Ellen Musk - The Sakala

ଟ୍ୱିଟରରୁ ହଟିବେ ଏଲନ ମସ୍କ
ୱାସିଂଟନ: ଟ୍ୱିଟରରୁ ହଟିବେ ଏଲନ ମସ୍କ । ଏପ୍ରିଲ ୨୫ରେ ଟ୍ୱିଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ହୋଇଥିଲା। ପରେ  ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହାକୁ ୪୪ ବିଲିୟନ ଡଲାରରେ କିଣିବା ନେଇ ଚୁକ୍ତି ହୋଇଥିଲା । ଏବେ ଉକ୍ତ ଚୁକ୍ତିରୁ ହଟିଯିବାକୁ ଏଲନ ଘୋଷଣା କରିଛନ୍ତି । ଅର୍ଥାତ ମସ୍କଙ୍କ ଓକିଲ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଟ୍ୱିଟର ଆମେ ଟ୍ୱିଟର ସହ କରିଥିବା ଚୁକ୍ତିନାମାକୁ ରଦ୍ଧ କରିବାକୁ ଯାଉଛୁ । ସେପଟେ ମସ୍କଙ୍କ ନାମରେ ମାମଲା କରିବାକୁ ପ୍ରସ୍ତୁତ ହେଉଛି ଟ୍ୱିଟର ।

ମସ୍କଙ୍କ ଓକିଲ କହିଛନ୍ତି ଆମେ ଟ୍ୱିଟର ଉପରେ ଭରସା ପ୍ରକଟ କରିଥିଲୁ । ଆମ ସମ୍ମୁଖରେ କମ୍ପାନୀ ପକ୍ଷରୁ ପ୍ରେଜେଣ୍ଟସେନ ଦେଖାଇଥିଲେ, ସେହି ଅନୁଯାୟୀ ଆମେ ରାଜି ହୋଇଥିଲୁ । କିନ୍ତୁ ଏହା ଉକ୍ତ ପ୍ରେଜେଣ୍ଟସନ ଅନୁଯାୟୀ ଆମେ ପାଇନାହୁଁ । ଯାହା  ଫଳରେ ଆମେ ଚୁକ୍ତିନାମାକୁ ରଦ୍ଧ କରିବାକୁ ଯାଉଛୁ ବୋଲି ସୂଚନା ଦେଇଛନ୍ତି ଏନଲ ମସ୍କଙ୍କ ଓକିଲ ।

ସେପଟେ ଟ୍ୱିଟର ଏନେଇ ମସ୍କଙ୍କ ନାମରେ ମାମଲା କରିବାକୁ ପ୍ରସ୍ତୁତ ହେଉଛି । ଚେୟାରମ୍ୟାନ ବ୍ରେଟ ଟେଲର ଟ୍ୱିଟ କରି କହିଛନ୍ତି, ଏଲନ ମସ୍କଙ୍କ ସହ ଏକ ଟ୍ରମ ଏବଂ କଣ୍ଡିସନ ହୋଇଥିଲା । ତାହା ପୂର୍ବରୁ ସେ ଯଦି କଣ୍ଡିସନ ଖିଲାପ କରନ୍ତି, ତେବେ ଆମେ ଲିଗାଲ ଆକ୍ସନ ନେବୁ । କିନ୍ତୁ ଏକଥା ମଧ୍ୟ ଟ୍ୱିଟର ଚେୟାରମ୍ୟାନ ଲେଖିଛନ୍ତି, ଯଦି ଚୁକ୍ତି ରଦ୍ଧ କରିବାକୁ ଏଲନ ମସ୍କ ଚାହୁଁଛନ୍ତି । ତେବେ କ୍ଷତିପୂରଣ ଦେବା ସହ ଚୁକ୍ତି ନାମାରୁ ଓହରି ଯାଆନ୍ତୁ ।

