Gopalpur MLA Pradeep Panigrahi - The Sakala

ବ୍ରହ୍ମପୁର ଜେଏମଏଫସି କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣୀଗ୍ରାହୀ
ବ୍ରହ୍ମପୁର: ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକଙ୍କ ସମେତ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ହାଜର ହୋଇଛନ୍ତି । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଚାକିରି କରାଇ ଦେବା ନାମରେ ହୋଇଥିବା ଠକେଇ ମାମଲାରେ ହାଜର ହୋଇଛନ୍ତି । ଏହି ମାମଲାର ଆଜି କୋର୍ଟରେ ହୋଇଛି ଚାର୍ଜଫ୍ରେମ। ଏହାପୂର୍ବରୁ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଦୀପ । ଜେଲରେ ଦୀର୍ଘ ଦିନ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି ପ୍ରଦୀପ ।

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଅନ୍ୟ ୨ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ
ଭୁବନେଶ୍ୱର: ଟାଟା ମୋଟର୍ସରେ ଲୋକଙ୍କୁ ଚାକିରି ଦେବା ନାଁରେ ହୋଇଥିବା ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ହେଲା ଚାର୍ଜଫ୍ରେମ । ବିଧାୟକଙ୍କ ସହ ଆଉ ଦୁଇ ଜଣଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ ହୋଇଛି । ଅନ୍ୟ ଦୁଇ ଜଣ ହେଲେ ଆକାଶ ପାଠକ ଏବଂ ସର୍ବେଶ୍ବର ରାଓ । ଆକାଶ ହେଉଛନ୍ତି ବହିଷ୍କୃତ IFS ଅଭୟ ପାଠକଙ୍କ ପୁଅ ଓ ସର୍ବେଶ୍ୱର ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ । ସର୍ବେଶ୍ବରଙ୍କ ଜରିଆରେ ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।

ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁଥିଲେ ବୋଲି ମିଛ କହିଥିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରକୃତରେ ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁନଥିଲେ । ପବ୍ଲିକ ସର୍ଭାଣ୍ଟ ହୋଇ ଲୋକଙ୍କଠୁ ପ୍ରଦୀପ ଟଙ୍କା ଆଦାୟ କରିଥିଲେ । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପ୍ରଦୀପ ପାଣିଗ୍ରାହୀ, ସର୍ବେଶ୍ବର ଏବଂ ଆକାଶ ପାଠକ ଗିରଫ ହୋଇଥିଲେ । ଜାମିନରେ ଆସିବା ପରେ ସ୍ବତନ୍ତ୍ର କୋର୍ଟରେ ପ୍ରଦୀପ କରିଥିଲେ ଡିସଚାର୍ଜ ପିଟିସନ । ଡିସଚାର୍ଜ ପିଟିସିନକୁ ଖାରଜ କରିଥିଲେ ସ୍ବତନ୍ତ୍ର କୋର୍ଟ । ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରଦୀପ । ହାଇକୋର୍ଟ ମଧ୍ୟ ପ୍ରଦୀପଙ୍କ ଆବେଦନକୁ କରିଥିଲେ ଖାରଜ । ଆବେଦନ ଖାରଜ ହେବା ପରେ ଆଜି ହୋଇଛି ଚାର୍ଜଫ୍ରେମ । ଚାର୍ଜଫ୍ରେମ ବେଳେ ସ୍ବତନ୍ତ୍ର ଅଦାଲତରେ ପ୍ରଦୀପ ହାଜର ହୋଇଥିଲେ । ଚାର୍ଜଫ୍ରେମ ପରେ ମାମଲାର ଶୁଣାଣି ଆରମ୍ଭ ହୋଇଛି ।

ଟାଟା ନିଯୁକ୍ତି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି ଇଡି
ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଛନ୍ତି। ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଛନ୍ତି। ବର୍ତ୍ତମାନ ଇଡି ବେଆଇନ ଅର୍ଥ କାରବାର ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି।

ଏହା ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି ପାଣିଗ୍ରାହୀ ବି ଇଡିରେ ହାଜର ହୋଇଥିଲେ । ଆକାଶ ପାଠକ ଓ ଅଭୟ ପାଠକଙ୍କୁ ବି ଇଡିରେ ହାଜର କରାଯାଇଥିଲା । ଝାରପଡ଼ା ଜେଲରେ ଆକାଶଙ୍କୁ ଜେରା କରିଥିଲା ଇଡି। ଆକାଶ ଦେଇଥିବା ତଥ୍ୟ ଆଧାରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଆଜି ଜେରା କରୁଛି ବୋଲି କୁହାଯାଉଛି। ଇଡିର ଡାକରା ଉପରେ ପ୍ରଦୀପ ପ୍ରାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜଣେ ଆଇନକୁ ସମ୍ମାନ ଦେଉଥିବା ବ୍ୟକ୍ତି। ଆମେ ଆଇନକୁ ତିଆରି କରୁଛୁ। ଇଡିର ପଚାରଉଚରା ଉପରେ ସହଯୋଗ କରିବି। ଇଡି ତାର କାମ କରୁଛି।

