ICC T-20 World Cup - The Sakala
ଲଗାନ୍‌ରେ ‘ଭୁବନ’ ହରାଇଥିଲେ, ହେଲେ ରୋହିତ ବାହିନୀ ପାରିଲାନି : ୧୦ ୱିକେଟରେ ବିଜୟ ସହ ଫାଇନାଲରେ ଇଂଲଣ୍ଡ
ଆଡିଲେଡ୍‌ : ଆଡିଲେଡ୍ ଓଭାଲଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ୨ୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଭାରତର ୧୬୯ବିଜୟ ଲକ୍ଷ୍ୟକୁ ଅତି ସହଜରେ ବିନା କୌଣସି ୱିକେଟ ହରାଇ ହାସଲ କରିନେଇଛି ଇଂଲଣ୍ଡ। ଇଂଲଣ୍ଡ ଦଳର ଦୁଇ ଓପନର ଜସ୍‌ ବଟ୍‌ଲର ଓ ଆଲେକ୍ସ ହେଲ୍ସ ପ୍ରଥମରୁ ଭାରତୀୟ ବୋଲରଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ଭାରତର କୌଣସି ବୋଲରଙ୍କ ବଲ୍‌ ଇଂଲଣ୍ଡର ଦୁଇ ଓପନରଙ୍କ ଆଗରେ କାମ କରିନଥିଲା। ନା ପ୍ରେସର ନା ସ୍ପିନର କାହାକୁ ବି ଛାଡିନଥିଲେ ଜସ୍‌ ବଟ୍‌ଲର ଓ ଆଲେକ୍ସ ହେଲ୍ସ । ଇଂଲଣ୍ଡର ଉଭୟ ଓପନର ବିସ୍ଫୋରକ ବ୍ୟାଟିଂ କରି ଅତି ସହଜରେ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରାଇଛନ୍ତି। ଆଜି ମ୍ୟାଚରେ ବିଜୟ ସହ ଇଂଲଣ୍ଡ ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ।
ଭାରତୀୟ ବୋଲରଙ୍କ ଦୟନୀୟ ପ୍ରଦର୍ଶନ ସହିତ ଇଂରେଜ ଦଳର ଅଧିନାୟକ ଜୋସ୍ ଟବଲର ଏବଂ ଆଲେକ୍ସ ହେଲ୍ସଙ୍କ ବିସ୍ଫୋରକ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଡିଲେଡ୍‌ରେ ଖେଳାଯାଇଥିବା ଦ୍ଵିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡ ଭାରତକୁ ୧୦ ଓ୍ଵିକେଟ୍‌ରେ ହରାଇଛି। ଏଥିସହ ଦ୍ଵିତୀୟ ଦଳ ଭାବେ ଟି-୨୦ ବିଶ୍ଵ କପ୍‌ ୨୦୨୨ର ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ରନ ଏବଂ ବିରାଟ କୋହଲିଙ୍କ ୫୦ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଜବାବରେ ଇଂଲଣ୍ଡ ଆଲେକ୍ସ ହେଲ୍ସଙ୍କ ଅପରାଜିତ ୮୬ ଏବଂ ବଟଲରଙ୍କ ଅପରାଜିତ ୮୦ ରନର ଦମଦାର ଇନିଂସ ବଳରେ ମାତ୍ର ୧୬ ଓଭରରେ ବିନା ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ନଭେମ୍ବର ୧୩ରେ ଫାଇନାଲ୍‌ରେ ଇଂଲଣ୍ଡ ପାକିସ୍ତାନକୁ ଭେଟିବ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ଆରମ୍ଭରୁ କେଏଲ ରାହୁଲଙ୍କ ଓ୍ବିକେଟ ହରାଇଥିଲେ ବି ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୭ ରନ କରି ଆଉଟ ହୋଇଥିବାବେଳେ କୋହଲି ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୩ଟି ବଲରୁ ୬୩ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ତେବେ ସେ ଶେଷ ବଲରେ ଦୁର୍ଭାଗ୍ୟଜନକ ଭାବେ ହିଟ୍ ଓ୍ବିକେଟ ହୋଇଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୮ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକ୍ସ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଦଳର ଦୁଇ ଓପନର ଆଲେକ୍ସ ହେଲ୍ସ ଏବଂ ଅଧିନାୟକ ଜୋସ୍ ବଟଲର ଦୃଢତାର ସହ ବ୍ୟାଟିଂ ଆରମ୍ଭ କରିଥିଲା। ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ଆରମ୍ଭରୁ ନିର୍ମମ ପ୍ରହାର କରିଥିଲେ। ଏପରିକି ପ୍ରତିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ବି ଦେଇନଥିଲେ। ପ୍ରଥମେ ଅର୍ଦ୍ଧଶତକୀୟ, ପୁଣି ଶତକୀୟ ଭାଗିଦାରୀ ଯୋଡି ହେଲ୍ସ ଏବଂ ବଟଲର ଇଂଲଣ୍ଡର ବିଜୟକୁ ସହଜ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତୀୟ ବୋଲର ଏମିତି ଦୟନୀୟ ବୋଲିଂ କରିଥିଲେ ଯେ, ବିରୋଧୀ ଦଳର ଗୋଟିଏ ହେଲେ ଓ୍ଵିକେଟ୍ ହାସଲ କରିପାରିନଥିଲେ। ସମସ୍ତ ବୋଲର ଇଂରେଜର ଦୁଇ ଓପନଙ୍କ ସମ୍ମୁଖରେ ସଂପୂର୍ଣ୍ଣ ଫିକା ପଡି ଯାଇଥିଲେ। ପରିଶେଷରେ ଇଂଲଣ୍ଡ ୧୬ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ଅନାୟସରେ ୧୬୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)
ଲଗାନ ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ରୀଡା (କ୍ରିକେଟ) ପ୍ରସଙ୍ଗ ଯୁକ୍ତ ନାଟକୀୟ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଆଶୁତୋଷ ଗୋୱାରିକର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମିର ଖାଁ ଓ ଗ୍ରେସି ସିଂ । ଜୁନ ୧୫, ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା। ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଏ ଆର୍ ରେହେମାନ । ଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ତଥା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆୱାର୍ଡ ଲାଭ କରିଥିଲା । ଚଳଚ୍ଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା ।
ଭାରତରେ ବ୍ରିଟିଶ ରାଜ ସମୟର ଏ କାହାଣୀ । ଗୁଜରାଟର ଚମ୍ପାନେର ଅଞ୍ଚଳରେ ତତ୍କାଳୀନ ବ୍ରିଟିଶ ଅଫିସର କ୍ୟାପଟେନ ଆଣ୍ଡୃ ରସେଲ ଚାଷୀଙ୍କ ଉପରେ ଅଧିକ ଲଗାଣ (କର) ଲଗାଇଲେ । ଲଗାତାର ଅନାବୃଷ୍ଟି ତଥା ଦାରିଦ୍ର‍୍ୟ ଯୋଗୁଁ ଗରୀବ ଚାଷୀ ଏହି ଲଗାଣ ଦେବାରେ ଅସମର୍ଥ ଥିଲେ । ଗାଁ ଲୋକେ ଭୁବନର ନେତୃତ୍ୱରେ ରାଜା ପୂରନ ସିଂଙ୍କୁ ଏହି ଅସୁବିଧା ଜଣାଇବାକୁ ଗଲେ । ସେହି ସମୟରେ କ୍ୟାପଟେନ ରାସେଲ ତାଙ୍କ ଇଁରେଜ ସହଯୋଗୀଙ୍କ ସହ କ୍ରିକେଟ ଖେଳରେ ବ୍ୟସ୍ତ ଥାଆନ୍ତି । ରାଜାଙ୍କ ମାଧ୍ୟମରେ ଏହି ଗୁହାରୀ କଲାବେଳେ ଭୁବନର କ୍ୟାପଟେନ ରସେଲ ସହ ଯୁକ୍ତିତର୍କ ହୁଏ । କ୍ୟାପଟେନ ରାସେଲ ଲଗାଣ (କର) କମାଇବା ପାଇଁ ମନା କରିଦିଅନ୍ତି । ହେଲେ, କଥା ପ୍ରସଙ୍ଗରେ ସେ କହନ୍ତି ଯେ ଚମ୍ପାନେର ବାସୀ ଯଦି କ୍ରୀକେଟ ଖେଳରେ ତାଙ୍କ ଇଁରେଜ ଦଳକୁ ହରାଇଦେବେ ତେବେ ସେ ଲଗାଇଥିବା ଲଗାଣ ସମ୍ପୂର୍ଣ୍ଣ ଛାଡ଼ କରିଦେବେ । କର ଛାଡ଼ କଥା ଶୁଣି ଭୁବନ ଏହାକୁ ଏକ ବାଜି ଭାବେ ଗ୍ରହଣ କରିନିଏ ।