ଯୁବପିଢ଼ିଙ୍କୁ ଏଲନ୍‌ ମସ୍କଙ୍କ ପରାମର୍ଶ: ନେତୃତ୍ବ ନୁହେଁ; ଯେତେ ପାରୁଛ ଶିକ୍ଷାଲାଭ କର
ନୂଆଦିଲ୍ଲୀ: ସାରା ବିଶ୍ବରେ ବ୍ୟାବସାୟିକ ଜଗତରେ ସବୁଠାରୁ ସଫଳତମ ବ୍ୟକ୍ତି ଭାବେ ପରିଚିତ ଏବଂ ଏକ ନମ୍ବର ବିତ୍ତଶାଳୀ ଏଲନ ମସ୍କ ଯୁବପିଢିଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଇ ଅଧିକରୁ ଅଧିକ ଶିକ୍ଷାଲାଭ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଯୁବପିଢିଙ୍କ ମଧ୍ୟରେ ଏବେ ନେତୃତ୍ବ ନେବାରେ ଅଧିକ ଆଗ୍ରହ ସୃଷ୍ଟି ହେଉଥିବା ଦେଖାଯାଉଥିବା ବେଳେ ସେମାନେ ଏଥିପାଇଁ ଗୁରୁତ୍ବ ନ ଦେଇ ଯେତେ ସମ୍ଭବ ଅଧିକ ଶିକ୍ଷାଲାଭ କରିବା ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ମସ୍କ କହିଛନ୍ତି। ଟେସଲା ଏବଂ ସ୍ପେକ୍ସ ଏକ୍ସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ମସ୍କ ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠାଲାଭ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କୁ ସାକ୍ଷାତକାର ଦେବା ଅବସରରେ ଏହା କହିବା ସହିତ ଯୁବପିଢି ନେତା, ବ୍ୟାବସାୟିକ କ୍ଷେତ୍ରରେ ନେତା ହେବାକୁ ଚେଷ୍ଟା ନକରି ଅଧିକରୁ ଅଧିକ ପୁସ୍ତକ ପଢିବା ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ ବୋଲି କହିଛନ୍ତି।

ଆଜିକାଲି ଯୁବପିଢିଙ୍କ ମଧ୍ୟରେ ସବୁ ସ୍ତରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖାଯାଉଥିବା ବେଳେ ସେମାନେ କୌଣସି କ୍ଷେତ୍ରରେ କିଛି ବଡ଼ କରି ଦେଖାଇବାକୁ ଚାହୁଁଛନ୍ତି। ହେଲେ ଏଥିପାଇଁ ତାଙ୍କର କ’ଣ ମତାମତ ରହିଛି ବୋଲି ପ୍ରଶ୍ନରେ ମସ୍କ କହିଛନ୍ତି ଯେ, ବଡ଼ ନୁହେଁ ବରଂ ସମସ୍ତଙ୍କ ପାଇଁ ଉପଯୋଗୀ ହେବା ଭଳି କିଛି କରିବାକୁ ଗୁରୁତ୍ବ ଦିଆଯିବା ଉଚିତ। କେବଳ ଗୋଟିଏ ବିଷୟରେ ମନ ନିବେଶ କରି କିଛି ଗୋଟିଏ ବଡ଼ କରି ଦେଖାଇବା ଠିକ୍‌ ନୁହେଁ। କାରଣ ସାରା ବିଶ୍ବ ସମାଜ ପାଇଁ ଯୁବପିଢିଙ୍କ ଯଥେଷ୍ଟ ଭୂମିକା ରହିଛି। ତେଣୁ ମାନବସମାଜ ପାଇଁ ଉପଯୋଗୀ ଏବଂ ସମସ୍ତଙ୍କ ବ୍ୟବହାର ପାଇଁ ସାବ୍ୟସ୍ତ ହୋଇପାରୁଥିବା ବିଷୟକୁ ସେମାନେ ଗୁରୁତ୍ବ ଦିଅନ୍ତୁ ବୋଲି ମସ୍କ କହିଛନ୍ତି। ଏଥିପାଇଁ ସାଧାରଣ ଜ୍ଞାନ ବୃଦ୍ଧିର ଆବଶ୍ୟକତା ଯଥେଷ୍ଟ ରହିଥିବା ବେଳେ ବିଶ୍ବର ପ୍ରତି କୋଣ ଅନୁକୋଣରେ କ’ଣ ଘଟୁଛି ତାହା ଯୁବପିଢି ନିଜର ଜ୍ଞାନ ପରିସରରେ ରଖିବା ଉଚିତ ବୋଲି ସେ କହିଛନ୍ତି।

