Bhubana - The Sakala

ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ବାମୀ
ଭୁବନ : ପୁଅ ଜନ୍ମ ନହେବାରୁ ମା’ ସହିତ ୫ ଝିଅଙ୍କୁ ଘରୁ ବାହାର କରିଦେଲା ବାପା । ଏଭଳି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । ମହିଳାଙ୍କ ୫ଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ବାରମ୍ବାର ଅତ୍ୟାଚାର କରୁଥିଲା ସ୍ଵାମୀ । ପଞ୍ଚମ କନ୍ୟା ମାତ୍ର ୧୫ ଦିନର ହୋଇଥିବା ବେଳେ ଗତକାଲି ରାତିରେ ସ୍ତ୍ରୀ ସହିତ ପାଞ୍ଚ କନ୍ୟାକୁ ବାହାର କରିଦେଇଛି ବାପା ।

ମହିଳା ଜଣଙ୍କ କୌଣସି ଉପାୟ ନପାଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଗୃହ ପରିସର ମଧ୍ୟରେ ଶୋଇଥିଲେ । ଆଜି ଖବର ପାଇ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଘଟଣା ଶୁଣିବା ପରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ମା’ ସହ ୫ ଝିଅଙ୍କୁ ଥଇଥାନ କରିଛନ୍ତି । ଏନେଇ ମହିଳା ଜଣଙ୍କ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ବାଲି ଘାଟକୁ ନେଇ ହଣାକଟା: ଯୁବକଙ୍କୁ ମରଣାତ୍ମକ ଆକ୍ରମଣ
ଭୁବନ: ଭୁବନ ମାର୍ଥାପୁର ବାଲିଘାଟକୁ ନେଇ ଯମୁନକୋଟ ଗ୍ରାମରେ ଜନୈକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି ।ଘଟଣାରୁ ପ୍ରକାଶ ଯମୁନକୋଟର ସଂଜିତ ବାରିକ (୨୩) ଏବଂ ତାଙ୍କ ବାପା ସର୍ବେଶ୍ୱର ବାରିକଙ୍କୁ ସେହି ଗ୍ରାମର କେତେଜଣ ଯୁବକ ଶୁକ୍ରବାର ରାତିରେ ଆକ୍ରମଣ କରିଛନ୍ତି । ବାଲି ଘାଟକୁ କେନ୍ଦ୍ରକରି ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣା ପଡିଛି। ବାପ ପୁଅଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଅ ସଂଜିତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ପଠାଇଦିଆଯାଇଛି। ଗୁରୁତର ବାପ-ପୁଅଙ୍କୁ ପରିବାର ଲୋକେ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରିବା ପରେ ଭୁବନ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଆକ୍ରମଣରେ ଭଗବାନ ବାରିକଙ୍କ ପୁଅ ଶିବପ୍ରସାଦ ବାରିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ତେବେ ଘଟଣା ଘଟାଇ ପ୍ରତାପ ବେହେରା ଓ ତାର ସାଥୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି ।