Sambit Patra - The Sakala

ଅଧାପନ୍ତରିଆ କୃଷ୍ଣପ୍ରସାଦ ବ୍ରିଜ ସ୍ୱପ୍ନ: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଜବାବ ମାଗୁଛନ୍ତି ଜନତା
କୃଷ୍ଣପ୍ରସାଦ: ଦୀର୍ଘ ଦିନର ଦାବି ଓ ବହୁ ପ୍ରତୀକ୍ଷିତ କୃଷ୍ଣପ୍ରସାଦ ବ୍ରିଜ ନିର୍ମାଣ ପ୍ରକଳ୍ପ ଆଜି ମଧ୍ୟ କେବଳ କାଗଜପତ୍ରରେ ସୀମିତ ରହିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବେ ପ୍ରତାରଣାର ରୂପ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ସ୍ୱପ୍ନ ପୂରଣ ହେବାର ନାଁ ଧରୁନାହିଁ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଏହି ଅଞ୍ଚଳରେ ବ୍ରିଜ ନିର୍ମାଣ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବାସ୍ତବ ଚିତ୍ର ଓଲଟା ରହିଛି।

ରାଜନୈତିକ ବାକଯୁଦ୍ଧ ଓ ପାଲଟା ଅଭିଯୋଗ

ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ବର୍ତ୍ତମାନର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବିଜେଡି ସରକାର ଥିବାବେଳେ କାମ ହେଉନଥିବା ନେଇ ବିଧାୟିକା ଭାଷଣବାଜି କରୁଥିଲେ, କିନ୍ତୁ ଏବେ ରାଜ୍ୟ ଓ କେନ୍ଦ୍ରରେ 'ଡବଲ ଇଞ୍ଜିନ ସରକାର' ଥିବା ସତ୍ତ୍ୱେ କାହିଁକି କାମ ଆଗେଇ ପାରୁନାହିଁ? ତୁରନ୍ତ ଏହାର ଜବାବ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

ବିପଦସଙ୍କୁଳ ଜଳଯାତ୍ରା ଓ ଜନଅସନ୍ତୋଷ

କୃଷ୍ଣପ୍ରସାଦ ବାସୀଙ୍କ ପାଇଁ ୬ କିଲୋମିଟରର ଜଳଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଓ ବିପଦପୂର୍ଣ୍ଣ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଡଙ୍ଗା ବୁଡ଼ି ଓ ଅନ୍ୟାନ୍ୟ ଅଘଟଣ ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି। ତଥାପି ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଭିତ୍ତି ପ୍ରସ୍ତର ସ୍ଥାପନ ତ ଦୂରର କଥା, ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ, ଯାହା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଏବେ କୃଷ୍ଣପ୍ରସାଦ ବାସୀ ଧୈର୍ଯ୍ୟହରା ହୋଇ ସ୍ପଷ୍ଟ ଦାବି ଉପସ୍ଥାପନ କରିଛନ୍ତି। ବ୍ରିଜ ନିର୍ମାଣ କେବେ ଆରମ୍ଭ ହେବ ଏବଂ କେବେ ଶୁଭ ଦିଆଯିବ, ସେନେଇ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସାଂସଦ ସମ୍ବିତ ପାତ୍ର ଓ ବିଧାୟିକା ଉପାସନା ମହାପାତ୍ର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେବେ ମୁହଁ ଖୋଲିବେ ଏବଂ ସମସ୍ୟାର ସମାଧାନ କରିବେ, ତାହାକୁ ହିଁ ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି।

ମହାପ୍ରଭୁଙ୍କୁ ନେଇ ସମ୍ବିତ ପାତ୍ରଙ୍କ ଅରୁଚିକର ବୟାନ: ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା, ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ବରେ ରଖିବାକୁ ନବୀନଙ୍କ ଅପିଲ୍
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ବଦେବତା । ମହାପ୍ରଭୁଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ପ୍ରଭୁଙ୍କ ପ୍ରତି ଅପମାନ ଅଟେ। ଏହା ବିଶ୍ବର ସମସ୍ତ ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି । ମହାପ୍ରଭୁ ହେଉଛନ୍ତି ଓଡ଼ିଶା ଅସ୍ମିତାର ପ୍ରତୀକ । ମହାପ୍ରଭୁଙ୍କୁ ରାଜନୀତିର ଉର୍ଦ୍ଧ୍ବରେ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ସମ୍ପୂର୍ଣ୍ଣ ନିନ୍ଦନୀୟ। ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଦେଇଥିବା ବିବୃତ୍ତିକୁ ଦୃଢ଼ ନିନ୍ଦା କରିଛନ୍ତି। ଏହା ଦ୍ବାରା ଆପଣ ଓଡ଼ିଆ ଅସ୍ମିତାଙ୍କୁ ଗଭୀର ଭାବରେ ଆଘାତ ଦେଇଛନ୍ତି ବୋଲି ନବୀନ କହିଛନ୍ତି।