ଭାରତୀୟଙ୍କୁ ପ୍ରଶଂସା କଲେ ବିଶ୍ବର ସବୁଠୁ ଧନୀ ଏଲନ୍‌ ମସ୍କ, କହିଲେ ଭାରତୀୟ ପ୍ରତିଭା ଦ୍ବାରା ଉପକୃତ ହେଉଛି ଆମେରିକା
ନୁଆଦିଲ୍ଲୀ : ଭାରତ ଜନ୍ମିତ ଓ ଆଇଆଇଟି ବମ୍ବେରୁ ପାଠ ପଢିଥିବା ପରାଗ ଅଗ୍ରୱାଲ ହେବେ ଟ୍ଵିଟରର ନୂଆ ସିଇଓ । ଟ୍ୱିଟର ସିଇଓ ପଦରୁ ଜ୍ୟାକ ଡର୍ସି ଇସ୍ତଫା ପରେ ଓ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଏହି ପଦବୀ ମିଳିବା ପରେ ତାଙ୍କ ପାଖକୁ ଛୁଟୁଛି ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ । ଷ୍ଟ୍ରାଇପ୍ କମ୍ପାନୀର ସିଇଓ ପାଟ୍ରିକ୍ କୋଲିସନ୍ ଟ୍ୱିଟରର ନୂତନ ସିଇଓଙ୍କ ଉପରେ ଏକ ଟ୍ୱିଟ୍ କରି ପାରାଗ୍ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇବା ପରେ ଏହାର ଉତ୍ତର ଦେଇ ଟ୍ୱିଟ କରିଛନ୍ତି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେଶ୍ – ଏକ୍ସ୍ସ ଓ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କ । ଏଲନ୍‌ ମସ୍କ ଟ୍ଵିଟରର ନୂଆ ସିଇଓ ଭାରତର ପରାଗ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି, ‘ଭାରତୀୟ ପ୍ରତିଭା ଦ୍ୱାରା ଆମେରିକା ଉପକୃତ ହେଉଛି।’

USA benefits greatly from Indian talent!

— Elon Musk (@elonmusk) November 29, 2021

ଷ୍ଟ୍ରାଇପ୍ କମ୍ପାନୀର କୋଫାଉଣ୍ଡର ତଥା ସିଇଓ ପାଟ୍ରିକ୍ କୋଲିସନ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଗୁଗୁଲ୍, ମାଇକ୍ରୋସଫ୍ଟ, ଆଡୋବ୍, ଆଇବିଏମ୍, ପାଲୋ ଆଲ୍ଟୋ, ନେଟୱାର୍କ ଏବଂ ବର୍ତ୍ତମାନ ଟ୍ୱିଟର ଚଳାଉଥିବା ସମସ୍ତ ସିଇଓ ଭାରତରେ ବଢିଛନ୍ତି। ବୈଷୟିକ ଦୁନିଆରେ ଭାରତୀୟଙ୍କ ଆଶ୍ଚର୍ଯ୍ୟଜନକ ସଫଳତା ହୃଦୟସ୍ପର୍ଶୀ। ଯାହାର ଉତ୍ତରରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଲେଖିଛନ୍ତି ଯେ ଭାରତୀୟ ଟ୍ୟାଲେଣ୍ଟ ଯୋଗୁଁ ବିଶେଷ କରି ଆମେରିକା ଉପକୃତ ହେଉଛି।

ସୂଚନାଯୋଗ୍ୟ ଟ୍ଵିଟରର ନୂଆ ସିଇଓ ହୋଇଥିବା ୪୫ ବର୍ଷୀୟ ପରାଗ ଆଇଆଇଟି ବମ୍ବେର ଛାତ୍ର ଥିଲେ। ସେ ସେଠାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।

ଦିନକୁ ଦୁଇଗୁଣା ରାତିକୁ ୪ଗୁଣା ହାରରେ ବଢୁଛି ଏଲନ୍‌ ମସ୍କଙ୍କ ସମ୍ପତ୍ତି
ନୂଆଦିଲ୍ଲୀ : ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍‌ଟ୍ରିକ୍ କାର କମ୍ପାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କଙ୍କ ସମ୍ପତ୍ତି ଏବେ ଦିନକୁ ଦୁଇଗୁଣା ରାତିକୁ ୪ଗୁଣା ହାରରେ ବଢିବାରେ ଲାଗିଛି। ମସ୍କଙ୍କ ମୋଟ ସମ୍ପତ୍ତିର ପରିମାଣ ଏବେ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଟପିଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଖୁବ୍‌ ଶୀଘ୍ର ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ୩୦୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ତେବେ ବର୍ତ୍ତମାନ ତାଙ୍କର ସମ୍ପତ୍ତି ପରିମାଣ ୨୯୨ ବିଲିୟନ ଡଲାର ରହିଛି। ୨୦୨୦-୨୧ରେ ପାକିସ୍ତାନର ଜିଡିପି ବର୍ତ୍ତମାନର ବଜାର ଦର ଅନୁସାରେ ୨୮୦ ବିଲିୟନ ଡଲାର ରହିଥିଲା।

