corona virus - The Sakala
ରୂପ ବଦଳାଉଛି କୋଭିଡ ଭୁତାଣୁ; ମ୍ୟୁଟେଟ୍ ହେଉଛି XBB.1.16 ଭାରିଆଣ୍ଟ, ଭାରତରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭୂତାଣୁ ଉପରମୁହାଁ ହେଉଥିବାବେଳେ ଏବେ ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ଖବର । ପୁଣି ରୂପ ବଦଳାଉଛି କୋଭିଡ ଭାରିଆଣ୍ଟ । କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି–ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ଏକ୍ସ-ବି-ବି ଓମିକ୍ରନର ଏକ ଉପ-ପ୍ରଜାତି । ଏହା ଓମିକ୍ରମ ପ୍ରଜାତି ମଧ୍ୟରେ ଅଧିକ ସଂକ୍ରାମକ । ୧୫ମାସ ଭିତରେ ଓମିକ୍ରନର ପ୍ରାୟ ଚାରି ଶହ ନୂଆ ଉପ-ପ୍ରଜାତି ଠାବ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଭାରିଆଣ୍ଟ ଏକ୍ସବିବି ପ୍ରଜାତିର । ତେବେ ଓମିକ୍ରନର ସବୁ ଭାରିଆଣ୍ଟ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ମୂଳ ଓମିକ୍ରନ ଭୂତାଣୁ ଯୋଗୁଁ ଯେମିତି ଜ୍ୱର, କଫ, ଥଣ୍ଡା, ନାକ ବନ୍ଦ ହୋଇଯାଏ, ମୁଣ୍ଡ ବିନ୍ଧା ହୁଏ, ଦେହ ଦରଜ ହୁଏ, ପେଟରେ ଯନ୍ତ୍ରଣା ହୁଏ, ଡାଏରିଆ ହୁଏ, ତାର ନୂଆ ନୂଆ ଉପ-ପ୍ରଜାତି ଯୋଗୁଁ ବି ସେମିତି ଲକ୍ଷଣ ଦେଖା ଦେଇଥାଏ ।
ଅନ୍ୟପଟେ ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ନୂଆ ସଂକ୍ରମିତ । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ହୋଇଛି ୩୧ ହଜାର ୧୯୪ । ସେପଟେ ଦୈନିକ ପଜିଟିଭିଟି ହାର ରହିଛି ୫.୬୩ ପ୍ରତିଶତ । ଚଳିତ ସପ୍ତାହରେ ପଜିଟିଭିଟି ହାର ରହିଛି ୩.୪୭ ପ୍ରତିଶତ । ଗତକାଲି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିଲେ ୬ ହଜାର ୫୦ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯ ଜଣ । ଏହାସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।
ନୂଆଦିଲ୍ଲୀ: କରୋନା ନିୟମ ମାନି ଭାରତ ଯୋଡ ଯାତ୍ରା କରିବାକୁ କଂଗ୍ରେସକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କୋଭିଡ୍ ବାହାନା ଦେଖାଇ ବିଜେପି ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ରାହୁଲ କହିଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏବେ ଯାତ୍ରାକୁ ଅଟକାଇବା ପାଇଁ ନୂଆ ବାହାନା ବନାଯାଉଛି ।
ହିନ୍ଦୁସ୍ତାନର ଶକ୍ତି ଓ ସତ୍ୟତା ଦ୍ୱାରା ଏମାନେ ଭୟଭୀତ ହୋଇଯାଇଛନ୍ତି । ଏହା ସତ୍ୟ ଅଟେ । ଯାତ୍ରାରେ ଆମେ ଶହେ ଦିନରୁ ଅଧିକ ଚାଲି ସାରିଛୁ, ଯେଉଁଥିରେ ହିନ୍ଦୁ-ମୁସଲିମ-ସିଖ-ଇସାଇ ସବୁ ଜାତିର ଲୋକ ସାମିଲ ହୋଇଛନ୍ତି । ଭାରତ ଯୋଡୋ ଯାତ୍ରାର ଶକ୍ତି ଦେଖି ସରକାର ବିଚଳିତ ହୋଇପଡ଼ିଛନ୍ତି । ଏହାକୁ ବନ୍ଦ କରିବା ପାଇଁ ଏବେ କୋଭିଡର ସାହାରା ନେଇଛନ୍ତି ।
କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛି। ଭାରତ ଯୋଡୋ ଯାତ୍ରାରେ ହେଉଥିବା ଜନସମାଗମକୁ ଦେଖି ଏହାକୁ ବନ୍ଦ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାହୁଲଙ୍କୁ ଚିଠି ଲେଖିଥିଲେ ।
କରୋନାକୁ ନେଇ ହଂକଂ ବିଶ୍ବବିଦ୍ୟାଳୟର ରିପୋର୍ଟ: ଚୀନ୍‌ରେ ଯାଇପାରେ ୨୦ ଲକ୍ଷ ଲୋକଙ୍କ ଜୀବନ!
