diwali festival - The Sakala

ଆଜି ଆଲୋକର ପର୍ବ ଦୀପାବଳି: ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି
ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠେ ଘର । ରାତିରେ ଜମିବ ବାଣ ଫୁଟା ମଜା । ବାଣ କିଣିବାକୁ ଭୋରରୁ ଦୋକାନ ଆଗରେ ଲୋକଙ୍କ ଗହଳି ଲାଗିଗଲାଣି ।

କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହା ହେଉଛି ଏକ ପବିତ୍ର ପର୍ବ, ଯାହାକି ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। କାରଣ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର, ମା’ ସୀତା ଓ ଭ୍ରାତା ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ। ତାଙ୍କ ଆଗମନର ପଥକୁ ଆଲୋକିତ କରିବା ପାଇଁ ଅଯୋଧ୍ୟାବାସୀ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ପୌରାଣିକ ମତାନୁସାରେ ସେହିଦିନଠାରୁ ଦୀପାବଳି ପାଳନ କରାଯାଉଛି। ଲଙ୍କାର ରାଜା ରାବଣଙ୍କୁ ମାରି ଶ୍ରୀରାମ ଅଯୋଧ୍ୟା ଫେରିଥିବାରୁ ଦୀପାବଳିକୁ ଆସୁରୀକ ଅନ୍ଧକାର ଉପରେ ଦୈବିଶକ୍ତିର ଉଜ୍ଜ୍ବଳ ପରିପ୍ରକାଶର ପ୍ରତୀକ ଭାବେ ମଧ୍ୟ ପାଳନ କରାଯାଉଛି।

ଆଉ ଏକ ପୌରାଣିକ କଥା ଅନୁସାରେ ଦୀପାବଳି ରାତିରେ ଶ୍ରୀବିଷ୍ଣୁଙ୍କ ସହିତ ମା’ ଲକ୍ଷ୍ମୀ ବିବାହ କରିଥିଲେ। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ମା’ ଲକ୍ଷ୍ମୀଙ୍କ ପୂଜା କରିବା ସହିତ ବିଭିନ୍ନ ମୂଲ୍ୟବାନ ବସ୍ତୁ କ୍ରୟ କରାଯାଏ ଏବଂ ଉପହାର ମଧ୍ୟ ଦିଆଯାଏ। ଏହିଦିନ ପିତୃପୁରୁଷମାନେ ସ୍ବର୍ଗାଲୋକ ଗମନ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଦୀପାବଳିରେ ପୟାଶ୍ରାଦ୍ଧ ହୋଇଥାଏ। କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଆକାଶ ପଥକୁ ଦେଖାଯାଏ ଏବଂ କୁହାଯାଏ – ‘ଅନ୍ଧାରରେ ଆସି ଆଲୁଅରେ ଯାଓ।’ ଏହାକୁ ବଡ଼ବଡ଼ୁଆ ଡାକ ବୋଲି କୁହାଯାଏ। କେବଳ ହିନ୍ଦୁଧର୍ମରେ ନୁହେଁ, ବୌଦ୍ଧ, ଜୈନ ଓ ଶିଖ୍‌ ଧର୍ମରେ ମଧ୍ୟ ଦୀପାବଳି ପର୍ବ ପାଳନ ହୋଇଥାଏ। ଜୈନ ଧର୍ମରେ ଦୀପାବଳିକୁ ମହାବୀରଙ୍କ ମୋକ୍ଷ ଦିବସ ଭାେବ ପାଳନ କରାଯାଉଥିବାବେଳେ ଶିଖ୍‌ଧର୍ମରେ ଏହା ବନ୍ଦିଛୋଡ୍‌ ଦିବସ ଭାବେ ପାଳନ ହୋଇଥାଏ। କାରଣ ଏହିଦିନ ଶିଖ୍‌ ଧର୍ମର ୬ଷ୍ଠ ଗୁରୁ ହରଗୋବିନ୍ଦ ସିଂ ଜେଲ୍‌ରୁ ମୁକ୍ତ ହୋଇଥିଲେ।

ଦୀପାବଳିରେ ଘରକୁ ନୂଆ ଶୈଳୀରେ ଆଲୋକିତ କରିବାକୁ ଚାହୁଁଥିଲେ, ଏହି ଉପାୟ ଆପଣାନ୍ତୁ...
ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଘରେ ଆଲୋକ, ରଙ୍ଗ ଓ ଉତ୍ସବର ମାହୋଲ ଖେଳିଯାଏ। ଏହା ଅନ୍ଧକାରକୁ ଦୂର କରି ଆଲୋକ ପ୍ରଦାନ କରିଥାଏ। ଏଥିପାଇଁ ସମସ୍ତେ ଘରେ ରଙ୍ଗୋଲି, ଲିଚୁଲାଇଟ୍‌ ଆଦି ଲଗାଇ ସଜାଇଥାନ୍ତି। ସେହିପରି ଦୀପାବଳିରେ ଘରକୁ ନୂଆ ଶୈଳୀରେ ଆଲୋକିତ କରିବାକୁ ଚାହୁଁଥିଲେ, ଏହି ଉପାୟ ଆପଣାନ୍ତୁ।