ସୂଚନାଯୋଗ୍ୟ ଗତ ଅକ୍ଟୋବର ମାସରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ ମାରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଜମି, ଘର, ସୁନା ଆଦି ଦାମୀ ଜିନିଷ କିଣାକିଣି କରିବାର କାଗଜପତ୍ର ସହ ବ୍ୟାଙ୍କ ପାସ୍ ବୁକ, କ୍ରେଡିଟ ଓ ଡେବିଟ୍ କାର୍ଡ, ୨୦ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିଲା । ତେବେ ମୋଟ ୮ କୋଟି ଟଙ୍କା ବେଆଇନ ଭାବେ କାରବାର ହୋଇଥିବା ଇଡି ହାତରେ ପ୍ରମାଣ ଲାଗିଥିଲା । ସେଥିରୁ କିଛି ଅର୍ଥ ଶ୍ରୁତିଙ୍କ ଆକାଉଣ୍ଟକୁ ଯାଇଥିବା ସ୍ପଷ୍ଟ ହୋଇଥିଲେ ହେଁ ସେ କେତେ ନେଇଛନ୍ତି ତାହା ଜଣାପଡ଼ିନଥିଲା । ପୂର୍ବରୁ ଉକ୍ତ ପ୍ରମାଣକୁ ଆଧାର କରି ପ୍ରଥମେ ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ପଚରାଉଚରା କରାଯାଇଥିଲା । ତେବେ ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରାଯିବ ।

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ବଢୁଛି ଅଡୁଆ: ଜବତ ହେଲା ୨୪ ଲକ୍ଷ ଟଙ୍କାର ହାର, ଫ୍ରିଜ୍ ହୋଇପାରେ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଗତକାଲି ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସହ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ କରିଥିଲା । ଚଢ଼ାଉ ବେଳେ ସବ୍ୟସାଚୀ ବ୍ରାଣ୍ଡର ୧୪୪୦ ଗ୍ରାମର ସୁନା ହାର ଜବତ ପ୍ରଦୀପଙ୍କ ଘରୁ ଜବତ କରିଛି କଟକ ଭିଜିଲାନ୍ସ । ଜବତ ହାରର ମୂଲ୍ୟ ୨୪.୨୫ ଲକ୍ଷ ଟଙ୍କା ହେବ ।

ଏଥିସହ ପ୍ରଦୀପଙ୍କ ଘରୁ ବହୁ ବ୍ୟାଙ୍କ ଆକାଉଣ୍ଟ ସହ କାଗଜପତ୍ର ଜବତ କରାଯାଇଛି । ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ଲାଗି ଭିଜିଲାନ୍ସ ପଦକ୍ଷେପ ନେଉଛି । ସର୍ଚ୍ଚ ବେଳେ ଜବତ ହୋଇଥିବା କାଗଜପତ୍ର ଯାଞ୍ଚ ଭିଜିଲାନ୍ସ ସହ ଚାର୍ଟାଜ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କିଂ କନସଲଣ୍ଟାଣ୍ଟ ଯାଞ୍ଚ କରୁଛନ୍ତି । ଭିଜିଲାନ୍ସର ସାଇବର ସେଲ୍ ଜବତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରୁ ତଥ୍ୟ ଖୋଜିବ । ଏବେବି ତଦନ୍ତ ଜାରି ରହିଛି ।

ପ୍ରଦୀପ ପାଣିଗ୍ରାହୀଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟ ଏଭଳି ୧୫ଟି ରେଡ୍ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ରେଡ୍ ଚାଲିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଚଢ଼ାଉ ବେଳେ, ପ୍ରଦୀପଙ୍କ ଜଣେ ସହଯୋଗୀଙ୍କ ନିକଟରୁ ମିଳିଛି ୨୦ ଲକ୍ଷ ଟଙ୍କା । ଏହି ଟଙ୍କା କାହାର ଓ ଉତ୍ସ କଣ ତାହାର ତଦନ୍ତ କରୁଛି ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀଙ୍କର ଜମିକିଣା କାଗଜପତ୍ର, ଗାଡ଼ି ଓ ସୁନା କିଣା କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ପାସ୍‌ବୁକ, କ୍ରେଡିଟ ଓ ଡେବିଟ କାର୍ଡ, ଲାପଟପ୍ ଓ ମୋବାଇଲ୍ ଜବତ କରାଯାଇଛି ।