ନୂଆଦିଲ୍ଲୀ(ଏଜେନ୍ସି): ଚୀନ୍‌ରେ କରୋନା ସ୍ଥିତି ଦିନକୁ ଦିନ ବେହାଲ ହେବାକୁ ଲାଗିଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସିବା ସହିତ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ନୂଆ ବର୍ଷକୁ ନେଇ ଲୋକେ ଛୁଟି ମନାଇବାକୁ ପରିଭ୍ରମଣରେ ବାହାରିଛନ୍ତି। ଏବେ ଚୀନ୍ ରେ କରୋନା କଟକଣା ହଟାଇ ଦିଆଯାଇଥିବାରୁ ସବୁଠି ଲୋକଙ୍କ ଗହଳି ବଢିବାରେ ଲାଗିଛି। ଏହାମଧ୍ୟରେ ଚୀନକୁ ନେଇ ହଂକଂ ବିଶ୍ବବିଦ୍ୟାଳୟ ପକ୍ଷରୁ ଯେଉଁ ରିପୋର୍ଟ ଦିଆଯାଇଛି ତାହା ସମସ୍ତଙ୍କ ନିଦ ହଜାଇ ଦେବ। ଚୀନ୍ ରେ ସଂକ୍ରମଣ ବଢିବା ସହିତ ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବାକୁ ବେଶୀ ସମୟ ଲାଗିବ ନାହିଁ। ସ୍ଥିତି ଏଭଳି ହେବ ଯେ ପ୍ରତି ୧୦୦୦ ଜଣରେ ପ୍ରାୟ ୬୪୮ ଜଣ ସଂକ୍ରମିତ ହେବେ । ଯଦ୍ବାରା ଚୀନ୍ ରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଏକପ୍ରକାର ଭୁଷୁଡି ପଡ଼ିବ। ଫଳରେ ଏଠାରେ ୧୦ ରୁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି।
୧୪୦ କୋଟି ଜନସଂଖ୍ୟାର ଏହି ଦେଶରେ ଗତ ତିନି ବର୍ଷ ମଧ୍ୟରେ ଟିକାକରଣ ବ୍ୟବସ୍ଥାକୁ ସୁଦୃଢ କରାଯାଇପାରି ନଥିଲା ବେଳେ ବୁଷ୍ଟର ଡୋଜ୍ ପାଇଁ ମଧ୍ୟ ବ୍ୟବସ୍ଥା ହୋଇନି। ଫଳରେ ଲୋକଙ୍କ ମଧ୍ୟରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇନାହିଁ। ଯାହାକୁ ନେଇ ଏବେ ମଧ୍ୟ ସଂକ୍ରମଣ ଲାଗି ରହିଛି। ତୀବ୍ର ବିରୋଧର ଶିକାର ହୋଇ କରୋନା କଟକଣା ହଟାଇଥିବା ଚୀନର ସ୍ଥିତି ଆଗକୁ ଗମ୍ଭୀର ହେବାକୁ ଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ବେଜିଂରେ କରୋନା ପ୍ରଭାବ ଥମିବାର ନା ଧରୁନି। ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଥିଯୋଗୁଁ ଅନ୍ତିମ ସଂସ୍କାର ଲାଗି ଶବଦାହ ଗୃହ ଆଗରେ ଲମ୍ବା ଧାଡ଼ି ଲାଗିଛି। ଲୋକେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଛନ୍ତି। ସ୍ଥିତି ଏପରି ହୋଇଛି ଯେ ଅନ୍ତିମ ସଂସ୍କାର ପାଇଁ ଶନିବାର ଲୋକେ ମୁହାଁମୁହିଁ ହୋଇଛନ୍ତି। ଅନେକ ଶ୍ରମିକ ଏବଂ ଡ୍ରାଇଭର କରୋନାରେ ସଂକ୍ରମିତ ହେଉଥିବାରୁ ଲୋକେ ନିଜେ ଶବ ନେଇ ଶବଦାହ ଗୃହକୁ ପହଞ୍ଚୁଛନ୍ତି। ପାର୍ଲର, ରେଷ୍ଟୁରାଣ୍ଟ ଏବଂ କୋରିୟର ଆଦି କ୍ଷେତ୍ରରେ ମଧ୍ୟ କର୍ମଚାରୀ ଅଭାବ ଦେଖାଦେଇଛି।
ଅନ୍ୟପକ୍ଷରେ କରୋନାକୁ ନେଇ ଆମେରିକାରେ ପୁଣି ଭୟ ବଢ଼ିବାରେ ଲାଗିଛି। ଆମେରିକାରେ ଏବେ କରୋନା ଫ୍ଳୁ ବଢିବାରେ ଲାଗିଛି। ଏଥିପାଇଁ ଲୋକେ ପୁଣିଥରେ ମାସ୍କ ପିନ୍ଧିବା ଆରମ୍ଭ କରିଦେଇଛନ୍ତି। ଏଠାରେ କୋଭିଡ୍ ଫ୍ଳୁ ସହିତ ‘ଆରଏସଭି(ରେସପିଟୋରୀ ସିନସାଇଟାଲ ଭାଇରସ୍) ସଂକ୍ରମଣ ବଢିବାରେ ଲାଗିଛି। ଯାହାକୁ ନେଇ ଆମେରିକାରେ ସଂକ୍ରମଣ ହାର ୨୬ ପ୍ରତିଶତ ଛୁଇଁବା ସହିତ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ୨୪ ପ୍ରତିଶତ ବଢିଛି। ଆମେରିକା ଏବଂ ଚୀନ ବ୍ୟତୀତ ଯଦି ଅନ୍ୟ ରାଷ୍ଟ୍ରମାନଙ୍କୁ ସଂକ୍ରମଣ ବ୍ୟାପେ ତେବେ ବିଶ୍ବସ୍ତରରେ ପୁଣି ସ୍ଥିତି ଅଣାୟତ ହୋଇପଡ଼ିବ ବୋଲି କୁହାଯାଇଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯ କୋଭିଡ୍ ପଜିଟିଭ ଚିହ୍ନଟ
ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ ମଧ୍ୟରେ ୧୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫୬୯୪ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 19th Oct
New Positive Cases: 59
Of which 0-18 years: 10
In quarantine: 35
Local contacts: 24
(Details of local contacts will be shared by concerned District)
1. Bargarh: 1
2. Balangir: 4
3. Cuttack: 10
4. Deogarh: 1
5. Jagatsinghpur: 4
6. Jajpur: 3
— I & PR Department, Odisha (@IPR_Odisha) October 20, 2022
7. Khurda: 5
8. Koraput: 5
9. Mayurbhanj: 1
10. Nawarangpur: 1
11. Nuapada: 1
12. Puri: 6
13. Sambalpur: 6
14. Sonepur: 1
15. Sundargarh: 9
16. State Pool: 1
New recoveries: 85
Cumulative tested: 33751974
Positive: 1335694
Recovered: 1325958
Active cases: 481
— I & PR Department, Odisha (@IPR_Odisha) October 20, 2022
କରୋନା ସଂକ୍ରମଣ କବଳରୁ ମୁକୁଳିପାରୁନି ଚୀନ୍‌; ଏକାଧିକ ଶିକ୍ଷାନୁଷ୍ଠାନ ବନ୍ଦ, ସର୍ବସାଧାରଣ ଲାଗିଲା କଟକଣା
ବେଜିଂ: କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନ୍‌ କରୋନା ମହାମାରୀରୁ ମୁକ୍ତି ପାଇବାର ସମ୍ଭାବନା ଦେଖାଯାଉ ନାହିଁ। ବିଶ୍ବର ବିଭିନ୍ନ ଭାଗରେ ଏହି ମହାମାରୀର ପ୍ରଭାବ ଆପତତଃ ହ୍ରାସ ପାଇଥିଲା ବେଳେ ଏବେ ବି ଚୀନ୍‌ର ବିଭିନ୍ନ ସହରରେ କରୋନା ପ୍ରଭାବ ରହିଛି। ଯେଉଁଥିପାଇଁ ପ୍ରାୟ ୩ କୋଟି ଲୋକ କଟକଣା ମଧ୍ୟରେ ଜୀବନ ବିତାଉଛନ୍ତି। ହେଲେ ଏହା ମଧ୍ୟରେ ଚୀନର ଅନ୍ୟତମ ପ୍ରମୁଖ ସହର ସଙ୍ଘାଇକୁ କରୋନା ଫେରିଛି। ଏଠାରେ ଗତ ବୁଧବାର ୩ ମାସ ମଧ୍ୟରେ ସବୁଠାରୁ ଅଧିକ ଦୈନକ ସଂକ୍ରମଣ ରେକର୍ଡ କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏକାଧିକ ଶିକ୍ଷାନୁଷ୍ଠାନ ବନ୍ଦ କରି ଦିଆଯାଇଛି। ସେହିପରି ସର୍ବସାଧାରଣ ସ୍ଥାନରେ କଟକଣା ଲଗାଯାଇଛି।
ଭାରତର ମୁମ୍ବାଇ ସହର ପରି ସଙ୍ଘାଇ ହେଉଛି ଚୀନ୍‌ର ଆର୍ଥିକ ପେଣ୍ଠସ୍ଥଳି। ଏଠାରେ ଚାଇନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମାବେଶ କିଛି ଦିନ ମଧ୍ୟରେ ହେବାର ଥିଲା। ଏଠାରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପୁଣିଥରେ ଦେଶର ଶାସନ ଭାର ଦେବା ପାଇଁ ସମ୍ମିଳନୀ କରିବାକୁ ଯୋଜନା କରାଯାଇଥିଲା। ହେଲେ କରୋନା ଏଥିରେ ପ୍ରତିବନ୍ଧକ ସାଜିଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ସଙ୍ଘାଇ ସହରରୁ ୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ଯାହାକି ଜୁଲାଇ ୧୩ ପରେ ସବୁ ଠାରୁ ଅଧିକ। ଜୁଲାଇରେ ସଂକ୍ରମଣ ବଢ଼ିବାରୁ ବିଭିନ୍ନ ପ୍ରକାରର କଟକଣା ଲାଗୁ କରାଯାଇଥିଲା। ଏବେ ଏହି ସ୍ଥିତିକୁ ନେଇ ପୁଣିଥରେ ଲୋକଙ୍କ ମନରେ ଲକଡାଉନର ଭୟ ସୃଷ୍ଟି ହୋଇଛି। ସଙ୍ଘାଇ ବ୍ୟତୀତ ବେଜିଂରୁ ମଧ୍ୟ ବୁଧବାର ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଘାଇରେ ସଂକ୍ରମଣ ବଢ଼ୁଥିବାରୁ ଅନେକ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ସେହିପରି ୫ ଜିଲ୍ଲାରେ ଏଣ୍ଟରଟେନମେଣ୍ଟ ଭେନ୍ୟୁରେ ତାଲା ଲଗାଯାଇଛି। ଏହା ମଧ୍ୟରେ ସିନେମାଲ ହଲ, ଜିମ ଓ ବାର ଭଳି ସ୍ଥାନ ରହିଛି।
ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଥିବା ପ୍ରଶାସନ କହିଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ସ୍କୁଲ ସଂକ୍ରମଣ ଭୟରେ ବନ୍ଦ ହେଉଥିବାରୁ ସଂଘାଇରେ ରହୁଥିବା ୨୫ ମିଲିୟନ ଲୋକଙ୍କ ମନରେ ଲକଡାଉନର ଆଶଙ୍କା ସୃଷ୍ଟି ହୋଇଛି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୦୨୯ କୋଭିଡ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ ପୁଣି ହଜାର ଟପିଲା ଦୈନିକ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୭୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୩୧୪୫ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୩୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୦୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୯୭୩୪୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୬୪୩୯୬୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।
Covid-19 Report For 30th July
New Positive Cases: 1029
Of which 0-18 years: 175
In quarantine: 602
Local contacts: 427
(Details of local contacts will be shared by concerned District)
1. Angul: 1
2. Balasore: 11
3. Bargarh: 65
4. Bhadrak: 10
5. Balangir: 27
6. Boudh: 15
— I & PR Department, Odisha (@IPR_Odisha) July 31, 2022
7. Cuttack: 68
8. Deogarh: 5
9. Dhenkanal: 2
10. Gajapati: 7
11. Jagatsinghpur: 6
12. Jajpur: 15
13. Jharsuguda: 12
14. Kalahandi: 38
15. Kandhamal: 22
16. Keonjhar: 11
17. Khurda: 173
18. Koraput: 13
19. Mayurbhanj: 70
20. Nawarangpur: 28
21. Nayagarh: 17
22. Nuapada: 13
— I & PR Department, Odisha (@IPR_Odisha) July 31, 2022
23. Puri: 8
24. Rayagada: 14
25. Sambalpur: 93
26. Sonepur: 24
27. Sundargarh: 222
28. State Pool: 39
New recoveries: 1051
Cumulative tested: 32643963
Positive: 1313145
Recovered: 1297344
Active cases: 6608
— I & PR Department, Odisha (@IPR_Odisha) July 31, 2022
୧୮ ରୁ ଅଧିକ ବୟସ ବର୍ଗଙ୍କୁ ମାଗଣାରେ ମିଳିବ ପ୍ରିକସନ ଡୋଜ୍‌
ନୂଆଦିଲ୍ଲୀ: ୧୮ ରୁ ଅଧିକ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ ମିଳିବ ପ୍ରିକସନ ଡୋଜ୍‌। ଏହି ପ୍ରିକସନ ଡୋଜ୍‌ ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ । ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି। ଆଜାଦି କା ଅମୃତ କାଲ ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।
ରାଜ୍ୟରେ ବଢୁଛି କରୋନା ଗ୍ରାଫ୍: ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ୧୦୦ ଟପିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫ଜଣ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୪୪୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