ଭୁବନର ସହୟୋଗୀ କେହି କିନ୍ତୁ ଏଥିରେ ରାଜି ନ ଥିଲେ । କାରଣ ସେମାନେ ଜାଣିଥିଲେ ଯେ କ୍ରିକେଟରେ ଇଁରେଜଙ୍କୁ ହରାଇବା କାଠିକର ପାଠ । ଭୁବନ କିନ୍ତୁ ନଛୋଡବନ୍ଧା । ସେ ବାଜି ଜିତିବ ଏବଂ ଗ୍ରାମବାସିଙ୍କୁ ଲଗାଣରୁ ମୁକ୍ତି ମିଳିବ । ଏହି ଆଶାରେ ସେ ପ୍ରତ୍ୟେକ ସହଯୋଗୀଙ୍କୁ ରାଜି କରାଥିଲେ  ଏବଂ ସମସ୍ତଙ୍କୁ ଖେଳ ଶିଖାଇଥିଲେ।  ଏଥିରେ ପରଦା ଆଢୁଆଳରେ ରହି କ୍ୟାପଟେନ ରାସେଲ ଭଉଣୀ ଏଲିଜାବେଥ ଭୁବନର ଦଳକୁ ଉତ୍ସାହିତ କରିଥିଲେ। ପରିଶେଷରେ ଅନେକ ଘାତ ଏବଂ ପ୍ରତିଘାତ ସହି ଭୁବନର ଦଳ ଖେଳରେ ବିଜୟଲାଭ କରିବା ସହ ଗ୍ରାମବାସୀଙ୍କୁ ଲଗାଣମୁକ୍ତ(କର ମୁକ୍ତ) କରାଇଥିଲା।
ରୋହିତ ବାହିନୀ ଓ ଭୁବନ ବାହିନୀ
ଲଗାନ୍‌ ଚଳଚିତ୍ରରେ ଭୁବନ(ଅମିର ଖାଁ) ଦଳର କ୍ୟାପଟେନ୍‌ ଥିଲେ । ସେହି ସମୟରେ ସେ ଦଳକୁ ବିଜୟୀ କରାଇଥିଲେ। ଆଜି ଟି-୨୦ ବିଶ୍ବକପରେ ଭାରତ ଇଂଲଣ୍ଡ(ଇଂରେଜ) ସହ ସେମିଫାଇନାଲ ଥିବାରୁ ସେହି ମ୍ୟାଚକୁ ନେଇ ଚର୍ଚ୍ଚା ହେଉଥିଲା। ସେହି ସମୟର ୩ ଗୁଣା ଲଗାନ୍ ଦେନାପଡେଗା ଡାଇଲଗ୍‌କୁ ନେଇ ଆଜି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଆଲୋଚନା ହେଉଥିଲା। କିନ୍ତୁ ଭାରତୀୟ ଦଳ ବିଜୟ ହାସଲ କରିପାରିଲାନି। ରୋହିତ ବାହିନୀ ଇଂରେଜ ଦଳ ନିକଟରୁ ଶୋଚନୀୟ ଭାବେ ପରାଜୟ ବରଣ କରିଛି।
ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ : ନ୍ୟୁଜିଲାଣ୍ଡକୁ ୭ ୱିିକେଟରେ ହରାଇ ଫାଇନାଲରେ ପାକିସ୍ତାନ
ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୭ ୱିିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଫାଇନାଲକୁ ପ୍ରବେଶ କରିବାକୁ ୧୫୩ ରନ୍‌ର ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ପ୍ରଥମରୁ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପନର ବାବର ଆଜମ ଓ ରିଜୱାନ ଦମ୍‌ଦାର ଖେଳ ପଦର୍ଶନ କରିବା ସହ ପାକିସ୍ତାନର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ।
ଆଜିର ମ୍ୟାଚ୍‌ରେ ପାକିସ୍ତାନର ଦୁଇ ଓପନର ବ୍ୟାଟ୍ସମ୍ୟାନ୍‌ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ମହମ୍ମଦ ରିଜୱାନ ସର୍ବାଧିକ ୫୭ ରନ୍ କରିଥିବା ବେଳେ ବାବର ଆଜମ ୫୩ ରନ୍ କରିଛନ୍ତି। ସେହିପରି ମହମ୍ମଦ ହାରିସ ୩୦ ରନରେ ଯୋଗଦାନ ଦେଇଛନ୍ତି। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଯିଏ ଜିତିବ ସିଏ ପାକିସ୍ତାନ ସହିତ ଫାଇନାଲ ଖେଳିବ।
ଆଜି ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ  ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଦଳ ଆରମ୍ଭରୁ ଫିନ ଆଲେନଙ୍କ ଓ୍ବିକେଟ୍ ହରାଇଥିଲେ ବି ଡେଭନ କନଓ୍ବେ ଓ ଅଧିନାୟକ କେନ ଓ୍ବିଲିୟମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍ଥିତିକୁ ସୁଧାରିଥିଲେ । ଦଳ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୫୩ ରନ (ଅପରାଜିତ) କରିଥିବାବେଳେ କେନ ଓ୍ବିଲିୟମସନ ୪୬ ରନ ଓ ଡେଭନ କନଓ୍ବେ ୨୧ ରନ କରିଥିଲେ । ସେହିପରି ଜେମ୍ସ ନିସାମ ୧୬ରନ କରି ଅପରାଜିତ ଥିଲେ ।ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି ୨ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ନଓ୍ବାଜ୍ ଗୋଟିଏ ଓ୍ବିକେଟ ନେଇଥିଲେ ।
ଫାଇନାଲକୁ ପ୍ରବେଶ କରିବାକୁ ୧୫୩ ରନ୍‌ର ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ପକ୍ଷରୁ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଦମ୍‌ଦାର ଇନିଂସ ଖେଳିଥିଲେ। ଦୁହେଁ ଶତକୀୟ ଭାଗିଦାରୀ କରିଥିଲେ। ଉଭୟ ଅର୍ଦ୍ଧଶତକ କରିଥିଲେ। ୧୨.୪ ଓଭରରେ ଅଧିନାୟକ ବାବର ଆଜମ ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ସେ ଡେରିଲ ମିଚେଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ୟାଭିଲିୟନକୁ ଫେରିଲା ବେଳକୁ ସେ ୪୨ ବଲ୍‌ରେ ୭ଟି ଚୌକା ସହାୟତାରେ ୫୩ ରନ୍ କରିଥିଲେ।
ବାବର ଆଉଟ୍ ହୋଇଯିବା ପରେ ମହମ୍ମଦ ରିଜୱାନଙ୍କ ସହିତ ଯୋଡ଼ି ହୋଇଥିଲେ ମହମ୍ମଦ ହାରିସ୍‌। ତେବେ ୧୬.୬ ଓଭରରେ ରିଜୱାନ ଆଉଟ୍ ହୋଇଯାଇଥିଲେ। ସେ ୪୩ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୫୭ ରନ୍ କରିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ଗ୍ଲେନ୍ ଫିଲିପ୍ସଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ୧୮.୬ ଓଭରରେ ମହମ୍ମଦ ହାରିସ୍ ୨୬ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିଥିଲେ।
ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ବିଶ୍ବକପ୍‌କୁ ନେଇ ଚିନ୍ତାରେ ପାକିସ୍ତାନ
ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଥିଲା। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ୧୯ ଓଭର ୪ଟି ବଲ୍‌ରେ ୧୩୭ ରନ୍‌ କରି ବିଜୟ ହାସଲ କରିଛି।
