Gobinda Sahu - The Sakala

ମମିତା ମେହେର ହତ୍ୟାକାଣ୍ଡ ମାମଲା : ଗୋବିନ୍ଦ ସାହୁଙ୍କୁ ସର୍ତ୍ତମୂଳକ ଜାମିନ
କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‍ ଶୁକ୍ରବାରଠାରୁ ଆସନ୍ତା ୧୪ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ଆନ୍ତରୀଣ ଜାମିନ ଦେଇଛନ୍ତି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍‍। ୫୦ ହଜାର ଟଙ୍କା ଲେଖାଏଁ ୨ ଟି ବ୍ୟକ୍ତିଗତ ମୁଚଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି।

ସେ ପ୍ରତିଦିନ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଦେଖାକରିବା, ସ୍ତ୍ରୀ, ପୁଅ,ଝିଅଙ୍କ ଯେଉଁ ଠାରେ ଚିକିତ୍ସା କରାଇବେ ତଦନ୍ତକାରୀଅଧିକାରୀଙ୍କୁ ଜଣାଇବେ, କୋର୍ଟର ବିନା ଅନୁମତିରେ ସେ ନିଜ ଅଞ୍ଚଳ ଛାଡି ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଆଜି ମାମଲାର ଏଡିଜେ କୋର୍ଟରେ ପେସି ଥିବାରୁ ଉଭୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କ ତରଫରୁ କେଶ ଲଡ଼ୁଥିବା ଓକିଲ ଦୁର୍ଗାପାଢ଼ୀ ଜାମିନ ପାଇଁ ଆବଶ୍ୟକ ପ୍ରକ୍ରିୟା କଲାପରେ ୧୪ଦିନିଆ ଜାମିନରେ ଜେଲରୁ ବାହାରି ଥିବା କହିଛନ୍ତି।

ମମିତା ହତ୍ୟାକାଣ୍ଡ ମାମଲା: ମହାଲିଙ୍ଗ ଷ୍ଟାଡିୟମରେ ନିଜ ଅପରାଧର ଡେମୋ ଦେଖାଇଲା ଗୋବିନ୍ଦ ସାହୁ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗିରଫ ଗୋବିନ୍ଦ ସାହୁ ଆଜି ଡେମୋ ଦେଖାଇଛି । ଷ୍ଟାଡିୟମରେ ନିଜେ କିପରି ଅପରାଧ କରିଥଲା ତା’ର ଡେମୋ ଦେଖାଇଛି ଗୋବିନ୍ଦ ସାହୁ । ପୋଲିସ ରିମାଣ୍ଡରେ ଥିବା ଗୋବିନ୍ଦକୁ ଆଜି ଭୋର୍‌ରେ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡି ପୋତି ଦଇଥିଲା । ସେଠାରେ ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ନୀତୀନ କୁଶଲକରଙ୍କ ଉପସ୍ଥିତିରେ ଗୋବିନ୍ଦ ପ୍ରାୟ ୧୫ ମିନିଟ ଧରି ଡେମୋ ଦେଖାଇଥିଲା । ଗତକାଲି ମହାଲିଙ୍ଗ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଖାନତଲାସୀ କରାଯାଇଥିଲା । ମମିତାଙ୍କୁ ଯେଉଁଠି ପୋତି ଦିଆଯାଇଥିଲା, ସେହି ସ୍ଥାନକୁ ଖୋଳାଖୋଳି କରାଯାଇଥିଲା । ପରେ ପୋଲିସ ସନସାଇନ ସ୍କୁଲର ଗାର୍ଲସ ହଷ୍ଟେଲ ଯାଇ ଯାଂଚ୍ କରିଥିଲେ ।