ଆକ୍ରେଲିକ୍ ରଙ୍ଗ କରନ୍ତୁ
ମାଟିଦୀପକୁ ସୁନ୍ଦର ତଥା ରଙ୍ଗିନ୍‌ କରିବାକୁ ଚାହୁଁଥିଲେ ଏହାକୁ, ନାଲି, ସୁନେଲି , ସବୁଜ ଓ ହଳଦିଆ ରଙ୍ଗ ଭଳି ଆକ୍ରେଲିକ୍ ରଙ୍ଗ  କରିପାରିବେ। ଏହାକୁ ଆକର୍ଷଣୀୟ କରିବା ପାଇଁ  ଉପରେ ଗ୍ଲିଟର୍‌ ଓ ଗୋଲ୍‌ଡେନ୍‌ ରଙ୍ଗର ବର୍ଡର ତିଆରି  କରିପାରିବେ।

ମିରର୍‌ ଓ ଷ୍ଟୋନ୍‌
ଏହା ଉପରେ ଛୋଟ ମୋତିମାଳି, ରଙ୍ଗିନ୍‌ ଷ୍ଟୋନ୍‌ ଆଦି ଅଠାରେ ଲଗାଇପାରିବେ। ଏଥିରେ ଦୀପ ଖୁବ୍‌ ସୁନ୍ଦର ଦିଶିଥାଏ। ସେହିପରି ଦୀପରେ ଲେସ୍‌ ଓ ରିବନ ଲଗାନ୍ତୁ। ଏହା ପାରମ୍ପରିକ ସାଙ୍ଗକୁ ଏକ କ୍ଲାସି ଲୁକ୍ ଦେଇଥାଏ।

ବାନିଶ ରଙ୍ଗ ଲଗାନ୍ତୁ
ଦୀପ ସଜାଇବା ପରେ ତା ଉପରେ ଏକ ବାନିଶ ପରସ୍ତ ଲଗାନ୍ତୁ। ଏହାଦ୍ବାରା ରଙ୍ଗ ଓ ସାଜସଜ୍ଜା ଦୀର୍ଘ ସମୟ ରହିଥାଏ।

ଭାସମାନ ଦୀପ
ଏଥିପାଇଁ ଦୀପରେ ତେଲ ଭର୍ତ୍ତି କରନ୍ତୁ। ଏହାପରେ ଏକ ରସ ଠିପି କିମ୍ବା ଏକ ଛାଞ୍ଚରେ ସଳିତା ଲଗାନ୍ତୁ। ଏହାକୁ ଦିଆସିଲ୍‌ ଲଗାଇ ଜଳାଇଲେ ପାଣିରେ ଭାସିଥାଏ। ଏହା ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାଏ।  ଚାହିଁଲେ ଏଥିରେ ଫୁଲ, ପାଖୁଡ଼ା ସଜାଇପାରିବେ।

ଦୀପାବଳି ପାଇଁ ମିଠା ଦୋକାନରେ ପ୍ରବଳ ଗହଳି, ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି ବିଭିନ୍ନ ପ୍ରକାରର ମିଠାର ପସରା
ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ମିଠା ଦୋକାନରେ ଆଜିଠାରୁ ପ୍ରବଳ ଗହଳି ଦେଖିବାକୁ ମିଳିଛି। ରସଗୋଲା ଠାରୁ ଆରମ୍ଭ କରି ଶୁଖିଲା ମିଠାର ପସରାକୁ ବେଶ୍‌‌ ଆକର୍ଷଣୀୟ ଭାବେ ସଜ୍ଜିତ କରି ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ବ୍ୟବସାୟୀ। ସେହିପରି ଗିଫ୍ଟ ପ୍ୟାକ୍‌‌ରେ ମିଠା ସାଙ୍ଗକୁ ଦୀପ ଓ ଚକୋଲେଟ୍‌‌ ରହିଥିବା ବେଳେ ବିଭିନ୍ନ ଉପହାର ବାକ୍ସ ଓ ଡ୍ରାଏ ଫ୍ରୁଟ୍‌‌ସ ସଜେଇ ଏକ ଦୀପାବଳି ବାସ୍କେଟ ପ୍ରସ୍ତୁତ ହୋଇଛି।

ଦୀପାବଳିକୁ ଦୃଷ୍ଟିରେ ରଖି ମିଠା ଦୋକାନୀମାନେ ମିଠା ତିଆରି କରିଛନ୍ତି। ବ୍ୟବସାୟୀମାନେ ମଧ୍ୟ ଗ୍ରାହକଙ୍କ ଚାହିଦା ଅନୁସାରେ ଭଳିକିଭଳି ମିଠା ତିଆରି କରିଛନ୍ତି। ସେହିପରି ବର୍ଫିରେ ମଧ୍ୟ ବିଭିନ୍ନ କିସମ ରହିଛି। ସେଥିରେ ଡ୍ରାଏ ଫ୍ରୁଟ୍‌‌ ବର୍ଫି, କାଜୁ ବର୍ଫି, ଡ୍ରାଏ ଫ୍ରୁଟ୍‌‌ ଲଡ଼ୁ ବର୍ଫି, ଅଞ୍ଜିର ବର୍ଫି, ଆଲମଣ୍ଡ୍‌‌ ବର୍ଫି ଆଦି ରହିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗିଫ୍ଟ୍‌‌ ପ୍ୟାକ୍‌‌, ହାତରେ ତିଆରି ଚକୋଲେଟ୍‌‌, ଫ୍ୟାନ୍ସି ମିଠା ମଧ୍ୟ କେତେକ ଦୋକାନରେ ଦେଖିବାକୁ ମିଳିଛି। ତେବେ ପ୍ରତିବର୍ଷ ଦୀପାବଳି ପୂର୍ବର ପ୍ରାୟ ସପ୍ତାହ ଧରି ମିଠା ତିଆରିରେ ମିଠା କାରିଗର ଲାଗିପଡ଼ୁଥିବା ବ୍ୟବସାୟୀମାନେ କହିଛନ୍ତି। ଏଥର ବଜାରରେ ମିଠା ଗୋଟାକ ୧୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଉପହାର ବାସ୍କେଟ୍‌‌ର ମୂଲ୍ୟ ୨୦୦ଟଙ୍କାରୁ ୨ ହଜାର ପର୍ଯ୍ୟନ୍ତ ରହିଛି। ଏହାସହିତ ନିୟମିତ ଚାହିଦାରେ ରହିଥିବା ରସଗୋଲା, ମୋତିଚୁର ଲଡୁ, ବେସନ ଲଡୁ ଗୋଲପଜାମ୍ମୁନ୍‌‌, କାଲା ଜାମୁନ୍‌‌ ଆଦି କିଣିବାବୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଥର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପ୍ରକାର ମିଠା ରାଜଧାନୀର ବିଭିନ୍ନ ମିଠା ଦୋକାନରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ସେହିପରି ଦୀପାବଳି ପାଇଁ ବିଭିନ୍ନ ଉପହାର ଦୋକାନ, ଇଲେ୍େ‌‌ଟ୍ରାନିକ୍ସ, ପୋଷାକ ଦୋକାନରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖିବ ରଙ୍ଗବେରଙ୍ଗର ଆକର୍ଷଣୀୟ ଉପହାର ବାକ୍ସରେ ରହିଛି। ଚକୋଲେଟ୍‌‌ ଠାରୁ ଆରମ୍ଭ କରି କାଜୁ, କିସମିସ୍‌‌, ପିସ୍ତା, ୱାଲନଟ୍‌‌ ଭଳି ଅନେକ ପ୍ରକାର ଡ୍ରାଏଫ୍ରୁଟସ୍‌‌ ରହିଛି। ଏଥିରେ ସବୁଜ ଦୀପାବଳିର ବାର୍ତ୍ତା ରହିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସଂସ୍ଥାଗୁଡ଼ିକ ପୂର୍ବରୁ ଅର୍ଡର ଦିଆଯାଇଥିବା ସୂଚନା ରହିଛି। ଦୀପାବଳି ପାଇଁ ଆକର୍ଷଣୀୟ ଅଫର୍‌‌ ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି ବ୍ୟବସାୟୀ। ଏଥିପାଇଁ ସହରର ପ୍ରମୁଖ ସପିଙ୍ଗମଲ ଗୁଡ଼ିକରେ ଭିଡ଼ ଜମୁଥିବା ବେଳେ ସନ୍ଧ୍ୟା ସମୟରେ ରାସ୍ତାଘାଟରେ ମଧ୍ୟ ଟ୍ରାଫିକ୍‌‌ ଜାମ୍‌‌ ଦେଖିବାକୁ ମିଳିଛି।

ଦୂରହେଲା ଦୀପାବଳି ଓ ପୟାଶ୍ରାଦ୍ଧ ତାରିଖ ଦ୍ବନ୍ଦ୍ବ , ୨୦ରେ ପାଳନ କରିବାକୁ ସ୍ପଷ୍ଟ କଲା ମୁକ୍ତି ମଣ୍ଡପ ପଣ୍ଡିତ ସଭା...
ପୁରୀ: ବାରମ୍ବାର ପଞ୍ଜିକା ସମୀକରଣ ବୈଠକ ବସୁଛି। ପର୍ବପର୍ବାଣୀର ତିଥି ବାରରେ ଯେପରି ସମାନତା ରହିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ତିଥି ବାରରେ ଭିନ୍ନତା ରହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏବେ କେବେ ପାଳିବେ ଦୀପାବଳି ? କେବେ ଦେବେ ପୟାଶ୍ରାଦ୍ଧ? ପାଞ୍ଜିରେ ଭିନ୍ନଭିନ୍ନ ମତ ଯୋଗୁଁ ଏବେ ଜନସାଧାରଣଙ୍କ ମଧ୍ୟରେ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କିଛି ପାଞ୍ଜିରେ ଦୀପାବଳି ୨୦ ତାରିଖରେ ଓ ଆଉ କିଛି ପାଞ୍ଜିରେ ୨୧ ତାରିଖରେ ପାଳନ ନେଇ ଉଲ୍ଲେଖ ରହିଛି।

ଏହାରି ମଧ୍ଯରେ ପୟାଶ୍ରାଦ୍ଧକୁ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି ମୁକ୍ତି ମଣ୍ଡପ ପଣ୍ଡିତ ସଭା। ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ। ଏ ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭା ପକ୍ଷରୁ ପ୍ରେସମିଟ୍‌ କରି ସୂଚନା ଦିଆଯାଇଛି। ଅମବାସ୍ୟା ଦିନ ୩ଟା ୨୩ ମିନିଟ ପରଠୁ ପୟାଶ୍ରାଦ୍ଧ। ୨୦ ଓ ୨୧ ତାରିଖକୁ ନେଇ ଦ୍ବନ୍ଦ୍ବ ଥିଲା। ୨୦ ତାରିଖକୁ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦାବି କରିଛି। ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସଭାପତି ଆଦିତ୍ୟ ମିଶ୍ର ପୂର୍ବରୁ କହିିଥିଲେ ଯେ, ୨୦ ତାରିଖ ଦିନ ୩ଟା ୪୫ ବେଳେ ଚତୁର୍ଦ୍ଦଶୀ ସରୁଛି। ଅମାବାସ୍ୟା ରାତିରେ ପାଳନ ହେବା କଥା। ତେଣୁ ଯେଉଁଟା ଚାଲିଲା ରାତି ରହିଲା। ତା’ ପରଦିନ ୫ଟା ୧୫ ବେଳକୁ ସୂର୍ଯ୍ୟାସ୍ତ ହୋଇ ଆଉ ମାତ୍ର କିଛି ସମୟ ଅମାବାସ୍ୟା ରହୁଛି। ତେଣୁ ସେଦିନ ଅମାବାସ୍ୟା କିଭଳି ପାଳନ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ସମସ୍ତ ନିଯୋଗ ସହିତ ସ୍ଥିର କରାଯାଇ ୫ଟି ପାଞ୍ଜିରେ ଏ କଥାକୁ ସ୍ୱୀକୃତି ଦିଆଯାଇଛି। ତେଣୁ ଓଡ଼ିଶାବାସୀ ଏହିଦିନ ପାଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଆଜି ଆଲୋକର ପର୍ବ ଦୀପାବଳୀ: ଜାଣନ୍ତୁ ଦୀପାବଳିରେ କଣ ରହିଛି ଦୀପଦାନର ମହତ୍ତ୍ୱ ଏବଂ ଦୀପଦାନର ବିଧି
ଆଜି ଆଲୋକର ପର୍ବ ଦୀପାବଳୀ । ଚଳଚଂଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିକୁ ନେଇ ଆସିଛିି ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁ’ଠୁ ସହର ଉôସବମୁଖର । ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳିକୁ। ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ଏହା ଏକ ପ୍ରକାର ସକାରାତ୍ମକ ଶକ୍ତି। ତେଣୁ ଏହି ଦିନ ଘରକୁ ଆଲୋକରେ ସଜାଇ ଲୋକେ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଆଲୋକ ଜାଳନ୍ତି ବୋଲି କୁହାଯାଏ।କୁହାଯାଏ କି, ଅନ୍ଧାରକାର ନକାରାତ୍ମକ ଶକ୍ତିକୁ ଅଧିକ ପ୍ରଭାବଶାଳୀ କରିଦିଏ। ଏହି ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ପଡ଼େ। ତେଣୁ ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା ପାଇଁ ସାରା ବିଶ୍ୱରେ ଆଲୋକ ଜାଳନ୍ତି। ଏହାଛଡ଼ା ଚାରିଆଡ଼େ ଆଲୋକିତ ହେଉଥିବା ରଶ୍ମୀ ଏକପ୍ରକାର ଏକାଗ୍ରତାର ପରିଚୟ ବି ଦିଏ।

