Pradeep Majhi join BJD - The Sakala

ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଶକ୍ତିଶାଳୀ କରିବି- ପ୍ରଦୀପ ମାଝୀ
ନବରଙ୍ଗପୁର: ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ରବିବାର ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିବି । କେବଳ ସେତିକି ନୁହେଁ ନବୀନଙ୍କ ହାତମୁଠା ଟାଣ କରିବାକୁ ଯୋଜନା କରିବି।

ରାଜ୍ୟରେ କଂଗ୍ରେସ ଦଳ ଆଗକୁ ବଢ଼ିପାରିବ ନାହିଁ । ବିଜେଡି ଦୀର୍ଘଦିନ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ଦେଇଛି । ଦିନକୁ ଦିନ ବିଜେଡିର ଶକ୍ତି ବଢ଼ିଚାଲିଛି । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ତାହାକୁ ନଜରରେ ରଖି ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି । କଂଗ୍ରେସର ଅଧଃପତନ ହୋଇଛି, ବିଶ୍ୱସନୀୟତା ହରାଇଛି ଦଳ । ଦଳର ଅଧଃପତନ ପାଇଁ ନିଜକୁ ୩୦%ଦାୟୀ କଲେ ପ୍ରଦୀପ । ଛାତି ଉପରେ ପଥର ରଖି କଂଗ୍ରେସ ଛାଡ଼ିଥିବା କହିଲେ ପ୍ରଦୀପ । ବିଜେଡି ଓ କଂଗ୍ରେସର ବିଚାରଧାରାରେ କୌଣସି ଫରକ୍ ନାହିଁ । ସବୁ ବର୍ଗର ଲୋକଙ୍କୁ ନେଇ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଜେଡିରେ ରହି ଜନସେବାକୁ ବ୍ୟାପକ କରିବେ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ ।