Puri Name Change - The Sakala
ପୁରୀ: ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନ କରିବାକୁ ନେଇ ବିବାଦ ଏବେ ମୁଣ୍ଡ ଟେକିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବା ପାଇଁ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏଭଳି ଏକ ଦାବିକୁ ଯଥାର୍ଥ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଠଳାନନ୍ଦ ସରସ୍ୱତୀ । ପୁରୀ କହିଲେ ଜଗନ୍ନାଥ ପୁରୀ କୁ ବୁଝାଏ, ତେଣୁ ଏହାକୁ ପରିବର୍ତନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ତେଣୁ ପୁରୀର ନାମ ହିଁ ସଭିଏଁ ଜାଣନ୍ତି । ପୁରୀ କହିଲେ ଜଗନ୍ନାଥ ପୁରୀକୁ ହିଁ ବୁଝାଏ । ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆଦି ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।