andhra pradesh cm - The Sakala

ରୋଡ୍‌ ଶୋ’ରେ ଯିବାବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଢେଲାମାଡ଼, ଜଗନମୋହନ ରେଡ୍ଡିଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ
ବିଜୟୱାଡା: ବିଜୟୱାଡାରେ ଏକ ରୋଡ୍‌ ଶୋ’ରେ ଯିବା ବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଠିଙ୍କ ଉପରକୁ ଢେଲାମାଡ଼ ହୋଇଛି। ଏହି ଘଟଣାରେ ଜଗନଙ୍କ ବାମପାଖ ମୁଣ୍ଡରେ ଆଘାତ ଲାଗିବା ସହିତ ସେ ଆହତ ହୋଇଛନ୍ତି। ଜଗନଙ୍କ ବ୍ୟତୀତ ତାଙ୍କ ଦଳର ଜଣେ ବିଧାୟକ ମଧ୍ୟ ଆହତ ହୋଇଛନ୍ତି। ଜଗନ ଶନିବାର ବିଜୟୱାଡାରେ ‘ ମେମନ୍ଥା ସିଦ୍ଧମ ବସ୍‌ ଯାତ୍ରା’ରେ ଯାଇଥିଲା ବେଳେ ସିଂହ ନଗରରେ ତାଙ୍କ ବସ୍‌ ଉପରକୁ ଢେଲା ମାଡ଼ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ଘଟଣା ପଛରେ ତେଲୁଗୁ ଦେଶମ ପାର୍ଟି କର୍ମୀଙ୍କ ହାତ ରହିଛି ବୋଲି ୱାଇଏସଆର୍‌ କଂଗ୍ରେସ ପକ୍ଷରୁ କୁହାଯାଇଛି।

ତେବେ ଢେଲାମାଡ଼ କରିଥିବା ଅଜ୍ଞାତ ବ୍ୟକ୍ତି ଜଣ କାହିଁକି ପଥରମାଡ଼ କରିଛି ତା’ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଆକ୍ରମଣରେ ବିରୋଧୀ ଦଳଙ୍କ ହାତ ଥିବା ଅଭିଯୋଗ କରିଛି ୱାଇଏସଆର କଂଗ୍ରେସ । ସେପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପରେ ଟ୍ୱିଟ୍ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ।