Ananya Panday - The Sakala

‘ଭୁଲଭୁଲୈୟା ୪’ରେ ମଞ୍ଜୁଲିକା ହେବେ ଅନନ୍ୟା !
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିକଟରେ ତାଙ୍କର ୨୭ତମ ଜନ୍ମଦିନକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଜନ୍ମଦିନ ପାଳନର କିଛି ଫଟୋ ସେୟାର୍ କରିଥିଲେ। ଅନନ୍ୟାଙ୍କ ଜନ୍ମଦିନରେ କାର୍ତ୍ତିକ୍‌ ଆର୍ୟନ୍‌ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। କାର୍ତ୍ତିକ୍‌ ‘ତୁ ମେରି ମେ ତେରା ମେ ତେରା ତୁ ମେରି’ ଫିଲ୍ମ ସେଟ୍‌ର ଏକ ଭିଡିଓ ସେୟାର୍‌ କରି ଅନନ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଅନନ୍ୟା ମଜାଳିଆ ଅନ୍ଦାଜରେ କହୁଛନ୍ତି- ‘କାର୍ତ୍ତିକ୍‌, ଫିଲ୍ମରୁ ତାଙ୍କ ଗୀତ କାଟିବା ପାଇଁ ଚେଷ୍ଟା କରୁଛନ୍ତି।’ ଏହାପରେ କାର୍ତ୍ତିକ୍‌ ହସି ହସି କହୁଛନ୍ତି- ‘ତୁମ ଗୀତ, ସେଥିରେ ମୁଁ କ’ଣ ନାହିଁ। ’ଏହାପରେ ଅନନ୍ୟା କହୁଛନ୍ତି – ‘ଆମ ଗୀତ।’ ଏହାପରେ ଅନନ୍ୟା ‘ଭୁଲଭୁଲୈୟା ୪’ରେ ମଞ୍ଜୁଲିକା ହେବେ ବୋଲି କହୁଛନ୍ତି। ଯାହାକୁ ଶୁଣି କାର୍ତ୍ତିକ୍‌ ହସୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ‘ଭୁଲଭୁଲୈୟା’ ସିରିଜ୍‌ର ଏଯାବତ୍‌ ତିନୋଟି ଫିଲ୍ମ ଆସିଛି। ‘ଭୁଲଭୁଲୈୟା ୪’କୁ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ସାରା, ଜାହ୍ନବୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା
ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ତାଙ୍କର ଫିଲ୍ମ ‘ଡ୍ରିମ୍‌ ଗାର୍ଲ-୨’କୁ ନେଇ ବେଶ୍‌ ଆଶାବାଦୀ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ଦେଖାଯିବେ ଆୟୁଷ୍ମାନ୍‌ ଖୁରାନା। ଇତିମଧ୍ୟରେ ଅନନ୍ୟା ଏକ ମଲ୍ଟି ଷ୍ଟାର୍‌ ଫିଲ୍ମରେ କାମ କରିବା ପାଇଁ ଇଚ୍ଛା ରଖିଛନ୍ତି। ଫିଲ୍ମଟି ମହିଳାମାନଙ୍କୁ ନେଇ ହେବା ପାଇଁ ସେ ଚାହାନ୍ତି। ତେବେ ଏଭଳି ଏକ ଫିଲ୍ମରେ ସେ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କ ସହ କାମ କରିବା ପାଇଁ ଚାହିଁବେ ବୋଲି କହିଛନ୍ତି। ଏବେ ବଲିଉଡ୍‌ରେ ମଲ୍ଟି ଷ୍ଟାର୍‌ ଫିଲ୍ମ ଏକ ଟ୍ରେଣ୍ଡ୍‌ ହୋଇଛି। ‘ବୀରେ ଦ ୱେଡିଂ’ ଫିଲ୍ମରେ କରିନା କପୁର, ସୋନମ୍‌ କପୁର, ସ୍ବରା ଭାସ୍କର ଏକାଠି କାମ କରିଥିଲେ। ଫରହାନ୍‌ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ରେ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ୍‌ ଏବଂ ଆଲିଆ ଭଟ୍ଟ ଏକାଠି କାମ କରିବେ। ଇତିମଧ୍ୟରେ ‘ବୀରେ ଦ ୱେଡି’ର ପ୍ରଯୋଜିକା ରିଆ କପୁର, କରିନା, ତବୁ ଏବଂ କ୍ରୀତି ସାନନ୍‌କୁ ନେଇ ଏକ ଫିଲ୍ମ କରିବେ ବୋଲି ଘୋଷଣା କରିସାରିଲେଣି। ଏଠାରେ ପ୍ରକାଶ ଥାଉ କି, ଅନନ୍ୟା ଏବେ ‘ଡ୍ରିମ୍‌ ଗାର୍ଲ-୨’ ସହ ‘ଖୋ ଗଏ ହମ୍‌ କହାଁ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