6. Sundargarh: 6
7. State Pool: 14
New recoveries: 52
Cumulative tested: 32055784
Positive: 1289441
Recovered: 1279745
Active cases: 517
— I & PR Department, Odisha (@IPR_Odisha) June 28, 2022
ଆଜି ଚିହ୍ନଟ ହୋଇଥିବା ୧୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫ ଜଣ, କଟକରୁ ୨୧ ଜଣ, ସୁନ୍ଦରଗଡ଼ରୁ ୬ ଜଣ, ସମ୍ବଲପୁରରୁ ୪ ଜଣ, ଯାଜପୁରରୁ ୨ ଜଣ, ପୁରୀରୁ ଜଣେ ଏବଂ ଷ୍ଟେଟ୍ ପୁଲ୍‌ରୁ ୧୪ ଜଣ ଆକ୍ରାନ୍ତ ରହିଛନ୍ତି।
ଚତୁର୍ଥ ଲହର ଆଶଙ୍କା: ଆସନ୍ତା ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର: କରୋନା ଚତୁର୍ଥ ଲହରକୁ ନେଇ ଡର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ମାମଲା ବଢ଼଼ିବା ପରେ ଚିନ୍ତା ବଢ଼଼ିଛି। ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଉଦ୍‍ବେଗଜନକ ହୋଇନାହିଁ, କିନ୍ତୁ ଆଗୁଆ ସତର୍କ ନହେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି। କାରଣ ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବେ ମାମଲା ବଢ଼଼ୁଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି। ବର୍ତ୍ତମାନ ଗମନାଗମନ କ୍ଷେତ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ତେଣୁ ବିଦେଶ ଫେରନ୍ତାଙ୍କ ସମେତ ପୂର୍ବ ଭଳି ପ୍ରବାସୀମାନେ ସଂକ୍ରମଣର ବାହକ ସାଜିବାର ଆଶଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛି। ଯାହାଦ୍ୱାରା ସ୍ଥାନୀୟ ସରକାର ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।
ତେବେ ବିଭିନ୍ନ ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୩-୪ ସପ୍ତାହ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ଉଦ୍‍ବେଗଜନକ ସ୍ଥିତି ଉପୁଜିନାହିଁ। ହେଲେ ପୂର୍ବ ଲହର ଗୁଡ଼ିକରେ ଦିଲ୍ଲୀରେ ସଂକ୍ରମଣ ବଢ଼଼ିବାର ମାସକ ପରେ ଓଡ଼ିଶାରେ ସଂକ୍ରମଣ ବଢ଼ୁଥିବାର ନଜର ରହିଛି। ତେଣୁ ଏହି ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ମହାପାତ୍ର କହିଛନ୍ତି। ବିଶେଷକରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେଇଯିବା ଆବଶ୍ୟକ। ଯଦି ସଂକ୍ରମଣ ବଢ଼଼ିବା ଆରମ୍ଭ କରେ ତାହେଲେ ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ପରିବର୍ତ୍ତନ କରାଯିବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହା ସହିତ ବର୍ତ୍ତମାନ ସମୟରେ ସଂକ୍ରମଣ ବଢ଼଼ୁଥିବାରୁ ପୂର୍ବଭଳି ସତର୍କତା ଅବଲମ୍ବନ କରିବା ସହ କୌଣସି ଜରୁରୀ କାମ ନ ଥିଲେ ଭିଡ଼ ମଧ୍ୟକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପୂର୍ବ ଲହରଗୁଡ଼ିକ ଭଳି ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ଡ. ମହାପାତ୍ର କହିଛନ୍ତି। କିଛି ଦିନ ହେବ ଦିଲ୍ଲୀ, ହରିୟାଣା, ୟୁପି, କେରଳ ଓ କର୍ଣ୍ଣାଟକରେ କରୋନା ବଢ଼଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗତ ୧୯ ତାରିଖଠାରୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳ, ପୌର ସଂସ୍ଥା ମୁଖ୍ୟ ଏବଂ ସିଡିଏମ୍‍ଓଙ୍କୁ ପତ୍ର ଲେଖି ସତର୍କ କରାଇଛନ୍ତି। ବିଶେଷ କରି ଜିଲ୍ଲା ସ୍ତରରେ ସ୍ଥାନୀୟ ପ୍ରଶାସନ କୋଭିଡ୍‍ ସଂକ୍ରମଣ ସ୍ଥିତିକୁ ଦେଖି ଉପଯୁକ୍ତ ପଦକ୍ଷେପ ନେବା ସହ ଆବଶ୍ୟକ ପଡ଼ିଲେ କଟକଣା ଲାଗୁ କରିବାକୁ କୁହାଯାଇଛି। ସଂକ୍ରମଣ ସଂଖ୍ୟା ବଢ଼଼ିଲେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ମଧ୍ୟ ଚିଠିରେ ଦର୍ଶାଯାଇଛି। ସେହିପରି ଟେଷ୍ଟିଂ, ସର୍ଭିଲାନ୍ସ ତ୍ୱରାନ୍ୱିତ କରିବା ସହ ସମ୍ବେଦନଶୀଳ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‍ ରହିବାକୁ କୁହାଯାଇଛି। ଟିକା ନେବା ପାଇଁ ବିଶେଷକରି ପ୍ରତିଷେଧକ ଡୋଜ୍‍ ନେବା ପାଇଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ଉତ୍ସାହିତ କରିବା ସହ କୋଭିଡ୍‍ ନିୟମ ଅନୁପାଳନ କୁହାଯାଇଛି।
ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ; ମାତ୍ର ତୃତୀୟ ଲହର ଶେଷ ହେବା ପରେ ପ୍ରଥମ ଥର ପାଇଁ ସଂକ୍ରମଣ ଉପରମୁହାଁ ହୋଇ ଚାଲିଛି। ଗୁରୁବାର ଦେଶରେ ୨ ହାଜର ୩୮୦ ମାମଲା ଚିହ୍ନଟ ହୋଇଛି। ଯାହାକି ବୁଧବାର ତୁଳନାରେ ବୃଦ୍ଧି ହୋଇଥିବା ବେଳେ ୧୭ ତାରିଖକୁ ମାମଲାରେ ବୃଦ୍ଧି ଘଟି ଚାଲିଛି। ବଡ଼ କଥା ହେଉଛି ଯେ ଗତ ୫ ଦିନରେ ୩ ଥର ୨ ହଜାର ଉପରେ ନୂଆ ମାମଲା ଚିହ୍ନଟ ହୋଇଛି। ଏପ୍ରିଲ୍‍ ୧୭ ତାରିଖରେ ଦେଶରେ ୧୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଦିନ ମଧ୍ୟରେ ଦୁଇ ଗୁଣ ହୋଇଯାଇଛି।
ରାଜ୍ଯରେ ଚିହ୍ନଟ ହେଲେ ଆଉ ୧୭୧ କୋଭିଡ଼ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। 2ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୭୩ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୪ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୦୩୮କୁ ବୃଦ୍ଧି ପାଇଥିବା ବେଳେ ୧୨୭୩୩୦୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୬୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 27th Feb
New Positive Cases: 171
Of which 0-18 years: 34
In quarantine: 98
Local contacts: 73
(Details of local contacts will be shared by concerned District)
1. Angul: 5
2. Balasore: 1
3. Bargarh: 2
4. Bhadrak: 3
5. Balangir: 2
6. Boudh: 1
7. Cuttack: 6
— I & PR Department, Odisha (@IPR_Odisha) February 28, 2022
8. Deogarh: 3
9. Dhenkanal: 1
10. Gajapati: 24
11. Ganjam: 1
12. Jagatsinghpur: 3
13. Jajpur: 15
14. Jharsuguda: 21
15. Kalahandi: 3
16. Kandhamal: 1
17. Kendrapada: 1
18. Khurda: 23
19. Koraput: 4
20. Mayurbhanj: 8
21. Nawarangpur: 3
22. Puri: 1
23. Rayagada: 5
24. Sambalpur: 22
— I & PR Department, Odisha (@IPR_Odisha) February 28, 2022
25. Sundargarh: 7
26. State Pool: 5
New recoveries: 382
Cumulative tested: 29263056
Positive: 1285038
Recovered: 1273304
Active cases: 2610
— I & PR Department, Odisha (@IPR_Odisha) February 28, 2022
