TESLA - The Sakala
ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚିଲେ ଏଲନ ମସ୍କ: ମୋଟ ସମ୍ପତ୍ତି ୮୦୦ ବିଲିୟନ ଡଲାର ପାର୍
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ମସ୍କ ଏବେ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାରର ନେଟ୍ ୱର୍ଥ (ମୋଟ ସମ୍ପତ୍ତି) ଅତିକ୍ରମ କରିଛନ୍ତି। ତାଙ୍କର ରକେଟ କମ୍ପାନୀ ସ୍ପେସ୍‌ଏକ୍ସ (SpaceX) ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଏକ୍ସଏଆଇ (xAI)ର ଏକ ବଡ଼ ମିଶ୍ରଣ ପରେ ତାଙ୍କ ସମ୍ପତ୍ତିରେ ଏହି ଅଦ୍ଭୁତପୂର୍ବ ବୃଦ୍ଧି ଘଟିଛି।
ସମ୍ପତ୍ତି ବଢ଼ାଇଲା ସ୍ପେସ୍‌ଏକ୍ସ ଓ ଏକ୍ସଏଆଇ ଡିଲ୍
ଫୋର୍ବସ୍ (Forbes)ର ରିପୋର୍ଟ ଅନୁଯାୟୀ, ଏହି ଦୁଇ କମ୍ପାନୀର ମିଶ୍ରଣ ପରେ ମିଳିତ ସଂସ୍ଥାର ମୂଲ୍ୟ ୧.୨୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହି ଡିଲ୍ ଫଳରେ ମସ୍କଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ୮୪ ବିଲିୟନ ଡଲାର ଯୋଡ଼ି ହୋଇଛି ଏବଂ ତାଙ୍କର ମୋଟ ସମ୍ପତ୍ତି ଏକ ବିଶାଳ ୮୫୨ ବିଲିୟନ ଡଲାରରେ ପହଞ୍ଚିଛି। ଏହି ମିଶ୍ରଣ ପରେ ନୂତନ କମ୍ପାନୀରେ ମସ୍କଙ୍କର ୪୩% ଅଂଶଧନ ରହିଛି, ଯାହାର ଆନୁମାନିକ ମୂଲ୍ୟ ୫୪୨ ବିଲିୟନ ଡଲାର। ଏହାପୂର୍ବରୁ ସ୍ପେସ୍‌ଏକ୍ସରେ ତାଙ୍କର ୪୨% ଏବଂ ଏକ୍ସଏଆଇରେ ୪୯% ଅଂଶଧନ ଥିଲା। ଏହି ଡିଲ୍ ପରେ ସ୍ପେସ୍‌ଏକ୍ସ ଏବେ ମସ୍କଙ୍କ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ପାଲଟିଛି।
ଟେସଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା
ମସ୍କଙ୍କ ସମ୍ପତ୍ତି ବୃଦ୍ଧିରେ ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ଟେସଲା (Tesla) ଏବେ ବି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଟେସଲାରେ ମସ୍କଙ୍କର ପ୍ରାୟ ୧୨% ଅଂଶଧନ ରହିଛି, ଯାହାର ମୂଲ୍ୟ ୧୭୮ ବିଲିୟନ ଡଲାର ଏବଂ ଏହା ସହିତ ଷ୍ଟକ୍ ଅପ୍ସନ୍ ବାବଦରେ ଆଉ ୧୨୪ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ରହିଛି। ନଭେମ୍ବର ମାସରେ ଟେସଲା ଅଂଶୀଦାରମାନଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ରେକର୍ଡ ଭଙ୍ଗା ପେ-ପ୍ୟାକେଜ୍ (pay package)କୁ ଏହି ହିସାବରେ ଅନ୍ତର୍ଭୁକ୍ତ କରାଯାଇନାହିଁ, ଯାହା ଭବିଷ୍ୟତରେ ତାଙ୍କ ସମ୍ପତ୍ତିକୁ ଆହୁରି ବଢ଼ାଇପାରେ।
ବର୍ଷକ ମଧ୍ୟରେ ଦ୍ୱିତୀୟ ବଡ଼ ମିଶ୍ରଣ
ଏହା ଏଲନ ମସ୍କଙ୍କ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ବଡ଼ ମିଶ୍ରଣ। ଗତବର୍ଷ ମାର୍ଚ୍ଚ ମାସରେ ମସ୍କ ଏକ୍ସଏଆଇ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର)କୁ ମିଶ୍ରଣ କରିଥିଲେ। ସେତେବେଳେ ଏକ୍ସଏଆଇର ମୂଲ୍ୟ ୮୦ ବିଲିୟନ ଏବଂ ଏକ୍ସର ମୂଲ୍ୟ ୩୩ ବିଲିୟନ ଡଲାର ଆକଳନ କରାଯାଇଥିଲା। ତେବେ ସ୍ପେସ୍‌ଏକ୍ସ ଚଳିତ ବର୍ଷ ଶେଷ ଆଡ଼କୁ ପବ୍ଲିକକୁ ଯିବାର ଯୋଜନା ରଖିଥିବାରୁ ବଜାର ଉପରେ ସମସ୍ତଙ୍କ ନଜର ରହିଛି।
ଇତିହାସ ରଚିଲେ ଏଲନ୍ ମସ୍କ; ସମ୍ପତ୍ତି ଟପିଲା ୬୦୦ ବିଲିୟନ ଡଲାର, ଦିନକରେ ବଢ଼ିଲା ୧୫ ଲକ୍ଷ କୋଟି ଟଙ୍କା
ନ୍ୟୁୟର୍କ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୬୦୦ ବିଲିୟନ ଡଲାର ବା ପ୍ରାୟ ୫୪.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏତେ ବିପୁଳ ପରିମାଣର ସମ୍ପତ୍ତିର ମାଲିକ ହେବାରେ ସେ ବିଶ୍ୱର ପ୍ରଥମ ବ୍ୟକ୍ତି ପାଲଟିଛନ୍ତି।
ମସ୍କଙ୍କ ମହାକାଶ ଗବେଷଣା ସଂସ୍ଥା 'ସ୍ପେସ୍-ଏକ୍ସ'ର ଭାଲ୍ୟୁଏସନ୍ ୮୦୦ ବିଲିୟନ ଡଲାରରେ ପହଞ୍ଚିବା ଏବଂ ଆଗାମୀ ଆଇପିଓ (IPO) ଖବର ପରେ ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ପ୍ରାୟ ୧୬୮ ବିଲିୟନ ଡଲାର (୧୫ ଲକ୍ଷ କୋଟି ଟଙ୍କା) ବୃଦ୍ଧି ପାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ମସ୍କ ଗୋଟିଏ ଦିନରେ ଯେତିକି ରୋଜଗାର କରିଛନ୍ତି, ତାହା ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି (୧୧୦ ବିଲିୟନ ଡଲାର) ଠାରୁ ମଧ୍ୟ ଅଧିକ।
ବର୍ତ୍ତମାନ ମସ୍କଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୩୮ ବିଲିୟନ ଡଲାରରେ ପହଞ୍ଚିଛି। ଇନସାଇଡର୍ ସେୟାର୍ ବିକ୍ରି ପରେ ସ୍ପେସ୍-ଏକ୍ସ ବିଶ୍ୱର ସବୁଠାରୁ ମୂଲ୍ୟବାନ ଘରୋଇ କମ୍ପାନୀ ପାଲଟିଛି। ଏହି କମ୍ପାନୀରେ ମସ୍କଙ୍କର ୪୨% ଅଂଶଧନ ରହିଛି। ଫୋର୍ବସ୍ ଅନୁଯାୟୀ, ଯଦି କମ୍ପାନୀ ଆମେରିକୀୟ ଷ୍ଟକ୍ ମାର୍କେଟରେ ସଫଳତାର ସହ ତାଲିକାଭୁକ୍ତ ହୁଏ, ତେବେ ମସ୍କ ବିଶ୍ୱର ପ୍ରଥମ 'ଟ୍ରିଲିୟନେୟାର' (Trillionaire) ହୋଇପାରନ୍ତି।
କେବଳ ସ୍ପେସ୍-ଏକ୍ସ ନୁହେଁ, ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଏବଂ ଏଆଇ କମ୍ପାନୀ xAI ମଧ୍ୟ ମସ୍କଙ୍କ ସମ୍ପତ୍ତି ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୦୨୫ ବର୍ଷରେ ଟେସଲାର ସେୟାର ମୂଲ୍ୟ ୧୩% ବୃଦ୍ଧି ପାଇଛି। ଟେସଲାରେ ଥିବା ମସ୍କଙ୍କ ୧୨% ଅଂଶଧନର ମୂଲ୍ୟ ବର୍ତ୍ତମାନ ୧୯୭ ବିଲିୟନ ଡଲାର ରହିଛି। ସେହିପରି ତାଙ୍କର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ xAI ମଧ୍ୟ ୨୩୦ ବିଲିୟନ ଡଲାର ଭାଲ୍ୟୁଏସନରେ ନୂତନ ପୁଞ୍ଜି ସଂଗ୍ରହ କରିବାକୁ ଯାଉଛି।
ଏଲନ୍ ମସ୍କ ମାତ୍ର ୧୨ ବର୍ଷ ବୟସରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖି ଏକ ଭିଡିଓ ଗେମ୍ ତିଆରି କରି ୫୦୦ ଡଲାରରେ ବିକ୍ରି କରିଥିଲେ। ପରବର୍ତ୍ତୀ ସମୟରେ ସେ Zip-2 ଏବଂ PayPal ଭଳି କମ୍ପାନୀ ପ୍ରତିଷ୍ଠା କରି ବିକ୍ରି କରିଥିଲେ। ସେଠାରୁ ମିଳିଥିବା ଅର୍ଥକୁ ବିନିଯୋଗ କରି ସେ ଆଜି ସ୍ପେସ୍-ଏକ୍ସ, ଟେସଲା ଏବଂ ନ୍ୟୁରାଲିଙ୍କ ଭଳି ବିଶ୍ୱସ୍ତରୀୟ କମ୍ପାନୀ ଛିଡ଼ା କରିପାରିଛନ୍ତି।
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଟେସଲା କାର୍ ନିର୍ମାଣ କମ୍ପାନୀ ଆଜି ଭାରତରେ ତା’ର ପ୍ରଥମ କାର  ‘Tesla Model Y’ର ପ୍ରଥମ ୟୁନିଟ୍ ଡେଲିଭରି କରିଛି । ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ନିକଟରେ ଖୋଲିଥିବା ଟେସଲା ଏକ୍ସପ୍ରିଏନ୍ସ ସେଣ୍ଟରରୁ ଏହି ଡେଲିଭରି କରାଯାଇଛି। ଭାରତରେ ଟେସଲାର ଅଫିସିଆଲ ଏଣ୍ଟ୍ରି ପରେ ପ୍ରଥମ କାର ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ କିଣିଛନ୍ତି। ଜୁଲାଇରେ କମ୍ପାନୀର ପ୍ରଥମ ଶୋ ରୁମ୍ ଖୋଲିବାର ପରେ ପରେ ହିଁ ସରନାଇକ Model Y ମଡେଲ ବୁକ କରିଥିଲେ । ସୂଚନାଯୋଗ୍ୟ, ଜୁଲାଇ ୧୫ ତାରିଖରେ ଟେସଲା ଭାରତରେ ଅଫିସିଆଲ ଏଣ୍ଟିର ଘୋଷଣା କରିଥିଲା । ଏହାସହ ପ୍ରଥମ ଶୋ ରୁମ୍ ଖୋଲିଥିଲା । ଏଠାରେ ନା କେବଳ କାର୍ କିଣି ପାରିବେ, ଗ୍ରାହକ କାରକୁ ପାଖରୁ ଦେଖିବା ଓ ଏହାକୁ ବୁଝିବାକୁ ମଧ୍ୟ ସୁଯୋଗ ପାଇଥାନ୍ତି।
