Patrapada - The Sakala

ପାତ୍ରପଡାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ସୂତା ଫ୍ୟାକ୍ଟ୍ରି ଓ କପଡା ଗୋଦାମରେ ଅଗ୍ନିକାଣ୍ଡ । ତମାଣ୍ଡୋ ଥାନା ପାତ୍ରପଡାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ତମାଣ୍ଡୋ ଓ ଜଟଣୀ ଫାୟାର ଟିମ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ସର୍ଟ ସର୍କିଟ କିମ୍ବା କୌଣସି ସିଗାରେଟ ଜାଳି ପକେଇବାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବଡ଼ କଥା ହେଉଛି ସେଣ୍ଟ୍ରାଲ ରେଞ୍ଜ ଷ୍ଟ୍ରାଇକିଂ ଫୋର୍ସ ସାହାଯ୍ୟରେ ନିଆଁ ଲିଭାଯାଉଛି। ନିଆଁର ଭୟାବହତା ପାଇଁ ରୋବର୍ଟର ବ୍ୟବହାର କରାଯାଉଛି । ତେବେ ବର୍ତ୍ତମାନ ନିଆଁ ସମ୍ପୂର୍ଣ୍ଣ ଲିଭି ସାରିଥିବା ବେଳେ ଫ୍ୟାକ୍ଟ୍ରିରୁ ମାତ୍ରାଧିକ ଧୂଆଁ ବାହାରୁଛି । ତେଣୁ ସ୍ଥାନୀୟ ଲୋକଙ୍କୁ ଏହା ଭିତରକୁ ଯିବାକୁ ବାରଣ କରାଯାଇଛି । ୩୦ ରୁ ୩୫ ଲକ୍ଷ ଟଙ୍କାର ର' ମ୍ୟାଟେରିଆଲ ଓ ତିଆରି ଆସବାବପତ୍ର ସହ ମେସିନ ପୋଡି ଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

ନିଖୋଜ ଯୁବ ବ୍ୟବସାୟୀ ଅବିନାଶଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳେ ଗାଧୋଇବା ବେଳେ ଦୟା ନଦୀରେ ଭାସି ଯାଇଥିଲେ
ଭୁବନେଶ୍ୱର: ଦୁଇ ଦିନ ତଳେ ଦୟାନଦୀରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିବା ଅବିନାଶଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଦୀର୍ଘ ୩୩ ଘଣ୍ଟା ଖୋଜିବା ପରେ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ବହୁତ ସମୟ ଖୋଜାଖୋଜି କରିବା ପରେ ଆଜି ଭୋର ୫ଟାରେ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ପୋଲିସ।

ସୂଚନା ଅନୁଯାୟୀ, ନିଖୋଜ ଥିବା ସ୍ଥାନର ୬ ଶହ ମିଟର ଦୂର କଣ୍ଟି ପଞ୍ଚାୟତର ଲେମ୍ବୁଆପଡା ମୌଜାରୁ ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପୂର୍ବରୁ ଦୟାନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଥିଲେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଯୁବ ବ୍ୟବସାୟୀ ଅବିନାଶ ଦାଶ ।