Earthquakes - The Sakala

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩
ନୂଆଦିଲ୍ଲୀ: ତାଇୱାନରେ ଶକ୍ତିଶାଳୀ ଭୂକମ୍ପ । ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ମିନିଟରେ ତାଇୱାନରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା। ସେଥିମଧ୍ୟରୁ କିଛି ହାଲକା ଝଟକା ଥିବା ବେଳେ ଶକ୍ତିଶାଳୀ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଭୂକମ୍ପ ଯୋଗୁ ତାଇୱାନର ବହୁ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ରାସ୍ତା ଆଡ଼କୁ ଢଳି କି ରହିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ମିଳି ନ ଥିବା ବେଳେ ସେନା ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତାଇୱାନର ଭୂକମ୍ପ ଝଟକା ଜାପାନ, ଚୀପ ଓ ଫିଲିପାଇନ୍ସରେ ବି ଅନୁଭୂତ ହୋଇଛି।

ଭୂକମ୍ପର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କିମି ଗଭୀରରେ ଥିବା ଜଣାଯାଇଛି। ଗତକାଲି ରାତିରେ ମାତ୍ର ୯ ମିନିଟ୍‌ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି ।

ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ଆଫଗାନିସ୍ତାନ; ୨୦୫୩ ଜଣଙ୍କ ମୃତ୍ୟୁ, ୯,୨୪୦ ଆହତ
କାବୁଲ: ଶନିବାର ଆସିଥିବା ୬.୩ ତୀବ୍ରତାର ଭୂକମ୍ପରେ ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ ଦେଖିବାକୁ ମିଳୁଛି। ଅନେକ ଗାଁ ମାଟିରେ ମିଶି ଯାଇଛି। ଦିନେ ଯେଉଁଠି ସୁଉଚ୍ଚ କୋଠା ଥିଲା ଆଜି ସେଠି ଅବଶେଷ ଦେଖିବାକୁ ମିଳୁଛି। ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨,୦୫୩ରେ ପହଞ୍ଚି ଯାଇଛି। ଆହତଙ୍କ ସଂଖ୍ୟା ୯,୨୪୦ ଛୁଇଁଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଫଗାନିସ୍ତାନ ସୂଚନା ମନ୍ତ୍ରାଳୟର ପ୍ରବକ୍ତା ଅବଦୁଲ ୱାହିଦ ରେୟାନ କହିଛନ୍ତି। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ହେରାତ୍‌ ପ୍ରଦେଶର ୬ଟି ଗାଁ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଅବଶେଷ ତଳୁ ଜୀବନ ସନ୍ଧାନ କରାଯାଉଛି। ଶହ ଶହ ଲୋକ ଦବି ରହିଥିବା କୁହାଯାଉଛି। ଉଦ୍ଧାରକାର୍ଯ୍ୟ ଜୋରଦାର କରାଯାଇଛି।

ବଡ଼ ଭୂକମ୍ପ ପରେ ୩ ଘଣ୍ଟା ମଧ୍ୟରେ ୬ ଥର ଭୂଇଁ ଥରିଛି। ହେରାତ ସହରରୁ ପ୍ରାୟ ୪୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ସୂଚନା ମିଳିଛି। ଭୂକମ୍ପରେ ଘର ହରାଇଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଇବା ପିଇବାକୁ ମିଳୁନାହିଁ। ଜରୁରୀ ସାମଗ୍ରୀ ଅଭାବ ଦେଖା ଦେଇଛି। ଲୋକେ ମୁକ୍ତ ଆକାଶ ତଳେ ଜୀବନ ବିତାଉଛନ୍ତି। ଖୁବଶୀଘ୍ର ଟେଣ୍ଟ, ଖାଦ୍ୟପଦାର୍ଥ ଏବଂ ଔଷଧ ଯୋଗାଣ କରିବା ପାଇଁ ତାଲିବାନ ଏନ୍‌ଜିଓ ଗୁଡ଼ିକୁ ଅନୁରୋଧ କରିଛି। ଜାତିସଂଘ (ୟୁଏନ୍‌) କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୪୬୫ ଘର ଧ୍ବଂସ ହୋଇଯାଇଛି। ୧୩୫ ଘର କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ ଯେ ଶନିବାର ସକାଳ ୧୧ଟାରେ ଆଫଗାନିସ୍ତାନରେ ଭୂକମ୍ପ ଆସିଥିଲା। ବଡ଼ ଭୂକମ୍ପ ପରେ ଆସିଥିବା ଝଟ୍‌କାର ତୀବ୍ରତା ୪.୬ରୁ ୬.୩ ମଧ୍ୟରେ ଥିଲା ବୋଲି ଆମେରିକା ଜିୟୋଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ୪.୩ ତୀବ୍ରତାର ଭୂକମ୍ପ ହୋଇଥିଲା। ମାର୍ଚ୍ଚରେ ଭୂକମ୍ପ ଲାଗି ୧୩ ଜଣଙ୍କ ଜୀବନ ଯାଇଥିଲା। ୩୦୦ ଜଣ ମଧ୍ୟ ଆହତ ହୋଇଥିଲେ। ୨୦୨୨ ଜୁନ୍‌ରେ ୬.୧ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିରେ ପ୍ରାୟ ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦୦ ଜଣ ଆହତ ହୋଇଥିଲେ।

