Bindu Sagar - The Sakala

ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାଣି ଭିତରୁ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଲିଙ୍ଗରାଜ ଥାନା ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା। ମହିଳାଙ୍କ ବୟସ ପାଖାପାଖି ୪୦ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରେ ପାଣିରେ ବୁଡିଥିବା ନେଇ ସନ୍ଦେହ କରାଯାଉଛି । ମହିଳା ଜଣଙ୍କ ସାଲୱାର ପିନ୍ଧିଛନ୍ତି । କିନ୍ତୁ ତାଙ୍କ ପରିଚୟ ବର୍ତ୍ତମାନସୁଦ୍ଧା ମିଳିପାରିନାହିଁ। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ବିନ୍ଦୁ ସାଗରରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ଲେଖିଥିଲେ ନିଜର ମନ କଥା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ବିନ୍ଦୁ ସାଗରରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ସାମନ୍ତାରାପୁରର ବିଟେକ୍ ଛାତ୍ର ସାଇଶ୍ରୀ ଜ୍ୟୋତି ପ୍ରକାଶ। ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି। ବିନ୍ଦୁ ସାଗର ନିକଟରୁ ଚପଲ ଓ ସ୍କୁଟି ଜବତ କରିଛି ଲିଙ୍ଗରାଜ ଥାନା ପୋଲିସ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଟ୍ୟୁସନ ଯାଇଥିଲେ ସାଇଶ୍ରୀ। ତାପରେ ଆଉ ଘରକୁ ଫେରିନଥିଲେ। ବିଳମ୍ବିତ ରାତିରେ ଜଣେ ଯୁବକ ବିନ୍ଦୁସାଗର ପାଣିକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ପୁଲିସ ପାଖରେ ପହଞ୍ଚିଥିଲା । ପୁଲିସ ନିୟନ୍ତ୍ରଣ କକ୍ଷରୁ ଖବର ପାଇ ଶ୍ରୀ ଲିଙ୍ଗରାଜ ପୁଲିସ ଓ ଅଗ୍ନିଶମ ବିଭାଗ ରାତି ସାରା ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରିନଥିଲା। ଆଜି ସକାଳେ ପୁଣି ବିନ୍ଦୁସାଗରେ ଅଗ୍ନିଶମ ଟିମ୍ ପହଞ୍ଚି ଖୋଜାଖୋଜି କରି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।

ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ସାଇଟରେ ସାଇଶ୍ରୀ ସୁଇସାଇଡ୍‌ ନୋଟ୍ ଅପଲୋଡ୍ କରିଥିବା ଦେଖିବାକୁ ମିଳିଛି । ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ ସାଇଶ୍ରୀଙ୍କ । ଯେଉଁଥିରେ ସେ କଷ୍ଟଦାୟକ ଜୀବନ ନେଇ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ‘ପୃଥିବୀ ତାଙ୍କୁ ଅମାନୁଷିକ ଲାଗେ । ତାଙ୍କ ଜୀବନ ସବୁଠାରୁ କଷ୍ଟକର । ଏଣୁ ମୁଁ ମୋ ନିଜକୁ ମାରି ଦେବାକୁ ଚାହୁଁଛି । ବହୁଦିନ ହେଲା ମୋ ଜୀବନ ଶେଷ କରି ଦେବାକୁ ଚାହୁଁଥିଲି । ହେଲେ କିଛି ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଯୋଗୁ ମତେ ସାମାନ୍ୟ ଆଶ୍ୱାସନା ମିଳିଯାଉଥିଲା । ଯାହାର ଶେଷ ମୁହୂର୍ତ୍ତ ଆସିଛି । ଶେଷ ଦିନରେ ମୁଁ ସମସ୍ତଙ୍କୁ ଗୁଡ୍ ବାଏ କହୁଛି । ଧନ୍ୟବାଦ ସମସ୍ତଙ୍କୁ ଜଣାଉଛି । ମୁଁ ମରିବା ବେଳେ ହସି ହସି ମରୁଛି । ମୋର ପ୍ରତି ମୁହୂର୍ତ୍ତର ସ୍ମୃତିକୁ ମୁଁ ସେୟାର କରିଛି । ମୁଁ ତୁମକୁ ବହୁତ ଭଲ ପାଉଥିଲି । ବହୁତ ବିଶ୍ୱାସ କରୁଛି । ରହୁଛି ତୁମର ସାଇଶ୍ରୀ ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ।’