NEET-PG Counselling 2021 - The Sakala

ନିଟ୍ ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ, ପୂର୍ବପରି ଚଳିତ ବର୍ଷ ମଧ୍ଯ ଓବିସି ଓ ଇଡବ୍ଲ୍ୟୁଏସ ବର୍ଗଙ୍କ ନିମନ୍ତେ ରହିବ ସଂରକ୍ଷଣ- ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ୨୦୨୧ ବର୍ଷର ନିଟ୍  ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି।  ନିଟି ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ପୀଠ ଏହି ରାୟ ଦେଇଛନ୍ତି । ଓବିସି  ବର୍ଗଙ୍କ ନିମନ୍ତେ ୨୭% ଏବଂ ଇଡବ୍ଲ୍ୟୁଏସଙ୍କ ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା ଚଳିତ ଶିକ୍ଷା ବର୍ଷ ନିମନ୍ତେ ଅପରିବର୍ତ୍ତିତ ରହିବ । ତେବେ ଭବିଷ୍ୟତରେ ଏହି କୋଟା ଜାରି ରହିବ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ସ୍ତରରେ ସ୍ନାତକୋତ୍ତର ଡାକ୍ତରୀ ନାମଲେଖାରେ ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ପଛୁଆ ବର୍ଗ (ଇଡବ୍ଲ୍ୟୁଏସ)ଙ୍କ ନିମନ୍ତେ କେନ୍ଦ୍ର ସରକାର ଆରକ୍ଷଣ ବ୍ୟବସ୍ଥା କାର୍ଯ୍ଯକାରୀ କରିବାକୁ ନିଷ୍ପତ୍ତି ନେବା ପରେ ତାହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଏର କରାଯାଇଥିଲା । ସେଥିପାଇଁ ସମୁଦାୟ କାଉନସେଲିଂ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ।

ନିଟ୍‌ -ପିଜି କାଉନସିଲିଂକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ନିିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଟ୍ -ପିଜି କାଉନସିଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସଂରକ୍ଷଣକୁ ନେଇ ବିବାଦ ଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ । ଇଡବ୍ଲୁସି ଶ୍ରେଣୀର ଆୟ ଧାର୍ଯ୍ଯକୁ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ପୂର୍ବରୁ ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ସମର୍ଥନ ଲୋଡିଥିଲେ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ ହେବ ।

ଓବିସି ଓ ଇଡବ୍ଲୁସି ସଂରକ୍ଷଣ ବୈଧତାକୁ ନେଇ ସର୍ବୋଚ୍ଚ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସର୍ବଭାରତୀୟ କୋଟାରେ ଏହି ସଂରକ୍ଷଣ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ପିଜି ଆଡମିସନ୍ କରିବା ପାଇଁ ଇଡବ୍ଲୁସିକୁ ସଂରକ୍ଷଣ ମିଳିବ କି ନାହିଁ କୋର୍ଟ ବିଚାର କରୁଛନ୍ତି। କେନ୍ଦ୍ର ସରକାର ଇଡବ୍ଲୁସିର ଆୟ ସୀମା ୮ ଲକ୍ଷ ଟଙ୍କା ରଖିଥିବା ବେଳେ ଏହା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । କେଉଁ ଆଧାରରେ ଆୟସୀମା ଆଠ ଲକ୍ଷ ଟଙ୍କା ଧାର୍ଯ୍ଯ କରାଗଲା ? ଏହାର ବୈଧତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ଆଗକୁ ଏହି ଆୟସୀମା କମାଇବାକୁ ଲକ୍ଷ୍ୟ ରଖିଛନ୍ତି କି ସରକାର ? ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ନିଟ୍ ମାଧ୍ୟମରେ ହେବାକୁ ଥିବା ମେଡିକାଲ ଆଡମିଶନରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଇଡବ୍ଲୁସିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସରକାରଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏଥିରେ ସାମ୍ବିଧାନିକ ମୁଲ୍ୟବୋଧକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ନା ନାହିଁ ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ । ଏପଟେ କାଉନସିଲିଂ ବିଳମ୍ବ ହେଲେ ଛାତ୍ରଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି ଓକିଲ ।