Kadapala Rithvika - The Sakala

ଏସିଆର ସର୍ବକନିଷ୍ଠ ପର୍ବତାେରାହୀ
ଆନ୍ଧ୍ରପ୍ରଦେଶର ଅନନ୍ତପୁରର ନଅ ବର୍ଷର ବାଳିକା କଦାପ୍ପଲ ରିତଭିକା ଶ୍ରୀ ଆଫ୍ରିକାର ସର୍ବୋଚ୍ଚ ଶିଖରକୁ ଚଢ଼ିବାରେ ସଫଳ ହୋଇଛନ୍ତି। ସେ ଫେବୃଆରୀ ୨୫ ତାରିଖରେ ଆଫ୍ରିକା ତାଞ୍ଜାନିଆର କିଲିମାଞ୍ଜାରୋ  ପର୍ବତ ଉପରକୁ ଚଢ଼ି ଦେଶପାଇଁ  ଗୌରବ  ଆଣିଛନ୍ତି। ଦ୍ୱିତୀୟ ଶ୍ରେଣୀର ଏହି ଛାତ୍ରୀ ଜଣକ ତାଙ୍କ ପିତା ଏବଂ ଗାଇଡ୍‌ଙ୍କ ସହ ସମୁଦ୍ର ପତ୍ତନ ଠାରୁ ୫,୬୮୧ ମିଟର ଉଚ୍ଚରେ ଗିଲମ୍ୟାନ୍‌ ପଏଣ୍ଟକୁ ଚଢ଼ିଥିଲେ।  ଏହି ସଫଳତା ହାସଲ କରି ରିତଭିକା ଏସିଆର ସବୁଠାରୁ କନିଷ୍ଠ  ପର୍ବତାରୋହୀ ଗୌରବ ଅର୍ଜନ କରିଛନ୍ତି। କିଲିମାଞ୍ଜୋରୋ ଏକ ସୁପ୍ତ ଆଗ୍ନେୟଗିରି ଏବଂ ୧୬,୩୪୦ ଫୁଟରେ ଦୁନିଆର ସର୍ବୋଚ୍ଚ ମୁକ୍ତ ପର୍ବତ। ଏହାର ତିନୋଟି ଶିଖର ପଏଣ୍ଟ ମଧ୍ୟରୁ ଗିଲମ୍ୟାନ୍ ପଏଣ୍ଟ ଗୋଟିଏ। ଏହି ପର୍ବତରେ ପହଞ୍ଚିବାରେ ସଫଳ ହେଉଥିବା ପର୍ବତାରୋହୀମାନଙ୍କୁ ପ୍ରମାଣପତ୍ର ଦିଆଯାଏ। ରିତଭିକାଙ୍କ ପିତା କଦାପ୍ପଲ ସଙ୍କର, ଅନନ୍ତପୁରର ଗ୍ରାମୀଣ ବିକାଶ ଟ୍ରଷ୍ଟର ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ୱିଙ୍ଗ୍‌ରେ କ୍ରିକେଟ୍ ପ୍ରଶିକ୍ଷକ ତଥା କ୍ରୀଡ଼ା ସଂଯୋଜକ ଅଟନ୍ତି। ସେ ଗତ ବର୍ଷ ଏହି ଶିଖରକୁ ଚଢ଼ିଥିଲେ ଏବଂ ଏହି ବର୍ଷ ଝିଅକୁ ସାଙ୍ଗରେ ନେଇଥଲେ।