ଆଜିର ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦମଦାର ଫର୍ମରେ ଥିବା ଟିମ୍‌ ଇଣ୍ଡିଆ ବ୍ୟାଟର ଦକ୍ଷିଣ ଆଫ୍ରିକା ଦ୍ରୁତବୋଲରଙ୍କ ଆଗରେ ହାର ମାନିବା ସହ ୫୦ ରନ୍‌ ମଧ୍ୟରେ ଅଧା ଭାରତୀୟ ବ୍ୟାଟର ପ୍ୟାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମା(୧୫), ଲୋକେଶ ରାହୁଲ(୯) ରନ୍‌ରେ ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ଆଉଟ ହେବା ପରେ ଭାରତକୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଏହାପରେ ଦୀପକ ହୁଡ୍ଡା ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨)ରେ ଲୁଙ୍ଗି ନିଙ୍ଗିଡିଙ୍କ ଆଉ ଏକ ଶିକାର ହୋଇଥିଲେ।
#TeamIndia fought hard but it was South Africa who won the match.
We will look to bounce back in our next game of the #T20WorldCup . 👍 👍
Scorecard ▶️ https://t.co/KBtNIk6J16 #INDvSA pic.twitter.com/Q6NGoZokuE
— BCCI (@BCCI) October 30, 2022
ଏହାପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜି ଭାରତୀୟ ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ। ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ସୂର୍ଯ୍ୟକୁମାର ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଫଳରେ ଭାରତର ସ୍କୋର ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍‌ ୩ଟି ଓ ଏନ୍‌ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।
ଏହାପରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହେବା ସତ୍ତ୍ବେ ମାକର୍ମ ଓ ଡେଭିଡ୍‌ ମିଲରଙ୍କ ଦମଦାର ଇନିଂସ ବଳରେ ୧୯ ଓଭର ୪ଟି ବଲ୍‌ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ପାଇଁ ଡେଭିଡ୍‌ ମିଲର ସର୍ବାଧିକ ୫୯ ରନ୍‌ କରିଛନ୍ତି। ସେ ୪୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୯ ରନ୍‌ ସଂଗ୍ରହ କରି ନଟ୍‌ଆଉଟ ରହିଛନ୍ତି। ଏହା ସହ  ଐଦେନ ମାରକମ୍‌ ଦଳ ପାଇଁ ୪୧ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଆରମ୍ଭରୁ ଭଲ ବୋଲିଂ କରିଥିଲା। ଦକ୍ଷିଣ ଆଫ୍ରିକା ୨୪ ରନ୍‌ ସଂଗ୍ରହ କରିଥିଲା ବେଳେ କ୍ବିଣ୍ଟନ୍‌ ଡି’ କକ୍‌ (୧), ରିଲି ରୋସୋୟୁ (ଶୂନ୍ୟ) ଓ ଅଧିନାୟକ ତେମ୍ବା ବାଭୁମା ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଚତୁର୍ଥ ୱିକେଟ୍‌ରେ ମାରକମ୍‌ ଓ ମିଲରଙ୍କ ଯୋଡ଼ି ୭୬ ରନ୍‌ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ୟପଟରେ ଭାରତୀୟ ଖେଳାଳିମାନେ ଖରାପ ଫିଲ୍ଡି କରିଥିଲେ।
