Pakistan won the toss - The Sakala

ଟି-୨୦ ବିଶ୍ବକପ୍‌ : ଟସ୍‌ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ବିରାଟ ବାହିନୀ
ଦୁବାଇ : ଟି-୨୦ ବିଶ୍ବକପ୍‌ରେ ସୁପର ସଣ୍ଡେ’ରେ ସୁପର ଲଢ଼େଇ ଦେଖିବ ସାରା ବିଶ୍ବ। ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଭାରତ।ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତ ଦଳ । ଆଜିର ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଟସ୍ ଜିତି ପାକିସ୍ତାନର ଅଧିନାୟକ ବାବର ଆଜମ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳର ବିଶ୍ଵ କପରେ ଏହା ପ୍ରଥମ ମ୍ୟାଚ୍। ତେଣୁ ଉଭୟ ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିବାକୁ ଚାହିଁବେ।

🚨 Toss Update 🚨

Pakistan have elected to bowl against #TeamIndia. #T20WorldCup #INDvPAK

Follow the match ▶️ https://t.co/eNq46RHDCQ pic.twitter.com/YT4Y3zTwYP

— BCCI (@BCCI) October 24, 2021

ଏହି ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ୫ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୫ ଥର ଯାକ ବିଜୟ ହୋଇଛି । ସେହିପରି ଆଇସିସି ଇଭେଣ୍ଟ କଥା ଦେଖିବା ତେବେ ଏଥିରେ ବି ଭାରତ ଆଗରେ ରହିଛି ।ଭାରତର ପାକ୍ ବିରୋଧୀ ବିଜୟ ଅଭିଯାନ ୧୯୯୨ ବିଶ୍ଵ କପରୁ ଆରମ୍ଭ ହୋଇଥିଲା, ଯାହା ଆଜି ପର୍ୟ୍ୟନ୍ତ ଜାରି ରହିଛି।  ଭାରତ ୧୩ ଥର ବିଭିନ୍ନ ଟାଇଟଲ ହାସଲ କରିଥିବା ବେଳେ ପାକିସ୍ତାନ ୯ ଥର ହାତେଇଛି । ଅର୍ଥାତ କହିବାକୁ ଗଲେ ଭାରତ-ପାକିସ୍ତାନ ମଧ୍ୟରେ ଭାରତର ପଲ୍ଲା ଭାରି ରହିଛି । ବିରାଟ କୋହଲି ଏହି ମ୍ୟାଚ୍‌ର ମହତ୍ଵକୁ ବେଶ୍ ଭଲ ଭାବେ ଜାଣିଛନ୍ତି ଏବଂ ପୂରା ଶକ୍ତି ସହିତ ମଇଦାନକୁ ଓହ୍ଲାଇବ।

🚨 Team News 🚨

Here's #TeamIndia's Playing XI 👇 #T20WorldCup #INDvPAK

Follow the match ▶️ https://t.co/eNq46RHDCQ pic.twitter.com/ugEtC8YMER

— BCCI (@BCCI) October 24, 2021

Pakistan win toss, decide to bowl first. #WeHaveWeWill #INDvPAK pic.twitter.com/UHoQXzHU2O

— Pakistan Cricket (@TheRealPCB) October 24, 2021

ଆଜିର ମ୍ୟାଚ ପାଇଁ ପ୍ଲେଇଂ ଇଲେଭେନ୍‌

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି।

ପାକିସ୍ତାନ: ବାବର ଆଜମ (କ୍ୟାପଟେନ୍), ମହମ୍ମଦ ରିଜୱାନ୍ (ୱିକେଟ୍ କିପର), ଫକର ଜମାନ, ମହମ୍ମଦ ହଫିଜ୍, ଶୋଏବ ମଲ୍ଲିକ୍, ଆସିଫ୍ ଅଲୀ, ଶଦାବ ଖାନ୍, ଇମାଦ ୱାସିମ୍, ହାସନ୍ ଅଲୀ, ହାରିସ୍ ରୌଫ, ଶାହୀନ ଆଫ୍ରିଦି।