ଦୀପଦାନର ମହତ୍ତ୍ୱ

ରହିଛି ଯେ ଦୀପ ଜାଳିବା ଦ୍ୱାରା ପରିବେଶରେ ସକରାତ୍ମକତା ଆସିଥାଏ। ଦୀପର ଆଲୋକ ଯେଉଁ ସ୍ଥାନ ଯାଏଁ ପହଞ୍ଚିଥାଏ, ସେହି ସ୍ଥାନରୁ ନକାରାତ୍ମକତା ଚାଲିଯାଏ। ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ୟ୍ୟ ଏବଂ ଚନ୍ଦ୍ରର ରହିଥିବା କୁପ୍ରଭାବ ଦୂର ହୋଇଥାଏ। ପୁରାଣରେ କୁହାଯାଇଛି ଯେ ପୂଜା ସମୟରେ ଘିଅ ଏବଂ ତେଲର ଦୀପ ଜଳାଯାଏ। ଘରେ ଯେତେବେଳେ ପୂଜା ହୁଏ, ଦୀପ ଜଳାଯାଏ। ତେବେ, ଦୀପାବଳୀରେ ଦୀପ ଜାଳିବାର ଏକ ଅଲଗା ମହତ୍ତ୍ୱ ରହିଛି। ଏହି ପର୍ବକୁ ଦୀପତ୍ସୋବ ମଧ୍ୟ କୁହାଯାଏ। ଦୀପ ଜାଳିବା ଅର୍ଥ ଜୀବନରୁ ଅନ୍ଧକାର ଦୂର କରିବା ଏବଂ ଆଲୋକ ବିସ୍ତାର କରିବା। ଆଲୋକ ହେଉଛି ଜ୍ଞାନର ପ୍ରତୀକ। ସେଥିପାଇଁ ପୂଜାରେ ଦୀପ ଜାଳିବା ଦ୍ୱାରା ଆମେ ଜୀବନରୁ ଅନ୍ଧକାର ଚାଲିଯାଇ ଥାଏ। ଦୀପଦାନ ଦ୍ୱାରା ଅଗ୍ନିଦେବ ସନ୍ତୁଷ୍ଟ ହୁଅନ୍ତି ଏବଂ ଜୀବନର ଅନେକ ସମସ୍ୟାରୁ ରକ୍ଷା କରନ୍ତି। ଏହା ବ୍ୟତୀତ ପୂଜାରେ ଦୀପ ଜାଳିବାର ଅନେକ ଲାଭ ଏବଂ ବିଶ୍ୱାସ ଅଛି।

ଦୀପଦାନର ବିଧି

ଦୀପ ଜାଳିବା ଦ୍ୱାରା ଘରେ ସକରାତ୍ମକ ଉର୍ଜା ଉତ୍ପନ ହୋଇଥାଏ ଏବଂ ଘରେ ବାତାବରଣ ସକରାତ୍ମକ ଶକ୍ତି ସହିତ ସନ୍ତୁଳିତ ରହିଥାଏ।

ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଲକ୍ଷ୍ମୀ ମାତା ପ୍ରଶନ୍ନ ହୁଅନ୍ତି। ସେଥିପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଘରେ ଦୀପ ଜାଳିବା ଉଚିତ୍।

ଦୀପ ପ୍ରଜ୍ବଳନ ଅନ୍ଧକାରକୁ ଦୂର କରି ଘରକୁ ଆଲୋକ ଦେଇଥାଏ, ଯାହାଫଳରେ ପରିବାରର ପରିବେଶ ସୁଖଦ ରହିଥାଏ।

ବିଶ୍ୱାସ କରାଯାଏ ଯେ ଅଗ୍ନି ଦେବଙ୍କୁ ସାକ୍ଷୀ ଭାବରେ ମାନି, ଦୀପଦାନ କରି ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳତା ପ୍ରାପ୍ତି ହୋଇଥାଏ।

ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ରହିଥିବା ଦୁର୍ବଳତା ଦୂର ହୋଇଯାଏ।

ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ନକାରାତ୍ମକ ଶକ୍ତି ସମାପ୍ତ ହୋଇଥାଏ ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ। ରୋଗଠାରୁ ମଣିଷକୁ ଦୂରଇ ରଖେ। ଦୀପ ଜ୍ୟୋତି ଆରୋଗ୍ୟ ରଖିବାରେ ସାହାଯ୍ୟ କରେ।

ଦୀପ ଜାଳିବା ଦ୍ୱାରା ଘରେ ଥିବା କ୍ଷତିକା

ବଜାରକୁ ଆସିଲା କାକୁଡ଼ି ରକେଟ୍‍, ଧନିଆ ଟିକିଲି, ‘ପିଆଜ, ପାଳଙ୍ଗ ବାଣ’
ଭୁବନେଶ୍ୱର:,ପିଆଜ, ଧନିଆ, ମେଥି, ଭେଣ୍ଡି, କାକୁଡ଼ି, ସୋରିଷ ଆଦି ଭଳି ବୀଜରେ ତିଆରି ହୋଇଛି ବାଣ। ନା ଏଥିରେ ବାୟୁ ପ୍ରଦୂଷଣ ହେବାର ଭୟ ଅଛି ନା କୌଣସି ଅଗ୍ନିର ଆବଶ୍ୟକତା ରହିଛି। ଏହି ବାଣ ବ୍ୟବହାର ଦ୍ୱାରା ବୃକ୍ଷରୋପଣର ବାର୍ତ୍ତା ଦିଆଯାଉଛି। ବାଣ ଫୁଟାଇ ପରିବେଶ ପ୍ରଦୂଷଣ ନ କରି ପରିବେଶ ଅନୁକୂଳ ବାଣ ଏବେ ନୂଆକରି ଆସିଛି। ଏସବୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପରିବେଶ ପାଇଁ ନିଆଁବାଣ ପରିବର୍ତ୍ତେ ବୀଜ ପତ୍ର ବାଣ। ନା ଅଛି ଶବ୍ଦ, ଆଲୋକ ଏବଂ ବାୟୁ ପ୍ରଦୂଷଣ ଫଳରେ ପଶୁପକ୍ଷୀଙ୍କୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ଏହି ବାଣ ପରବର୍ତ୍ତୀ ସମୟରେ ସୁନ୍ଦର ବୃକ୍ଷରେ ପରିଣତ ହେବ।

ଆଲୋକର ପର୍ବ ଦୀପାବଳି ପାଇଁ ଚାରିଆଡ଼େ ଦେଖିବାକୁ ମିଳୁଛି ଉତ୍ସବର ପରିବେଶ। ଘରଠାରୁ ଆରମ୍ଭ କରି ଦୋକାନ ବଜାର, ବେସରକାରୀ ଓ ସରକାରୀ ଅନୁଷ୍ଠାନ, ସବୁଠାରେ ରଙ୍ଗିନ ଆଲୋକମାଳାର ପସରା ଶୋଭାପାଉଛି। ଅନ୍ଧାର ଉପରେ ଆଲୋକର ବିଜୟ ପାଇଁ ଉତ୍ସବ ମନାଇବାକୁ ସହରବାସୀ ପ୍ରସ୍ତୁତ ହେଉଥିବାବେଳେ ଏପଟେ ଦୀପାବଳିକୁ ନିଆରାଭାବେ ପାଳନ କରିବାକୁ ଆଗେଇ ଆସିଛନ୍ତି କିଛି ଅନୁଷ୍ଠାନ। ବାଣ ଯୋଗୁଁ ହେଉଥିବା ପ୍ରଦୂଷଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନିଆରା ଦୀପାବଳୀକୁ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରୀନ୍‍ ଦିୱାଲିକୁ ଘରେ ଘରେ ଆପଣାଇବା ପାଇଁ ‘ବୀଜପତ୍ର ସିଡ୍‍ ବାଣ’। ନିଆରା ଢଙ୍ଗରେ ଏମିତି ଅଭିନବ ପ୍ରୟାସକୁ ଏବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଦୀପାବଳିରେ ବାଣ ଫୁଟାଇ ପରିବେଶ ପ୍ରଦୂଷଣ ନ କରି କେହିକେହି ବୃକ୍ଷରୋପଣର ବାର୍ତ୍ତା ଦେଉଛନ୍ତି ତ ଆଉ କେହି ଗଛଟିଏ ଉପହାର ଦେବାର ବାର୍ତ୍ତା ଦେଉଛନ୍ତି।

ଆତସବାଜୀଠାରୁ ଦୂରେଇ ରହି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି। ଏମିତି ନିଆରା ଗ୍ରୀନ୍‍ ଦିୱାଲିର ପ୍ରୟାସ ଆରମ୍ଭ କରିଛନ୍ତି ଭୁବନେଶ୍ୱରର ‘ସେଇବା ଗ୍ରୀନ୍‍ ସଲ୍ୟୁସନ୍‍’ କିଛି ଯୁବପିଢି। ଗ୍ରାମାଞ୍ଚଳର ମହିଳାମାନଙ୍କ ଦ୍ୱାରା ଏହି ବାଣ ପ୍ରସ୍ତୁତ କରାଯାଇ ଅନ୍‍ଲାଇନ୍‍ରେ ବିକ୍ରି କରାଯାଉଛି। ‘ବୀଜପତ୍ର ସିଡ୍‍ ବାଣ’ ବ୍ୟବହାର ଦ୍ୱାରା ପ୍ରଦୂଷଣରୁ ପରିବେଶ ମୁକ୍ତ ହେବା ସହ ପରମ୍ପରା ମଧ୍ୟ ବଦଳିଯିବ। ପରିବେଶ ଅନୁକୂଳ ପଦ୍ଧତିରେ ତିଆରି ହୋଇଥିବା ଏହି ବାଣ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ। ଏହି ବାଣ ମାଟିରେ ସହଜରେ ମିଶିବା ସହ ପୁନଃପ୍ରକ୍ରିୟାକରଣ ହୋଇପାରିବ। ଅଦରକାରୀ କାଗଜ ଓ ପୁନଃବ୍ୟବହାର ସାମଗ୍ରୀରୁ ପ୍ରସ୍ତୁତ କରାଯାଉଛି। ଅନ୍‍ଲାଇନ୍‍ରେ ମିଳୁଥିବା ଏହି ବାଣ ମଧ୍ୟରେ ରହିଛି ‘କାକୁଡ଼ି ରକେଟ୍‍’, ‘ଧନିଆ ଟିକିଲି’, ‘ଲକ୍ଷ୍ମୀ ବମ୍‍’, ‘ପିଆଜ ବାଣ’, ‘ଅଗସ୍ତି ବାଣ’, ‘ପାଳଙ୍ଗ ବାଣ’ ଆସି ସହ ବିଭିନ୍ନ ଗଛର ମଞ୍ଜିର ବାଣ ବିକ୍ରି କରାଯାଉଛି। ଉପହାର ବାକ୍ସଭାବେ ବିକ୍ରି ହେଉଥିବା ଏହି ବାଣର ଦାମ୍‍ ୨ଶହ ଟଙ୍କାର ଆରମ୍ଭ କରି ୬୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ବାଣ ପରି ଦେଖାଯାଉଥିବା ତଥା ପ୍ରସ୍ତୁତ କରାଯାଇଥିବା ଏହି ବାଣରେ ନିଆଁ ଲଗାଇ ଜଳାଇବା ପରିବର୍ତ୍ତେ କେବଳ ମାଟିରେ ପୋତିବା ଦ୍ୱାରା ସେଥିରୁ ସୁନ୍ଦର ଗଛ ହେବ। ଯାହା କି ପରବର୍ତ୍ତୀ ସମୟରେ ଆମର କାମରେ ଆସିବ। ଗଛ ଓ ମଣିଷ ଭିତରେ ଏକ ସମ୍ପର୍କ ସ୍ଥାପନ କରିବାର ଏହା ହେଉଛି ନିଆରା ପ୍ରୟାସ। ପ୍ରଥମେ ମଧ୍ୟପ୍ରଦେଶରେ ‘ଗ୍ରାମଆର୍ଟ’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ଭୁବନେଶ୍ୱରରେ ଆରମ୍ଭ କରାଯାଇଛି। ଏବର୍ଷ ଦୀପାବଳିରେ ପରିବେଶ ଅନୁକୂଳ ଦିୱାଲୀର ବାର୍ତ୍ତା ଦେବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଥିବା ନୀଳିମା ମିଶ୍ର ସୂଚନା ଦେଇଛନ୍ତି। ଅନ୍‍ଲାଇନ୍‍ରେ ଏହି ‘ବୀଜପତ୍ର ବାଣ’ର ବେଶ୍‍ ଚାହିଦା ରହିଛି। ବାଣ ଭଳି ଦେଖାଯାଉଥିଲେ ବି ଏସବୁ ବାଣ ନୁହେଁ। ଏସବୁକୁ ‘ସିଡ଼୍‍ ବାଣ’ କୁହାଯାଉଛି। ମାଟିରେ ପୋତିଲେ ଏଥିରୁ ଗଛ ବାହାରିବ। ଇକୋ ଫ୍ରେଣ୍ଡଲି ଦିୱାଲୀ ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି।

ବାସ୍ତୁ ଟିପ୍ସ: ଶୁଭଫଳ ପ୍ରାପ୍ତି ପାଇଁ ଦିପାବଳୀ ପୂର୍ବରୁ ଘରୁ ଏହି ୭ଟି ଜନିଷକୁ ବାହାର କରିଦିଅନ୍ତୁ
ଆସୁଛି ଆଲୋକର ପର୍ବ ଦିପାବଳୀ । ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ। ଏହି ଦିନ ଗୃହକୁ , ବ୍ୟବସାୟ ସ୍ଥାନକୁ ଖୁବ ସୁ୍‍ନ୍ଦର ଭାବେ ସଜାଯାଏ। ସମସ୍ତ ସ୍ଥାନ ମାନଙ୍କରେ ଦୀପ ଏବଂ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ଲଗାଯାଇ ଚତୁଃପାଶ୍ୱର୍କୁ ଆଲୋକରେ ଆଲୋକିତ କରାଯାଇଥାଏ। ତେବେ ଏହି ପର୍ବ ପୂର୍ବରୁ ଲୋକମାନେ ନିଜ ଘରକୁ ଭଲ ଭାବରେ ସଫା କରନ୍ତି ।  ଆପଣ ଜାଣନ୍ତି କି ଦୀପାବଳି ସମୟରେ ଘର କିପରି ସଫା କରିବେ । ଏହି ଘର ସଫା ସମୟରେ କିଛି ଜିନିଷକୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଜିନିଷ ଗୁଡିକ ଘରେ ପଡି ରହିଲେ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ ଉକ୍ତ ଜିନିଷ ଗୁଡିକୁ ଘରୁ କଢିବା ଦ୍ବାରା ଘର ଉପରେ ଶୁଭ ଦୃଷ୍ଟି ପଡ଼ିଥାଏ । ଘରକୁ  ଲକ୍ଷ୍ମୀ ଆସିଥାନ୍ତି ।

ବାସ୍ତୁ ଅନୁଯାୟୀ ଏପରି କେତେକ ଉପାୟ ରହିଛି , ଯାହାକୁ ଆପଣେଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ..

