Ola Electric Scooter - The Sakala

ଡିସେମ୍ବର ୧୫ରୁ ଓଲା ଇଲେକ୍ଟ୍ରିକ ସ୍କୁଟର ଡେଲିଭରୀ ଆରମ୍ଭ
ନୂଆଦିଲ୍ଲୀ: ଓଲା ଏହାର ଇଲେକ୍ଟ୍ରିକ ସ୍କୁଟର ଏସ୍‌-୧ ଏବଂ ଏସ୍‌-୧ ପ୍ରୋର ଡେଲିଭରୀ ଚଳିତ ମାସ୧୫ରୁ ଆରମ୍ଭ କରିବାକୁ ଯାଉଛି। ବେଙ୍ଗାଲୁରୁ ସ୍ଥିତ ମୋବିଲିଟି ଫାର୍ମର ସିଇଓ ଭାବିଶ ଅଗ୍ରଓ୍ଵାଲ ନିଜର ଟ୍ଵିଟର ପ୍ରୋଫାଇଲରେ ନୂତନ ଡେଲିଭରୀ ତାରିଖ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଇଚ୍ଛୁକ କ୍ରେତାଙ୍କୁ ଗାଡ଼ି ପାଇଁ ଧୈର୍ଯ୍ୟ ଧରିଥିବାରୁ ଧନ୍ୟବାଦ ଦେଇଛନ୍ତି। ଓଲା ଇଲେକ୍ଟ୍ରିକ ସ୍କୁଟରର ବୁକିଂ ଚଳିତବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା। କିନ୍ତୁ ସେହି ସମୟରେ ଓଲା ଟେଷ୍ଟ ରାଇଡ୍ ଓ ଅନ୍ତିମ ଡେଲିଭରୀର ତାରିଖର ସୂଚନା ଦିଆଯାଇ ନ ଥିଲା।