ଡେଲିଭରି ନେବା ବେଳେ ସରନାଇକ କହିଛନ୍ତି, ଏହି କାର କିଣିବାର କୌଣସି ବ୍ୟକ୍ତିଗତ କାରଣ ନାହିଁ। ଏହା ମହାରାଷ୍ଟ୍ରର ମହତ୍ବକାଂକ୍ଷାର ପ୍ରତୀକ । ସେ କହିଛନ୍ତି, ମୁଁ ଟେସଲା କାର ଏଥିପାଇଁ କିଣିଲି କାରଣ ସାଧାରଣ ଲୋକେ ବିଶେଷ କରି ଯୁବବର୍ଗ ଇ-ଭେଇକିଲକୁ ନେଇ ସଚେତନ ହେବେ। ଏହି କାରକୁ ମୁଁ ମୋ ନାତିକୁ ଉପହାରରେ ଦେବାକୁ ଯାଉଛି । ଏହାଦ୍ବାରା ପିଲାଦିନୁ ସେ ଇ-ଭେଇକିଲକୁ ନେଇ ସଚେତନ ହୋଇପାରିବ।
ଟ୍ରମ୍ପ୍‌ଙ୍କୁ ଭୟ ,ଚାପରେ ମସ୍କ; ଭାରତରେ ଟେସ୍‌ଲା ଖୋଲିବନି ପ୍ଲାଣ୍ଟ : କୁମାରସ୍ୱାମୀ
ନୂଆଦିଲ୍ଲୀ:ଭାରତୀୟ ବଜାରରେ ବୈଦ୍ୟୁତିକ ଯାନ (ଇଭି) ଟେସଲାର ପ୍ରବେଶରେ ଏବେ ଗ୍ରହଣ ଲାଗିଛି। ସାମ୍ପ୍ରତିକ ବୟାନ ଅନୁଯାୟୀ, ଟେସ୍‌ଲା ଭାରତରେ କାର ଉତ୍ପାଦନ କରିବାକୁ ଚାହୁଁନାହିଁ। ସୋମବାର କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏହି ସୂଚନା ଦେଇଛନ୍ତି। ଟେସଲା କେବଳ ଭାରତରେ ଶୋ›ରୁମ୍ ଖୋଲିବାକୁ ଚାହୁଁଛି ଏବଂ ଉତ୍ପାଦନ କରିବାକୁ ଚାହୁଁନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଟେସଲା ବିଷୟରେ କୁମାରସ୍ୱାମୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି ଯେ ଟେସ୍‌ଲା କମ୍ପାନୀର ମାଲିକ ଏଲନ୍ ମସ୍କ ସରକାରରୁ ଇସ୍ତଫା ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ରହିଛନ୍ତି କି। ଏଠାରେ ଉଲ୍ଲେଖନୀୟ ଯେ ଆମେରିକାରେ ପୁଣି କ୍ଷମତାକୁ ଆସିବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ଟିକସ ପ୍ରତି କଠୋର ହୋଇଛନ୍ତି। ଟ୍ରମ୍ପ ସରକାର ଚୀନ୍ ସମେତ ଅନେକ ଦେଶ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିଛି, ଯାହା ପରେ ଆପଲ୍ କମ୍ପାନୀ ଚୀନ୍‌ରୁ ଭାରତକୁ ଉତ୍ପାଦନ ସ୍ଥାନାନ୍ତର କରିବାକୁ ବିଚାର କରୁଥିଲା, ସେତେବେଳେ ଟ୍ରମ୍ପ ଆପଲ୍ ସିଇଓଙ୍କୁ ଚେତାବନୀ ଦେଇଥିଲେ। କେବଳ ଏତିକି ନୁହେଁ, ଭାରତରେ ଏକ ଉତ୍ପାଦନ ୟୁନିଟ୍ ଖୋଲିବା ପାଇଁ ମସ୍କଙ୍କ ଟେସଲା ଯୋଜନା ଉପରେ ଟ୍ରମ୍ପ କହିଥିଲେ ଯେ ଭାରତରେ ଏକ କାରଖାନା ଖୋଲିବା ପାଇଁ ଟେସ୍‌ଲାର ଯୋଜନା ଠିକ୍ ନୁହେଁ। ଏସବୁ ପରେ କୁମାରସ୍ୱାମୀଙ୍କ ସଦ୍ୟ ବୟାର ଏହା ସ୍ଫଷ୍ଟ କରୁଛି ଯେ, ଟ୍ରମ୍ପ୍‌ଙ୍କ ଭୟ ନା ଚାପ, ଯେଉଁ କାରଣ ପାଇଁ ମସ୍କ ଭାରତରେ ଟେସ୍‌ଲା କାର ଉତ୍ପାଦନ କରିବାକୁ ଚାହୁଁନାହାନ୍ତି। ଅପରପକ୍ଷେ ଟେସ୍‌ଲା ହଟିବା ପରେ ମର୍ସିଡିଜ୍-ବେଞ୍ଜ, ସ୍କୋଡା-ଫକ୍ସୱାଗନ୍, ହ୍ୟୁଣ୍ଡାଇ ଏବଂ କିଆ ପରି ଅନ୍ୟ ବିଦେଶୀ ଅଟୋମୋବାଇଲ୍ କମ୍ପାନୀଗୁଡିକ ଏବେ ଭାରତରେ ଇଭି ନିର୍ମାଣର କରିବାକୁ ଆଗ୍ରହ ଦେଖାଇଛନ୍ତି।