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ; ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ, ସୁନାମୀ ଚେତାବନୀ
ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ କରାଯାଇଛି । ଜାପାନର ଇଜୁ ଚେନ୍ ଦ୍ବୀପରେ ଏହି ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରିଛି ଜାପାନ ପାଣିପାଗ ବିଭାଗ । ଇଜୁ ଚେନ୍ ଦ୍ୱୀପରେ ୧ ମିଟର ଉଚ୍ଚ ଜୁଆର ଆସିପାରେ ବୋଲି ଆଶଙ୍କା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉପକୂଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଜାପାନର ଲୋକାଲ ସମୟ ସକାଳ ୧୧ଟାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ରସ୍ଥଳି ରହିଛି ।

ବାଲିରେ ଭୂମିକମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦ ରେକର୍ଡ
ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ବାଲି। ଇଣ୍ଡୋନେସିଆର ବାଲି ସାମୁଦ୍ରିକ ଅଞ୍ଚଳରେ ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରହିଛି। ସମୁଦ୍ର ମଝିରେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ମାତାରାମଠାରୁ ୨୦୩ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି। ସମୁଦ୍ର ପତ୍ତନଠୁ ପ୍ରାୟ ୫୧୮ କିମି ଗଭୀରରେ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି। ସେହିପରି ଭୂକମ୍ପ ଯୋଗୁ ସୁନାମିର ଆଶଙ୍କା ନଥିବା ଇଣ୍ଡୋନେସିଆର ଭୂତତ୍ତ୍ୱ ବିଭାଗ ସ୍ପଷ୍ଟ କରିଛି। ତେବେ ଭୂମିକମ୍ପ ପରେ ସୂନାମୀ ସତର୍କତା ଜାରି ହୋଇନାହିଁ ।

ଭୂକମ୍ପରେ ଥରିଲା ଆମେରିକା, ତୀବ୍ରତା ୬.୫ ରେକର୍ଡ
ଓ୍ବାଶିଂଟନ୍‌ : ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୫ ମାପ କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ଏଲ ସାଲଭାଡୋରର ଇଣ୍ଟିପୁକାର ଦକ୍ଷିଣରୁ ୨୭ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହାର ଗଭୀରତା ୭୦ କିଲୋମିଟର ରେକର୍ଡ କରାଯାଇଛି।

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା: ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଗୁରୁବାର ସକାଳ ପ୍ରାୟ ୪.୩୭ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର ଗଭୀରତା ୭୦.୨ କିଲୋମିଟର ଥିଲା । ବର୍ତ୍ତମାନ ସୁଦ୍ଧା ଭୁକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ।

ନିକୋବରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୦
ନୂଆଦିଲ୍ଲୀ: ସୋମବାର ନିକୋବାର ଦ୍ୱୀପରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ରିକଟର ସ୍କେଲର ୫.୦ ତୀବ୍ରତା ରେକର୍ଡ କରାଯାଇଛି। ଆଜି ସକାଳ ୫ଟା ବେଳେ ଏହି ଭୂମିକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୂ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୂମିକମ୍ପର ଗଭୀରତା ୧୦ କିମି ଭିତରେ ହୋଇଛି। ଟ୍ୱିଟ୍ କରି ଭୂ ବିଜ୍ଞାନ କେନ୍ଦ୍ର ଲେଖିଛି “ ନିକୋବାର ଦ୍ୱୀପାଞ୍ଚଳରେ ୫.୦ ତୀବ୍ରତାର ଭୂମିକମ୍ପ ୦୬.୦୩.୨୦୨୩ ସକାଳ ୫:୦୭: ୧୭ରେ ହୋଇଛି। ଏହାର ଗଭୀରତା ୧୦ କିମି ରହିଛି।”

କୋରାପୁଟରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮
କୋରାପୁଟ: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା କୋରାପୁଟ । ଆଜି ଭୋରୁ କୋରାପୁଟରେ ମୃଦୁ ଭୂକମ୍ପ ସଙ୍ଗଠିତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସକାଳ ୫ଟା ୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୧୮.୮୩ ଏବଂ ଦ୍ରାଘିମା ୮୩.୨୧ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଦାମନଯୋଡି, ସୁନାବେଡା, ଲକ୍ଷ୍ମୀପୁର, ନାରାୟଣପାଟଣାରେ ଓ କୋରାପୁଟ ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଭୂମିକମ୍ପ ପରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ । ତେବେ ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ଏହା ପୂର୍ବରୁ ୨୦୨୦ ମସିହାରେ କୋରାପୁଟରେ ମୃଦୁ ଭୂକମ୍ପ ହୋଇଥିଲା । ୨୦୨୦ ମସିହା ମାର୍ଚ୍ଚ ୧୧ ତାରିଖରେ ଭୂକମ୍ପରେ ଥରିଥିଲା କୋରାପୁଟ । କୋରାପୁଟର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଅଞ୍ଚଳ ସମେତ ମାଲକାନଗିରିର ଗୋବିନ୍ଦପାଲି, ମାଥିଲି ଓ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା

ନବରଙ୍ଗପୁର ଓ କଳାହାଣ୍ଡିରେ ମୃଦୁ ଭୂକମ୍ପ
କଳାହାଣ୍ଡି: ନବରଙ୍ଗପୁର ଓ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ଗୁରୁବାର ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ପ୍ରାୟ ୧୧.୩୦ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ର ଅକ୍ଷାଂଶ ୧୯.୬୦ ଥିଲା ଏବଂ ଦ୍ରାଘିମା ୮୨.୭୦ ଥିଲା । ଭୂକମ୍ପର ଝଟକା ସାମାନ୍ୟ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ବୈଜ୍ଞାନିକ ମହଲ ଚକିତ: ଧିମାହେଲା ପୃଥିବୀର ଘୂର୍ଣ୍ଣନ ଗତି, ଆସିପାରେ ବଡ ଭୂ-କମ୍ପ
ୱାଶିଂଟନ୍: ପୃଥିବୀର ର ଗତି ସାରା ବିଶ୍ବର ବୈଜ୍ଞାନିକଙ୍କୁ ଚକିତ କରିଦେଇଛି। ଆଶ୍ଚର୍ଯ୍ଯଜନକ ଭାବେ ନିକ କକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ସମୟ ଧିମା ହୋଇଯାଇଛି। ଏହା ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି। ଏହା ଦ୍ବାରା କୌଣସି ଅଘଟଣ ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ୨୦୨୦ରେ ପୃଥିବୀର ଘୂର୍ଣ୍ଣନ ସମୟ ସ୍ଵାଭାବିକରୁ ଅଧିକ ବୃଦ୍ଧି ପାଇଥିଲା ବୋଲି ବୈଜ୍ଞାନିକ ଜାଣିବାକୁ ପାଇଥିଲେ। ଏହା ୬ ମାସ ପର୍ଯ୍ଯନ୍ତ ଜାରି ରହିଥିଲା। କିନ୍ତୁ ଏବେ ପୁଣି ଏଥରେ ପରିବର୍ତ୍ତନ ହୋଇଛି। ପୃଥିବୀ ସ୍ବାଭାବିକ ଠାରୁ କମ୍ ଗତିରେ ନିଜ କକ୍ଷ ଚାରିପଟେ ଘୂରି ବୁଲୁଛି । ଏହାର ପ୍ରଭାବରେ ବଡ଼ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ୟ୍ୟୟ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ,ନିଜ କକ୍ଷକୁ ଥରେ ପରିକ୍ରମଣ କରିବା ପାଇଁ ପୃଥିବୀକୁ ୨୪ ଘଣ୍ଟା ଅର୍ଥାତ୍ ୮୬୪୦୦ ସେକେଣ୍ଡ ସମୟ ଲାଗିଥାଏ। ତେବେ ପ୍ରତି ଥର ପରିକ୍ରମଣରେ ଲାଗୁଥିବା ସମୟ ମଧ୍ୟରେ କିଛି ପାର୍ଥକ୍ୟ ରହିଥାଏ। ସମୟ ସହିତ ଏହା କିଛି ସେକେଣ୍ଡରେ ବଦଳି ଯାଇଥାଏ। ବୈଜ୍ଞାନିକ ପରମାଣୁ ଘଣ୍ଟା ସାହାଯ୍ୟରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହା ବିଶ୍ବସ୍ତରରେ ସମୟ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ । ପରମାଣୁ ଘଣ୍ଟା ସଠିକ୍ ସମୟ ନିର୍ଦ୍ଧାରଣ କରିଥାଏ । ଏହା ଦେଖାଯାଉଥିବା ପରିବର୍ତ୍ତନର ମଧ୍ୟ ସୂଚନା ଦେଇଥାଏ ।

ବୈଜ୍ଞାନିକ ପରିକ୍ରମଣ ସମୟରେ ରହୁଥିବା ପାର୍ଥକ୍ୟକୁ ସମାନ କରିବା ନିମନ୍ତେ କିଛି ଲିପ୍ ସେକେଣ୍ଡ(ଅଧି ସେକେଣ୍ଡ) ଯୋଡି ଥାଆନ୍ତି କିମ୍ବା ହ୍ରାସ କରିଥାନ୍ତି। ଏହା ପୂର୍ବରୁ କେବେ ବି ନେଗେଟିଭ ଅଧି ସେକେଣ୍ଡକୁ ସମୟ ସହିତ ଯୋଡ଼ା ଯାଇ ନଥିଲା। ମାତ୍ର ୧୯୭୦ ଠାରୁ ବର୍ତ୍ତମାନ ପର୍ଯ୍ଯନ୍ତ ୨୭ ଥର ସେକେଣ୍ଡ ବୃଦ୍ଧି କରାଯାଇଛି। ତେବେ ଗତ ବର୍ଷଠାରୁ ଏଥିରେ କମ୍ ସମୟ ଲାଗୁଛି । ୧୯୬୦ ପରଠାରୁ ପରମାଣୁ ଘଡ଼ି ଦିନର ସଠିକ ସମୟ ରେକର୍ଡ କରିଆସୁଛି। ପ୍ରତ୍ୟେକ ୧୮ ମାସରେ  ଏକ ଅଧି ସେକେଣ୍ଡ ଯୋଡ଼ାଯାଇଛି। ଏହା ଅନୁଯାୟୀ ପୃଥିବୀ ୫୦ ବର୍ଷରେ ନିଜ କକ୍ଷପଥରେ ପରିକ୍ରମଣ କରିବାକୁ ୨୪ ଘଣ୍ଟାରୁ କମ୍ ୮୬୪୦୦ ସେକେଣ୍ଡ ସମୟ ନେଇଛି ।

ମାତ୍ର ୨୦୨୦ରେ ଏଥିରେ ପରିବର୍ତ୍ତନ ହୋଇଥିଲା। ଗୋଟିଏ ଦିନ ପରିକ୍ରମଣ କରିବାକୁ ପୃଥିବୀକୁ ୮୬,୪୦୦ ସେକେଣ୍ଡରୁ କମ୍ ସମୟ ଲାଗିଥିଲା। ୨୦୨୦ ଜୁଲାଇରେ ଦିନ ୨୪ ଘଣ୍ଟାରୁ ୧.୪୬୦୨ ମିଲିସେକେଣ୍ଡ କମ୍ ଥିଲା। ଏହା ଏ ପର୍ଯ୍ଯନ୍ତ ସବୁଠାରୁ ଛୋଟ ଦିନ । ଏହି ବର୍ଷର ପ୍ରତ୍ୟେକ ଦିନ ୦.୫ ସେକେଣ୍ଡ ପୂର୍ବରୁ ଶେଷ ହୋଇଥିଲା । ଉପଗ୍ରହ ଏବଂ ଯୋଗାଯୋଗ ଉପକରଣ ସୂର୍ଯ୍ଯଘଡି ଅନୁଯାୟୀ କାମ କରୁଛି । ଏହା ଚନ୍ଦ୍ର, ସୂର୍ଯ୍ଯ ଏବଂ ତାରାଙ୍କ ସ୍ଥିତି ଉପରେ ନିର୍ଭର କରିଥାଏ। ଏଥିଯୋଗୁଁ ଏହାର ପ୍ରଭାବ ଅନେକ କ୍ଷେତ୍ର ଉପରେ ପଡିପାରେ।

ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ପୃଥିବୀର ପରିକ୍ରମଣ ସମୟ କମ୍ ହେବା ଦ୍ବାରା ବଡ଼ ଭୂକମ୍ପ ଆସିବାର ଆଶଙ୍କା ରହିଛି। ନାସାର ଜେଟ୍ ପ୍ରପୋଲେସନ ଲାବୋରାଟୋରିର ବିଶେଷଜ୍ଞ ମାଥ୍ଯୁ ଫୁନ୍‌କେଙ୍କ ଅନୁଯାୟୀ ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥିବୀରେ ଜୁଆର ସୃଷ୍ଟି କରିଥାଏ। ଏହି ଜୁଆର ପୃଥିବୀର ଘୂର୍ଣ୍ଣନ ଗତି ସହ ମଧ୍ୟ ଘୂରିବାକୁ ପ୍ରୟାସ କରିଥାଏ। ଏହା ଦ୍ବାରା ପୃଥିବୀର ପରିକ୍ରମଣ ସମୟ ସୀମା ଧିମା ହୋଇଯାଇଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀର ପରିକ୍ରମଣ ସମୟ କିମ୍ବା ନିଜ କକ୍ଷରେ ଘୂରିବାର ସମୟ ଧିମା ହେଲେ ଭୂକମ୍ପ ଘଟଣା ବୃଦ୍ଧି ପାଇଥାଏ।