Whatsapp New Features - The Sakala

ହ୍ବାଟ୍ସଆପ୍‌ରେ ସେୟାର୍‌ ହେବ ‘ଏଚ୍‌ଡି’ ଭିଡିଓ
ନୂଆଦିଲ୍ଲୀ: ହ୍ବାଟ୍‌ସ୍‌ଆପ୍‌ ଖୁବ୍‌ଶୀଘ୍ର ବ୍ୟବହାରକାରୀଙ୍କ ପାଇଁ ଏଚ୍‌ଡି ଭିଡିଓ ସୁବିଧା ଉପଲବ୍ଧ କରାଇବ। ଏହି ଫିଚର୍‌ ଦ୍ବାରା ବ୍ୟବହାରକାରୀ ଯେକୌଣସି ଭିଡିଓ ଫାଇଲ୍‌କୁ ବାସ୍ତବିକ ରିଜୋଲ୍ୟୁସନ ସହ ସେୟାର୍‌ କରିପାରିବେ। ପୂର୍ବରୁ ବ୍ୟବହାରକାରୀଙ୍କ ଡାଟା ବଞ୍ଚାଇବା ଏବଂ ଫାଇଲ ଟ୍ରାନ୍ସଫର ପ୍ରକ୍ରିୟାକୁ ଶୀଘ୍ର ବା ତ୍ବରିତ କରିବା ପାଇଁ ଭିଡିଓ ଫାଇଲକୁ କମ୍ପ୍ରେସ୍ କରି ଦିଆଯାଉଥିଲା। ଯାହାକି ଭିଡିଓର କ୍ବାଲିଟି ଉପରେ ପ୍ରଭାବ ପକାଉଥିଲା। ତେବେ ଏଚ୍‌ଡି ଭିଡିଓ ସେୟାର୍‌ ଦ୍ବାରା ଭିଡିଓର ମାନ ଉନ୍ନତଧରଣର ହେବ। ଏହାକୁ ବ୍ୟବହାର କରିବା ପାଇଁ ବ୍ୟବହାରକାରୀ ସେୟାର୍ କରିବାକୁ ଚାହୁଁଥିବା ଚାଟ୍‌ ଉପରେ ଓପନ୍‌ କରି ଆଟାଚ୍‌ମେଣ୍ଟ ଆଇକନ୍ ଉପରେ କ୍ଲିକ୍‌ କରି ଗ୍ୟାଲେରିକୁ ଯିବାକୁ ହେବ। ଏହା ପରେ ଯେଉଁ ଭିଡିଓ ପଠାଇବାକୁ ଚାହୁଁଛନ୍ତି, ସେଥିରେ କ୍ଲିକ୍‌ କରିବାକୁ ପଡ଼ିବ। ସେଇଠୁ ବାମପାର୍ଶ୍ବରେ ଏଚ୍‌ଡି ଆଇକନ୍‌ ଦୃଷ୍ଟିଗୋଚର ହେବ। ଏହାର କ୍ବାଲିଟି ସେଟ୍‌ କରି ସେହି ଭିଡିଓ ଫାଇଲକୁ ପଠାଇପାରିବେ। ସେହିପରି ଡାଟା ବଞ୍ଚାଇବା ପାଇଁ ଏଚ୍‌ଡି ଭିଡିଓ ସେୟାର୍‌ କରିବାକୁ ଚାହୁଁ ନ ଥିଲେ, ଏବେ ବି କମ୍ପ୍ରେସ୍ ଭିଡିଓ ବିକଳ୍ପ ବାଛିପାରିବେ। ଏବେ ଏହା ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ। ଖୁବ୍‌ଶୀଘ୍ର ଏହାକୁ ଆଇଓଏସ୍‌ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯିବ।