Mahaprabhu Shree Jagannatha is the Lord of Universe.

Calling Mahaprabhu a bhakt of another human being is an insult to the Lord. This has hurt the sentiments and demeaned the faith of crores of Jagannatha bhaktas and Odias across the world.

The Lord is the greatest Symbol of…

— Naveen Patnaik (@Naveen_Odisha) May 20, 2024

ସୂଚନା ଅନୁଯାୟୀ, ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଥିଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଥିଲା। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି। ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି। କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି।।

ସମ୍ବିତ ପାତ୍ରଙ୍କୁ ଆଇନର ପାଠ ପଢାଇଲେ ସାଂସଦ ପିନାକୀ ମିଶ୍ର
ନୂଆଦିଲ୍ଲୀ: ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ପିନାକୀ ମିଶ୍ର । ସମ୍ବିତ ବାବୁ କୋର୍ଟର ଅର୍ଡର ପଢି ନାହାନ୍ତି ପଢିକି ଆଇନର ଜ୍ଞାନ ରଖି ମନ୍ତବ୍ୟ ଦିଅନ୍ତୁ ବୋଲି ପିନାକୀ ମିଶ୍ର କହିଛନ୍ତି। ଅଭ୍ଯର୍ଥନାକେନ୍ଦ୍ର କେବେ ନିଷିଦ୍ଧା ଅଞ୍ଚଳରେ ନ ଥିଲା। ରାଜ୍ୟ ସରକାର ସବୁ ବେଳେ ଆଇନ ଅନୁସାରେ କାମ କରୁଛନ୍ତି। ଯେତେ ବେଳେ ହାଇକୋର୍ଟ ରିହାତିଦେଶ ଦେଇ ନାହାନ୍ତି ତେବେ କେଉଁ ଆଧାରରେ ଏମାନେ କାର୍ଯ୍ୟ ବନ୍ଦ କରିବାକୁ କହିଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ପିନାକୀ ମିଶ୍ର।

ରାଜ୍ୟ ସରକାରଙ୍କୁ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ ହାଇକର୍ଟ ସମୟ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟ ଉପରେ କୌଣସି ରିହାତିଦେଶ ଲଗାଇ ନାହାନ୍ତି। ସେ ଅଞ୍ଚଲରେ ଶୌଚାଳୟ, ଡ୍ରେନ ହେଇ ପାରିବ। ନେସନାଲ ମନୁମେଣ୍ଟ ଅଥରିଟିର ଅନୁମତି ନିଆ ଯାଇଛି। DPR ପରିବର୍ତ୍ତନ ହେବ ନାହିଁ ବୋଲି କେଉଁଠି ଲେଖା ହୋଇଛି। ଆବଶ୍ୟକତା ଅନୁସାରେ DPR  ପରିବର୍ତ୍ତନ ହେଇ ପରେ ବୋଲି କହିଛନ୍ତି ପିନାକୀ ମିଶ୍ର।

ଯେହେତୁ କୋର୍ଟରେ ମାମଲାର ବିଚାର ଚାଲିଛି ଅପେକ୍ଷା । ତେଣୁ  ପରବର୍ତ୍ତି ନିର୍ଦେଶ ଆସିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ପାଇଁ ASI ଉପରେ ଚାପ ପକା ଯାଉଛି ବୋଲି କହିଛନ୍ତି ପିନାକୀ ମିଶ୍ର। ସିଭିଲ ଇଙ୍ଗିନିୟର ଜାଣିଛନ୍ତି କେତେ ଗଭୀର ଖୋଲା ଯିବ ସେ ଅନୁସାରେ କାମ ହେଉଛି। ଏହା ମୋର କିମ୍ବା ସମ୍ବିତ ପାତ୍ରଙ୍କ କାମ ନୁହେଁ ଏହା ଜନତାର କାମ ଭକ୍ତ ଙ୍କ କାମ।

