fire-broke-out - The Sakala

ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ବିଶାଖାପାଟଣା: ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିିଛି। ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ ଲାଗିଛି ନିଆଁ । ପାଗିଡ଼ିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା ।  ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ହୋଇଥିବା ସୂଚନା। ନିଆଁ ଲାଗିବା ଦେଖି ଯାତ୍ରୀମାନେ ଓହ୍ଲାଇ ପଡ଼ିଛନ୍ତି। ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଖବର ଅନୁଯାୟୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେହି ମୃତାହାତ ହୋଇ ନାହାନ୍ତି। ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆଯାଇଛି। ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗନ୍ତବ୍ୟ ସ୍ଥଳକୁ ବସ ଯୋଗେ ପଠାଯାଉଛି।

#WATCH | Telangana | Fire broke out on three coaches of Falaknuma Express between Bommaipally and Pagidipally, following which it was stopped. All passengers deboarded the train, no injuries reported. pic.twitter.com/QfOkvrOAST

— ANI (@ANI) July 7, 2023

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ, ୬୦ମହଲା ବିଶିଷ୍ଟ କୋଠାରେ ଲାଗିଛି ନିଆଁ
ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଲାଲବାଗର ଏକ ଘରୋଇ ବିଲ୍ଡିଂର ୧୯ତମ ମହଲାରେ ନିଆଁ ଲାଗି ଯାଇଛି । ଭିଆଇପି ଅଞ୍ଚଳ ଅଭିଗ୍ନ ପାର୍କ ସୋସାଇଟିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ୟ୍ୟ ଜାରି ରହିଛି । ବିଲ୍ଡିଂରେ ନିଆଁ ଲାଗି ଯାଇଥିବା ଦେଖି ୧୯ ମହଲାରୁ ଜଣେ ବ୍ୟକ୍ତି ଡେଇଁ ପଡ଼ିବାକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୬୦ମହଲା ବିଶିଷ୍ଟ ଏହି ବିଲ୍ଡିଂର ୧୯ମହଲରାରେ ନିଆଁ ଲାଗି ଯାଇଥିବା ବେଳେ ଏହି ନିଆଁ ଏବେ ମହଲାକୁ ମହଲା ବ୍ୟାପିବାରେ ଲାଗିଛି।

ଫାୟର ବ୍ରିଗେଡଙ୍କ ଅନୁସାରେ ଅବିଘ୍ନା ବିଲଡିଙ୍ଗରେ ପ୍ରାୟ ଦିନ ୧୨ଟା ବେଳେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ଲୋକ ଘରର ବାଲକୋନିରେ ଝୁଲିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଜୀବନ ବଞ୍ଚଶିବାକୁ ୩୦ ବର୍ଷୀୟ ଅରୁଣ ତିଓ୍ୱାରୀ ନାମକ ଜଣେ ବ୍ୟକ୍ତି ଘରର ବାଲକୋନିରେ ଓହଳି ପଡ଼ିଥିଲେ । ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅରୁଣ ତଳକୁ ପଡ଼ି ଯାଇଥିବା ଭୟାବହ ଘଟଣାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ନିଆଁ କାବୁ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।