Diwali 2021 - The Sakala

ପବିତ୍ର ଦୀପାବଳି ଅବସରରେ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି ସେ କହିଛନ୍ତି ।

ମା' କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସାବଧାନତା ଓ ସତର୍କତା ବଜାୟ ରଖି ଉତ୍ସବରେ ସାମିଲ ହୁଅନ୍ତୁ। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #ଶୁଭଦୀପାବଳି pic.twitter.com/UeMQunUXdE

— Naveen Patnaik (@Naveen_Odisha) November 4, 2021

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ମା’ କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସାବଧାନତା ଓ ସତର୍କତା ବଜାୟ ରଖି ଉତ୍ସବରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି।  ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉବୋଲି ସେ କହିଛନ୍ତି ।

ମିଳିଲା ଅନୁମତି, ଏଥର ଦୀପାବଳିରେ ଫୁଟିବ କେବଳ ଗ୍ରୀନ୍ କ୍ରାକର
କଟକ: ସବୁଜ ବାଣକୁ ରାଜ୍ୟରେ ମିଳିଲା ଅନୁମତି। ଏଥର ଦୀପାବଳିରେ ଫୁଟିବ ଗ୍ରୀନ୍ କ୍ରାକର । ଅନୁମତି ଦେଲେ ମାନ୍ୟବର ହାଇକୋର୍ଟ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ଉଚ୍ଚ ନ୍ୟାୟାଳୟ । ସରକାର ବାଣ ଫୁଟାଇବା ନେଇ ପ୍ରତିବନ୍ଧକ ଲାଗାଇଥିବାବେଳେ ହାଇକୋର୍ଟରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଥିଲା । କୋଭିଡ ସମୟରେ କଟକଣାକୁ ଅନୁପାଳନ କରିବା ଏବଂ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବାରୁ ଏହା ଉପରେ ପ୍ରତିବନ୍ଧକ ଜାରି କରିଥିଲେ ରାଜ୍ୟ ସରକାର । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ।

କେବଳ ରାତି ୮ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟି ପାରିବ । ବଜାରରେ କେବଳ ଗ୍ରୀନ୍ କ୍ରାକର ବିକ୍ରି ହେବା ଦାୟିତ୍ବ ରାଜ୍ୟ ସରକାରଙ୍କର । ଗ୍ରୀନ୍ କ୍ରାକର ବ୍ୟତୀତ ଅନ୍ୟ ବାଣ ବିକ୍ରି ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶ ଉଲଂଘନ ହେଲେ ସ୍ଥାନୀୟ ପୋଲିସ ପଦକ୍ଷେପ ନେଇପାରିବ ।

ଦୀପାବଳିରେ ବନ୍ଦ ରହିବ ଜଗା ଦର୍ଶନ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ଧାରା
ପୁରୀ: ଆସନ୍ତା ୪ ତାରିଖରେ ଅର୍ଥାତ ଦୀପାବଳି ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏଥି ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଡିଆ କାଠ ଜାଳିଥାନ୍ତି।

ତେବେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ କାଉଡିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି। ଏଥିସହ କାଳିପୂଜା ଅବସରରେ ୪ ଓ ୫ ତାରିଖରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣକାଳୀ ପୀଠରେ ୧୪୪ଧାରା ଜାରି କରାଯିବ।

ଦୀପାବଳି ପାଇଁ ରାଜଧାନୀରେ ଥିମ୍‍ମିଠା, ବଜାରରେ ମିଳୁଛି ଶିଳପୁଆ, ହ୍ୱାଟ୍ସଆପ୍‍, ପାନ ମିଠା ପରି ଭଳିକି ଭଳି ମିଠା
ଭୁବନେଶ୍ୱର: ମିଠା। ଏହି ଶବ୍ଦ ଶୁଣିବାମାତ୍ରେ ପାଟିରେ ପାଣି ଜକେଇ ଆସେ। କେବଳ ସୁଆଦ ନୁହେଁ, ଆକାର ବି ଗ୍ରାହକଙ୍କୁ ଦୂରରୁ ଟାଣିଆଣେ। ଗୋଲାକାର, ତ୍ରିକୋଣୀୟା, ବର୍ଗକ୍ଷେତ୍ର ଭଳି ଆକାରରୁ ବାହାରି ଏବେ ଭିନ୍ନଭିନ୍ନ ପ୍ରକାରର ମିଠାର ରୂପ ନେଇଛି। କେବଳ ପୂଜାପର୍ବ ନୁହେଁ ବିଭିନ୍ନ ସମୟରେ ମିଠାର ଆକାର, ଆକୃତି ଏବଂ ସ୍ୱାଦକୁ ତିଆରି କରାଯାଉଛି ବିଭିନ୍ନ ମିଠା। ଓଡ଼ିଶାର ପ୍ରସିଦ୍ଧ ରସଗୋଲାକୁ ନେଇ ଅନେକ ସମୟରେ ବାଦବିବାଦ ହୋଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ମିଳୁଛି ଭଳିକି ଭଳି ମିଠା। ରସଗୋଲାରେ ଶିଳପୁଆ ମିଠା, ଦହି ରସଗୋଲା, ତୁଳସୀ ରସଗୋଲା, ଗୁଡ଼ ରସଗୋଲା ଓ ସୁଗାର୍‍ଫ୍ରି ରସଗୋଲା ମିଳୁଥିବାବେଳେ ଶୁଖିଲା ମିଠା ବା ସନ୍ଦେଶରେ ବି ବିଭିନ୍ନ କିସମର ମିଠା ମିଳୁଛି। ଯାହାକି ଲୋକଙ୍କୁ ଆକୃଷ୍ଟ କରୁଛି।

ପୂର୍ବରୁ ରସାବଳୀ, ରସଗୋଲା, ଛେନା ମିଠା, ଗୋଲାପ ଜାମୁ, କାଲା ଜାମୁ, ପେଡ଼ା, ବରଫି, କାଜୁ ବରଫି ଇତ୍ୟାଦି ରହିଥିଲା। କିନ୍ତୁ ଲୋକଙ୍କ ଚାହିଦାକୁ ଦେଖି ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ‘ଥିମ୍‍ ମିଠା’ ବିକ୍ରି ହେଉଛି। ଏହି ମିଠା ମଧ୍ୟରେ ରହିଛି ହ୍ୱାଟ୍ସଆପ୍‍ ମିଠା, ପାନ ମିଠା, ପଦ୍ମ ମିଠା, ନଡ଼ିଆ ମିଠା, ଷ୍ଟ୍ରବେରୀ ମିଠା, ଛେନା ଜିଲାପି ଇତ୍ୟାଦି ଭଳି ଥିମ୍‍ ମିଠା ମିଳୁଛି। ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ବଜାରରେ ବିଭିନ୍ନ ଡିଜାଇନ୍‍ର ମିଠା ମିଳୁଛି। ବର୍ତ୍ତମାନ ସମୟରେ ହ୍ୱାଟସ୍‍ଆପର ବେଶ୍‍ ଲୋକପ୍ରିୟତା ହାସଲ କରିଥିବାବେଳେ ମିଠାରେ ଏଭଳି ଆକାର ବେଶ୍‍ ଆଦୃତି ଲାଭ କରିଛି। ଗୋଟିଏ ପିସ୍‍ ମିଠାର ଦାମ୍‍ ୨୫ଟଙ୍କା ରହିଛି। ସେହିପରି କାଜୁରେ ତିଆରି ପାନ ମିଠାରେ ପାନର ବିଭିନ୍ନ ମସଲା ଦିଆଯାଇ ପ୍ରସ୍ତୁତ କରାଯାଉଛି। ପାନକୁ ଖାଇବାବେଳେ ପାନ୍‍ର ସ୍ୱାଦ ବାରି ହୋଇପଡୁଛି।

