେହି ଦିନ ହିଁ ଭୋଟ୍ ଗଣତି କରାଯିବ।
ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ରାଜ୍ୟସଭା ଆସନ । ଗତ ମେ ୨୫ ତାରିଖରେ ଦେବାଶିଷ ରାଜ୍ୟସଭା ପଦରୁ ଦେଇଥିଲେ ଇସ୍ତଫା । ଏହି ଆସନ ପାଇଁ ହେବ ଉପ ନିର୍ବାଚନ । ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି । ୧୧ଟି ରାଜ୍ୟର ୨୫ଟି ଆସନ ପାଇଁ ଆସନ୍ତା ୧୮ରେ ରାଜ୍ୟସଭା ଉପ-ନିର୍ବାଚନ ହେଉଛି ।
ପୁଣି ମୈଦାନକୁ ଓଲ୍ହାଇବେ ସୁର, ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ
ଜଟଣୀ: ପୁଣି ନିର୍ବାଚନ ମୈଦାନକୁ ଓଲ୍ହାଇବେ ସୁର । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ । କଂଗ୍ରେସ ଟିକେଟରୁ ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ପୁଣି ଲଢ଼ିବି ବୋଲି କହିଲେ ସୁର । ସେ ଆହୁରି ମଧ୍ୟ କହିଛନ୍ତି କି, ସେ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା । ଏଥର ଜଟଣୀରେ କଂଗ୍ରେସ ଆସିବ । ଲୋକଙ୍କ ସହ ମିଶୁଛୁ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି । ଆମ ପାଖରେ ଶକ୍ତି, ସଂଗଠନ, ପଇସା ଅଛି, ଲଢ଼ିବୁ ଜିତିବୁ ବୋଲି କହିଛନ୍ତି ସୁର । ତେବେ ପୂର୍ବରୁ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ ସୁର ରାଉତରାୟ ।
ମହିଳା ସଶକ୍ତୀକରଣର ଧ୍ୱଜାଧର ନବୀନ, ଗତ ୧୦ ଉପନିର୍ବାଚନରେ ୭ ମହିଳା ପ୍ରାର୍ଥୀ ...
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ଏଥର ନିଜର ପ୍ରାର୍ଥୀ ପରିବର୍ତ୍ତନ କରି  ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନିଜର ପ୍ରତାରିତ ପୁରୁଣା ନେତାଙ୍କୁ ଘାସିରାମଙ୍କୁ ଏଥର ହାତ ଚିହ୍ନରେ ଲଢ଼ିବାକୁ ସୁଯୋଗ ଦେଇଛି। ଏସବୁ ଭିତରେ ଗତ ନିର୍ବାଚନରେ ଏହି ଆସନକୁ ନିଜ ଦଖଲରେ ରଖିଥିବା ବିଜେଡି ନିଜର ପ୍ରାର୍ଥୀ ଘୋଷଣା ସହ ପୁଣି ଥରେ ରାଜ୍ୟର ରାଜନୈତିକ ସମୀକ୍ଷକମାନଙ୍କୁ ଚକ୍‌ମା ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଆସନ ପାଇଁ ଦଳର ମହିଳା ବ୍ରିଗେଡ୍‌ ମୁଖ୍ୟ ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରିଛନ୍ତି। ଏହା ସହିତ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଜାତୀୟସ୍ତରରେ ନବୀନଙ୍କ  ଛବି ଆହୁରି ବଳିଷ୍ଠ ହୋଇଛି। ୨୦୧୮ ମସିହା ଠାରୁ ଓଡ଼ିଶାରେ ଅନୁଷ୍ଠିତ ୧୦ଟି ଉପନିର୍ବାଚନରେ ବିଜେଡି ୭ ଜଣ ମହିଳାଙ୍କୁ ଟିକଟ ଦେଇଛି।
ଏହି ଧାରା ଏବେ ମଧ୍ୟ ଜାରି ରହିଛି। ପ୍ରଥମ ଥର ପାଇଁ ୨୦୧୮ ମସିହା ବିଜେପୁର ଉପ ନିର୍ବାଚନରେ ସେ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳୀୟ ଟିକଟ ପ୍ରଦାନ କରିଥିଲେ ଓ ସେହି ଆସନରେ ସେ ବିଜୟୀ ହୋଇଥିଲେ। ପୂନର୍ବାର ୨୦୧୯ରେ ନବୀନ ବିଜେପୁର ଆସନରେ ଲଢ଼ି ପରବର୍ତ୍ତୀ ସମୟରେ ଏହାକୁ ଛାଡ଼ିଥିଲେ ଓ ପୁଣି ଥରେ ରୀତା ସାହୁ ଏଠାରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ।  ବ୍ରଜରାଜ ନଗରରେ  କିଶୋର ମହାନ୍ତିଙ୍କ ପରଲୋକ ପରେ  ଅଳକା ମହାନ୍ତି ଓ ପଦମପୁର ଉପନିର୍ବାଚନରେ ବର୍ଷା ସିଂ ବରିହାଙ୍କୁ ନବୀନ ପ୍ରାର୍ଥୀ କରିଥିଲେ। ଅନୁରୂପ ଭାବରେ ୨୦୨୩ରେ ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜେଡି ଟିକଟରେ ବିଜୟୀ ହୋଇଥିଲେ।  ଏହା ପୂର୍ବରୁ  ୨୦୨୨ ଧାମନଗର ଉପନିର୍ବାଚନରେ ମଧ୍ୟ ଅବନ୍ତୀ ଦାସଙ୍କୁ ଦଳୀୟ ଟିକଟ ମିଳିଥିଲେ ହେଁ ସେ ପରାଜିତ ହୋଇଥିଲେ। ଏବେ ଗୁରୁତ୍ୱପୂର୍ଣ୍ଣ ନୂଆପଡ଼ା ଉପନିର୍ବାଚନରେ ନବୀନ ନିଜ ଦଳର ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରି ଅନ୍ୟ ରାଜନୈତିକ ଦଳ ଓ ରାଜନୈତିକ ସମୀକ୍ଷକଙ୍କୁ ଚକିତ କରି ଦେଇଛନ୍ତି ।
ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ହୋଇଛି। ଏହା ଆଇନରେ ପରିଣତ ହେବା ଦ୍ୱାରା ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିବ। ମାତ୍ର ଏହା ପୂର୍ବରୁ ନବୀନ ପଟ୍ଟନାୟକ  ଓ ବିଜେଡି ଏ ସମ୍ପର୍କିତ ଦାବି ବହୁ ଆଗରୁ କରି ଆସୁଥିଲେ। ବିଜେଡି ଏକମାତ୍ର ଆଞ୍ଚଳିକ ଦଳ ଭାବେ ଏହି ଦାବି ନେଇ ୨୨ଟି ଦଳ ପାଖକୁ ସମର୍ଥନ ପାଇଁ ଯାଇଥିଲା। ଏହା ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ଦଳ ୩୪ ଜଣ ମହିଳାଙ୍କ ପ୍ରାର୍ଥର୍ୀ କରିଥିଲା। ସେହିପରି ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଜେଡି ଅନ୍ୟପଦକ୍ଷେପ ମଧ୍ୟ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେଇ ବିଜେଡି ନୂଆ ରେକର୍ଡ କରିଛି। ଯାହାର ପ୍ରଭାବ ସ୍ୱରୂପ ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମଧ୍ୟରୁ ୨୧ ଜଣ ମହିଳାଙ୍କୁ ବିଜେଡି ଅଧ୍ୟକ୍ଷ ପଦରେ ବସାଇବାକୁ ସକ୍ଷମ ହୋଇପାରିଛି। ସେହିପରି ରାଜ୍ୟର ୩ଟି ନିର୍ବାଚିତ ମହାନଗର ନିଗମ ବିଜେଡି ହାତେଇଥିବାବେଳେ ଦୁଇଟି ସ୍ଥାନରେ ଦୁଇଜଣ ମହିଳା ମେୟର ହୋଇଥିଲେ। ଏଭଳି ମହିଳାକୈନ୍ଦ୍ରିକ ନିଷ୍ପତ୍ତି ପାଇଁ ଦଳ ମତ ନିର୍ବିଶେଷରେ ନବୀନଙ୍କୁ ରାଷ୍ଟ୍ରୀୟ ସ୍ତରରେ ବହୁ ବଡ଼ ବଡ଼ ମହିଳା ନେତ୍ରୀମାନେ ପ୍ରଶଂସା କରିଛନ୍ତି। ପୁଣି ଏକ ଉପନିର୍ବାଚନରେ ନବୀନ ମହିଳାଙ୍କ ହାତରେ ମଙ୍ଗ ଧରାଇଥିବାରୁ ଅନେକ ଏହାକୁ ଏକ ମାଷ୍ଟର ଷ୍ଟ୍ରୋକ୍‌ ବୋଲି ଆଖ୍ୟା ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ପଦକୁ ନୋଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସୋମବାର ଏହାଉପରୁ ପରଦା ଉଠିବ। ସୋମବାର ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ସଭାପତି ଦୌଡ଼ରେ ମନମୋହନ ସାମଲ ସବୁଠାରୁ ଆଗରେ ରହିଥିବା ବେଳେ ଦଳର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାମ ମଧ୍ୟ ସଭାପତି ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ତେବେ ଏକାଧିକ ନାମାଙ୍କନ ପରିବର୍ତ୍ତେ ଦଳୀୟ ସଭାପତି ଚୟନ ସହମତି ଭିତ୍ତିରେ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଆଜ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ। ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ସଂକ୍ରାନ୍ତ ଆପତ୍ତିି ଅଭିଯୋଗର ଯାଞ୍ଚ କରାଯାଇ ୪ଟା ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ । ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଗତ ୧ରୁ ୩ ତାରିଖ ମଧ୍ୟରେ ପୂର୍ବରୁ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ପୁରୀରେ ଘଟିଥିବା ଦଳାଚକଟା ମୃତ୍ୟୁ କାରଣରୁ ଏହି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା।
ଭୁବନେଶ୍ୱର: ସ୍ଥଗିତ ଥିବା ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ପାଇଁ ଶୁକ୍ରବାର ସମୟ ସାରଣୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରକ୍ରିୟା ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ଦିନ ଶେଷ ହେବ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ତଥା ରାଜ୍ୟ ସହ ନିର୍ବାଚନ ଅଧିକାରୀ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି।
ଡ. ମହାନ୍ତି କହିଛନ୍ତି ଯେ, ପୂର୍ବରୁ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଏବେ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ୨ଟା ସୁଦ୍ଧା ମତଦାତାଙ୍କ ସୂଚୀ ଉପରେ ବିଭିନ୍ନ ଆପତ୍ତି ଅଭିଯୋଗର ଯାଞ୍ଚ କରାଯିବା ପରେ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇବ। ୭ ତାରିଖ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ଉପରୋକ୍ତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ। ମଧ୍ୟାହ୍ନ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ୪ଟା ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ କରାଯିବ। ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ଡ. ମହାନ୍ତିି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୪ ରାଜ୍ୟର ନିର୍ବାଚନ ପାଇଁ ଖର୍ଚ୍ଚ ହୋଇଛି ୩୮୬୧ କୋଟି
ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ,ଅରୁଣାଚଳ ପ୍ରଦେଶ ଏବଂ ସିକିମ୍‌ ଭଳି ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ୩୮୬୧.୫୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରୀ ସ୍ତରରେ ଏହି ତଥ୍ୟ ଦିଆଯାଇଥିଲେ ମଧ୍ୟ ଏହି ୫ ନିର୍ବାଚନରେ ବେସରକାରୀ ସ୍ତରରେ ଟେଉଁ ତଥ୍ୟ ଦିଆଯାଇଛି ତାହା ବିଶ୍ବାସ କରିହେବ ନାହିଁ। କେବଳ ଲୋକସଭା ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ ପକ୍ଷରୁ ବେସରକାରୀ ସ୍ତରରେ କୁହାଯାଇଛି। ତେବେ ନିର୍ବାଚନ ବେଳେ ସବୁ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ଖର୍ଚ୍ଚକୁ ନେଇ ନିର୍ବାଚନ କମିସନଙ୍କ ଠାରେ ଯେଉଁ ତଥ୍ୟ ରଖିଥିଲେ ତାହାକୁ ‘କମନୱେଲ୍ଥ ହ୍ୟୁମାନ ରାଇଟସ୍‌ ଇନିସିଏଟିଭ୍‌ (ସିଏଚଆର୍‌ଆଇ) ପକ୍ଷରୁ ବିଶ୍ଲେଷଣ କରାଯିବା ସହିତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବ୍ୟୟ କରାଯାଇଥିବା ରାଶିକୁ ନେଇ ତଥ୍ୟ ରଖାଯାଇଛି। ସବୁ ଦଳର ନିର୍ବାଚନୀ ଖର୍ଚ୍ଚ ୩୮୬୧.୫୭ କୋଟି ଟଙ୍କା ରହିଥିଲା ବେଳେ କେବଳ ବିଜେପି ସର୍ବାଧିକ ଭାବେ ୧୭୩୭.୬୮ କୋଟି ଟଙ୍କା ବ୍ୟୟ କରିଥିବା କୁହାଯାଇଛି। ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ସେମାନଙ୍କ ନିର୍ବାଚନ ଖର୍ଚ୍ଚକୁ ନେଇ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ରଖିଥିଲେ। ବିଭିନ୍ନ ଦଳ ପାଇଥିବା ଦାନ ଅର୍ଥ ଅନୁସାରେ ପ୍ରାୟ ୨୨ଟି ପ୍ରମୁଖ ଦଳ ନିର୍ବାଚନ ପାଇଁ ୧୮ ହଜାର ୭୪୨.୩୧ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ତଥ୍ୟ ରଖିଥିଲେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଆକଳନ: ଡିସେମ୍ବରରେ ହୋଇପାରେ ଲୋକସଭା ନିର୍ବାଚନ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ସୋମବାର ବଡ଼ ବୟାନ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ଡିସେମ୍ବରରେ ହିଁ  ହେବ ବୋଲି ସେ କହିଛନ୍ତି। ମମତା  କହିଛନ୍ତି ଯେ, ଯଦିଓ ନିର୍ବାଚନ ତାରିଖ ସ୍ଥିର ହୋଇନାହିଁ, ତଥାପି ବିଜେପି ଆଗୁଆ ସମସ୍ତ ପ୍ରସ୍ତୁତି କରିସାରିଛି। ଦଳ ପ୍ରଚାର ଅଭିଯାନ ପାଇଁ ସମସ୍ତ ହେଲିକପ୍ଟର ବୁକ୍ କରିସାରିଛି। ଯାହାଦ୍ବାରା  ଅନ୍ୟ ରାଜନୈତିକ ଦଳଗୁଡିକର ପ୍ରଚାର  କାର୍ଯ୍ୟ ପାଇଁ ହେଲିକପ୍ଟର ସୁବିଧା ମିଳିପାରିବ ନାହିଁ ବୋଲି ସେ କହିଛନ୍ତି। ଟିଏମସି ସୁପ୍ରିମୋଙ୍କ ଏହି ବୟାନ ପରେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି ।  ଏପରିକି ନିର୍ବାଚନ ପୂର୍ବରୁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିବା ନେଇ ମମତା ସନ୍ଦେହ କରିଛନ୍ତି । ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଫେରିବ ତାହେଲେ ଦେଶରେ ଏକଛତ୍ରବାଦ ଶାସନ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ଲକ୍ଷ ଟଙ୍କା
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ରାଜ୍ୟରେ ପାଞ୍ଚଟି ପର୍ଯ୍ଯାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇସାରିଛି । ପଞ୍ଚାପତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି। । ପଞ୍ଚାୟତ ନିର୍ବାଚନ ଠିକ୍ ଭାବରେ କରିବା ପାଇଁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ନିୟୋଜିତ ହେବେ । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିବା ପାଇଁ ଯାଉଥିବା ସମସ୍ତ କର୍ମଚାରୀଙ୍କ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।
ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ଲକ୍ଷ ଟଙ୍କା । ସେହିପରି ହିଂସାକାଣ୍ଡ, ବିସ୍ଫୋରଣ ବା ଆତଙ୍କବାଦୀ ଆକ୍ରମଣଜନିତ ମୃତ୍ୟୁରେ ମିଳିବ କ୍ଷତିପୂରଣ । ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ମଧ୍ୟ ପରିବାରକୁ ୧୫ ଲକ୍ଷ ଟଙ୍କା ମିଳିବ । ଆକ୍ରମଣରେ ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ ମଧ୍ୟ ମିଳିବ ୧୫ ଲକ୍ଷ ଟଙ୍କାର ସହାୟତା । ସେହିପରି ଦୁର୍ଘଟଣାରେ ବିକଳାଙ୍ଗ ହେଲେ ମିଳିବ ୭ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମିଳିବ । ଦୁର୍ଘଟଣାରେ ଗୁରୁତର ଆହତ ହେଲେ ସର୍ବାଧିକ ୨ଲକ୍ଷ ପର୍ୟ୍ୟନ୍ତ ସହାୟତା ଦିଆଯିବ । ଏଥିସହ ନିର୍ବାଚନ ଡ୍ୟୁଟି ସମୟରେ କୋଭିଡ-୧୯ରେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ସହାୟତା ମିଳିବ । ସେହିପରି ଡ୍ୟୁଟିରେ ଯଦି କୋଭିଡ-୧୯ରେ ସଂକ୍ରମିତ ହେବେ ତେବେ ମାଗଣାରେ ଚିକିତ୍ସା କରାଯିବ ।
ଫେସବୁକ୍ ରିପୋର୍ଟରୁ ପର୍ଦ୍ଦାଫାସ୍: ୨୦୧୯ ନିର୍ବାଚନରେ ମିଥ୍ୟା ଖବର ପ୍ରଚାର କରିଥିଲେ ବିଜେପି-ଆରଏସ୍ଏସ୍
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବେ ବିବାଦରେ ରହିଛି। ମିଥ୍ୟା ଖବର, ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ, ମାନବ ଚାଲାଣ ଭଳି ଅନେକ ଦାଗ ଏହା ଉପରେ ଲାଗି ସାରିଛି । ଏବେ ଫେସବୁକ ଗତ ଦୁଇ ବର୍ଷର ମଲ୍ଟିପୁଲ ଇଣ୍ଟରନାଲ ରିପୋର୍ଟସରେ କିଛି ଚକିତ କଲାଭଳି ଖୁଲାସା କରିଛି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିଜେପି-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମିଥ୍ୟା ଖବର ପ୍ରଚାରପ୍ରସାର କରିଥିଲେ ବୋଲି କୁହାଯାଇଛି। ନିର୍ବାଚନ ସମୟରେ ‘ସଂଖ୍ୟାଲଘୁ ବିରୋଧୀ’ ଏବଂ ‘ମୁସଲମାନ ବିରୋଧୀ’ ମନ୍ତବ୍ୟ ଦିଆଯାଇଥିଲା। ୨୦୨୦ର ଏକ ରିପୋର୍ଟରେ ଏହା ଲୋକଙ୍କ ସମ୍ମୁଖକୁ ଅଣାଯାଇଛି। ଗତ ୧୮ ମାସ ମଧ୍ୟରେ ଏଭଳି ପୋଷ୍ଟ ଅହେତୁକ ବୃଦ୍ଧି ପାଇଥିଲା। ଏହା ବ୍ୟତୀତ ପଶ୍ଚିମବଙ୍ଗ ସହିତ ବିଧାନସଭା ନିର୍ବାଚନରେ ଏଭଳି ପୋଷ୍ଟ ମାଧ୍ୟମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରେ ବୋଲି ଆଶଙ୍କା କରାଯାଇଥିଲା। ହିଂସା ସୃଷ୍ଟିକାରୀ ପୋଷ୍ଟକୁ ଫେସବୁକ ରେଡଫ୍ଲାଗ ଦିଆଯାଇଥାଏ । କାରଣ ଏହା ଦ୍ଵାରା ବିପଦ ଆଶଙ୍କା ଥାଏ। ଏଭଳି ପୋଷ୍ଟରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଏ। ଫେସବୁକ ପ୍ରାୟ ସମସ୍ତ ରିପୋର୍ଟରେ ଭାରତକୁ ଅଧିକ ବିପଦ ଥିବା ଦେଶ(ଏଆରସି) ଶ୍ରେଣୀରେ ରଖୁଛି। ଏହାର ଅର୍ଥ ହେଲା ଅନ୍ୟ ଦେଶ ତୁଳନାରେ ଭାରତରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସାମାଜିକ ହିଂସା ହେବାର ସର୍ବାଧିକ ବିପଦ ରହିଛି।
ୟୁନାଇଟେଡ ଷ୍ଟେଟେସ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ( ଏସଇସି)ଙ୍କୁ କୁହାଯାଇଛି ଯେ ଦଲିଲରେ ଅନେକ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି। ଫେସବୁକର ପୂର୍ବତନ କର୍ମଚାରୀ ତଥା ହ୍ବିସିଲ୍‌ବ୍ଲୋୟର ଫ୍ରାନ୍ସେସ ହୋଗେନଙ୍କ ଆଇନ ପରାମର୍ଶଦାତାଙ୍କ ଦ୍ବାରା ସଂଶୋଧିତ ଏହି ରିପୋର୍ଟକୁ ଆମେରିକା କଂଗ୍ରେସକୁ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ହିଂସା ବିପଦକୁ ବଢାଇବା ନେଇ ହେଟ୍ ସ୍ପିଚ(ଘୃଣାସୃଷ୍ଟିକାରୀ ମନ୍ତବ୍ୟ) ଏବଂ ଆପତ୍ତିଜନକ ପୋଷ୍ଟ ସେୟାର କରାଯାଉଥିଲା। ଏଥିରେ ସଂଖ୍ୟାଲଘୁ ଗୋଷ୍ଠୀକୁ କରୋନା ସମ୍ବନ୍ଧିତ ଭୁଲ ସୂଚନା ପ୍ରଚାରପ୍ରସାରରେ ସାମିଲ କରାଯାଇଥିଲା। ଅନେକ ସମାଚାର ଏଜେନ୍ସି ଆମେରିକା କଂଗ୍ରେସକୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିଛନ୍ତି । ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୧ର ଏକ ଅନ୍ତରୀଣ ରିପୋର୍ଟରେ ଦାବି କରାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଫେସବୁକରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ପୋଷ୍ଟକୁ ରେଡ୍‌ଫ୍ଲାଗରେ ଚିହ୍ନଟ କରାଯାଇଛି। ଏଥିରେ ମୁସଲମାନ ଆସାମର ଲୋକଙ୍କ ଉପରେ ଜୈବିକ ଆକ୍ରମଣ କରିପାରନ୍ତି ବୋଲି କୁହାଯାଇଛି। ଏହା ଦ୍ଵାରା ଯକୃତ, କିଡନୀ ଏବଂ ହୃଦୟ ସମ୍ବନ୍ଧିତ ରୋଗ ସୃଷ୍ଟି ହୋଇପାରେ। ଏ ବିଷୟରେ ଶ୍ରୀ ଶର୍ମାଙ୍କୁ ପଚରା ଯିବାରୁ ସେ କିଛି ଜାଣି ନଥିବା କହିଥିଲେ।
ଅନ୍ୟ ଏକ ଅନ୍ତରୀଣ ରିପୋର୍ଟ ‘ଭାରତରେ ସାମ୍ପ୍ରଦାୟିକ ସଂଘର୍ଷ’ରେ କୁହାଯାଇଛି ଯେ ଇଂରାଜୀ, ବଙ୍ଗାଳୀ ଏବଂ ହିନ୍ଦୀରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରାଯାଇଥିଲା। ୨୦୧୯ ଡିସେମ୍ବର ଏବଂ ୨୦୨୦ ମାର୍ଚ୍ଚରେ ଏହି ପୋଷ୍ଟ ହୋଇଥିଲା। ଫେସବୁକ ମଧ୍ୟ ଏହାକୁ ଆଗକୁ ବଢାଇ ଥିଲା। ୨୦୨୧ର ଫେସବୁକର ଅନ୍ୟ ଏକ ଅନ୍ତରୀଣ ରିପୋର୍ଟ ଅନୁଯାୟୀ ‘ଇଣ୍ଡିଆ ହାର୍ମଫୁଲ ନେଟୱର୍କ(ଭାରତର ବିପଜ୍ଜନକ ନେଟୱର୍କ)’ ଶୀର୍ଷକରେ ଟିଏମସି ସହ ସମ୍ବନ୍ଧ ରଖିଥିବା ଏକ ଗୋଷ୍ଠୀ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିଥିଲା । ଅନ୍ୟପକ୍ଷରେ ଆରଏସଏସ ଏବଂ ବିଜେପି ସହ ସମ୍ପର୍କ ରଖିଥିବା ଗ୍ରୁପର ପୋଷ୍ଟରେ ‘ଲଭ୍ ଜିହାଦକୁ’ ହ୍ୟାସଟ୍ୟାଗ କରାଯାଇଥିଲା । ଇସ୍‌ଲାମ ବିରୋଧ ବିଷୟବସ୍ତୁ ଥିବା ପୋଷ୍ଟରେ ମଧ୍ୟ ହ୍ୟାସଟ୍ୟାଗ ବ୍ୟବହାର ହୋଇଥିଲା। ଏହାକୁ ନେଇ ବିଜେପ- ଆରଏସଏସ ଏବଂ ଟିଏମ୍‌ସିକୁ ପଚରା ଯିବାରୁ କୌଣସି ଉତ୍ତର ମିଳିନଥିଲା ।
