10th-exam-odisha - The Sakala

ମାଟ୍ରିକ ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା- ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଭୁବନେଶ୍ବର: ଫର୍ମ ଫିଲପ୍ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ  ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି। ତେବେ ୨୦୨୧-୨୨ ରେ ୪୫ ହଜାର ପିଲା ମାଟ୍ରିକ ଦେଇ ନ ଥିଲେ।ବର୍ତ୍ତାମାନ ଏହି ସଂଖ୍ୟା କମିଛି। ମାଟ୍ରିକରେ ଚଳିତ ବର୍ଷ ୧୩୦୫୮ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଇନାହାଁନ୍ତି। ଗତ ଶିକ୍ଷାବର୍ଷରେ ୨୦୨୧-୨୨ ରେ ୪୫ ହଜାର ପିଲା ଦେଇ ନ ଥିଲେ। ଏହି ହାର କମିଛି। ଯେଉଁ ପିଲା ମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖଛନ୍ତି।

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ୱର: ଆଜିଠାରୁ  ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା।  କରୋନା ସଂକ୍ରମଣ ଯୋଗୁଁ ଗତ ଶିକ୍ଷାବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ସ୍ଥିତିରେ ସୁଧାର ଆସିବା ପରେ ଚଳିତ ବର୍ଷ ବିଦ୍ୟାଳୟରେ ଶ୍ରେଣୀ ପାଠପଢ଼ା ହେବା ସହ ମାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା ଅଫ୍‌ଲାଇନ୍‌ରେ ଆରମ୍ଭ ହେଉଛି। ଚଳିତଥର ୩,୫୪୦ଟି କେନ୍ଦ୍ରରେ ସାରା ରାଜ୍ୟରୁ ୫ଲକ୍ଷ ୮୫ହଜାର ୭୩୦ ପରୀକ୍ଷାର୍ଥୀ କୋଭିଡ୍‌ କଟକଣା ମଧ୍ୟରେ ଏହି ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଇଂରାଜୀରେ ପରୀକ୍ଷା ଦେଉଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହିତ କଡ଼ା ସୁରକ୍ଷାରେ ପରୀକ୍ଷା ଆୟୋଜନ ଲାଗି ବୋର୍ଡ ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିନ୍‍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରଚୁର ପରିମାଣର ପାଣି, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତିଲ୍ ହେଲା ଦଶମ ବୋର୍ଡ ପରୀକ୍ଷା
ଭୁବନେଶ୍ବର: ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ, ଆଇସିଏସଇ ପରେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ଦଶମ ଶ୍ରେଣୀ ପରୀକ୍ଷା ଏବଂ ମଦ୍ରାସା ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ଯକୁ ସୂଚନା ଦେଇଛନ୍ତି। କରୋନା କାଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।

ବାର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଯଦି ଛାତ୍ରାଛାତ୍ରୀ ମାନେ ଅସନ୍ତୋଷ ରୁହନ୍ତି ତାଙ୍କ ମାର୍କକୁ ନେଇ ସେମାନେ ପରବର୍ତ୍ତୀ ସମୟରେ ଆଉଥରେ ପରୀକ୍ଷା ଦେଇପରିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଛାତ୍ରଛାତ୍ରୀଙ୍କ ସୁବିଧାକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ : ଏଣିକି ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ
ଭୁବନେଶ୍ବର : ଏଣିକି ସାର୍ଟିଫିକେଟ୍‌ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଉ ସ୍କୁଲ କି ବୋର୍ଡ ଅଫିସକୁ ଯିବାକୁ ପଡ଼ିବ ନାହିଁ। ଏବେ ଅନ୍‌ଲାଇନ୍‌ ଜରିଆରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଦାନ କରାଯିବ । ପୂର୍ବରୁ ଛାତ୍ରଛାତ୍ରୀ ଶିକ୍ଷା ସମ୍ବନ୍ଧୀୟ କାଗଜପତ୍ର ପାଇଁ ସ୍କୁଲ କିମ୍ବା  ବୋର୍ଡ ଅଫିସ ଯିବାକୁ ପଡୁଥିଲା କିନ୍ତୁ ଏଣିକି ଆଉ ସାର୍ଟିଫିକେଟ୍‌ ପାଇଁ ବୋର୍ଡ ଅଫିସକୁ ଯିବାର ଆବଶ୍ୟକତା ନାହିଁ ।ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗଣଶିକ୍ଷା ବିଭାଗ ଓ ଓକାକର ମିଳିତ ପ୍ରୟାସରେ ହାଇସ୍କୁଲଙ୍କୁ ପିଲାଙ୍କୁ ସାର୍ଟିଫିକେଟ ଅନଲାଇନରେ ମିଳିବ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରି ଏହି ବିଷୟରେ ସୂଚନା ପ୍ରଦାନ କରାଯାଇଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ବୋର୍ଡ ଅଫିସ ଯିବା ବଦଳରେ ଅନ୍‌ଲାଇନ୍‌ ଜରିଆରେ ମିଳିପାରିବ ବୋଲି ସୂଚନା ଦିଆଯାଇଛି । ସେହିପରି ସାର୍ଟିଫିକେଟ୍‌ ଓ ଅନ୍ୟ କାଗଜପତ୍ର ମଧ୍ୟ ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।