ରବିଟକିଜ୍‍ରେ ଥିବା ଭାଇଭାଇ ସୁଇଟ୍‍ ଷ୍ଟଲରେ ମିଳୁଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ବ ପ୍ରକାରର ମିଠା ବିକ୍ରି ହେଉଛି। ନଡ଼ିଆ ଆକୃତିର ହୋଇଥିବା ଏହି ମିଠା ଦେଖିବାପାଇଁ ଯେଉଁଭଳି ନିଆରା ସ୍ୱାଦ ବି ନିଆରା। ଗୋଟିଏ ଲେଖାଏଁ ପିସ୍‍ର ଦାମ୍‍ ୧୦ଟଙ୍କାରୁ ଆରମ୍ଭ କରି ୩୫ଟଙ୍କା ପର୍ଯ୍ୟନ୍ତ ରହିଛି।

ଶିଳପୁଆ ଆକୃତିର ରସଗୋଲା। ୧୪ଇଞ୍ଚର ଏହି ଗୋଟିଏ ମିଠାର ଦାମ୍‍ ୨୫୦ଟଙ୍କା। ରସଗୋଲା ମଧ୍ୟରେ ଏହା ସବୁଠାରୁ ବଡ଼ ଆକୃତିର ମିଠା। ଗୋଲାକାର ଆକୃତିର ରସଗୋଲା ମିଳୁଥିବାବେଳେ ଶିଳପୁଆ ଆକାରର ଏହି ମିଠା ବେଶ୍‍ ଚାହିଦାରେ ରହିଛି। ସେହିପରି ଛୋଟ ଓ ବଡ଼ ଶିଳପୁଆ ମିଠା ବି ରହିଛି। ଯାହାର ଦାମ୍‍ ୫୦ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏତେ ବଡ଼ ଶିଳପୁଆ ମିଠାର ଓଜନ ୧୨୫୦ଗ୍ରାମ୍‍ରୁ ଅଧିକ ହେବ। ସେହିପରି ଦହି, କଞ୍ଚାଲଙ୍କା, ଗାଜର, ଲୁଣକୁ ମିଶାଇ ପ୍ରସ୍ତୁତ ହେଉଛି ‘ଦହି ମିଠା’। ଆଗକୁ ଦୀପାବଳୀ ଆସୁଥିବାରୁ ଏଥର ଗ୍ରାହକଙ୍କ ନିକଟରେ କିଛି ନୂଆ ଢଙ୍ଗର ମିଠା ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷକରି ଦୀପାବଳୀକୁ ଦୃଷ୍ଟିରେ ରଖି ଆହୁରି ମିଠାର ଥିମ୍‍କୁ ନେଇ ଗିଫ୍ଟ ପ୍ୟାକ୍‍ କରାଯିବ ବୋଲି ମିଠା ଦୋକାନୀ ଜଗନ୍ନାଥ ଦଳାଇ କହିଛନ୍ତି। ଦିନକୁ ଦିନ ମିଠାର ଭେରାଇଟି ବଢ଼଼ିବା ସହ ଦାମ୍‍ ବି ବଢ଼ୁଛି। ଲୋକଙ୍କୁ ପସନ୍ଦ ହେଲା ଭଳି ମିଠା ସବୁ ପ୍ରସ୍ତୁତ କରାଯାଉଛି।

ବଜାରକୁ ଆସିଲା କାକୁଡ଼ି ରକେଟ୍‍, ଧନିଆ ଟିକିଲି, ‘ପିଆଜ, ପାଳଙ୍ଗ ବାଣ’
ଭୁବନେଶ୍ୱର:,ପିଆଜ, ଧନିଆ, ମେଥି, ଭେଣ୍ଡି, କାକୁଡ଼ି, ସୋରିଷ ଆଦି ଭଳି ବୀଜରେ ତିଆରି ହୋଇଛି ବାଣ। ନା ଏଥିରେ ବାୟୁ ପ୍ରଦୂଷଣ ହେବାର ଭୟ ଅଛି ନା କୌଣସି ଅଗ୍ନିର ଆବଶ୍ୟକତା ରହିଛି। ଏହି ବାଣ ବ୍ୟବହାର ଦ୍ୱାରା ବୃକ୍ଷରୋପଣର ବାର୍ତ୍ତା ଦିଆଯାଉଛି। ବାଣ ଫୁଟାଇ ପରିବେଶ ପ୍ରଦୂଷଣ ନ କରି ପରିବେଶ ଅନୁକୂଳ ବାଣ ଏବେ ନୂଆକରି ଆସିଛି। ଏସବୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପରିବେଶ ପାଇଁ ନିଆଁବାଣ ପରିବର୍ତ୍ତେ ବୀଜ ପତ୍ର ବାଣ। ନା ଅଛି ଶବ୍ଦ, ଆଲୋକ ଏବଂ ବାୟୁ ପ୍ରଦୂଷଣ ଫଳରେ ପଶୁପକ୍ଷୀଙ୍କୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ଏହି ବାଣ ପରବର୍ତ୍ତୀ ସମୟରେ ସୁନ୍ଦର ବୃକ୍ଷରେ ପରିଣତ ହେବ।

ଆଲୋକର ପର୍ବ ଦୀପାବଳି ପାଇଁ ଚାରିଆଡ଼େ ଦେଖିବାକୁ ମିଳୁଛି ଉତ୍ସବର ପରିବେଶ। ଘରଠାରୁ ଆରମ୍ଭ କରି ଦୋକାନ ବଜାର, ବେସରକାରୀ ଓ ସରକାରୀ ଅନୁଷ୍ଠାନ, ସବୁଠାରେ ରଙ୍ଗିନ ଆଲୋକମାଳାର ପସରା ଶୋଭାପାଉଛି। ଅନ୍ଧାର ଉପରେ ଆଲୋକର ବିଜୟ ପାଇଁ ଉତ୍ସବ ମନାଇବାକୁ ସହରବାସୀ ପ୍ରସ୍ତୁତ ହେଉଥିବାବେଳେ ଏପଟେ ଦୀପାବଳିକୁ ନିଆରାଭାବେ ପାଳନ କରିବାକୁ ଆଗେଇ ଆସିଛନ୍ତି କିଛି ଅନୁଷ୍ଠାନ। ବାଣ ଯୋଗୁଁ ହେଉଥିବା ପ୍ରଦୂଷଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନିଆରା ଦୀପାବଳୀକୁ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରୀନ୍‍ ଦିୱାଲିକୁ ଘରେ ଘରେ ଆପଣାଇବା ପାଇଁ ‘ବୀଜପତ୍ର ସିଡ୍‍ ବାଣ’। ନିଆରା ଢଙ୍ଗରେ ଏମିତି ଅଭିନବ ପ୍ରୟାସକୁ ଏବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଦୀପାବଳିରେ ବାଣ ଫୁଟାଇ ପରିବେଶ ପ୍ରଦୂଷଣ ନ କରି କେହିକେହି ବୃକ୍ଷରୋପଣର ବାର୍ତ୍ତା ଦେଉଛନ୍ତି ତ ଆଉ କେହି ଗଛଟିଏ ଉପହାର ଦେବାର ବାର୍ତ୍ତା ଦେଉଛନ୍ତି।