ଭାରତ ହାରିବା ପରେ କ’ଣ ପାଇଁ ଚିନ୍ତାରେ ପାକିସ୍ତାନ
ଜିମ୍ବାୱେ ପାଖରୁ ହାରିବା ପରେ ଏବେ ପାକିସ୍ତାନର ସେମିଫାଇନାଲ ରାସ୍ତା କଠିନ ହୋଇଯାଇଛି । ତେଣୁ ଆଜି ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା କଷ୍ଟକର ହୋଇଯାଇଛି। ତେଣୁ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରୁ ବୋଲି ପାକିସ୍ତାନୀ କ୍ରିକେଟ୍ ପ୍ରେମୀ ଆଶା ରଖିଥିଲେ।
ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଏହି ଯୁବ ଖେଳାଳିଙ୍କୁ ମିଳିଲା ସ୍ଥାନ
ପର୍ଥ: ଆଜି ଅଷ୍ଟ୍ରେଲିଆ ପର୍ଥରେ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି। ଭାରତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଭାରତ ବିଜୟ ହେଲେ ସେମିଫାଇନାଲରେ ଟିମ୍ ଇଣ୍ଡିଆର ସ୍ଥାନ ସୁନିଶ୍ଚିତ ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା ଉପରେ ସମସ୍ତଙ୍କ ନଜର। ଆଜିର ମ୍ୟାଚରେ ଯୁବ ଖେଳାଳି ଦୀପକ ହୁଡାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଛି।
India win the toss and opt to bat first against South Africa 🏏#INDvSA | #T20WorldCup | 📝: https://t.co/GI5MZQsgV0 pic.twitter.com/SeCH6NsQTD
— ICC (@ICC) October 30, 2022
ଚଳିତ ବିଶ୍ୱକପ୍‌ରେ ଉଭୟ ଟିମ୍ ପୂର୍ବରୁ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବା ବେଳେ କେହି ହେଲେ ହାରି ନାହାନ୍ତି। ଭାରତ ୨ଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଆଉ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ୱ ରଖୁଛି। ତେଣୁ ସୁପର ସଣ୍ଡେରେ ଆଜି ଦେଖିବାକୁ ମିଳିବ ସୁପର ମୁକାବିଲା।
🚨 Toss & Team News from Perth 🚨@ImRo45 has won the toss & #TeamIndia have elected to bat against South Africa. #T20WorldCup | #INDvSA
Follow the match ▶️ https://t.co/KBtNIjPFZ6
1⃣ change to our Playing XI as @HoodaOnFire is named in the team 🔽 pic.twitter.com/X9n5kLoYNn
— BCCI (@BCCI) October 30, 2022
