Swara Bhasker - The Sakala

ରାଜନୈତିକ କର୍ମକର୍ତ୍ତା ଫହାଦ ଅହମ୍ମଦଙ୍କୁ ବିବାହ କଲେ ଅଭିନେତ୍ରୀ ସ୍ୱରା ଭାସ୍କର
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର । ସେ ସମାଜବାଦୀ ପାର୍ଟିର ନେତା ତଥା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ପୂର୍ବତନ ସାଧାରଣ ସଂପାଦକ ଫହଦ ଅହମଦଙ୍କୁ ବିବାହ କରିଥିବା ନେଇ ସ୍ୱରା ଭାସ୍କର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ୍‍ ସେୟାର କରି ନିଶ୍ଚିତ କରିଛନ୍ତି ।

ସ୍ୱରା ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୨ ମିନିଟ୍‌ ୪ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି, ଯାହା ଜରିଆରେ ସେ କହିଛନ୍ତି ଯେ କେମିତି ଉଭୟେ ଏକସାଥୀରେ ଅନେକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ସ୍ୱର ଉଠାଇଥିଲେ ଏବଂ କିପରି ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ବଦଳି ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି।

ସ୍ୱରା ଭାସ୍କର ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥାନ୍ତି । ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ । ସ୍ୱରା ତାଙ୍କର ପ୍ରେମ କାହାଣୀ ବାବଦରେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ୨୦୧୯ ମସିହାରେ ଏକ ସଭାରେ ଫହଦଙ୍କୁ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢିଥିଲା ।

ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ପୋଷ୍ଟ କରି ସୋସିଆଲ ମିଡ଼ିଆରେ ପୁଣି ଟ୍ରୋଲ ହେଲେ ସ୍ବରା ଭାସ୍କର
ଗୁରୁଗ୍ରାମ: ସୋସିଆଲ ମିଡ଼ିଆରେ ପୁଣି ଟ୍ରୋଲ ହେଉଛନ୍ତି ସ୍ବରା ଭାସ୍କର । ହିନ୍ଦୁ ଧର୍ମ ବିରୋଧରେ କରିଥିବା ବିବାଦୀୟ ପୋଷ୍ଟକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଖପ୍ପା ହୋଇଛନ୍ତି । ଟ୍ରୋଲ କରି ୟୁଜର୍ସମାନେ କହିଛନ୍ତି ହିନ୍ଦୁ ଧର୍ମ ଛାଡ଼ିଦିଅ । ଗୁରୁଗ୍ରାମର ଏକ ଭାଇରାଲ ଭିଡିଓକୁ ନେଇ ସ୍ବରା ପୋଷ୍ଟ କରି ହିନ୍ଦୁ ବୋଲି ଲଜ୍ଜିତ ଲେଖିଥିଲେ ।

As a Hindu I’m ashamed! https://t.co/26OfIqTeHO

— Swara Bhasker (@ReallySwara) October 22, 2021

ସୂଚନାଯୋଗ୍ୟ, ଗୁରୁଗ୍ରାମର ସେକ୍ଟର-ଏରେ ଏକ ସାଧାରଣ ସ୍ଥାନରେ ମୁସଲିମ ସମୁଦାୟର କିଛି ଲୋକ ନଜାମ ପଢ଼ୁଥିଲେ । ଏହି ସମୟରେ ବଜରଙ୍ଗ ଦଳର କିଛି ଲୋକ ସେଠାରେ ପହଞ୍ଚି ଜୟଶ୍ରୀ ରାମ ସ୍ଲୋଗାନ ଦେଇଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ବରାଙ୍କ ପୋଷ୍ଟ ପରେ ସୋସିଆଲ ମିଡ଼ିଆରେ ପ୍ଲାଟଫର୍ମରେ ସ୍ବରାଙ୍କୁ ଭୟଙ୍କର ଟ୍ରୋଲର ଶିକାର ହେବାରେ ଲାଗିଛନ୍ତି । ଏକିତିକି ବହୁ ସୋସିଆଲ ମିଡ଼ିଆ ୟୁଜର୍ସ ହିନ୍ଦୁ ଧର୍ମ ଛାଡି ଦେବାକୁ କହି ସ୍ବରାଙ୍କୁ ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଦିଦି ଏହି ଟ୍ବିଟ୍ ପାଇଁ କେତେ ମିଳିଛି ।’

ପୂର୍ବରୁ ଆଫଗାନୀସ୍ତାନରେ ତାଲିବାନ ଶାସନ ଫେରିବା ପରେ ହିନ୍ଦୁତ୍ବକୁ ନେଇ ଟ୍ବିଟ୍ କରି ଭୟଙ୍କର ଟ୍ରୋଲର ସମ୍ମୁଖୀନ ହୋଇଥିଲେ ସ୍ବରା ।