ଆତସବାଜୀଠାରୁ ଦୂରେଇ ରହି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି। ଏମିତି ନିଆରା ଗ୍ରୀନ୍‍ ଦିୱାଲିର ପ୍ରୟାସ ଆରମ୍ଭ କରିଛନ୍ତି ଭୁବନେଶ୍ୱରର ‘ସେଇବା ଗ୍ରୀନ୍‍ ସଲ୍ୟୁସନ୍‍’ କିଛି ଯୁବପିଢି। ଗ୍ରାମାଞ୍ଚଳର ମହିଳାମାନଙ୍କ ଦ୍ୱାରା ଏହି ବାଣ ପ୍ରସ୍ତୁତ କରାଯାଇ ଅନ୍‍ଲାଇନ୍‍ରେ ବିକ୍ରି କରାଯାଉଛି। ‘ବୀଜପତ୍ର ସିଡ୍‍ ବାଣ’ ବ୍ୟବହାର ଦ୍ୱାରା ପ୍ରଦୂଷଣରୁ ପରିବେଶ ମୁକ୍ତ ହେବା ସହ ପରମ୍ପରା ମଧ୍ୟ ବଦଳିଯିବ। ପରିବେଶ ଅନୁକୂଳ ପଦ୍ଧତିରେ ତିଆରି ହୋଇଥିବା ଏହି ବାଣ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ। ଏହି ବାଣ ମାଟିରେ ସହଜରେ ମିଶିବା ସହ ପୁନଃପ୍ରକ୍ରିୟାକରଣ ହୋଇପାରିବ। ଅଦରକାରୀ କାଗଜ ଓ ପୁନଃବ୍ୟବହାର ସାମଗ୍ରୀରୁ ପ୍ରସ୍ତୁତ କରାଯାଉଛି। ଅନ୍‍ଲାଇନ୍‍ରେ ମିଳୁଥିବା ଏହି ବାଣ ମଧ୍ୟରେ ରହିଛି ‘କାକୁଡ଼ି ରକେଟ୍‍’, ‘ଧନିଆ ଟିକିଲି’, ‘ଲକ୍ଷ୍ମୀ ବମ୍‍’, ‘ପିଆଜ ବାଣ’, ‘ଅଗସ୍ତି ବାଣ’, ‘ପାଳଙ୍ଗ ବାଣ’ ଆସି ସହ ବିଭିନ୍ନ ଗଛର ମଞ୍ଜିର ବାଣ ବିକ୍ରି କରାଯାଉଛି। ଉପହାର ବାକ୍ସଭାବେ ବିକ୍ରି ହେଉଥିବା ଏହି ବାଣର ଦାମ୍‍ ୨ଶହ ଟଙ୍କାର ଆରମ୍ଭ କରି ୬୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ବାଣ ପରି ଦେଖାଯାଉଥିବା ତଥା ପ୍ରସ୍ତୁତ କରାଯାଇଥିବା ଏହି ବାଣରେ ନିଆଁ ଲଗାଇ ଜଳାଇବା ପରିବର୍ତ୍ତେ କେବଳ ମାଟିରେ ପୋତିବା ଦ୍ୱାରା ସେଥିରୁ ସୁନ୍ଦର ଗଛ ହେବ। ଯାହା କି ପରବର୍ତ୍ତୀ ସମୟରେ ଆମର କାମରେ ଆସିବ। ଗଛ ଓ ମଣିଷ ଭିତରେ ଏକ ସମ୍ପର୍କ ସ୍ଥାପନ କରିବାର ଏହା ହେଉଛି ନିଆରା ପ୍ରୟାସ। ପ୍ରଥମେ ମଧ୍ୟପ୍ରଦେଶରେ ‘ଗ୍ରାମଆର୍ଟ’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ଭୁବନେଶ୍ୱରରେ ଆରମ୍ଭ କରାଯାଇଛି। ଏବର୍ଷ ଦୀପାବଳିରେ ପରିବେଶ ଅନୁକୂଳ ଦିୱାଲୀର ବାର୍ତ୍ତା ଦେବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଥିବା ନୀଳିମା ମିଶ୍ର ସୂଚନା ଦେଇଛନ୍ତି। ଅନ୍‍ଲାଇନ୍‍ରେ ଏହି ‘ବୀଜପତ୍ର ବାଣ’ର ବେଶ୍‍ ଚାହିଦା ରହିଛି। ବାଣ ଭଳି ଦେଖାଯାଉଥିଲେ ବି ଏସବୁ ବାଣ ନୁହେଁ। ଏସବୁକୁ ‘ସିଡ଼୍‍ ବାଣ’ କୁହାଯାଉଛି। ମାଟିରେ ପୋତିଲେ ଏଥିରୁ ଗଛ ବାହାରିବ। ଇକୋ ଫ୍ରେଣ୍ଡଲି ଦିୱାଲୀ ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି।