ଆସନ୍ତା ୨୮ରୁ ବନ୍ଦ ହେବ ଭୁବନେଶ୍ୱରର ସମସ୍ତ କୋଭିଡ୍‌ କେୟାର ସେଣ୍ଟର
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବନ୍ଦ ହେବାକୁ ଯାଉଛି କୋଭିଡ କେୟାର ସେଣ୍ଟର । କୋଭିଡ୍‌ ସ୍ଥିତି ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏପରି ପଦକ୍ଷେପ ନେଇଛି। ଭୁବନେଶ୍ୱରରେ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର । କରୋନା ସ୍ଥିତିରେ ସୁଦ୍ଧାର ଆସୁଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । ଆସନ୍ତା ଫେବ୍ରୁଆରୀ ୨୮ ତାରିଖରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ ।
ରାଜଧାନୀରେ ଥିବା ହାଇଟେକ କୋଭିଡ ହସ୍ପିଟାଲ ଓ କିମ୍ସ କୋଭିଡ ହସ୍ପିଟାଲକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଉଭୟ ହସ୍ପିଟାଲକୁ କ୍ଲୋଜର ନୋଟିସ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଏହା ବ୍ୟତୀତ ସମ୍ ଓ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା କମାଯିବକୁ ନିଷ୍ପତ୍ତି ହୋଇଛି । ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ ଲେଖାଏଁ ଶଯ୍ୟା ରହିବ । ଧୀରେ ଧୀରରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କୋଭିଡ୍‌ କେୟାର ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୪୯୨ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୦୩ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨୨ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୪୮୧ କୁ ବୃଦ୍ଧି ପାଇଥିବା ବେଳେ ୧୨୬୭୧୦୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୬୩୦୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 19th Feb
New Positive Cases: 492
Of which 0-18 years: 122
In quarantine: 289
Local contacts: 203
(Details of local contacts will be shared by concerned District)
1. Angul: 3
2. Balasore: 9
3. Bargarh: 1
4. Bhadrak: 9
5. Balangir: 2
6. Boudh: 3
— I & PR Department, Odisha (@IPR_Odisha) February 20, 2022
7. Cuttack: 32
8. Deogarh: 5
9. Dhenkanal: 5
10. Gajapati: 26
11. Ganjam: 2
12. Jagatsinghpur: 4
13. Jajpur: 36
14. Jharsuguda: 11
15. Kalahandi: 3
16. Kandhamal: 9
17. Kendrapada: 12
18. Keonjhar: 3
19. Khurda: 45
20. Koraput: 24
21. Malkangiri: 3
22. Mayurbhanj: 18
— I & PR Department, Odisha (@IPR_Odisha) February 20, 2022
23. Nawarangpur: 2
24. Nayagarh: 16
25. Nuapada: 7
26. Puri: 8
27. Rayagada: 45
28. Sambalpur: 38
29. Sonepur: 5
30. Sundargarh: 96
31. State Pool: 10
New recoveries: 1266
Cumulative tested: 28826116
Positive: 1282481
Recovered: 1267109
Active cases: 6308
— I & PR Department, Odisha (@IPR_Odisha) February 20, 2022