ଶ୍ରୀ କୁମାରସ୍ୱାମୀ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଟେସଲା ଭାରତରେ କେବଳ ଦୁଇଟି ଶୋ›ରୁମ୍ ଖୋଲିବାକୁ ଚାହୁଁଛି। କମ୍ପାନୀ ଭାରତରେ ଏକ ଉତ୍ପାଦନ ୟୁନିଟ୍ ଖୋଲିବା ଏବଂ ଭାରତରେ ଇଭି ନିର୍ମାଣ କରିବାକୁ ଆଗ୍ରହୀ ନୁହେଁ। ଟେସଲା ମାର୍ଚ୍ଚ ମାସରେ ମୁମ୍ବାଇରେ ଏହାର ପ୍ରଥମ ଶୋ’ରୁମ୍ ସ୍ଥାପନ ପାଇଁ ଏକ ଲିଜ୍ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଥିଲା। ଶୋ’ରୁମ୍ ପାଇଁ ଜମି ଲିଜ୍ ଦେବା ପରେ, ଟେସଲା କମ୍ପାନୀର ଭାରତରେ ପ୍ରବେଶ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା। ଭାରତରେ କର୍ମଚାରୀ ନିଯୁକ୍ତି ପାଇଁ ଟେସଲା ଲିଙ୍କଡିନ୍‌ରେ ବିଭିନ୍ନ ନିଯୁକ୍ତି ପ୍ରକାଶ କରିଥିଲା, କିନ୍ତୁ ଟ୍ରମ୍ପଙ୍କ ଚେତାବନୀ ପରେ ମସ୍କ ଏବେ ତାଙ୍କ ନିଷ୍ପତ୍ତିରୁ ସମ୍ପୂର୍ଣ୍ଣ ଓହରି ଯାଇଛନ୍ତି। ଏବେ ଯଦି କେନ୍ଦ୍ର ମନ୍ତ୍ରୀ କୁମାରସ୍ୱାମୀଙ୍କ କଥାକୁ ବିଶ୍ୱାସ କରାଯାଏ, ଟେସଲା ଭାରତରେ କେବଳ ଦୁଇଟି ଶୋ’ରୁମ୍ ଖୋଲିବାକୁ ଆଗ୍ରହୀ। ଟେସଲା ଭାରତରେ ଏକ କାରଖାନା ଆରମ୍ଭ କରିବାରେ ଆଗ୍ରହୀ ନୁହେଁ ତାହା ସ୍ପଷ୍ଟ। ଏହି ବିଦେଶୀ କମ୍ପାନୀଗୁଡ଼ିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଛନ୍ତି, ଯଦିଓ ଏଚ୍ ଡି କୁମାରସ୍ୱାମୀ ଭାରତରେ ଇଲେକ୍ଟ୍ରିକ୍ କାର ନିର୍ମାଣ ପାଇଁ ସ୍କୋଡା-ଫକ୍ସୱାଗନ୍, ହ୍ୟୁଣ୍ଡାଇ, ମର୍ସିଡିଜ୍ ବେଞ୍ଜ ଏବଂ କିଆ ଆଗ୍ରହ ଦେଖାଇବା କଥା ମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀ: ଭାରତ ଆସିବ ଏଲନ୍ ମସ୍କଙ୍କ ବୈଦ୍ୟୁତିକ ଯାନ(ଇଭି) ଟେସ୍ଲା। ସେ ସମୟ ଆଉ ଦୂର ନୁହେଁ। କାରଣ ଟେସ୍‌ଲା ପାଇଁ ଭାରତ ସରକାର ନିଜର ନୀତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସମ୍ପ୍ରତି କେନ୍ଦ୍ର ସରକାର ଏକ ନୂତନ ବୈଦ୍ୟୁତିକ ଯାନ(ଇଭି) ନୀତି ଉପରେ କାର୍ଯ୍ୟ କରୁଛନ୍ତି। ଏହି ନୀତି ମସ୍କଙ୍କୁ ସୁହାଇବ। ସରକାର ଶେଷର ଟେସ୍ଲା ପାଇଁ ଆମଦାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ହେଲେ ଭାରତକୁ ଟେସ୍‌ଲାର ଏଣ୍ଡ୍ରି ସହଜ ହୋଇଯିବ।
ଏଠାରେ ସୂଚନାଯୋଗ୍ୟ ଯେ, ଟେସ୍‌ଲାକୁ ଭାରତକୁ ଆଣିବାକୁ ମସ୍କ ବହୁ ପୂର୍ବରୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇସାରିଛନ୍ତି। ହେଲେ ଟିକସ ନୀତିକୁ ନେଇ ଦୀର୍ଘଦିନ ହେବ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। ଏବେ ଏହି ସବୁ ବିବାଦ ଏବଂ ଲଢ଼େଇ ମଧ୍ୟରେ ମସ୍କଙ୍କର ବିଜୟ ହୋଇଛି। ସରକାର ନୂତନ ଇଭି ନୀତି ଆଣିଲେ ଟେସ୍‌ଲାକୁ ଟିକସ ରିଆତି ମିଳିବ। ଏହି ନୀତି ଅନୁଯାୟୀ, ସେହି ଅଟୋ କମ୍ପାନୀଗୁଡିକ ଆମଦାନୀ ଟିକସ ଛାଡ ହେବ ଯେଉଁଗୁଡିକ ଦେଶରେ ସେମାନଙ୍କର ଯାନ ଉତ୍ପାଦନ କରିବେ। ଭାରତରେ ଆମଦାନୀ କର ହ୍ରାସ କରିବାକୁ ଟେସ୍ଲା ଦାବି କରିଆସୁଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ସରକାର ବିଦେଶରେ ନିର୍ମିତ କାର ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରିପାରନ୍ତି। ୪୦,୦୦୦ ଡଲାରରୁ ଅଧିକ ମୂଲ୍ୟର କାରର ଆମଦାନୀ ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତ ଲାଗୁ ଥିବାବେଳେ ଅନ୍ୟ କାର ଉପରେ ୭୦ ପ୍ରତିଶତ ଟିକସ ଲାଗିଥାଏ। ଟେସଲାର ସର୍ବୋତ୍ତମ ବିକ୍ରି କାର ହେଉଥିବା ମଡେଲ ୱାଇ ଯାହାର ମୂଲ୍ୟ ୪୭,୭୪୦ ଡଲାର। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଟେସଲାର ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଯଦି ସରକାର ଏଭଳି ନୀତି ଅବଲମ୍ବନ କରନ୍ତି, ତେବେ ଏହା ଦେଶରେ ବିଦେଶରୁ ଆମଦାନୀ ହୋଇଥିବା ଇଭି କାରର ମୂଲ୍ୟରେ ବହୁତ ହ୍ରାସ ଘଟାଇବ। ଏହାଦ୍ବାରା ଅନ୍ୟ ବିଦେଶୀ ଅଟୋ କମ୍ପାନୀଗୁଡିକ ପାଇଁ ମଧ୍ୟ ଭାରତର ଦ୍ୱାର ଖୋଲିଯିବ। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ କାର ବଜାର, କିନ୍ତୁ ଦେଶରେ ଇଭି କାର ବିକ୍ରି ଦୁଇ ପ୍ରତିଶତରୁ କମ୍ ରହିଛି, ଯଦିଓ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ସୂତ୍ରରୁ ଜଣାପଡିଛି ଯେ ଆମଦାନୀ ଟିକସ ହ୍ରାସ ହେତୁ ଟେସ୍‌ଲା ଭାରତରେ ଏହାର ସମସ୍ତ ମଡେଲ ବିକ୍ରି କରିପାରିବ। ଅପରପକ୍ଷେ କେନ୍ଦ୍ର ବାଣିଜ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ଏକ ସୂତ୍ରରୁ ପ୍ରକାଶ ଯେ ଏହି ନୀତି ଆଲୋଚନାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।
ସୂଚନାଯୋଗ୍ୟ ଯେ, ୨୦୨୧ରେ ଟେସଲା ପ୍ରଥମେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଇଭି ଉପରେ ଆମଦାନୀ ଟିକସ ହ୍ରାସ କରିବାକୁ କମ୍ପାନୀ ଦାବି କରିଥିଲା। ସରକାର କହିଛନ୍ତି ଯେ ପ୍ରଥମେ କମ୍ପାନୀକୁ ଦେଶରେ ଉତ୍ପାଦନ ସିନିଶ୍ଚିତ କରିବାକୁ ପଡିବ, ଏହାପରେ ଏହାର ପ୍ରସ୍ତାବକୁ ବିଚାର କରାଯାଇପାରିବ। ଏହାପରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ବନ୍ଦ ହୋଇଯାଇଥ଄ଲା। ଜୁନ୍ ମାସରେ ମସ୍କ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେବେଠାରୁ ଭାରତରେ ଟେସ୍‌ଲାର ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ସୂତ୍ରରୁ ଜଣାପଡିଛି ଯେ ଟେସ୍ଲା ଭାରତୀୟ କର୍ତ୍ତୃପକ୍ଷଙ୍କୁ କହିଛି ଯେ ୨୦୩୦ ସୁଦ୍ଧା କମ୍ପାନୀ ଭାରତରେ ଏହାର କାରଖାନା ସମ୍ପୂର୍ଣ୍ଣ କ୍ଷମତାରେ କାମ ଆରମ୍ଭ କରିପାରିବ। ତେବେ ସରକାରଙ୍କ ଦ୍ବାରା ଆମଦାନୀ ଟିକସ ଛାଡ ଦ୍ୱାରା ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଭଳି କମ୍ପାନୀ ପ୍ରଭାବିତ ହୋଇପାରନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଟେସଲାକୁ ଭାରତ ଆଣିବାକୁ ସରକାର ଆଗ୍ରହୀ କିନ୍ତୁ ଶୀଘ୍ର କିଛି କରାଯିବ ନାହିଁ। ଇଭି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ଉଦାହରଣ ସ୍ୱରୂପ, ଇଣ୍ଡୋନେସିଆ କାରଗୁଡିକ ଉପରେ ଆମଦାନୀ ଶୁଳ୍କ ୫୦%ରୁ ଶୂନ୍‌କୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି।
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଏଣ୍ଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ‘ଟେସଲା’ । ଏନେଇ ଭାରତ ସରକାରଙ୍କ ସହ ଏଲନ ମସ୍କଙ୍କ ଟେସଲା କମ୍ପାନୀ ଆଲୋଚନା କରିଥିବା ଜଣାପଡ଼ିଛି । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବାକୁ ଟେସଲା ଲକ୍ଷ୍ୟ ରଖିଛି । ଏହି କାର ଗୁଡିକ ସର୍ବନିମ୍ନ ଦମା ରହବି ୨୦ଲକ୍ଷ ଟଙ୍କା । ଇଣ୍ଡୋ-ପେସିଫିକ ରିଜିଅନରେ ଟେସଲାର ଏକ୍ସପୋର୍ଟ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା କରଛି ବୋଲି ଜଣାପଡ଼ିଛି । ଭାରତରେ ଉତ୍ପାଦନ ଓ ବିକ୍ରି ସହ ଅନ୍ୟ ରାଷ୍ଟ୍ରକୁ ରପ୍ତାନୀ କରିବାକୁ ଯୋଜନା କରିଛି କମ୍ପାନୀ ।
ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାଗସ୍ତ କରିଥିଲେ । ଏହି ସମୟରେ ଟେସଲା ମାଲିକ ଏଲନ ମସ୍କଙ୍କ ସହ ଏହି ବାବଦରେ ଆଲୋଚନା କରିଥିଲେ । ଏହି ଆଲୋଚନା ଯଦି ସଫଳ ହୁଏ, ତେବେ ଭାରତରେ କ୍ରମଶଃ ବୃଦ୍ଧି ପାଉଥିବା ଇଲେକ୍ଟ୍ରିକ୍‌ ଯାନ ବଜାରରେ ଉଲ୍ଲେଖନୀୟ ବିକାଶ ଘଟିବ ବୋଲି ଆଶା କରାଯାଉଛି।
ଭାରତ ସରକାରଙ୍କ ସର୍ତ୍ତରେ ଅସନ୍ତୁଷ୍ଟ ଏଲନ୍‌ ମସ୍କ; ଭାରତରେ ନିର୍ମାଣ ହେବନି ଟେସ୍‌ଲା
ନୂଆଦିଲ୍ଲୀ: ଭାରତରେ ନିର୍ମାଣ ହେବନି ନିବେଶକ ଏଲନ୍‌ ମସ୍କଙ୍କ ଟେସ୍‌ଲା। କାରଣ ଭାରତ ସରକାର କମ୍ପାନୀ ସହ ରଖିଥିବା ସର୍ତ୍ତରେ ଅସନ୍ତୁଷ୍ଟ ଅଛନ୍ତି ମସ୍କ। ତେଣୁ ସେ ଭାରତୀୟ ବଜାର ଛାଡିବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥଳେ ମସ୍କ ଏବେ ଅନ୍ୟ ବଜାର ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଭାରତ ସରକାର ଟେସ୍‌ଲା ପାଇଁ ଆମଦାନୀ ଶୁଳ୍କ ଛାଡ କରିବାକୁ ରାଜି ହୋଇନାହାନ୍ତି।
ମୋଦି ସରକାର ରଖଥିବା ସର୍ତ୍ତ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କୁ ଅସନ୍ତୁଷ୍ଟ କରିଛି। ଏଣୁ ସେ ଭାରତ ବଜାର ଉପରୁ ନଜର ହଟାଇ ଅନ୍ୟ ବଜାର ଉପରେ ନଜର ପକାଇବା ଆରମ୍ଭ କରିଛନ୍ତି। ଭାରତ ସରକାର ଦେଶରେ ଇଲେକ୍ଟ୍ରିକ କାର ନିର୍ମାଣ କରି ବିଦେଶ ରପ୍ତାନୀ ପାଇଁ ସବୁ ପ୍ରକାର ସୁବିଧା ଦେବାକୁ ରାଜି ଅଛନ୍ତି। ହେଲେ ମସ୍କଙ୍କ କମ୍ପାନୀ ଏହି ପ୍ରସ୍ତାବକୁ ସ୍ୱୀକାର କରୁନାହିଁ। ଅନ୍ୟପକ୍ଷରେ ଭାରତ ବଜାରକୁ ନଜରଅନ୍ଦାଜ କରି ଅନ୍ୟ ବଜାର ଉପରେ କମ୍ପାନୀ ଫୋକସ୍‌ କରୁଛି।
ଭାରତରେ ଟେସ୍‌ଲାର ସୁପର ଚାର୍ଜର ନେଟୱାର୍କ ଦାୟିତ୍ୱରେ ଅବସ୍ଥାପିତ ନିଶାନ୍ତ ପ୍ରସାଦଙ୍କ ଲିଙ୍କଡ୍‌ଇନ ପ୍ରୋଫାଇଲ ଇତିମଧ୍ୟରେ ବଦଳିଯାଇଛି। ଭାରତ ପରିବର୍ତ୍ତେ ତାଙ୍କୁ କମ୍ପାନୀ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଚାର୍ଜିଂ ଅପରେସନ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଟେସ୍‌ଲାର ଭାରତରେ ଅବସ୍ଥାପିତ ପ୍ରଥମ କର୍ମଚାରୀ ମନୋଜ ଖୁରାନାଙ୍କୁ କାଲିଫର୍ଣ୍ଣିଆରେ ଅବସ୍ଥାପିତ କରାଯାଇଛି। ଏଥିରୁ ମସ୍କ ଭାରତୀୟ ବଜାରରୁ ତାଙ୍କର ନଜର ହଟାଇଥିବା ସ୍ପଷ୍ଟ ହୋଇଯାଇଛି। ଭାରତରେ କାରବାର ପାଇଁ ଟେସ୍‌ଲା ଉପରେ ସରକାର ପ୍ରଥମେ ଆମଦାନୀ ଶୁଳ୍କ ହଟାନ୍ତୁ ବୋଲି ମସ୍କ ଦାବି କରୁଛନ୍ତି। ତେବେ କେନ୍ଦ୍ର ସରକାର କୌଣସି ଏକ ଗାଡ଼ି କମ୍ପାନୀ ଲାଗି ଏପରି ପ୍ରାଥମିକତା ଦିଆଯାଇପାରିବନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି।
ମସ୍କ ଭାରତରେ ଟେସ୍‌ଲା ନିର୍ମାଣ ଲାଗି ଆଗ୍ରହୀ ବୋଲି ପ୍ରଥମରୁ କହିଆସୁଛନ୍ତି। ହେଲେ ଇଲେକ୍ଟ୍ରୋନିକ ଗାଡ଼ି ଉପରେ ଭାରତ ଦେଉଥିବା ଆମଦାନୀ ଶୁଳ୍କ ବିଶ୍ୱର କୌଣସି ଦେଶଠାରୁ ସବୁଠୁ ଅଧିକ ବୋଲି ସେ କହିଛନ୍ତି। ଭାରତରେ ଏବେ ୪୦ ହଜାର ଡଲାର ଅର୍ଥାତ ୩୦ ଲକ୍ଷ ଟଙ୍କାରୁ ଅଧିକ ମହଙ୍ଗା କାର ଲାଗି ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଉଛି। ଏଥିରେ ସିପିଂ ଖର୍ଚ୍ଚ ଓ ବୀମା ଆଦି ମଧ୍ୟ ସାମିଲ। ସେହିପରି ୪୦ ହଜାର ଡଲାରରୁ କମ ମୂଲ୍ୟର କାରରେ ୬୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହେଉଥିବାରୁ ଆମେରିକାରେ ଶସ୍ତା ଲାଗୁଥିବା କାର ଭାରତରେ ଅନେକ ମହଙ୍ଗା ହୋଇଯାଉଛି। ମସ୍କଙ୍କ କହିବା କଥା ହେଲା ଭାରତରେ ଆମ ଉତ୍ପାଦ ଆଣିବା ଲାଗି ଆମକୁ ସରକାରଙ୍କ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି। ଏ ନେଇ ସେ ଏକ ଟ୍ୱିଟ୍‌ ମଧ୍ୟ କରିଥିଲେ। ଏଥିରେ ଭାରତ ସରକାରଙ୍କ ଯୋଗୁ ଟେସ୍ଲା ଭାରତୀୟ ବଜାରରେ ଆସିପାରୁ ନ ଥିବା  ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଏକ ବୟାନରେ କହିଛନ୍ତି ଯେ ଯଦି ଭାରତରେ ନିର୍ମାଣ କରିବାକୁ ଚାହାନ୍ତି ତେବେ ଏଲନ ମସ୍କଙ୍କୁ ସ୍ୱାଗତ ବୋଲି କହିଛନ୍ତି। ଗଡକରୀ କହିଛନ୍ତି ଯେ ଭାରତ ଏକ ବଡ ବଜାର ଓ ଏଠାରୁ ରପ୍ତାନୀର ଅପାର ସୁଯୋଗ ରହିଛି। ଏଥିରୁ ତାଙ୍କୁ ଲାଭ ହେବ। କେବଳ ଭାରତ ସରକାର ନୁହନ୍ତି କେତେକ ରାଜ୍ୟ ମଧ୍ୟ ଟେସ୍‌ଲାଙ୍କୁ କାର ନିର୍ମାଣ ଲାଗି ଆମନ୍ତ୍ରଣ କରିଛନ୍ତି। ଗଡକରୀ ଗତ ଫେବୃଆରୀରେ ମଧ୍ୟ କହିଥିଲେ ଯେ ଯଦି ମସ୍କ ଭାରତ ରାସ୍ତାରେ ତାଙ୍କର କାର ଗଡୁ ବୋଲି ଚାହାନ୍ତି ତେବେ ଏଠାରେ ଆସି କାର ନିର୍ମାଣ କରନ୍ତୁ। କାରଣ କୌଣସି ଏକ ଗାଡ଼ି କମ୍ପାନୀ ଲାଗି ଦେଶ ତୁଷ୍ଟିକରଣ ନୀତି ଅବଲମ୍ବନ କରିପାରିନାହିଁ।
ବଦଳିଲେ ଟ୍ଵିଟର୍ ମାଲିକ; ୪୪ ବିଲିୟନ ଡଲାରରେ କିଣିଲେ ଏଲନ୍ ମସ୍କ
ମୁମ୍ବଇ: ମାଇକ୍ରୋ ବ୍ଲଗିଂ ସାଇଟ୍ ତଥା ସୋସିଆଲ ମିଡିଆ ସେବା ପ୍ରଦାନକାରୀ ଟ୍ଵିଟରକୁ ମିଳିଛି ନୂଆ ମାଲିକ। ଟେସ୍‌ଲା ସିଇଓ ଏଲନ୍ ମସ୍କ ଟ୍ଵିଟର ଅଧିଗ୍ରହଣ କରିଛନ୍ତି। ମସ୍କ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଏହି ଖବର ମଧ୍ୟରେ ଟ୍ୱିଟରର ଶେୟାର ପ୍ରୋମାର୍କେଟ ଟ୍ରେଣ୍ଡିଂରେ ୫.୩ ପ୍ରତିଶତ ବୃଦ୍ଧି ହୋଇଛି । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଟ୍ଵିଟର ଏହାର ମାଲିକାନା ଏଲନ୍ ମସ୍କକୁ ଦେବାକୁ ପ୍ରସ୍ତୁତ ଅଛି। ମସ୍କ ଟ୍ଵିଟର କିଣିବା କ୍ଷେତ୍ରରେ ଅନେକ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ଟ୍ଵିଟରରେ ମସ୍କଙ୍କର ୯.୨% ଅଂଶଧନ ରହିଛି। ଶୁକ୍ରବାର କମ୍ପାନୀର ଅନେକ ଅଂଶୀଦାରଙ୍କ ସହ ମସ୍କ ଏକ ବ୍ୟକ୍ତିଗତ ବୈଠକ କରିବା ପରେ ଟ୍ଵିଟରର ଆଭିମୁଖ୍ୟ ବଦଳିଥିବା ଜଣାଯାଇଛି।
ଯୁବପିଢ଼ିଙ୍କୁ ଏଲନ୍‌ ମସ୍କଙ୍କ ପରାମର୍ଶ: ନେତୃତ୍ବ ନୁହେଁ; ଯେତେ ପାରୁଛ ଶିକ୍ଷାଲାଭ କର
ନୂଆଦିଲ୍ଲୀ: ସାରା ବିଶ୍ବରେ ବ୍ୟାବସାୟିକ ଜଗତରେ ସବୁଠାରୁ ସଫଳତମ ବ୍ୟକ୍ତି ଭାବେ ପରିଚିତ ଏବଂ ଏକ ନମ୍ବର ବିତ୍ତଶାଳୀ ଏଲନ ମସ୍କ ଯୁବପିଢିଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଇ ଅଧିକରୁ ଅଧିକ ଶିକ୍ଷାଲାଭ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଯୁବପିଢିଙ୍କ ମଧ୍ୟରେ ଏବେ ନେତୃତ୍ବ ନେବାରେ ଅଧିକ ଆଗ୍ରହ ସୃଷ୍ଟି ହେଉଥିବା ଦେଖାଯାଉଥିବା ବେଳେ ସେମାନେ ଏଥିପାଇଁ ଗୁରୁତ୍ବ ନ ଦେଇ ଯେତେ ସମ୍ଭବ ଅଧିକ ଶିକ୍ଷାଲାଭ କରିବା ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ମସ୍କ କହିଛନ୍ତି। ଟେସଲା ଏବଂ ସ୍ପେକ୍ସ ଏକ୍ସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ମସ୍କ ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠାଲାଭ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କୁ ସାକ୍ଷାତକାର ଦେବା ଅବସରରେ ଏହା କହିବା ସହିତ ଯୁବପିଢି ନେତା, ବ୍ୟାବସାୟିକ କ୍ଷେତ୍ରରେ ନେତା ହେବାକୁ ଚେଷ୍ଟା ନକରି ଅଧିକରୁ ଅଧିକ ପୁସ୍ତକ ପଢିବା ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ ବୋଲି କହିଛନ୍ତି।
