Jagatsinghpur NEW COLLECTOR - The Sakala

ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ
ଭୁବନେଶ୍ବର : ଜିଲ୍ଲାପାଳ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ବଦଳି କରାଯିବା ସହ ରାଜ୍ୟର ମୋଟ୍‌ ୪ ଜଣ ଆଇପିଏସ୍‌ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଥିବା ବେଳେ ପାରୁଲ ପଟ୍ଟୱାରୀଙ୍କୁ ଜଗତସିଂହପୁରର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୂର୍ତ୍ତ ବିଭାଗର ଉପସଚିବ ୨୦୧୫ ବ୍ୟାଚ୍ ଆଇଏଏସ୍ ପାରୁଲ ପଟୱାରିଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ବରିଷ୍ଠ ଓଏଏସ୍ ସଂଗ୍ରାମ କୁମାର ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ସନତ କୁମାର ମହାନ୍ତିଙ୍କୁ ଏସସିଇଆରଟି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଆଉ ଏସସିଇଆରଟି ନିର୍ଦ୍ଦେଶକ ତଥା ଆଇଏଏସ୍ ଗଙ୍ଗାଧର ସାହୁଙ୍କୁ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ଏହାପୂର୍ବରୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗ ଏସିଏସ୍ ଭାବରେ ଦାୟିତ୍ୱ ନେଇଛନ୍ତି ଆରକେ ଶର୍ମା । ଅତିରିକ୍ତ ଭାବରେ ୧୯୮୭ ବ୍ୟାଚ୍ ଆଇଏଏସ ରାଜ କୁମାରଙ୍କୁ ଶର୍ମାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏବେ ରାଜ୍ୟ ଏଗ୍ରିକଲଚର ପ୍ରଡକ୍ସନ୍ କମିଶନର ଭାବେ କାର୍ୟ୍ୟକରୁଥିବା ରାଜ କୁମାର ଶର୍ମା ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ନିଜ ଦାୟିତ୍ୱ ସହିତ ଅତିରିକ୍ତ ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏସିଏସ୍ ଭାବରେ ଦାୟିତ୍ୱ ତୁଲାଇବେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା ।