Khallikote - The Sakala

ଘରେ ଶୋଇଥିବାବେଳେ କାମୁଡ଼ିଲା ବିଷାକ୍ତ ସାପ, ଚାଲିଗଲା ଦୁଇ ଜଣଙ୍କ ଜୀବନ
ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅଞ୍ଚଳରେ ଆଜି ଗୋଟିଏ ଦିନରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ତେବେ ଆଜି ଅର୍ଥାତ୍ ଶୁକ୍ରବାର ଭୋର ସମୟରେ ମହେଶ୍ୱର ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ମୃତ ମହେଶ୍ୱରଙ୍କ ବଡ଼ଭାଇ ସୁକାନ୍ତ ଜେନା ଖଲ୍ଲିକୋଟ ଥାନା ପୋଲିସକୁ ଜଣାଇବା ପରେ ଥାନା ଏସ ଆଇ ହିମାଂଶୁ ଶେଖର ପାତ୍ର ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ସେହିପରି ବାଣିଆ ପଞ୍ଚାୟତ ମେଦିପୁର ଗ୍ରାମର ରୁକୁଣା ପ୍ରଧାନ(୭୦) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଖଲ୍ଲିକୋଟ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି କଲା ଭାଇ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡାରେ ଅଭାବନୀୟ ଘଟଣା ଘଟିଯାଇିଛି। ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି ମାରିଛି ଭାଇ। ଗୁଳିମାଡ଼ର ଶିକାର ହୋଇଛନ୍ତି ସେହି ଭିକାପଡାର ବିରେନ ଦଲେଇ । ତେବେ ବିରେନଙ୍କୁ ତାଙ୍କ ବଡ଼ବାପାଙ୍କ ପୁଅ ଗୁଳିମାଡ଼ କରିଥିବା ସୂଚନା । ଘଟଣା ସ୍ଥଳରୁ  ବିରେନଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କୋଟିପତି ନିଶା ବେପାରୀ : ଜବତ ହେଲା ୮କେଜି ସୁନା ଓ ନଗଦ ୭୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ କୋଟିପତି ନିଶା ବେପାରୀ। ନିଶା ବେପାରୀ ଜଣଙ୍କ ହେଉଛନ୍ତି ରଜନୀକାନ୍ତ ପଟ୍ଟନାୟକଙ୍କ । ଆଜି ରଜନୀକାନ୍ତଙ୍କ ଘରେ ଚଢାଉ ବେଳେ ତାଙ୍କ ଘରୁ ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୧୦ କେଜିରୁ ଅଧିକ ଅଫିମ, ୭୪ ଲକ୍ଷରୁ ଅଧିକ ଟଙ୍କା ଏବଂ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି । ସେ ଅନେକ ଦିନ ଧରି ଗଞ୍ଜେଇ ଚାଲାଣ କରୁଥିଲେ । କନ୍ଧମାଳରୁ ଗଞ୍ଚେଇ ଆଣି ବିଭିନ୍ନ ସ୍ଥାନରୁ ସପ୍ଲାଏ କରୁଥିଲା ରଜନୀକାନ୍ତ । ଏଥିସହ ନିଜ ସ୍କୁଟିରେ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ରଜନୀକାନ୍ତକୁ ପୋଲିସ ଗିରଫ କରିଥିବା ବେଳେ ଏନଡିପିଏସ ଧାରା ଅନୁସାରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।