ହ୍ବାଟ୍ସଆପ୍ ଅପଡେଟ୍: ଡିସ ଆପିୟରିଙ୍ଗ ଫିଚରରେ ବଡ଼ ପରିବର୍ତ୍ତନ, ଡିଲିଟ୍ କରିବା ପରେ ମଧ୍ୟ ଦେଖିପାରିବେ ମେସେଜ୍
ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ସବୁ ବେଳେ କିଛି ନା କିଛି ନୂତନ ଫିଚର ଆଣିବାରେ ଲାଗିଛି। ହ୍ବାଟ୍ସଆପ୍  ମଧ୍ୟ କ୍ରମାଗତ ଭାବେ ଫିଚର ଗୁଡିକର ବିକାଶ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି। ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ବାଟ୍ସଆପ୍ ନୂଆ ନୂଆ ଫିଚର୍‌ ଆଣିଥାଏ। ବର୍ତ୍ତମାନ ହ୍ବାଟସ୍ ଆପ୍ ଏକ ନୂତନ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ଉପଭୋକ୍ତାମାନଙ୍କର ଡିସ ଆପିୟରିଙ୍ଗ ମେସଜକୁ କୌଣସି ସମୟରେ ମଧ୍ଯ ଦେଖିପାରିବେ। ପୂର୍ବରୁ ଉପଭୋକ୍ତାମାନେ ସେମାନଙ୍କର ବାର୍ତ୍ତା ବିଲୋପ କରିବାକୁ ୨୪ ଘଣ୍ଟା, ୭ ଦିନ ଏବଂ ୯୦ ଦିନ ଥିଲ। କିନ୍ତୁ ଏହି ଫିଚର ଆସିବା ପରେ ମେସେଜ କେବେ ମଧ୍ଯ ଡିଲିଟ ହେବନି । ଆପଣ ମାନେ ପୁଣି ଚାହିଁଲେ ଦେଖିପାରିବେ।

ହ୍ବାଟ୍ସଆପ୍ ଟ୍ରେକର୍ WABetaInfo ର ଏକ ରିପୋର୍ଟ ଅନୁଯାୟୀ, ହ୍ବାଟସ୍ ଆପ୍ ଏକ ଅଦୃଶ୍ୟ କେପ୍ଟ ମେସେଜ୍ ଫିଚର ଉପରେ କାମ କରୁଛି।  ଯାହା ପରେ ମୋବାଇଲରୁ କଟି ଯାଇଥିବା ମଧ୍ୟ ମେସେଜ୍ ପୁଣି ଦୃଶ୍ୟମାନ ହେବ। ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ହ୍ବାଟ୍ସଆପ୍ ଡେସ୍କଟପ୍ ପାଇଁ ଏହି ଡିସ ଆପିଅର କେପ୍ଟ ମେସେଜ୍ କାମ କରିବ। ଏହି ଫିଚର ପରେ ଉପଭୋକ୍ତାମାନେ ଡିସ ଆପିଅର ମୋଡରେ ଡିଲିଟ ହୋଇଥିବା ମସେଜଗୁଡ଼ିକୁ ପୁଣି ଦେଖିପାରିବେ। ଏହି ନୂତନ ଫିଚରର ନାଁ କେପ୍ଟ ମେସେଜ୍ ରଖାଯାଇଛି। ସମସ୍ତ ଉପଭୋକ୍ତା ସେମାନଙ୍କ ବାର୍ତ୍ତାଳାପରେ କେପ୍ଟ ମେସେଜ୍ ବ୍ୟବହାର କରିବାକୁ ସମର୍ଥ ହେବେ। ଏହି ଫିଚର ବର୍ତ୍ତମାନ ଉପଲବ୍ଧ ହୋଇ ନାହିଁ।   ଏହି ମୋଡ ଉପରେ କାମ କରାଯାଉଛି।

ଏହି କେପ୍ଟ ମେସେଜ ବ୍ଯତୀତ ହ୍ବାଟ୍ସଆପ୍  ଏକ ସାଇଲେଣ୍ଟ ଗ୍ରୁପ ଲିଭ ବିକଳ୍ପ ଉପରେ କାମ କରୁଛି।  ଯଦି ଜଣେ ଗ୍ରୁପ ଛାଡିବାକୁ ଚାହୁଁଛନ୍ତି, ତେବେ ଗ୍ରୁପର କୌଣସି ସଦସ୍ଯ ଜାଣିପାରିବେ ନାହିଁ। ଗ୍ରୁପକୁ ମଧ୍ଯ କୌଣସି ନୋଟିଫିକେସନ ଯିବ ନାହିଁ । କେବଳ ଗ୍ରୁପ ଆଡମିନ ହିଁ ଗ୍ରପୁର past participants ଫିଚରକୁ ବ୍ଯବହାର କରି ଜାଣିପାରିବ।