ଆଦିତ୍ୟଙ୍କ ପ୍ରେମରେ ଅନନ୍ୟା
ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍-୨’ରୁ ପାଦ ଦେଇଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବହୁତ କମ୍‌ ଦିନରେ ଦର୍ଶକଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ତେବେ ସେ ତାଙ୍କ ଫିଲ୍ମ ଅପେକ୍ଷା ପ୍ରେମ ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି । ଅନେକ ଦିନରୁ ସେ ସାହିଦ୍‌ କପୁରଙ୍କ ସାନ ଭାଇ ତଥା ଅଭିନେତା ଇଶାନ୍‌ ଖଟ୍ଟରଙ୍କୁ ଡେଟ୍ କରୁଥିବା ଖବର ପ୍ରକାଶ ପାଇଥିଲା। କିଛିଦିନ ପୂର୍ବରୁ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିବା କଥା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏବେ ଅନନ୍ୟା, ଆଦିତ୍ୟ ରାୟ କପୁରଙ୍କ ପ୍ରେମରେ ପଡ଼ିଥିବା କଥା ଚର୍ଚ୍ଚା ହେଉଛି। ଅବଶ୍ୟ ଏଯାବତ୍‌ ଦୁହେଁ ଉଭୟଙ୍କ ପ୍ରେମ ସମ୍ପର୍କକୁ ଲୁଚାଇ ରଖିଛନ୍ତି।

ଅନନ୍ୟା ଇଶାନଙ୍କ ପୂର୍ବରୁ କରନ୍‌ ଜୟସିଂହ ନାମକ ଜଣେ ଯୁବକଙ୍କୁ ଡେଟ୍‌ କରୁଥିଲେ। କିନ୍ତୁ ୨୦୧୯ରେ ଯେତେବେଳେ ଅନନ୍ୟା ଇଶାନ୍‌ଙ୍କୁ ସୁଟିଂ ସେଟ୍‌ରେ ଭେଟିଥିଲେ, ସେତେବେଳେ ସେ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏବେ ଦୁହେଁ ଅଲଗା ହୋଇଯାଇଛନ୍ତି। ଇଶାନଙ୍କ ବ୍ୟତୀତ ଅନନ୍ୟାଙ୍କ ନାମ ସାଉଥ୍ ଷ୍ଟାର୍‌ ବିଜୟ ଦେବରକୋଣ୍ଡାଙ୍କ ସହିତ ମଧ୍ୟ ଯୋଡ଼ା ଯାଇଛି। ଅନନ୍ୟାଙ୍କ କାମ କଥା କହିବାକୁ ଗଲେ ସେ ବହୁତ ଜଲ୍‌ଦି ବିଜୟ ଦେବରକୋଣ୍ଡାଙ୍କ ସହିତ ‘ଲାଇଗର୍’ ଫିଲ୍ମରେ ନଜର ଆସିବେ। ଏହାବାଦ୍‌ ସେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ‘ଖୋ ଗୟେ ହମ୍‌ କହାଁ’ରେ ମଧ୍ୟ ଦେଖାଯିବେ।

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଶାହରୁଖ ଖାନଙ୍କ ଘରେ ଏନସିବି ରେଡ୍
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ୟନ ଖାନଙ୍କ ପରେ ଏବେ ଆଉ ଜଣେ ଷ୍ଟାର କିଡ୍ ଏନସିବି ରାଡାର ଭିତରକୁ ଆସିଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁରୁବାର ଦିନ ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚି ଯାଂଚ୍ କରିଛି। କୁହାଯାଉଛି ଯେ, ଦୁଇଟି ଗାଡିରେ ଏନସିବି ଟିମ୍ ଅନନ୍ୟାଙ୍କ ଘରେ ପହଂଚିଛନ୍ତି। ଟିମରେ ମହିଳା ଅଧିକାରୀ ମଧ୍ୟ ସାମିଲ ଥିଲେ। ଏନସିବି ଦି’ପହର ଦୁଇଟାରେ ଅନନ୍ୟାଙ୍କୁ ଅଫିସକୁ ଆସିବାକୁ କହିଛି।

ଅନନ୍ୟାଙ୍କ ପରେ ଏନସିବିର ସେହି ଏକା ଟିମ୍ ଶାହରୁଖଙ୍କ ଘର ମନ୍ନତରେ ପହଂଚିଥିଲା। ମନ୍ନତ ବାହାରେ ଟିମକୁ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା। ଯାହାକୁ ନେଇ ଏନସିବି ଟିମରେ ସାମିଲ ଥିବା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ମନ୍ନତ ଗେଟ୍ ବାହାରେ ଟିମକୁ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା। ପରେ ଶାହରୁଖଙ୍କ ମ୍ୟାନେଜର ଟିମକୁ ଭିତରକୁ ନେଇଥିଲେ। ସୂଚନା ଅନୁସାରେ ଟିମ୍ ଆର୍ୟନ ଖାନଙ୍କ ରୁମର ତଲାସି ନେଇଛି। ଏନସିବି ଆର୍ୟନଙ୍କ ବିରୋଧରେ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହ ସମ୍ପର୍କର ଅଭିଯୋଗ ଆଣିଛି। ଏମିତିରେ ଏନସିବି ଆର୍ୟନଙ୍କ ଘରୁ କିଛି ସୁରାକ ପାଇବ ବୋଲି ଆଶା ରଖିଛି।