Agni-5 - The Sakala
ଭୁବନେଶ୍ବର: ଭାରତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି। ବାଲେଶ୍ବର ଅବଦୁଲ କଲାମ ଦ୍ବୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏହାର ୫ ହଜାର କିଲୋମିଟର ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି । ଏହାର ଲମ୍ବ ୧୭.୫ ମିଟର ଏବଂ ଓଜନ ୫୦ ଟନ୍ । କହିରଖୁଛୁ ଭାରତ ବ୍ୟତୀତ ଏହା ଚୀନ, ଫ୍ରାନ୍ସ, ଆମେରିକା, ଇସ୍ରାଏଲ, ଋଷ୍ ଏବଂ ଇଂଲଣ୍ଡ ପାଖରେ ରହିଛି।
Proud of our DRDO scientists for Mission Divyastra, the first flight test of indigenously developed Agni-5 missile with Multiple Independently Targetable Re-entry Vehicle (MIRV) technology.
— Narendra Modi (@narendramodi) March 11, 2024
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ସାଇଟ ଏକ୍ସରେ ପୋଷ୍ଟ କରି ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ଡିଆରଡିଓ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ।
ଅବଦୁଲ କଲାମ ଦ୍ବୀପରୁ ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ
ଧାମରା: ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଛି । ରାତ୍ରୀକାଳୀନ ପରୀକ୍ଷଣ କଲା ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ । ପରୀକ୍ଷଣ ବେଳେ ଡିଆରଡିଓର ବୈଜ୍ଞାନିକ ମାନଙ୍କ ସହିତ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗ ସଚିବ । ମିସାଇଲ ପରୀକ୍ଷାର ସଫଳତା ନେଇ ସୂଚନା ଦେଲା ପ୍ରତିରକ୍ଷା ବିଭାଗ। ଅଗ୍ନୀ-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟରରୁ ଅଧିକ ରହିଛି ।
ପୂର୍ବରୁ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ 5 ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବାବେଳେ, ଆଜି ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା 5400 କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି । କେନିଷ୍ଟାରରୁ ପରୀକ୍ଷା କରାଯାଇଥିବା ଏହି ମିସାଇଲ ଉତ୍‌କ୍ଷେପଣ ପରେ ବାୟୁମଣ୍ଡର ବାହାରକୁ ଚାଲିଯାଇଥାଏ । ଫଳରେ ଶତୃ୍ପକ୍ଷ୍ୟର ସାଟେଲାଇଟ୍‌ ଏହାକୁ ଚିହ୍ନଟ କରିବାରେ ବିଫଳ ହୋଇଥାଏ । ବାୟୁମଣ୍ଡଳ ବାହାରୁ ଅଗ୍ନୀ-5 କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଚିହ୍ନଟ କରି ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥାଏ । ଏଥିରେ 1500 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଅଗ୍ନୀ-5 ମିସାଇଲର ଲମ୍ବ ସାଢେ 17 ମିଟର, ମୋଟେଇ 2 ମିଟର ଓ ଓଜନ 50 ହଜାରରୁ 56 ହଜାର କିଲୋଗ୍ରାମ । ଅଗ୍ନୀ-5 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଅଞ୍ଚଳ ମଧ୍ୟରେ ଚିନ୍‌ ରହୁଥିବାରୁ ଏହା ଆନ୍ତର୍ଜାତୀକ ସ୍ତରରେ ଭାରତର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି ।
ଅଗ୍ନି-୫ର ସଫଳ ପରୀକ୍ଷଣ, ବଳୟ ମଧ୍ଯରେ ଚିନର ସମସ୍ତ ସହର
ବାଲେଶ୍ଵର: ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି-୫ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ସନ୍ଧ୍ୟା ୭ଟା୫୦ମିନିଟରେ ଭୂପୃଷ୍ଠରୁ ଭୂପୃଷ୍ଠ ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ଅଗ୍ନି -୫ର ସଫଳ ପରୀକ୍ଷଣ କରାଯାଇଥିବା ନେଇ ଭାରତ ସରକାରଙ୍କ ପକ୍ଷରୁ  ସୂଚନା ଦିଆଯାଇଛି।
ରାତ୍ରିକାଳୀନ ଉତକ୍ଷେପଣ ହୋଇଥିବା ଅଗ୍ନି-୫ ମିସାଇଲ ୫ ହଜାରରୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ ଅଗ୍ନି-୫ ହେଉଛି ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ। ବାୟୁମଣ୍ଡଳର ବାହାରକୁ ଯାଇ ଏହା ନିଜ ଟାର୍ଗେଟ ସ୍ଥଳରେ ପହଞ୍ଚି ପାରିବ।
ଅଗ୍ନି-୫ ହେଉଛି ରିଏଣ୍ଟ୍ରି ଭେହିକିଲ ମିସାଇଲ । ଏଥିରେ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ଥିବାବେଳେ, ଏଥିରେ ଷ୍ଟେଜ୍ ୩ ଇଞ୍ଜିନ୍ ବ୍ୟବହୃତ ହୋଇଛି। ଅଗ୍ନି-୫ର ରେଞ୍ଜରେ ସମଗ୍ର ଚୀନ ଦେଶ ଆସୁଛି । ଭାରତ-ଚୀନ ସୀମା ବିବାଦ ସମୟରେ ଭାରତ ଅଗ୍ନି-୫ ପରୀକ୍ଷଣ କରିବା ନିଶ୍ଚିତ ଶତ୍ରୁ ଦେଶର ଭୟ ବୃଦ୍ଧି କରିବ ।
ସୂଚନାଯୋଗ୍ୟ ଯେ, ଏହି ଭୂପୃଷ୍ଠରୁ ଭୂପୃଷ୍ଠ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷା ୨୦୧୨ ମସିହାରେ କରାଯାଇଥିଲା। ଭାରତ ଅଗ୍ନି-୧,୨,୩ କ୍ଷେପଣାସ୍ତ୍ର କାର୍ଯ୍ୟକ୍ଷମ କରିସାରିଛି। ପାକିସ୍ତାନରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଏହି ତିନିଟି କ୍ଷେପଣାସ୍ତ୍ର ଡିଜାଇନ୍ ହୋଇଥିବା ବେଳେ ଚୀନ୍ ପକ୍ଷରୁ ଭବିଷ୍ୟତର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖ୍ ଅଗ୍ନି-୫କୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ବୋଲି ବିଶ୍ଵାସ କରାଯାଏ। ଚୀନର ପ୍ରତ୍ୟେକ ଅଞ୍ଚଳକୁ ଅଗ୍ନି-୫ ଟାର୍ଗେଟ କରିପାରିବର କ୍ଷମତା ରହିଛି।