ଗ୍ରୁପ୍‌ କଲିଂ ପାଇଁ ହ୍ବାଟ୍ସଆପ୍‌ ଆଣିଲା ନୂଆ ଫିଚର୍‌
ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ବାଟ୍ସଆପ୍ ନୂଆ ନୂଆ ଫିଚର୍‌ ଆଣିଥାଏ। ଏହି କ୍ରମରେ ଏବେ ହ୍ବାଟ୍ସଆପ୍ ଗ୍ରୁପ୍‌ କଲିଂ ପାଇଁ ନୂଆ ଅପଡେଟ୍ ଜାରି କରିଛି। ତେେବ ଏହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପାଇଁ ଉପଲବ୍ଧ। ସେହିପରି ଏ ନୂତନ ଫିଚର ମାଧ୍ୟମରେ ଗ୍ରୁପ୍‌ ଭଏସ୍‌ କଲ୍‌ରେ ୟୁଜର୍‌ ଯାହାକୁ ଚାହିଁବେ ନିଜ ଇଚ୍ଛାରେ ମ୍ୟୁଟ୍ କରିପାରିବେ। ଅର୍ଥାତ୍ ଗ୍ରୁପ୍‌ କଲ୍‌ରେ ସାମିଲ ସଦସ୍ୟଙ୍କୁ ମ୍ୟୁଟ୍ କରିବାର ସୁଯୋଗ ସେମାନଙ୍କୁ ମିଳିବ। ଏହା ପୂର୍ବରୁ ମ୍ୟୁଟ୍ କରାଯିବା ଦ୍ବାରା ପୂରା ଗ୍ରୁପ୍ ମ୍ୟୁଟ୍ ହୋଇଯାଉ ଥିଲା।

ତେେବ ଏ ନୂଆ ଅପଡେଟ୍‌ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ କଲ୍‌ ଓ ମେସେଜକୁ ମ୍ୟୁଟ୍ କରିବା ସମ୍ଭବ। ଅନ୍ୟପଟେ ହ୍ବାଟ୍ସଆପ୍ ଗ୍ରୁପ୍ ଭଏସ୍‌ କଲ୍‌ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ପରେ ଏହି ଫିଚର୍‌ ଜାରି କରିଛି। ଅନ୍ୟପଟେ ପୂର୍ବରୁ ଗ୍ରୁପ୍‌ କଲ୍‌ରେ ୮ ଜଣ ସାମିଲ ହେଉଥିବା ବେଳେ ଏବେ ଏଥିରେ ୩୨ ଜଣ ଯୋଡ଼ି ହୋଇପାରିବେ। ସେହିପରି ସଦସ୍ୟ ଚାହିଁଲେ ଯେକୌଣସି ସମୟରେ ନିଜକୁ ଅନମ୍ୟୁଟ୍ କରିପାରିବେ। ଏହା ବାଦ୍ ଏ ବାବଦରେ ନୋଟିଫିକେସନ୍ ପାଇବା ଲାଗି ଏଥିେର ଇଣ୍ଡିକେଟର ଅପସନ୍ ଯୋଡ଼ା ଯାଇଛି।

ହ୍ବାଟ୍ସଆପ୍‌ର ନୂଆ ଫିଚର୍‌ ଖୁବ୍‌ଶୀଘ୍ର
ନୂଆଦିଲ୍ଲୀ : ଆଣ୍ଡ୍ରଏଡ୍, ଆପଲ୍ ଆଇଓଏସ୍, ୱିଣ୍ଡୋଜ୍ ଏବଂ ୱେବ୍ ବ୍ୟବହାରକାରୀଙ୍କ ପାଇଁ ହ୍ବାଟ୍ସଆପ୍‌ ଅନେକ ନୂତନ ବୈଶିଷ୍ଟ୍ୟ ଉପରେ କାମ କରୁଛି। ହ୍ବାଟ୍ସଆପ୍‌ଆଣୁଥ଄ବା ଏହି ବୈଶିଷ୍ଟ୍ୟ ହେଉଛି…..

ଗ୍ରୁପ୍ ଆଡମିନ୍‌ ଅନ୍ୟମାନଙ୍କ ମେସେଜ୍ ଡିଲିଟ୍ କରିବେ

ଗ୍ରୁପ୍ ଆଡମିନିଙ୍କ ପାଇଁ ମେସେଜ୍ ଡିଲିଟ୍ ଏକ ନୂଆ ଚାଟ୍ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଗ୍ରୁପ୍ ଆଡମିନ୍‌ମାନେ ବିନା ପ୍ରଶ୍ନରେ କାହାର  ମେସେଜ୍ ଡିଲିଟ୍ କରିବାକୁ ସମର୍ଥ ହେବେ। ଏଥ଄ରେ ସଦସ୍ୟମାନେ ଏକ ନୋଟ୍ ଦେଖିବେ ଯେ , ଆଡମିନି ତାହାଙ୍କୁ ହଟାଇ ଦେଇଛନ୍ତି।