ସମ୍ବିତ ପାତ୍ରଙ୍କ କଳାପାହାଡ଼ ଉକ୍ତିକୁ ଅବାନ୍ତର ଅଭିଯୋଗ ବୋଲି ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସେ କହିଛନ୍ତି କୋର୍ଟର ଅର୍ଡର ମୁଁ ଏ ଯାଏଁ ଦେଖିନାହିଁ । ରାଜ୍ୟ ସରକାର ମଧ୍ୟ ସେ ବିଷୟ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି । ତେଣୁ ମୁଁ ଏ ବିଷୟରେ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ । ସରକାର କୌଣସି ସେଭଳି ମନବୃତ୍ତରେ ନାହାନ୍ତି । ଶ୍ରୀ ଜଗନ୍ନାଥ କ୍ଷେତ୍ର ଏବଂ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଯେମିତି ଧ୍ୟାନ ଦିଆଯିବା କଥା ଧ୍ୟାନ ଦିଆଯାଉନାହିଁ । ତେଣୁ ସେଗୁଡ଼ିକର ପାରିପାଶ୍ବିକ ଉନ୍ନୟନ କିଭଳି ହୋଇପାରିବ ସେଥିପାଇଁ ସରକାର ଆଉ ଅଧିକ ଆମ ଭାବାବେଗ ସହିତ ଆମର ଶ୍ରଦ୍ଧାଳୁ ମାନଙ୍କ ସହିତ ଏବଂ ଅଧିକ ଫୁଟଫଲ କିଭଳି ହୋଇପାରିବ ଏବଂ ଆମର ଜୀବନ ଜୀବିକାର ସମୃଦ୍ଧି କିଭଳି ହୋଇପାରିବ ଏବଂ ସେହି ସ୍ଥାନ ଗୁଡ଼ିକର ମହତ୍ତ୍ୱ ପ୍ରତିପାଦିତ ହୋଇପାରିବ ସେଥିପାଇଁ କେବଳ ରାଜ୍ୟସରକାର ଉଦ୍ୟମ କରୁଛନ୍ତି ।

ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ଅଭିଯୋଗରେ ପ୍ରତିବାଦ : ବିଜେପି ନେତା ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ଭୁଲ ଲେଖାଯାଇ ବିଶ୍ବନିୟନ୍ତାଙ୍କ ପ୍ରତି ଅପମାନ କରାଯାଇଛି। ଏହାର ପ୍ରତିବାଦରେ ଶନିବାର ବିଜେଡି ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି। ଶୁକ୍ରବାର ସମ୍ବିତ ପାତ୍ରଙ୍କ ସହ ବିଜେପିର ଅନ୍ୟ ନେତୃତ୍ବ ଏକ ବ୍ୟାନର ଧରିଥିଲେ, ଯେଉଁଥିରେ ମହାପ୍ରଭୁଙ୍କ ନାମ ‘ଶ୍ରୀଜନ୍ନାଥ’ ରହିଥିଲା। ଅର୍ଥାତ ଗ ନଥିଲା। ଯାହା ଜଗନ୍ନାଥପ୍ରେମୀଙ୍କ ଭାବନାକୁ କୁଠାରଘାତ କରିଛି ବୋଲି ବିଜେଡି କହିଥିବା ବେଳେ ଶନିବାର ବଡ଼ଦାଣ୍ଡରେ ସମ୍ବିତ ପାତ୍ର ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି।

ସମ୍ବିତ ପାତ୍ର ପୁରୀ ଆସି ନିଃସର୍ତ୍ତ କ୍ଷମା ପ୍ରାଥନା କରିବାକୁ ଦାବୀ କରାଯାଇଛି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ନେଇ କଦର୍ଥ ଆଚରଣ ଓ ଵ୍ୟଵହାର କରୁଥିବାରୁ ବିଜେଡି ରାଜରାସ୍ତାରେ ଏହାର ଦୃଢ଼ ପ୍ରତିବାଦ କରିଛି। ସେ କ୍ଷମା ପ୍ରାର୍ଥନା ନ କରିଲେ ଆଗାମୀ ଦିନରେ ତାଙ୍କୁ ପୁରୀ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।