damodar rout - The Sakala

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର
ଭୁବନେଶ୍ଵର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଦାମୋଦର ରାଉତ । ଦାମୋଦର ରାଉତ ଗୁରୁତର ଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତ । ଗୁରୁତର ଅବସ୍ଥାରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦାମ । ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଛି । ଗତ ୧୮ତାରିଖରେ ତାଙ୍କୁ ହୃଦଘାତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ।

୨୦୨୪ ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନି, ବିଜେଡି ବହୁ ପରିମାଣରେ ଜିତିବ : ଦାମୋଦର ରାଉତ
ଭୁବନେଶ୍ବର :  : ୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନି। ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହାଁନ୍ତି । ୨୦୨୪ରେ ବିଜେଡି ବହୁ ପରିମାଣରେ ଜିତିବ ଆଉ ନବୀନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। କୌଣସି ଦଳ ପାଇଁ ଓକିଲାତି କରୁନି ବରଂ ମୁଁ ମୋ ଅନୁଭବରୁ କହୁଛି ବୋଲି ଦାମ ରାଉତ କହିଛନ୍ତି। ଏଥି ସହିତ ରାଜନୈତିକ ସ୍ଥିତି ବର୍ତ୍ତମାନ ଓଡ଼ିଶାରେ ଯାହା ବିଜେଡି ସର୍ବାଧିକ ଭୋଟ ପାଇବ। ବିଜେପି ଆଉ କଂଗ୍ରେସରେ ବିକଳ୍ପର ଅଭାବ ହେତୁ ଲୋକ ବିଜେଡିକୁ ଭୋଟ ଦେଇ ଜିତେଇବେ।

ବିଜେପି ନିଜକୁ ମଜଭୁତ୍ କରିପାରିନାହିଁ। ଦଳରେ ନିଜ ନିଜ ଭିତରେ କନ୍ଦଳ ଦେଖାଦେଉଛି। ଆଉ କଂଗ୍ରେସ ଏବେ ଲଢିବା ସ୍ଥିତିରେ ନାହିଁ। ପିସିସି ସଭାପତି ଶରତ ପଟ୍ଟନାୟକ ଯେଉଁ ଡାକରା ଦେଇଥିଲେ ୯ ରୁ ୯୦ ତାହା କିଛି ବି କାର୍ଯ୍ୟକାରୀ ହୋଇପାରିନାହିଁ। ବର୍ତ୍ତମାନ କଂଗ୍ରେସ ଯେଉଁ ସ୍ଥିତିରେ ରହିଛି, ଏପରି ହେଲେ ଦଳ ୨୪ରେ ଅସ୍ଥିତ୍ବ ହରାଇବ।

ଭୁବନେଶ୍ୱରରେ ରହି ବାଇଟ୍‌ ଦେଲେ କିଛି ଲାଭ ହେବନି : ନରସିଂହ ମିଶ୍ର

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ପ୍ରଶ୍ନରେ ନରସିଂହ କହିଛନ୍ତି ଯେ, ରାଜନୈତିକ ପାଣିପାଗର ଭାବିଷ୍ୟତ୍ୱବାଣୀ ଦେବା କଷ୍ଟକର। ରାଜନୀତିରେ ୨୦୨୪ରେ କଣ ହେବ ଆକଳନ କରହେବ ନାହିଁ। କିନ୍ତୁ ମୋର ଆଶା କଂଗ୍ରେସ ଅତୀତର ଦୋଷ ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ। ଗୁରୁତର ସହ ବିଚାର କରି ନିଷ୍ପତି ନେବ। ଆମ ନେତା ଖାଲି ଭୁବନେଶ୍ୱରରେ ରହି ରାଜନୀତି କରି ଗଣମାଧ୍ୟମରେ ବାଇଟ ଦେଲେ ଦଳର କିଛି ଲାଭ ହେବନି ବୋଲି ନରସିଂହ କହିଛନ୍ତି ।

ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମା କରୁଛି- ବରିଷ୍ଠ ନେତା ଦାମୋଦର ରାଉତ
ଭୁବନେଶ୍ୱର: ମହାଲିଙ୍ଗ ମମିତା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ଦଳ ନୁହଁନ୍ତି ସମସ୍ତ ରାଜ୍ୟବାସୀ ଲଜ୍ଜିତ ବୋଲି କହିଛନ୍ତି ଦାମ । ପୋଲିସ ତଦନ୍ତ ପରେ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ। ବିରୋଧୀ ବିଶେଷ କରି ବିଜେପି ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି, କିଛି ଆନ୍ତରିକତା ନାହିଁ ।

ଆଇନ୍ ଶୃଙ୍ଖଳା ରାଜ୍ୟର ବିଷୟ । ଏଥିପାଇଁ ରାଜ୍ୟରେ ପୋଲିସ ରହିଛି । ସିବିଆଇ କେନ୍ଦ୍ରୀୟ ସଂସ୍ଥା । ବିଜେପି ନେତା କହୁଛନ୍ତି ସିବିଆଇ ତଦନ୍ତ ହେଉ । ଯଦି ରାଜ୍ୟ ପୋଲିସ ଉପରେ ବିଜେପିର ବିଶ୍ୱାସ ନାହିଁ, ତାହେଲେ ସିବିଆଇ ଆସିଲେ ବିଜେପି ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କିଛି କରିପାରନ୍ତି । ମୁଖ୍ୟମନ୍ତ୍ରୀ ସବୁକିଛି ଉପରେ ନଜର ରଖିଛନ୍ତି । ତଦନ୍ତ ସରିଲେ ନବୀନ କାର୍ଯ୍ଯାନୁଷ୍ଠାନ ନେବେ ବୋଲି କହିଛନ୍ତି ଦାମ ।

ବିଜେପି ଓ କଂଗ୍ରେସ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କିଛି କରୁନାହାଁନ୍ତି, ଯାହା କରୁଛନ୍ତି ରାଜନୀତି ପାଇଁ । ମମିତାଙ୍କୁ ହତ୍ୟା କରି ଗୋବିନ୍ଦ ଓ ଅନ୍ୟାମାନେ ପୋତିଛନ୍ତି । ମନ୍ତ୍ରୀଙ୍କର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ବିରୋଧୀ ଖାଲି ତୁଚ୍ଛାରେ ଡେଉଁଛନ୍ତି। ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଥିଲେ ଦେବାକୁ କହିଛନ୍ତି ଦାମୋଦର ରାଉତ । କେବଳ ରାଜନୈତିକ ଫାଇଦା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି କରୁଥିବା ଦାମ କହିଛନ୍ତି ।

ମମିତାଙ୍କୁ ନ୍ୟାୟ ଦେବାକୁ ବିରୋଧୀଙ୍କ ଆନ୍ତରିକତା ନାହିଁ । ବିଜେପିର ଆଭିମୁଖ୍ୟ ହେଉଛି, ଏହି ଘଟଣାକୁ ଆଳ କରି ରାଜନୈତିକ ଫାଇଦା ଉଠାଇବା । ବିଜେପି ଅଧ୍ୟକ୍ଷ ଯଦି ଏଠାକୁ କମିଟି ପଠାଉଛନ୍ତି, ୟୁପି ଲକ୍ଷ୍ମୀପୁର ଖେରିକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମା କରୁଥିବା ବେଳେ ପରିବାର ଲୋକ କଷ୍ଟ ପାଉଛନ୍ତି । ଏସବୁକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।