ହ୍ବାଟ୍ସଆପ୍‌ ମେସେଜ୍ ଡିଲିଟ୍ ୱେବ୍ / ଡେସ୍କଟପ୍ ପାଇଁ ୨-ଷ୍ଟେପ୍ ଯାଞ୍ଚ

ହ୍ବାଟ୍ସଆପ୍‌ ୱେବ୍ / ଡେସ୍କଟପ୍‌ରେ ଦୁଇ-ଷ୍ଟେପ୍ ଯାଞ୍ଚ ସୁବିଧା ଆଣିପାରେ। ଏଥ଄ରେ ଯେତେବେଳେ ଜଣେ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ଲଗ୍ ଇନ୍ କରିବ ଏବଂ ଏହା ଅନଧିକୃତ ପ୍ରବେଶକୁ ରୋକିବାରେ ସାହାଯ୍ୟ କରିବ।  ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ହ୍ବାଟ୍ସଆପ୍‌ ମୋବାଇଲ୍ ଆପ୍ରେ ଉପଲବ୍ଧ।

ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ମେସେଞ୍ଜର ପରି ବାର୍ତ୍ତା ପ୍ରତିକ୍ରିୟା

ହ୍ବାଟ୍ସଆପ୍‌ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ମେସେଞ୍ଜରରେ ଉପଲବ୍ଧ ମେସେଜ୍ ପ୍ରତିକ୍ରିୟାଗୁଡ଼ିକୁ ଆଣିଛି। ଏହି ବୈଶିଷ୍ଟ୍ୟ ଉପଭୋକ୍ତାମାନଙ୍କୁ ବାର୍ତ୍ତା ଉପରେ ପ୍ରତିକ୍ରିୟା କରିବାର କ୍ଷମତା ଦେଇଥାଏ । ଉପଭୋକ୍ତାମାନେ କେବଳ ପ୍ରତିକ୍ରିୟା ଦେବାକୁ ଚାହୁଁଥିବା ମେସେଜ୍‌କୁ ଟ୍ୟାପ୍ ଏବଂ ଧରି ରଖିବାକୁ ପଡିବ ଏବଂ ସେହି ଇମୋଜି ଉପରେ ଆଙ୍ଗୁଠି ରଖିବାକୁ ପଡିବ।

ନୂତନ ଆନିମେଟେଡ୍ ଇମୋଜି

ଆଣ୍ଡ୍ରଏଡ୍ ଏବଂ ଆପଲ୍ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ହ୍ବାଟ୍ସଆପ୍‌ ଏକ ନୂତନ ଆନିମେସନ୍ ହାର୍ଟ ଇମୋଜି ଉପରେ କାମ କରୁଛି।

ଗ୍ରୁପ ଚାଟ୍ ବୈଶିଷ୍ଟ୍ୟ

ଏହି ବୈଶିଷ୍ଟ୍ୟ ଏକ ଗ୍ରୁପ ମଧ୍ୟରେ ଏକ ଗ୍ରୁପ ସୃଷ୍ଟି କରିବ୤

ସେୟାର ଫଟୋ ଏବଂ ଭିଡିଓ ରିଭ୍ୟୁ

ଚାଟ୍‌ରେ ସେୟାର ହୋଇଥିବା ଡକ୍ୟୁମେଣ୍ଟଗୁଡିକ ପାଇଁ ହ୍ବାଟ୍ସଆପ୍‌ଏକ ରିଭ୍ୟୁ କରିବାକୁ ଯୋଜନା କରୁଛି। ବର୍ତ୍ତମାନ, ଆପଣ ଏହାକୁ ଖୋଲିବା ବିନା ଡକ୍ୟୁମେଣ୍ଟ୍ ଭାବରେ ପଠାଯାଇଥିବା ଫଟୋ କିମ୍ବା ଭିଡିଓ ଦେଖିପାରିବେ ନାହିଁ। ଯେତେବେଳେ ଆପଣ ହ୍ବାଟ୍ସଆପ୍‌ରେ ଏକ ଡକ୍ୟୁମେଣ୍ଟ୍ ଭାବରେ ଏକ ପିଡିଏଫ୍‌ ଫାଇଲ୍ ସେୟାର୍ କରନ୍ତି, ରିଭ୍ୟୁଟି ଯାହା ଦେଖାଯାଏ ତାହା ସହିତ ସମାନ ହେବ।

ଭଏସ୍ କଲ୍ ପାଇଁ ନୂତନ ଇଣ୍ଟରଫେସ୍

ଏକ ଗ୍ରୁପ୍ ଭଏସ୍ କଲ୍ ସମୟରେ ଦେଖାଯାଉଥିବା ଆପ୍ ୱିଣ୍ଡୋର ଡିଜାଇନ୍ ହ୍ବାଟ୍ସଆପ୍‌ ବଦଳାଉଛି। ଏକ ଗ୍ରୁପ୍ କଲ୍ ସମୟରେ ପ୍ଲାଟଫର୍ମ ସମସ୍ତ ଲୋକଙ୍କ ପାଇଁ ଭଏସ୍ ୱେଭଫର୍ମ ଯୋଗ କରୁଛି।

ଆସିଲା ହ୍ବାଟ୍ସଆପ୍‌ର ନୂଆ ଅପ୍‌ଡେଟ୍‌, ଏକାଧିକ ଡିଭାଇସରେ କରିହେବ ଲଗ୍‌ଇନ୍
ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ହ୍ବାଟ୍ସଆପ୍‌ ଏହାର ଅପ୍‌ଡେଟ୍‌ କରାଇଛି। ଏହାଫଳରେ ଉପଭୋକ୍ତାମାନେ ଏକାଧିକ ଡିଭାଇସ୍‌ରେ ସେମାନଙ୍କ ଆକାଉଣ୍ଟକୁ ପ୍ରବେଶ କରିବାକୁ ସମର୍ଥ ହେବେ। ବାସ୍ତବରେ କମ୍ପାନୀ ମଲ୍ଟି ଡିଭାଇସ୍ ବୈଶିଷ୍ଟ୍ୟକୁ ରୋଲ କରିଛି। ସରଳ ଶବ୍ଦରେ, ବର୍ତ୍ତମାନ ଆପଣ ହ୍ବାଟ୍ସଆପ୍‌ର ଆପ୍‌କୁ ଏକାଧିକ ଡିଭାଇସରେ ଚଳାଇବାକୁ ସମର୍ଥ ହେବେ। ଏହି ବୈଶିଷ୍ଟ୍ୟର ସାହାଯ୍ୟରେ, ଉପଭୋକ୍ତାମାନେ ସ୍ମାର୍ଟଫୋନ୍ ସହିତ ଲାପଟପ୍, ଟାବ୍‌ଲେଟ୍ କିମ୍ବା ଅନ୍ୟ କୌ ଣସି ଡିଭାଇସ୍‌ରେ ସେମାନଙ୍କର ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ଲଗ୍ଇନ୍ କରିବାକୁ ସମର୍ଥ ହେବେ।

କେବଳ ଏତିକି ନୁହେଁ, ଏହି ଆକାଉଣ୍ଟରେ ଲଗଇନ୍ ରଖିବା ପାଇଁ ଇଣ୍ଟରନେଟର କ କୌଣସି ଆବଶ୍ୟକତା ରହିବ ନାହିଁ। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀ ନୂତନ କୈଶିଷ୍ଟ୍ୟ ବ୍ୟବହାର କରିବାକୁ ସମର୍ଥ ହେବେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲଗ୍‌ଇନ୍ ରକ୍ଷଣାବେକ୍ଷଣ ପାଇଁ ଇଣ୍ଟରନେଟ୍ ଆବଶ୍ୟକ ହେବ ନାହିଁ। ପୂର୍ବରୁ web.whatsapp.com ରୁ ଡେସ୍କଟପରେ ଲଗଇନ୍ କରିବା ସମୟରେ ଇଣ୍ଟରନେଟ୍ ରହିବା ଆବଶ୍ୟକ ଥିଲା। କିନ୍ତୁ ବର୍ତ୍ତମାନ ଉପଭୋକ୍ତାମାନେ ସ୍ମାର୍ଟଫୋନ୍ ବିନା ଅନ୍ୟ ଡିଭାଇସରେ ଆକାଉଣ୍ଟକୁ ପ୍ରବେଶ କରିପାରିବେ। ୱେବ୍ ବ୍ୟବହାରକାରୀମାନେ ସ୍ମାର୍ଟଫୋନ୍ ବିନା ଇଣ୍ଟରନେଟ୍ ସଂଯୋଗ ଉପରେ ବାର୍ତ୍ତା ପଠାଇବା ଏବଂ ଗ୍ରହଣ କରିବାରେ ସକ୍ଷମ ହେବେ। ଏଥିପାଇଁ ଉପଭୋକ୍ତାଙ୍କୁ ବିଟା ପ୍ରୋଗ୍ରାମରେ ସାମିଲ ହେବାକୁ ପଡିବ।