Oscar - The Sakala

ଓସ୍କାରରେ ଭାରତୀୟ ଫିଲ୍ମ ‘କୁଝଙ୍ଗଲ’ର ଏଣ୍ଟ୍ରି
ନୂଆଦିଲ୍ଲୀ: ପିଏସ୍ ବିନୋଥରାଜଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘କୁଝଙ୍ଗଲ’ ୯୪ ତମ ଓସ୍କାର ପୁରସ୍କାର ପାଇଁ କମିଟି ଦ୍ବାରା ଅନୁଷ୍ଠାନିକ ଭାବେ ତାଲିକାଭୂକ୍ତ ହୋଇଛି। ୧୫ ସଦସ୍ୟ ବିଶିଷ୍ଟ ଚୟନ କମିଟିର ଅଧ୍ୟକ୍ଷ ସାଜି ଏନ୍ କରୁଣ ଏହି ଘୋଷଣା କରିଛନ୍ତି । ୨୦୨୨ ମାର୍ଚ୍ଚ ୨୭ରେ ଲସ୍ ଆଞ୍ଜେଲସ୍ ଠାରେ ୨୦୨୧ ପାଇଁ ଓସ୍କାର ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ (ଏଫ୍ଏଫ୍‌ଆଇ) ର ସାଧାରଣ ସମ୍ପାଦକ ସୁପ୍ରାନ ସେନ୍ କହିଛନ୍ତି ବିଚାରକମଣ୍ଡଳୀଙ୍କ ସହମତିରେ କୁଝଙ୍ଗଲର ଅଫିସିଆଲ ଏଣ୍ଟ୍ରି ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ । ଏହା ହେଉଛି ନିର୍ଦ୍ଦେଶକଙ୍କ ପ୍ରଥମ ଫିଲ୍ମ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କାହାଣୀ ନିର୍ଦ୍ଦେଶକ ବିନୋଥରାଜଙ୍କ ପରିବାରରେ ହୋଇଥିବା ଏକ ଅସଲ ଘଟଣା ଉପରେ ଆଧାରିତ। ‘କୁଝଙ୍ଗଲ’ ଫିଲ୍ମଟି ଜଣେ ମଦୁଆ ବାପା ଏବଂ ପୁଅର ସମ୍ପର୍କକୁ ନେଇ ଆଧାରିତ। ଦୁର୍ବବ୍ୟହାର ଯୋଗୁଁ ମଦ୍ୟପ ବ୍ୟକ୍ତିଙ୍କ ପତ୍ନୀ ତାଙ୍କ ବାପ ଘରକୁ ଚାଲିଯା’ନ୍ତି। ପରେ ବାପ-ପୁଅ ଯୋଡି କିଭଳି ଉକ୍ତ ମହିଳାଙ୍କ ବିଶ୍ୱାକୁ ପୁଣି ଜିତିବାକୁ ଚେଷ୍ଟା କରନ୍ତି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ଏହି ଫିଲ୍ମ ଚଳିତ ବର୍ଷ ନେଦରଲ୍ୟାଣ୍ଡରେ ଆୟୋଜିତ ୫୦ତମ ଅନ୍ତର୍ଜାତୀୟ ଚଳିଚ୍ଚିତ୍ର ମହୋତ୍ସବ ରୋଟରଡ୍ୟାମରେ ଟାଇଗର ପୁରସ୍କାର ପାଇଥିଲା। ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ୍‌ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଚଳିତ ବର୍ଷ ଓସ୍କାର ଦୌଡରେ ଭାରତର ମୋଟ ୧୪ଟି ଫିଲ୍ମ ସାମିଲ ହୋଇଥିଲେ । ହେଲେ ସବୁକୁ ପଛରେ ପକାଇ ‘କୁଝଙ୍ଗଲ’ ଓସ୍କାର ପାଇଁ ମନୋନୀତ ହୋଇଛି ।