ବାସ୍ତୁ ଟିପ୍ସ: ଶୁଭଫଳ ପ୍ରାପ୍ତି ପାଇଁ ଦିପାବଳୀ ପୂର୍ବରୁ ଘରୁ ଏହି ୭ଟି ଜନିଷକୁ ବାହାର କରିଦିଅନ୍ତୁ
ଆସୁଛି ଆଲୋକର ପର୍ବ ଦିପାବଳୀ । ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ। ଏହି ଦିନ ଗୃହକୁ , ବ୍ୟବସାୟ ସ୍ଥାନକୁ ଖୁବ ସୁ୍‍ନ୍ଦର ଭାବେ ସଜାଯାଏ। ସମସ୍ତ ସ୍ଥାନ ମାନଙ୍କରେ ଦୀପ ଏବଂ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ଲଗାଯାଇ ଚତୁଃପାଶ୍ୱର୍କୁ ଆଲୋକରେ ଆଲୋକିତ କରାଯାଇଥାଏ। ତେବେ ଏହି ପର୍ବ ପୂର୍ବରୁ ଲୋକମାନେ ନିଜ ଘରକୁ ଭଲ ଭାବରେ ସଫା କରନ୍ତି ।  ଆପଣ ଜାଣନ୍ତି କି ଦୀପାବଳି ସମୟରେ ଘର କିପରି ସଫା କରିବେ । ଏହି ଘର ସଫା ସମୟରେ କିଛି ଜିନିଷକୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଜିନିଷ ଗୁଡିକ ଘରେ ପଡି ରହିଲେ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ ଉକ୍ତ ଜିନିଷ ଗୁଡିକୁ ଘରୁ କଢିବା ଦ୍ବାରା ଘର ଉପରେ ଶୁଭ ଦୃଷ୍ଟି ପଡ଼ିଥାଏ । ଘରକୁ  ଲକ୍ଷ୍ମୀ ଆସିଥାନ୍ତି ।

ବାସ୍ତୁ ଅନୁଯାୟୀ ଏପରି କେତେକ ଉପାୟ ରହିଛି , ଯାହାକୁ ଆପଣେଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ..

ବନ୍ଦ ଘଣ୍ଟା- ଘରେ ଚାଲୁ ନ ଥିବା ବା ଖରାପ ହୋଇଯାଇଥିବା ଘଣ୍ଟା ରହିବା ବାସ୍ତୁରେ ଅଶୁଭ ବୋଲି କୁହାଯାଏ । ଘଣ୍ଟାକୁ ଖୁସି ଏବଂ ଏହାକୁ ପ୍ରଗତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଯଦି ଆପଣଙ୍କ ଘରେ ଭଙ୍ଗା କିମ୍ବା ବନ୍ଦ ଘଣ୍ଟା ଅଛି, ତେବେ ଏହାକୁ ଦିପାବଳୀ  ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ।

ଭଙ୍ଗା ଆସବାବପତ୍ର- ଘରେ ପଡି ରହିଥିବା ଭଙ୍ଗା ଟେବୁଲ୍, ଚେୟାର କିମ୍ବା ଭଙ୍ଗା ଆସବାବପତ୍ର ପରି ଜିନିଷକୁ ବାହାର କରି ଦେବା ଭଲ ହେବ ।  ଘରର ଆସବାବପତ୍ର ସବୁବେଳେ ଭଲ ଅବସ୍ଥାରେ ରହିବା ଉଚିତ୍ । ବାସ୍ତୁ ଅନୁଯାୟୀ ଏହା ଘର ଉପରେ ଖରାପ ପ୍ରଭାବ ପକାଇଥାଏ।

ଭଙ୍ଗା ବାସନ- ଘରେ କୌଣସି ଭଙ୍ଗା ବାସନ ରହିବା ଉଚିତ୍ ନୁହେଁ । ଦିପାବଳୀ ପୂର୍ବରୁ ଘରେ ଥିବା ଭଙ୍ଗା ବା ଫାଟିଯାଇଥିବା ବାସନ ଗୁଡିକୁ ବାହାର କରିଦେବା । ନହେଲେ ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ଭଙ୍ଗା ମୂର୍ତ୍ତି – ଭଗବାନଙ୍କ ଭଙ୍ଗା ପ୍ରତିମାକୁ ଘରେ ଆଦୌ ରଖନ୍ତୁ ନାହିଁ । ଭଙ୍ଗା ମୂର୍ତ୍ତିଗୁଡ଼ିକ ଘରେ ରଖିଲେ ଏହା ଦୁର୍ଭାଗ୍ୟ ଆଣିଥାଏ । ଘରକୁ ସମ୍ପୂର୍ଣ୍ଣ ସଫା କରି ସାରିବା ପରେ ଭଗବାନଙ୍କ ମୂର୍ତ୍ତି  ସ୍ଥାପନ କରନ୍ତୁ । ଏଥିରେ ଭଗବାନ ପ୍ରଶନ୍ନ ହୋଇଥାନ୍ତି ।

ଭଙ୍ଗା କାଚ- ଭଙ୍ଗା କାଚକୁ ଘରେ ରଖିବା ଅତ୍ୟନ୍ତ ଖରାପ ବୋଲି ଧରାଯାଏ।  ଯଦି ତୁମ ଘରର କୌଣସି ସ୍ଥାନରେ ଝରକା  କିମ୍ବା ଦର୍ପଣର ଭଙ୍ଗା କାଚ ଅଛି ତେବେ ଏହାକୁ ଦିପାବଳୀ ପୂର୍ବକୁ ସଫା କରି ବାହାର କରିଦିଅନ୍ତୁ। ଏହା ଘରେ ରହିଲେ

ନକାରାତ୍ମକ ପ୍ରଭାବ ପକାଇଥାଏ ।

ବୈଦ୍ୟୁତିକ ଉପକରଣ- ଯଦି ବଲବ, ଟ୍ୟୁବ୍ ଲାଇଟ୍ କିମ୍ବା ବୈଦ୍ୟୁତିକ ଉପକରଣର ପାୱାର୍ ସୁଇଚ୍ ଖରାପ ଅଛି ତେବେ ଏହାକୁ ତୁରନ୍ତ ସଜାଡି ଦିଅନ୍ତୁ ନଚେତ ଘରୁ ବାହାର କରିଦିଅନ୍ତୁ। ଦୀପାବଳି ସମୟରେ ଘର ଅନ୍ଧାରରେ ରହିବା ବାସ୍ତୁ ଅନୁଯାୟୀ ଅଶୁଭ ଅଟେ। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ |

ଜୋତା/ଚପଲ-  ଯଦି ଆପଣଙ୍କ ଘରେ ଖରାପ କିମ୍ବା ଚିରିଯାଇଥିବା ପୁରୁଣା ଜୋତା ଏବଂ ଚପଲ ଅଛି, ତେବେ ଦିପାବଳୀ ପୂର୍ବରୁ ଏହାକୁ ବାହର କରିଦିଅନ୍ତୁ।  ଏହାକୁ ଘର ସଫା ସମୟରେ ବାହାର କରିବାକୁ ଭୁଲନ୍ତୁ ନାହିଁ । କାରଣ ଛିଣ୍ଡିଯାଇଥିବା ଜୋତା ଏବଂ ଚପଲ ଘରେ ନକାରାତ୍ମକତା ଏବଂ ଦୁର୍ଭାଗ୍ୟ ଆଣିଥାଏ |