cctv - The Sakala
ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି
ଭୁବନେଶ୍ବର: ରାଜ୍ୟ ସରକାର ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ଯୋଜନା କରିଛନ୍ତି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ କରିବ। ଏପରିକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ସହ ଉକ୍ତ ସିସିଟିଭି ଯୋଡ଼ାଯିବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଳଙ୍କାରର ଦରଦାମ  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ଯରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ଭିକ୍ଷୁକ ତାଙ୍କ ଧର୍ମପତ୍ନୀଙ୍କୁ ମଙ୍ଗଳସୁତ୍ର ଉପହାର ଦେବା ପାଇଁ ଅଳଙ୍କାର ଦୋକନାକୁ ଯାଇଛନ୍ତି। ଆଉ ସେଠାରେ ଯାହା ଘଟିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ୨ଟି ଚିତ୍ର ସାମ୍ନାକୁ ଆସିଛି। ପ୍ରଥମଟି ଭିକ୍ଷୁକ ହୋଇ ମଧ୍ଯ ତାଙ୍କ ପତ୍ନୀଙ୍କ ପାଇଁ ସମ୍ମାନର ସହ ମଙ୍ଗଳସୁତ୍ର ନେବାପଇଁ ଜୁଏଲେରୀ ଦୋକାନକୁ ଆସିଛନ୍ତି। ସେ ଦୟା ମାଗି ନ ଥିଲେ, କିମ୍ବା ମାଗଣାରେ କିଛି ଆଶା ମଧ୍ୟ କରି ନ ଥିଲେ। ଏହାପରେ ୨ୟ ଚିତ୍ରଟି ଜୁଏଲେରୀ ଦୋକାନୀ ତାଙ୍କୁ ଏପରି ବ୍ୟବହାର ଦେଖାଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
View this post on Instagram
A post shared by Girish Bharadwaj (@girishbdwj)
ଭିଡିଓରେ ଜଣେ ୯୩ ବର୍ଷୀୟ ବୃଦ୍ଧ ପାରମ୍ପରିକ ଧଳା ଧୋତି-କୁର୍ତା ଏବଂ ମୁଣ୍ଡରେ ଟୋପି ପିନ୍ଧି ଏକ ଅଳଙ୍କାର ଦୋକାନରେ ଦେଖାଯାଉଛନ୍ତି। ସେ ତାଙ୍କ ପତ୍ନୀଙ୍କ ପାଇଁ ମଙ୍ଗଳସୂତ୍ର କିଣିବାକୁ ଆସିଛନ୍ତି। କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ଦୃଶ୍ୟ ବଦଳିଯାଇଛି। ଦୋକାନୀ ତାଙ୍କୁ ମାତ୍ର ୨୦ ଟଙ୍କାରେ ମଙ୍ଗଳସୂତ୍ର ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ସାଉଁଟିଛି। ଲୋକମାନେ ଦୋକାନୀଙ୍କର ଖୁବ୍ ପ୍ରଶଂସା ମଧ୍ଯ କରିଛନ୍ତି। ।
ଜାଣନ୍ତୁ ଘଟଣାଟି କ’ଣ ଥିଲା ?
୯୩ ବର୍ଷୀୟ ଶିନ୍ଦେ ଜୀ ଏବଂ ତାଙ୍କ ପତ୍ନୀ ଶାନ୍ତାବାଈ ଏକ ଜୁଏଲେରୀ ଦୋକାନରେ ପ୍ରବେଶ କରିଥିଲେ। ସେମାନେ ସମ୍ଭାଜୀନଗରର ଗଳିକନ୍ଦିରେ ଭିକ ମାଗି ଗୁଜୁରାଣ କରନ୍ତି। ସେମାନଙ୍କ ପାଖରେ ଗୋଟିଏ ଥଳିରେ ମାତ୍ର ୧୧୨୦ ଟଙ୍କା ଓ କିଛି ମୁଦ୍ରା ଥିଲା। ତଥାପି ଶିନ୍ଦେ ଜୀ ତାଙ୍କ ପତ୍ନୀଙ୍କୁ ମଙ୍ଗଳସୂତ୍ର ଉପହାର ଦେବାକୁ ମନ ସ୍ଥିର କରିଥିଲେ। ଦୋକାନରେ ପ୍ରବେଶ କରୁଥିବା ସମୟରେ ତାଙ୍କ ମୁହଁରେ ସଙ୍କୋଚ ନ ଥିଲା । ଆଖିରେ ଥିଲା ପ୍ରେମ ଓ ଆତ୍ମସମ୍ମାନ। ସେମାନେ ଏକ ଛୋଟ ମଙ୍ଗଳସୂତ୍ର ଓ ଏକ ଲକେଟ ଦେଖିଥିଲେ। କିଛି ନ କହି ଶିନ୍ଦେ ଜୀ ତାଙ୍କ ପତ୍ନୀଙ୍କୁ ପାଇସା ରଖିଥିବା ଥଳିଟି ଦେଇଥିଲେ। ସେମାନେ ଉକ୍ତ ଥଳିରୁ ଟଙ୍କା ବାହାର କରି ଗଣିଥିଲେ। ଜୁଏଲେରୀ ଦୋକାନର ମାଲିକ ବୁଝିଯାଇଥିଲେ ଯେ, ଏମାନେ କୌଣସି ସାଧାରଣ ଗ୍ରାହକ ନୁହଁନ୍ତି, ଏମାନେ ମାନବିକତାର ଉଦାହରଣ। ଦୟା ନେବାକୁ ଆସି ନଥିଲେ… ପ୍ରେମ କିଣିବାକୁ ଆସିଥିଲେ। ଏହାପରେ ଜୁଏଲେରୀ ଦୋକାନର ମାଲିକ ସେମାନଙ୍କର ସମ୍ପୂର୍ଣ୍ଣ ଟଙ୍କା ଫେରାଇ ଦେଇଥିଲେ। ପରେ ମଙ୍ଗଳସୁତ୍ର ଓ ଲକେଟକୁ ତାଙ୍କ ହାତକୁ ଦେଇଥିଲେ। ହେଲେ ଦୁହେଁ ଦୋକାନୀଙ୍କୁ ଟାଙ୍କା ଗ୍ରହଣ କରିବା ପାଇଁ  ଅନୁରୋଧ କରିଥିଲେ। ଏହା ଦୁହିଁଙ୍କ ଆତ୍ମସମ୍ମାନର କଥା ହୋଇଥିବାରୁ  ୧୦-୧୦ ଟଙ୍କା ମୋଟ ୨୦ଟଙ୍କା ନେଇଥିଲେ ଦୋକାନୀ ଜଣଙ୍କ। ଏହା ଆପଣଙ୍କ  ଆଶୀର୍ବାଦ ସ୍ବରୂପ ଗ୍ରହଣ କରୁଛି ବୋଲି ଜୁଏଲେରୀ ଦୋକାନର ମାଲିକ ଜଣଙ୍କ କହିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା CCTVରେ ରେକର୍ଡ ହୋଇଥିଲା ଏବଂ ସୋସିଆଲ ମିଡିଆରେ ବାର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଏବେବି ମାନବିକତା ବଞ୍ଚିଛିର ଉଦାହରଣ ପାଲଟିଛି।
ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଲାଗିବ AI ଆଧାରିତ CCTV
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ପରୀକ୍ଷା ପରିଚାଳନାରେ ସୁଧାର ଓ ସଂସ୍କାର ଆଣିବା ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି। ଅତି ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକରେ ପ୍ରଥମ ଥର ପାଇଁ ଲଗାଯାଇଛି AI ଆଧାରିତ CCTV । ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ୨୦ ଏକ୍ସପର୍ଟ ନଜର ରଖିବେ ଏହି କମାଣ୍ଡ କଣ୍ଟ୍ରୋଲ ରୁମ୍‌ ଉପରେ । ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ।
ଭୁବନେଶ୍ୱର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍‌ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି ।
ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ୍‌, ବଡ଼ ଦୋକାନମାନେ ଯୋଡ଼ି ହେବେ । କମିଶନରେଟ ପୋଲିସ ସହ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସେୟାର ହେବ । ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟ କରିବାରେ ଏହି ସିସିଟିଭି ଫୁଟେଜ ହେବ ସହାୟକ । ଦୋକାନୀଙ୍କୁ ଅନୁରୋଧ କରାଯାଇଛି ଯେ ଲାଗିଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍‌ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।
ରାଜ୍ୟର ୧୫ ଷ୍ଟେସନ୍‍ରେ ଆରମ୍ଭ ହେବ ସିସିଟିଭି ସର୍ଭିଲାନ୍ସ , ୨୦୨୩ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ
ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧୀନରେ ଥିବା ୧୫ଟି ରେଳ ଷ୍ଟେସନ୍‍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଦେଶର ସମୁଦାୟ ୭୫୬ ରେଳ ଷ୍ଟେସନକୁ ଭିଡିଓ ସର୍ଭିଲାନ୍ସ ପ୍ରକଳ୍ପରେ ସାମିଲ କରାଯାଇ ଥିବା ବେଳେ ଏଥିରେ ଓଡ଼ିଶାର ୧୫ଟି ପ୍ରମୁଖ ରେଳ ଷ୍ଟେସନ୍‍ ସ୍ଥାନ ପାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ହସ୍ତଗତ ସୂଚନା ଅନୁସାରେ ଅନୁଗୁଳ, ଭଦ୍ରକ, ବ୍ରହ୍ମପୁର, ଢ଼େଙ୍କାନାଳ, ଯାଜପୁର କେନ୍ଦୁଝର ରୋଡ଼, ଖୋର୍ଦ୍ଧା ରୋଡ଼, ବଲାଙ୍ଗିର, ସମ୍ବଲପୁର, ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ପଲାସା, ଜଗଦଲପୁର, ଶ୍ରୀକାକୁଲମ୍‍ ରୋଡ଼ ଏବଂ ବିଜୟନଗରମ୍‍ ଷ୍ଟେସନ୍‍ରେ ଭିଡିଓ ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପୂର୍ବରୁ ଭୁବନେଶ୍ୱର, କଟକ, ପୁରୀ, ଝାରସୁଗୁଡ଼ା ଓ ରାଉରକେଲା ରେଳ ଷ୍ଟେସନ୍‍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।
ଭାରତ ସରକାରଙ୍କ ନିର୍ଭୟା ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ କରାଯାଇଛି। ପ୍ରକଳ୍ପରେ ଏ-୧, ଏ, ବି, ସି ବର୍ଗର ରେଳ ଷ୍ଟେସନକୁ ସାମିଲ କରାଯାଇ ଥିବା ବେଳେ ୨୦୨୩ ସୁଦ୍ଧା କାମ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ରେଳ ଷ୍ଟେସନ୍‍ରେ ଏହି ବ୍ୟବସ୍ଥା କରାଯିବ। ଇଣ୍ଟରନେଟ୍‍ ପ୍ରୋଟୋକଲ (ଆଇପି) ଆଧାରିତ ଏହି ପ୍ରକଳ୍ପ ଜରିଆରେ ରେଳ ଷ୍ଟେସନ୍‍ର ପ୍ରତ୍ୟେକ ଗହଳି ସ୍ଥାନ ଉପରେ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ନଜର ରଖିବ। ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସମେତ ୱେଟିଂ ହଲ୍‍, ପ୍ଲାଟଫର୍ମ, ଟିକଟ କାଉଣ୍ଟର, ଫୁଟ୍‍ ଓଭର ବ୍ରିଜ୍‍, ପାର୍ସଲ କାର୍ଯ୍ୟାଳୟ ଆଦି ସ୍ଥାନରେ ସିସିଟିଭି ଲଗାଯିବ। ସିସିଟିଭି ପରିଚାଳନା ପାଇଁ ଆରପିଏଫ୍‍ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‍ ରହିବ ଏବଂ କ୍ୟାମେରାରେ ଉତ୍ତୋଳିତ ଭିଡିଓ ବିଭାଗୀୟ ଏବଂ ଜୋନ୍‍ କାର୍ଯ୍ୟାଳୟରେ ଉପଲବ୍ଧ ହେବ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୌଶଳ ଯୁକ୍ତ ଏହି ବ୍ୟବସ୍ଥାରେ ପେସାଦାର ଅପରାଧୀଙ୍କୁ ପୁଲିସ ଚିହ୍ନଟ କରିପାରିବ। ଏଫ୍‍ଆରଏସ୍‍ (ମୁହଁ ଚିହ୍ନଟ ବ୍ୟବସ୍ଥା) ଜରିଆରେ ପୂର୍ବରୁ ସଂରକ୍ଷିତ ଥିବା ଅପରାଧୀଙ୍କ ଫଟୋ ସହିତ ଷ୍ଟେସନ୍‍ ପରିସରରେ ଥିବା ଅପରାଧୀଙ୍କ ମୁହଁଙ୍କୁ ସ୍ୱୟଞ୍ଚାଳିତ ବ୍ୟବସ୍ଥାରେ ମେଳ କରାଯାଇ ପାରିବ। ଡୋମ୍‍, ବୁଲେଟ୍‍, ପ୍ୟାନ୍‍ ଟିଲ୍ଟ ଜୁମ୍‍ ଏବଂ ଅଲ୍ଟ୍ରା ଏଚ୍‍ଡି-୪କେ ଭଳି ଚାରି ପ୍ରକାର ସିସିଟିଭି ଲଗାଯିବ। ସିସିଟିଭି ଦ୍ୱାରା ଉତ୍ତୋଳିତ ଭିଡ଼ିଓ ୩୦ ଦିନ ପର୍ଯ୍ୟନ୍ତ ସର୍ଭରରେ ସଂରକ୍ଷିତ ରହିବ। ସେହିପରି ଯାତ୍ରୀଙ୍କ ନିମନ୍ତେ ପ୍ରତ୍ୟେକ ପ୍ଲାଟଫର୍ମରେ ଦୁଇଟି ଲେଖାଏଁ ପ୍ୟାନିକ୍‍ ବଟନ୍‍ ରହିବ। ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ଏହି ବଟନ୍‍ ଟିପିଲେ ସେଠାରେ ଲାଗିଥିବା କ୍ୟାମେରା ସେହି ଆଡ଼କୁ ବୁଲିଯିବା ସହିତ ନିୟନ୍ତ୍ରଣ କକ୍ଷରେ ବସିଥିବା କର୍ମଚାରୀଙ୍କୁ ସଜାଗ କରିବ। ଫଳରେ ବିପଦରେ ଥିବା ଯାତ୍ରୀଙ୍କ ନିକଟରେ ତୁରନ୍ତ ପୁଲିସ ପହଞ୍ଚି ପାରିବ।
ସିସିଟିଭି ଓ ଫେସବୁକ୍‍ ଯୋଗୁ ମୋବାଇଲ ଲୁଟିଆକୁ ଧରିଲେ ଦୋକାନୀ
ଧର୍ମଶାଳା: ସିସିଟିଭି ଓ ଫେସବୁକ ସେୟାରରୁ ମୋବାଇଲ ଲୁଟିଆର ପରିଚୟ ମିଳିଲା। ଚୋରି ମୋବାଇଲ ବି ମିଳିଗଲା। ଏଭଳି ଘଟଣା ଆଜି ବେଶ ଚର୍ଚ୍ଚାର ବିଷୟ ହୋଇଛି ଜାରକା ଅଞ୍ଚଳରେ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ୍ତ ଦାସଙ୍କ ଜାରକା ଶାନ୍ତି ବଜାର ଠାରେ ମାଆ ଫର୍ଟିଲାଇଜର ସାର ଦୋକାନ ରହିଛି। ଆଜି ଅପରାହ୍ନ ସମୟରେ ପ୍ରଦୀପ୍ତ ପରିଶ୍ରା କରିବାକୁ ଦୋକାନ ବାହାରକୁ ଯାଇଥିଲେ। ପରେ ଦୋକାନକୁ ଆସି ମୋବାଇଲଟିକୁ ନପାଇବା ପରେ ସିସି କ୍ୟାମେରା ଦେଖିଥିଲେ। ଜଣେ ହାପ୍‍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧା ଯୁବକ ହଠାତ୍‍ ଦୋକାନକୁ ଆସି ଚାର୍ଜରେ ବସିଥିବା ମୋବାଇଲକୁ ନିମିଷକ ମଧ୍ୟରେ ପକେଟରେ ପଶେଇ ଧରି ଚାଲିଯାଉଛି। ଏହି ଚୋରି ଦୃଶ୍ୟ ଦୋକାନର ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇ ରହିଥିଲା। ସେ ଏହି ଚୋରି ଦୃଶ୍ୟକୁ ସଙ୍ଗେ ସଙ୍ଗେ ଫେସବୁକରେ ସେୟାର କରିବା ପରେ ଚୋର ଯୁବକର ପରିଚୟ ମିଳିଯାଇଥିଲା। ସ୍ଥାନୀୟ ନିଳକଣ୍ଠପୁର ଗ୍ରାମର ଯୁବକ ବୋଲି ଜଣାପଡ଼ିଥିଲା। ଦୋକାନୀ ତାଙ୍କ ଘରକୁ ଯାଇ ପରିବାର ଠାରୁ ଚୋରି ମୋବାଇଲକୁ ଉଦ୍ଧାର କରିଥିଲେ। ହେଲେ ଯୁବକ ଜଣଙ୍କ ଧରାଛୁଆଁ ଦେଇ ନ ଥିଲେ। ଏନେଇ ଥାନାରେ ଏତଲା କରିବେ ବୋଲି ଜଣାଯାଇଛି। ଏଥିପୂର୍ବରୁ ସମାନ ଶୈଳୀରେ ଜାରକା ବଜାରରେ ଥିବା ଏକ ସାଇକେଲ ଷ୍ଟୋରରୁ ମାଲିକ ତଥା ସମିତିସଭ୍ୟ ଜଳଧର ସାହୁଙ୍କ ମୋବାଇଲ ଚୋରି ହୋଇଥିଲା।