ପଞ୍ଚାୟତ ନିର୍ବାଚନ ପରେ ରାଜ୍ଯରେ ହେବ ପୌର ନିର୍ବାଚନ
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ସଙ୍କେତ ଦେଲେ ରାଜ୍ୟ ସରକାର । ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପରେ ଜନସାଧାରଣଙ୍କୁ ଆପତ୍ତି ଅଭିଯୋଗ ମଗାଯାଇଛି । ନଭେମ୍ବର ୨୯ ସୁଦ୍ଧା ଜିଲ୍ଲାପାଳମାନେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ପରିବେ । କିଛି ଆପତ୍ତି ଥିଲେ ଜନସାଧାରଣ ଡିସେମ୍ବର ୧୨ ତାରିଖ ମଧ୍ୟରେ ନଗର ଉନ୍ନୟନ ବିଭାଗରେ ଆବେଦନ କରିପାରିବେ । ଜାନୁଆରୀ ୨୦ରେ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ତାଲିକା ଜାରି କରିବ । ଯଦି ସବୁକିଛି ଠିକ ରହିଲା ତେବେ ଏପ୍ରିଲ ମାସ ବେଳକୁ ନିର୍ବାଚନ କମିଶନ ପୌର ଭୋଟ୍ କରିପାରନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ ।
ସୂଚନାଯୋଗ୍ୟ, ଜିଲ୍ଲାପାଳମାନେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଚିଠା ସଂରକ୍ଷଣ ତାଲିକା ଜାରି କରିଛନ୍ତି । ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ହୋଇଥିବା ବେଳେ କିଛି ଜିଲ୍ଲାରେ ତାଲିକା ଜାରି ହେବ । ୨୦୧୧ ଜନଗଣନାକୁ ଆଖିରେ ରଖି ଓଡ଼ିଶା ମ୍ୟୁନିସପାଲଟି ଆଇନ ଆଧାରରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ହୋଇଛି ।
ରାଜ୍ୟର ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟକାଳ ଦୀର୍ଘଦିନ ହେବ ପୂରିଲାଣି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳମାନେ ୱାର୍ଡ ପୁନର୍ଗଠନ ସହ ପଦବୀ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଛନ୍ତି । ସଂଶୋଧିତ ପୌର ଆଇନ ଅନୁସାରେ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ପଛୁଆବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ରହିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ୧୧୫ଟି ପୌରସଂସ୍ଥା ଅଛି । ଏଥିରୁ ୪୭ ମ୍ୟୁନିସପାଲଟି ଓ ୫୮ ଏନଏସିରେ ଭୋଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ସହ କେନ୍ଦ୍ରପଡ଼ା ପୌରପାଳିକା, ନୂଆପଡା, ଓଡ଼ଗାଁ ଏନଏସିକୁ ନେଇ କୋର୍ଟରେ ମାମଲା ଥିବାରୁ ଏଗୁଡ଼ିକୁ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ହିନ୍ଦୋଳ ଓ ଅତାବିରା ଏନଏସିରେ ନିର୍ବାଚିତ ପରିଷଦର କାର୍ୟ୍ୟକାଳ ପୂରିନାହିଁ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରମାନେ ଆସନ୍ତା ୧୫ ସୁଦ୍ଧା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚିଠା ତାଲିକା ନଗର ଉନ୍ନୟନ ବିଭାଗକୁ ଦେବେ ।