ଗତ ଅକ୍ଟୋବର ୨୫ରେ ମସ୍କ ତାଙ୍କ ମୋଟ ସମ୍ପତ୍ତିରେ ୩୬ ବିଲିୟନ ଡଲାର ଯୋଗ କରିବା ଫଳରେ ଏହା ୨୯୨ ବିଲିୟନ ଡଲାରରେ ପହଞ୍ଚିଛି। ଏଥିଯୋଗୁ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାକିସ୍ତାନର ଜିଡିପିକୁ ଟପିଯାଇଛି। ଆମେରିକୀୟ କାର ରେଣ୍ଟାଲ କମ୍ପାନୀ ହର୍ଜ ଗ୍ଲୋବାଲ ହୋଲ୍ଡିଂସ୍ ଇଙ୍କ ଟେସଲାକୁ ୧ ଲକ୍ଷ କାର କିଣିବାକୁ ଅର୍ଡର ଦେଇଛନ୍ତି। ଫଳରେ ବିଶ୍ୱର ପ୍ରମୁଖ ଧନୀ ଜେଫ ବେଜୋସ ଏବେ ବିଲିୟୋନେୟାର ଇଣ୍ଡେକ୍ସରେ ମସ୍କଙ୍କ ପଛକୁ ଖସିଯାଇଛନ୍ତି। ବେଜୋସଙ୍କ ମୋଟ ସମ୍ପତ୍ତି ପରିମାଣ ମସ୍କଙ୍କ ସମ୍ପତ୍ତି ପରିମାଣଠାରୁ ୧୦୦ ବିଲିୟନ ଡଲାରରୁ ବି ଅଧିକ ହୋଇଯାଇଛି। ଏଥିରେ ମସ୍କଙ୍କ ସମ୍ପତ୍ତି ବିଶ୍ୱର ଅନ୍ୟତମ କାର ନିର୍ମାତା ଟୟୋଟାର ବଜାର ପୁଞ୍ଜିଠାରୁ ବି ଅଧିକ ହୋଇଯାଇଛି। ଟୟୋଟାର ବର୍ତ୍ତମାନ ବଜାର ପୁଞ୍ଜି ୨୮୩ ବିଲିୟନ ଡଲାର ହୋଇଥିବା ବେଳେ ମସ୍କଙ୍କ ସମ୍ପତ୍ତି ୨୯୨ ବିଲିୟନରେ ପହଞ୍ଚିଯାଇଛି। ଏହି ସମୟରେ ମସ୍କଙ୍କ ଟେସଲାର ବଜାର ପୁଞ୍ଜି ୧ ଲକ୍ଷ କୋଟି ଡଲାରରେ ପହଞ୍ଚିବା ସହ ବିଶ୍ୱର ସବୁଠୁ ଧନୀ କମ୍ପାନୀରେ ପରିଣତ ହୋଇଛି।

ଭାରତ ସରକାର ମଧ୍ୟ ଏଲୋନ୍ ମସ୍କଙ୍କ କମ୍ପାନୀକୁ ବ୍ୟବସାୟ କରିବାକୁ ଅନୁମତି ଦେଇଛନ୍ତି। ଗତ ସପ୍ତାହରେ ଟେସଲାର ଷ୍ଟକ୍ ପ୍ରଥମ ଥର ପାଇଁ ୧୦୦୦ ଡଲାର (ପ୍ରାୟ ୭୫,000 ଟଙ୍କା) ସ୍ତର ଅତିକ୍ରମ କରିଥିଲା। ଟେସଲାର ଷ୍ଟକ୍ ବର୍ତ୍ତମାନ ନାସଡାକ୍‌ରେ ପ୍ରାୟ ୧୧୦୦ ଡଲାର୍ (ପ୍ରାୟ ୮୨,୪୦୦ ଟଙ୍କା) ରହିଛି। ଏଲନ୍ ମସ୍କ ଶନିବାର ଟ୍ୱିଟରରେ ଏକ ସର୍ଭେ ଆରମ୍ଭ କରିଛନ୍ତି। ଏହି ସର୍ଭେରେ ମସ୍କ ଲେଖିଛନ୍ତି ଯେ, ସେ ଟେସଲା ସେୟାରର ୧୦ ପ୍ରତିଶତ ବିକ୍ରି କରିବାକୁ ଚାହୁଁଛନ୍ତି। ସେ ଏହି ପ୍ରସ୍ତାବକୁ ସମର୍ଥନ କରୁଛନ୍ତି କି ନାହିଁ ଲୋକଙ୍କୁ ପଚାରିଛନ୍ତି। ମସ୍କ ଏହା ପୂର୍ବରୁ କହିଛି ଯେ ସେ ଚଳିତବର୍ଷର ଚତୁର୍ଥ ତ୍ରୈମାସରେ ଟେସଲାରେ ଅଂଶଧନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି। ପରବର୍ତ୍ତୀ ଟ୍ୱିଟରେ ମସ୍କ ଲେଖିଛନ୍ତି ଯେ ଯାହା ହେଉନା କାହିଁକି ମୁଁ ଏହି ସର୍ଭେର ଫଳାଫଳ ଗ୍ରହଣ କରିବି।

ସେ ଲେଖିଛନ୍ତି ଯେ ମୁଁ କୌଣସି ସ୍ଥାନରୁ ନଗଦ ଦରମା କିମ୍ବା ବୋନସ ନେଉନାହିଁ। ମୋର କେବଳ ଷ୍ଟକ୍ ଅଛି। ତେଣୁ ବ୍ୟକ୍ତିଗତ ଭାବରେ ଟିକସ ଦେବାର ଏକମାତ୍ର ଉପାୟ ହେଉଛି ଷ୍ଟକ୍ ବିକ୍ରୟ କରିବା। ଆମେରିକାର ପ୍ରସ୍ତାବିତ ବିଲିନଏର୍ ଟ୍ୟାକ୍ସର ଜବାବରେ ମସ୍କ ଏହା କହିଛନ୍ତି ବୋଲି ବିଶ୍ୱାସ କରାଯାଏ। ରାଷ୍ଟ୍ରପତି ବିଡେ୍‌ନଙ୍କ ପାର୍ଟିର ସଂସଦମାନଙ୍କର ଯୋଜନା ହେଉଛି ବିଲିନଏର ଟିକସ ଆଦାୟ। ଯଦି ଏହା ଅନୁମୋଦିତ ହୁଏ, ତେବେ ଆମେରିକାର ବିଲିୟନଏରମାନଙ୍କୁ ଅଧିକ ଟିକସ ଦେବାକୁ ପଡିବ। ଏହା ଦେଶର ପ୍ରାୟ ୭୦୦ ଜଣ ବିଲିୟନଏରଙ୍କୁ ପ୍ରଭାବିତ କରିବ। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବାରୁ ଏଲୋନ୍ ମସ୍କ ପାଇଁ ଏହି ଟିକସ ପରିମାଣ ବହୁତ ହେବ। ଟେଲଲା ସେୟାରର ୨୦୦ ବିଲିୟନ ଡଲାର ମୂଲ୍ୟର ମାଲିକ ହେଉଛନ୍ତି ଏଲୋନ୍ ମସ୍କ। ମସ୍କର ଟ୍ୱିଟର ୨୦ ଘଣ୍ଟାରେ ୩.୨ ନିୟୁତରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ସେଥିମଧ୍ୟରୁ ୫୭.୨% ଲୋକ ‘ହଁ’ ଉତ୍ତର ଦେଇଛନ୍ତି। ଏଥିସହିତ ୪୨.୮% ଲୋକ ସେୟାର ବିକ୍ରୟ ନ କରିବାକୁ କହିଛନ୍ତି। ରଏଟର୍ସ ହିସାବ ଅନୁଯାୟୀ, ଯଦି ମସ୍କ ଟେସଲାରେ ତାଙ୍କର ୧୦% ଅଂଶଧନ ବିକ୍ରି କରେ, ତା’ହେଲେ ଏହାର ମୂଲ୍ୟ ପ୍ରାୟ ୨୧ ବିଲିୟନ ଡଲାର (୧.୫ ଲକ୍ଷ କୋଟିରୁ ଅଧିକ) ହୋଇପାରେ।