ବନ୍ଦ ଘଣ୍ଟା- ଘରେ ଚାଲୁ ନ ଥିବା ବା ଖରାପ ହୋଇଯାଇଥିବା ଘଣ୍ଟା ରହିବା ବାସ୍ତୁରେ ଅଶୁଭ ବୋଲି କୁହାଯାଏ । ଘଣ୍ଟାକୁ ଖୁସି ଏବଂ ଏହାକୁ ପ୍ରଗତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଯଦି ଆପଣଙ୍କ ଘରେ ଭଙ୍ଗା କିମ୍ବା ବନ୍ଦ ଘଣ୍ଟା ଅଛି, ତେବେ ଏହାକୁ ଦିପାବଳୀ  ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ।

ଭଙ୍ଗା ଆସବାବପତ୍ର- ଘରେ ପଡି ରହିଥିବା ଭଙ୍ଗା ଟେବୁଲ୍, ଚେୟାର କିମ୍ବା ଭଙ୍ଗା ଆସବାବପତ୍ର ପରି ଜିନିଷକୁ ବାହାର କରି ଦେବା ଭଲ ହେବ ।  ଘରର ଆସବାବପତ୍ର ସବୁବେଳେ ଭଲ ଅବସ୍ଥାରେ ରହିବା ଉଚିତ୍ । ବାସ୍ତୁ ଅନୁଯାୟୀ ଏହା ଘର ଉପରେ ଖରାପ ପ୍ରଭାବ ପକାଇଥାଏ।

ଭଙ୍ଗା ବାସନ- ଘରେ କୌଣସି ଭଙ୍ଗା ବାସନ ରହିବା ଉଚିତ୍ ନୁହେଁ । ଦିପାବଳୀ ପୂର୍ବରୁ ଘରେ ଥିବା ଭଙ୍ଗା ବା ଫାଟିଯାଇଥିବା ବାସନ ଗୁଡିକୁ ବାହାର କରିଦେବା । ନହେଲେ ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ଭଙ୍ଗା ମୂର୍ତ୍ତି – ଭଗବାନଙ୍କ ଭଙ୍ଗା ପ୍ରତିମାକୁ ଘରେ ଆଦୌ ରଖନ୍ତୁ ନାହିଁ । ଭଙ୍ଗା ମୂର୍ତ୍ତିଗୁଡ଼ିକ ଘରେ ରଖିଲେ ଏହା ଦୁର୍ଭାଗ୍ୟ ଆଣିଥାଏ । ଘରକୁ ସମ୍ପୂର୍ଣ୍ଣ ସଫା କରି ସାରିବା ପରେ ଭଗବାନଙ୍କ ମୂର୍ତ୍ତି  ସ୍ଥାପନ କରନ୍ତୁ । ଏଥିରେ ଭଗବାନ ପ୍ରଶନ୍ନ ହୋଇଥାନ୍ତି ।

ଭଙ୍ଗା କାଚ- ଭଙ୍ଗା କାଚକୁ ଘରେ ରଖିବା ଅତ୍ୟନ୍ତ ଖରାପ ବୋଲି ଧରାଯାଏ।  ଯଦି ତୁମ ଘରର କୌଣସି ସ୍ଥାନରେ ଝରକା  କିମ୍ବା ଦର୍ପଣର ଭଙ୍ଗା କାଚ ଅଛି ତେବେ ଏହାକୁ ଦିପାବଳୀ ପୂର୍ବକୁ ସଫା କରି ବାହାର କରିଦିଅନ୍ତୁ। ଏହା ଘରେ ରହିଲେ

ନକାରାତ୍ମକ ପ୍ରଭାବ ପକାଇଥାଏ ।

ବୈଦ୍ୟୁତିକ ଉପକରଣ- ଯଦି ବଲବ, ଟ୍ୟୁବ୍ ଲାଇଟ୍ କିମ୍ବା ବୈଦ୍ୟୁତିକ ଉପକରଣର ପାୱାର୍ ସୁଇଚ୍ ଖରାପ ଅଛି ତେବେ ଏହାକୁ ତୁରନ୍ତ ସଜାଡି ଦିଅନ୍ତୁ ନଚେତ ଘରୁ ବାହାର କରିଦିଅନ୍ତୁ। ଦୀପାବଳି ସମୟରେ ଘର ଅନ୍ଧାରରେ ରହିବା ବାସ୍ତୁ ଅନୁଯାୟୀ ଅଶୁଭ ଅଟେ। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ |

ଜୋତା/ଚପଲ-  ଯଦି ଆପଣଙ୍କ ଘରେ ଖରାପ କିମ୍ବା ଚିରିଯାଇଥିବା ପୁରୁଣା ଜୋତା ଏବଂ ଚପଲ ଅଛି, ତେବେ ଦିପାବଳୀ ପୂର୍ବରୁ ଏହାକୁ ବାହର କରିଦିଅନ୍ତୁ।  ଏହାକୁ ଘର ସଫା ସମୟରେ ବାହାର କରିବାକୁ ଭୁଲନ୍ତୁ ନାହିଁ । କାରଣ ଛିଣ୍ଡିଯାଇଥିବା ଜୋତା ଏବଂ ଚପଲ ଘରେ ନକାରାତ୍ମକତା ଏବଂ ଦୁର୍ଭାଗ୍ୟ ଆଣିଥାଏ |