New Zealand vs Afghanistan - The Sakala

ଆଇସିସି ବିଶ୍ବକପ୍‌-୨୦୨୩: ଆଫଗାନିସ୍ତାନକୁ ୧୪୯ ରନରେ ହରାଇଲା ନ୍ୟୁଜିଲାଣ୍ଡ
ଚେନ୍ନାଇ: ଆଇସିସି ବିଶ୍ବକପ୍‌-୨୦୨୩ର ୧୬ତମ ମ୍ୟାଚ୍‌ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିଥିଲା।  ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୮ ରନ୍‌ ସଂଗ୍ରହ କରିିଥିଲା। ଆଫଗାନିସ୍ତାନକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୮୯ ରନ୍‌ର ଲକ୍ଷ୍ୟ ମିଳିଥିଲା। ଆଫଗାନିସ୍ତାନ ୩୪.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୯ ରନ କରିଥିଲା। ଫଳରେ ଏହି ମ୍ୟାଚକୁ  ନ୍ୟୁଜିଲାଣ୍ଡ ସହଜରେ ଜିତି ନେଇଛି।

ଟି-୨୦ ବିଶ୍ବକପ୍‌: ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ଯାଚ୍ ଉପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର
ଆବୁଧାବି: ଚଳିତ ଟି-୨୦ ବିଶ୍ବକପ୍‌ରୁ ଭାରତର ବିଦାୟ ଏକପ୍ରକାର ନିଶ୍ଚିତ ହୋଇସାରିଛି। ଏବେ କେବଳ ଅନ୍ୟ ଦଳର ପରାଜୟ ଉପରେ ଭାରତ ସେମିଫାଇନାଲରେ ଖେଳିବାର ସମ୍ଭାବନା ରହିଛି। ରବିବାର ଭାରତ ସ୍ଥାନ ପାଇଥିବା ଗ୍ରୁପ୍-ବି’ରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚଟି ପାକିସ୍ତାନ ବନାମ ସ୍କଟଲାଣ୍ଡ ମଧ୍ୟରେ ଓ ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ।

ପ୍ରଥମ ୪ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇ ପାକିସ୍ତାନ ଉପରେ ଭାରତ ସେମିଫାଇନାଲ ଖେଳିବ କି ନ ଖେଳିବ ତାହା ଏକପ୍ରକାର ଚୂଡାନ୍ତ ହେବ। ଏହି ମ୍ୟାଚ୍‌ଟି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏବେ ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ ୪ଟିରୁ ୩ଟି ବିଜୟ ହାସଲ କରି ପଏଣ୍ଟ ଟେବଲର ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ତୃତୀୟ ସ୍ଥାନରେ ଅଛି । ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ଯଦି ଆଫଗାନିସ୍ତାନ କୌଣସି ପ୍ରକାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରେ ତେବେ ଭାରତର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିବ।

ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ହାରିଲେ ଏହାର ପଏଣ୍ଟ ସଂଖ୍ୟା ୬ରେ ସୀମିତ ରହିବ ଓ ନେଟ୍ ରନ୍‌ରେଟ୍‌ରେ ବୃଦ୍ଧି ହେବ ନାହିଁ। ଏଣୁ ସୋମବାର ଖେଳାଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ନାମିବ୍ୟାକୁ ହରାଇପାରିଲେ ଉଭୟ ଦଳର ସମାନ ପଏଣ୍ଟ ହେବ। କିନ୍ତୁ ଭାରତର ନେଟ୍ ରନ୍ ରେଟ୍ ଅଧିକ ରହିବ।

ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ, ଯେଉଁ ଦୁଇ ଦଳର ପଏଣ୍ଟ ସଂଖ୍ୟା ଓ ବିଜୟ ସଂଖ୍ୟା ସମାନ ରହିବ, ସେ କ୍ଷେତ୍ରରେ ଯେଉଁ ଦଳର ନେଟ୍ ରନ୍ ରେଟ୍ ଅଧିକ ରହିବ ସେହି ଦଳକୁ ଉଚ୍ଚମାନ୍ୟତା ମିଳିବ। ଏମିତି ହେଲେ ପାକିସ୍ତାନ ପଛକୁ ଦ୍ୱିତୀୟ ଦଳ ଭାବେ ଭାରତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ | ଶେଷରେ ଗୋଟିଏ ବାକ୍ୟରେ କହିବାକୁ ଗଲେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଆଫଗାନିସ୍ତାନଠାରୁ ନ୍ୟୁଜିଲାଣ୍ଡ ପରାଜିତ ହେଲେ ଭାରତ ଟି-୨୦ ବିଶ୍ଵକପ୍ ସେମିଫାଇନାଲ ଖେଳିବା ଆଶା ରହିବ।