ଆଜିକାଲି ଯୁବପିଢିଙ୍କ ମଧ୍ୟରେ ସବୁ ସ୍ତରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖାଯାଉଥିବା ବେଳେ ସେମାନେ କୌଣସି କ୍ଷେତ୍ରରେ କିଛି ବଡ଼ କରି ଦେଖାଇବାକୁ ଚାହୁଁଛନ୍ତି। ହେଲେ ଏଥିପାଇଁ ତାଙ୍କର କ’ଣ ମତାମତ ରହିଛି ବୋଲି ପ୍ରଶ୍ନରେ ମସ୍କ କହିଛନ୍ତି ଯେ, ବଡ଼ ନୁହେଁ ବରଂ ସମସ୍ତଙ୍କ ପାଇଁ ଉପଯୋଗୀ ହେବା ଭଳି କିଛି କରିବାକୁ ଗୁରୁତ୍ବ ଦିଆଯିବା ଉଚିତ। କେବଳ ଗୋଟିଏ ବିଷୟରେ ମନ ନିବେଶ କରି କିଛି ଗୋଟିଏ ବଡ଼ କରି ଦେଖାଇବା ଠିକ୍‌ ନୁହେଁ। କାରଣ ସାରା ବିଶ୍ବ ସମାଜ ପାଇଁ ଯୁବପିଢିଙ୍କ ଯଥେଷ୍ଟ ଭୂମିକା ରହିଛି। ତେଣୁ ମାନବସମାଜ ପାଇଁ ଉପଯୋଗୀ ଏବଂ ସମସ୍ତଙ୍କ ବ୍ୟବହାର ପାଇଁ ସାବ୍ୟସ୍ତ ହୋଇପାରୁଥିବା ବିଷୟକୁ ସେମାନେ ଗୁରୁତ୍ବ ଦିଅନ୍ତୁ ବୋଲି ମସ୍କ କହିଛନ୍ତି। ଏଥିପାଇଁ ସାଧାରଣ ଜ୍ଞାନ ବୃଦ୍ଧିର ଆବଶ୍ୟକତା ଯଥେଷ୍ଟ ରହିଥିବା ବେଳେ ବିଶ୍ବର ପ୍ରତି କୋଣ ଅନୁକୋଣରେ କ’ଣ ଘଟୁଛି ତାହା ଯୁବପିଢି ନିଜର ଜ୍ଞାନ ପରିସରରେ ରଖିବା ଉଚିତ ବୋଲି ସେ କହିଛନ୍ତି।
ଟେସଲା କମ୍ପାନୀର ସେୟାର ବିକ୍ରି କରି ଦିନକରେ ପାଇଲେ ୧୫୦୦ କୋଟି
ନୂଆଦିଲ୍ଲୀ: ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସଲା । ସେୟାର ବଜାରରେ ଧୁମ୍ ମଚାଉଛି ଏଲୋନ ମସ୍କଙ୍କ କମ୍ପାନୀ ଟେସଲା । ଟେସଲା କମ୍ପାନୀର ଷ୍ଟକ୍ ପ୍ରତିଦିନ ଏକ ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ତେବେ ଏହି କମ୍ପାନୀର ସେୟାରରୁ ଜଣେ ବ୍ୟକ୍ତି ୧୫୦୦ କୋଟିରୁ ଅଧିକ ଆୟ କରିଛନ୍ତି । ଏହି ସପ୍ତାହରେ ଟେସଲାର ଷ୍ଟକ୍ ପ୍ରଥମ ଥର ପାଇଁ ୧୦୦୦ ଡଲାର ଅତିକ୍ରମ କରିଛି । ନାସଡାକ ଉପରେ କମ୍ପାନୀର ଷ୍ଟକ୍ ବର୍ତ୍ତମାନ ପ୍ରାୟ ୧୧୦୦ ଡଲାର ରହିଛି । ଏହି ଅନୁସାରେ ଟେସଲା ହେଉଛି ପଞ୍ଚମ କମ୍ପାନୀ ଯାହାର ମାର୍କେଟ କ୍ୟାପିଟାଲାଇଜେସନ ଏକ ହଜାର ବିଲିୟନ ଅତିକ୍ରମ କରିଛି ।
ତେବେ ଟେସଲାର ଷ୍ଟକ୍ ବୃଦ୍ଧି ଫଳରେ ନିବେଶକମାନେ ମଧ୍ୟ ଉପକୃତ ହୋଇଛନ୍ତି । ଏହାର ଫାଇଦା ଉଠାଇଛନ୍ତି ଏହି କମ୍ପାନୀର ବୋର୍ଡ ସଦସ୍ୟ ଇରା ଏହରେନପ୍ରେସ୍ ମଧ୍ୟ ଷ୍ଟକ୍ ମାର୍କେଟରେ ଟେସଲାର ସେୟାର ବିକ୍ରି କରି ୨୦୦ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୫୦୦ କୋଟି ଟଙ୍କା ରେଜଗାର କରିଛନ୍ତି । ଆମେରିକା ବଜାର ନିୟାମକ ଓ ରଏର୍ଟସ ଗଣନା ଅନୁଯାୟୀ ୨୦୦୭ ମେ’ରେ କମ୍ପାନୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଇରା ଏହରେନପ୍ରେସ୍ ଟେସଲାର ୩ ଲକ୍ଷ ୭୦ ହଜାର ସେୟାର କିଣିଥିଲେ । ସେ ସମୟରେ ସେ ପ୍ରତି ସେୟାରକୁ ୫୦ ଡଲାର ମୂଲ୍ୟରେ କିଣିଥିଲେ । କିନ୍ତୁ ଏବେ ଟେସଲାର ଷ୍ଟକ୍ ମୂଲ୍ୟ ୧୦୦୦ ଡଲାରରୁ ଅଧିକ ହେବା ପରେ ସେ ୨,୦୩,୪୨୯ଟି ସେୟାରକୁ ୧୦୬୮ ଡଲାର ମୂଲ୍ୟରେ ବିକ୍ରି କରିଛନ୍ତି । ଯାହାଫଳରେ  ସେ ୨୧୪ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୬୦୦ କୋଟି ଆୟ କରିଥିଲେ ।