Pradeep Majhi - The Sakala

ନବରଙ୍ଗପୁରରେ ପ୍ରେସର କୁକର ଫାଟି ଛାତ୍ର ଆହତ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ନବରଙ୍ଗପୁରରେ ପ୍ରେସର କୁକର ଫାଟି ଛାତ୍ର ଆହତ ହେବା ଘଟଣାରେ ସରକାରଙ୍କୁ ଘେରିଛି ବିଜେଡି । ଛାତ୍ର ଆହତ ହେବା ଘଟଣାରେ ୯ ଦିନ କାଳ ଘରେ ରଖିବା ଅବହେଳାର ସବୁ ସୀମା ଟପିଯାଇଛି । ଏହା ଘୋର ଅମାନବିକତା । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା । ଏଠି କେହି କାହାକୁ ମାନୁନାହାଁନ୍ତି । ଆଦିବାସୀଙ୍କ ପାଇଁ ଡିଣ୍ଡିମ ପିଟୁଥିବା ବିଜେପି ସରକାର ଚୁପ ବସିଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । କେବଳ ନିର୍ବାଚନ ସମୟରେ ଆଦିବାସୀ ମନେ ପଡନ୍ତି । ନିର୍ବାଚନ ସରିଲେ ସବୁ ଭୁଲିଯାଆନ୍ତି ବୋଲି କହିଛି ବିଜେଡି । ଚିକିତ୍ସା ମିଳୁନଥିବାରୁ ପ୍ରତି ଦୁଇ ମାସରେ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟୁଛି । ଆମ୍ବୁଲାନ୍ସ ମିଳୁ ନଥିବାରୁ ପିଲାଙ୍କୁ ଅଟୋରେ ବୁହାଯାଉଛି । ଯେଉଁଥିପାଇଁ ଅଭିଭାବକ ଶବ ଧରି ଘରକୁ ଫେରୁଛି । ବାପାମାଆ ପିଲାଙ୍କ ଭବିଷ୍ଯତ ଗଠନ ନିମନ୍ତେ ଆଡମିଶନ କରନ୍ତି ହେଲେ ଏବେ ସେମାନଙ୍କ ଭବିଷ୍ଯତ ଅନ୍ଧାରରେ ବୋଲି କହିଛି ବିଜେଡି ।

ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି, ପ୍ରବାସୀ ଓଡ଼ିଆ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି: ବିଜେଡ଼ି
ଭୁବନେଶ୍ବର: ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲାଗିଯାଇଛି। ନାରୀ ସୁରକ୍ଷାରେ ଭାରତ ବର୍ଷରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା ହୋଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଦୁଷ୍କର୍ମ, ନିଜ ଜୀବନ ନେବା, ଆତ୍ମାହୁତି ଘଟଣା ରାଜ୍ୟରେ ଧୀରେଧୀରେବଢ଼ି ବଢ଼ି ଚାଲିଛି। ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି।ପ୍ରବାସୀ ଓଡ଼ିଆ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡ଼ିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ।

ମାଲକାନଗିରି ଘଟଣା ହୃଦୟ ବିଦାରକ ହୋଇଛି। ୧୫ ବର୍ଷର ନାବାଳିକାଙ୍କ ସହ ଦୁଇ ଦୁଇ ଥର ଦୁଷ୍କର୍ମ କରାଯାଇଛି । ଉଦ୍ଧାର ହେବା ପରେ ମଧ୍ୟ ଦୁଷ୍କର୍ମ କରା ଯାଇଛି। ଡବଲ ଇଞ୍ଜିନ୍ ସରକାରରେ ଡବଲ ଦୁଷ୍କର୍ମ ହେଉଛି। ପୁଲିସ ଅଭିଯୋଗ ପରେ ବି ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ନ୍ୟାୟ ନ ମିଳିବାରୁ ଲଜ୍ଜା ସହି ନପାରି ବିଷ ପିଇ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି। ଏବେ ସେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ବନ୍ଧୁ ଗାଁ କୋରାପୁଟରେ ଜୁଲାଇରେ ଦୁଷ୍କର୍ମ କରାଯାଇଥିଲା। କିଛି ନ୍ୟାୟ ମିଳିନାହିଁ। ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍ ରହିଛନ୍ତି।

ଦକ୍ଷିଣ ଓଡିଶାରେ ନାରୀ ସୁରକ୍ଷାକୁ ନେଇ ବିଜେଡି ଆନ୍ଦୋଳନ କରିବ । ଶୁକ୍ରବାର ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଯାଇ ପୀଡ଼ିତାଙ୍କ ପରିବାରଙ୍କୁ ଭେଟିବେ। ଡାକ୍ତରଖାନାରେ ଯାଇ ତଥ୍ୟ ସଂଗ୍ରହ କରିବେ। ୨୬ ତାରିଖରେ ଡିଆରାଇଜି ଅଫିସ୍ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

ବିଜେଡିରେ ବିଧିବଦ୍ଧ ଭାବେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ
ନବରଙ୍ଗପୁର: ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ହଜାର ହଜାର ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ନବରଙ୍ଗପୁରରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ବିଜେଡିରେ ଯୋଗ ଦେଇଛନ୍ତି । ନବରଙ୍ଗପୁର ଚାଉଁରିଆଗୁଡ଼ାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପ୍ରଦୀପ । ଏଥିସହିତ ଆହୁରି ଶକ୍ତିଶାଳୀ ହୋଇଛି ବିଜେଡି ।

୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ପ୍ରଦୀପ ମାଝି ମିଶିଛନ୍ତି । ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ । କଂଗ୍ରେସରେ ଜନସେବାର ସୁଯୋଗ ନଥିବା କହି ସେ ଦଳରୁ ଇସ୍ତଫା ଦେଇଥିଲେ। ବିଜେଡିରେ ରହି ପଛୁଆ ଅଞ୍ଚଳର ବିକାଶ ପାଇଁ କାମ କରିବୁ ବୋଲି ସେ କହିଥିଲେ। ଗତ ମାସ ୨୪ ତାରିଖ ଦିନ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡ଼ିବା ସହ ବିଜେଡିରେ ଯୋଗଦେବା ନେଇ ଘୋଷଣା କରିଥିଲେ ।

ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ବରିଷ୍ଠ ନେତା ପ୍ରଦୀପ ମାଝୀ
ଭୁବନେଶ୍ୱର: ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝୀ। ନବରଙ୍ଗପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ମିଶ୍ରଣ ପର୍ବରେ ସେ ଶଙ୍ଖ ଧରିବେ । ନିଜ ସମର୍ଥକମାନଙ୍କୁ ଧରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ।

ବିଜେଡିରେ ମିଶିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଦୀପ ମାଝୀ। ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ। ଦଳରେ କାମ କରିବାକୁ ସୁଯୋଗ ମିଳୁନଥିବାରୁ ଦୁଃଖରେ ଦଳ ଛାଡ଼ୁଥିବା ଲେଖିଥିଲେ । ରାଜ୍ୟବାସୀଙ୍କ ପାଖରେ କଂଗ୍ରେସ ତାର ବିଶ୍ୱସନୀୟତା ହରାଇଛି ବୋଲି ଇସ୍ତଫା ପତ୍ରରେ ପ୍ରଦୀପ ଉଲ୍ଲେଖ କରିଥିଲେ। କଂଗ୍ରେସ ଛାଡିବାବେଳେ ପିସିସି କାର୍ଯ୍ଯକାରୀ ସଭାପତି ଦାୟିତ୍ୱରେ ଥିଲେ ଦକ୍ଷିଣ ଓଡ଼ିଶାର ଏହି ନେତା।

ନିକଟରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ ।

ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଶକ୍ତିଶାଳୀ କରିବି- ପ୍ରଦୀପ ମାଝୀ
ନବରଙ୍ଗପୁର: ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ରବିବାର ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିବି । କେବଳ ସେତିକି ନୁହେଁ ନବୀନଙ୍କ ହାତମୁଠା ଟାଣ କରିବାକୁ ଯୋଜନା କରିବି।

ରାଜ୍ୟରେ କଂଗ୍ରେସ ଦଳ ଆଗକୁ ବଢ଼ିପାରିବ ନାହିଁ । ବିଜେଡି ଦୀର୍ଘଦିନ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ଦେଇଛି । ଦିନକୁ ଦିନ ବିଜେଡିର ଶକ୍ତି ବଢ଼ିଚାଲିଛି । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ତାହାକୁ ନଜରରେ ରଖି ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି । କଂଗ୍ରେସର ଅଧଃପତନ ହୋଇଛି, ବିଶ୍ୱସନୀୟତା ହରାଇଛି ଦଳ । ଦଳର ଅଧଃପତନ ପାଇଁ ନିଜକୁ ୩୦%ଦାୟୀ କଲେ ପ୍ରଦୀପ । ଛାତି ଉପରେ ପଥର ରଖି କଂଗ୍ରେସ ଛାଡ଼ିଥିବା କହିଲେ ପ୍ରଦୀପ । ବିଜେଡି ଓ କଂଗ୍ରେସର ବିଚାରଧାରାରେ କୌଣସି ଫରକ୍ ନାହିଁ । ସବୁ ବର୍ଗର ଲୋକଙ୍କୁ ନେଇ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଜେଡିରେ ରହି ଜନସେବାକୁ ବ୍ୟାପକ କରିବେ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ ।

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ
ଭୁବନେଶ୍ୱର: ଓଡିଶା କଂଗ୍ରେସକୁ ଲାଗିଛି ବଡ ଝଟକା । ଶେଷରେ ସବୁ ଆଶଙ୍କାର ଅନ୍ତ ଘଟିଛି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଲେ ଇସ୍ତଫାପତ୍ର । ସେ ଦଳରୁ ଇସ୍ତଫା ଦେବେ ବୋଲି ବେଶ୍ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ଏହାକୁ ଅସ୍ୱୀକାର କରିଆସୁଥିଲେ । ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।