Lakhimpur Violencel - The Sakala

ଲଖିମପୁର-ଖେରି ହିଂସା ମାମଲା: ଆସିଲା ସାଂଘାତିକ ତଥ୍ଯ, ଆଶିଷ ମିଶ୍ରା ଓ ତାଙ୍କ ସହଯୋଗୀଙ୍କ ବନ୍ଧୁକରୁ ହୋଇଥିଲା ଗୁଳିଚାଳନା
ନୂଆଦିଲ୍ଲୀ: ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲା। ଫରେନ୍ସିକ ରିପୋର୍ଟରେ ସାଂଘାତିକ ଖୁଲାସା। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଓ ସହଯୋଗୀ ଅଙ୍କିତ ଦାସଙ୍କ ଲାଇସେନ୍ସ ବନ୍ଧୁକରୁ ଗୁଳିଚାଳନା ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ହିଂସା ବେଳେ ଚାଷୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ବୋଲି ବାଲିଷ୍ଟିକ୍ ରିପୋର୍ଟରେ ସ୍ପଷ୍ଟ ହୋଇଛି। ହିଂସାକାଣ୍ଡ ସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା।

ଚାଷୀଙ୍କ ଉପରକୁ ଗୁଳି ଚଳା ଯାଇଥିବା ଚାଷୀ ଅଭିଯୋଗ କରିବା ସହ ଘଟଣାର ଯାଞ୍ଚ କରିବାକୁ ଦାବି କରିଥିଲେ। ଏଥିପାଇଁ ଲଖିମପୁର ପୋଲିସ ଅଙ୍କିତ ଦାସଙ୍କ ରିପଟର ଗନ୍, ପିସ୍ତଲ ଓ ଆଶିଷ ମିଶ୍ରାଙ୍କ ରାଇଫଲ ଓ ରିଭରବଲ ଜବତ କରି ଯାଞ୍ଚ ପାଇଁ ଫରେନ୍ସିକ୍ ଲାବରେଟୋରୀକୁ ପଠାଇଥିଲା। ଅକ୍ଟୋବର ୩ ରେ ଉତ୍ତରପ୍ରଦେଶ ଲଖିମପୁର ଜିଲ୍ଲାରେ ଚାଷୀଙ୍କ ବିକ୍ଷୋଭ ବେଳେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ୟୁପି ସରକାରଙ୍କ ଷ୍ଟାଟସ ରିପୋର୍ଟକୁ ନେଇ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।