ଚଳିତ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ଛଡ଼ା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଭଲ ଫର୍ମରେ ଅଛନ୍ତି। ତେଣୁ ଆଜିର ମ୍ୟାଚ୍‌ରେ ମଧ୍ୟ ସୂର୍ଯ୍ୟଙ୍କ ଉପରେ ଭରସା ରଖିଛି ଦଳ। କାରଣ, ପାକିସ୍ତାନ ବିପକ୍ଷରେ ଦମଦାର ଆରମ୍ଭ କରିବା ସତ୍ତ୍ୱେ ପାଭିଲିୟନକୁ ଶୀଘ୍ର ସିନା ଫେରିଥିଲେ, ହେଲେ ନେଦରଲାଣ୍ଡ ବିପକ୍ଷରେ ସୂର୍ୟ୍ୟ ଦେଖାଇଥିଲେ ତେଜ। ରାହୁଲ ଏବଂ ରୋହିତ ଯିବାପରେ କିଙ୍ଗ କୋହଲିଙ୍କ ଭରପୁର ସାଥ୍ ଦେଇଥିଲେ ସୂର୍ଯ୍ୟ । ପଡିଆର ଚାରିଆଡକୁ ସଟ୍ ଖେଳିଥିଲେ। ତାଙ୍କ ଭିନ୍ନ ଅନ୍ଦାଜ ଏବଂ ଆଗ୍ରେସନରେ ବ୍ୟାଟିଂ ଦେଖିଲା ଭଳି ଥିଲା। ବିଲକୁଲ ଚାପମୁକ୍ତ ଖେଳ ଖେଳୁଛନ୍ତି ସେ। ତେଣୁ ଏହି ଇନିଂସ ପରେ ଏବେ ତାଙ୍କ ଉପରେ ଭରସା ଏବଂ ବିଶ୍ୱାସ ଆହୁରି ବଢିଯାଇଛି।
ଅନ୍ୟପଟେ ପର୍ଥ ଗ୍ରାଉଣ୍ଡ ପାରମ୍ପରିକ ଭାବେ ଏହି ଗ୍ରାଉଣ୍ଡ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ଏହି କିଛି ବର୍ଷ ମଧ୍ୟରେ ଏହି ସହର କଂକ୍ରିଟ ଜଙ୍ଗଲରେ ପରିଣତ ହେବା ପରେ ପିଚ୍‌‌ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଏଠାରେ ପୂର୍ବରୁ ଯେଉଁ ବାଉନ୍ସ ଓ ସୁଇଂ ହେଉଥିଲା ତାହା ଏବେ ନାହିଁ, କିନ୍ତୁ ଏହି ପିଚ୍‌‌ ଏବେ ମଧ୍ୟ ଫାଷ୍ଟ ବୋଲରଙ୍କୁ ସୁହାଉଛି। ଯାହା ଫଳରେ ବିଶ୍ୱର ଦୁଇ ଶ୍ରେଷ୍ଠ ଫାଷ୍ଟ ବୋଲର ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା, ଆନରିଚ୍‌‌ ନୋର୍ଜେଙ୍କ ନେତୃତ୍ୱରେ ୱେନ୍‌‌ ପାର୍ନେଲ ଓ ଅନ୍ୟମାନେ ଭାରତ ପ୍ରତି ବିପଦ ସୃଷ୍ଟି କରିପାରନ୍ତି।
ଭାରତୀୟ ଦଳର ଗୋଟିଲ ପରିବର୍ତ୍ତନ କରାଯାଇଛି। ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ପରି ବ୍ୟାଟରଙ୍କ ପକ୍ଷେ ନିଶ୍ଚିତ ଭାବେ ରାବାଡା ଓ ନୋର୍ଜେଙ୍କ ବୋଲିଂରେ ହାତଖୋଲା ସଟ୍‌‌ ଖେଳିବା କଷ୍ଟକର ହେବ। ଏବେ ରାବାଡା ଘଣ୍ଟା ପ୍ରତି ୧୪୫ ଓ ନୋର୍ଜେ ୧୫୦ କିଲୋମିଟର ବେଗରେ ବଲ ପକାଉଛନ୍ତି। ପର୍ଥ ପିଚ୍‌‌ରୁ ଏମାନଙ୍କୁ ସହାୟତା ମିଳିଲେ ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ଲାଇନ୍‌‌ ସହ ମୁକାବିଲା ଖୁବ୍‌‌ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ସେହିପରି ପିଚ୍‌‌ରୁ ଫାଇଦା ଉଠାଇବାରେ ଭାରତୀୟ ପେସ୍‌‌ ବୋଲର ମଧ୍ୟ ସିଦ୍ଧହସ୍ଥ। ଏଣୁ ଏହି ମ୍ୟାଚ୍‌‌ଟି ପେସ୍‌‌ ବୋଲର ବନାମ ବ୍ୟାଟରଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଇପାରେ। ଉଭୟ ଦଳର ବ୍ୟାଟର ଭଲ ଫର୍ମରେ ରହିଛନ୍ତି। ଏମାନେ କିପରି ପର୍ଥ ପିଚ୍‌‌କୁ ମୁକାବିଲା କରିବେ ତାହା ଉପରେ ମ୍ୟାଚ୍‌‌ର ଭାଗ୍ୟ ନିର୍ଣ୍ଣୟ ହେବ।
ଆଇସିସି ଟି-୨୦ ବିଶ୍ୱକପ୍‌‌ରେ ନାହିଁ କୋଭିଡ୍‌‌-୧୯ କଟକଣା, ପଜିଟିଭ କ୍ରିକେଟର ବି ଖେଳିପାରିବେ ମ୍ୟାଚ୍‌‌
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍‌‌ରେ ଏଥର କୋଭିଡ୍‌‌-୧୯ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଓ ଅଷ୍ଟ୍ରେଲିଆ ସରକାର ଏ ସଂକ୍ରାନ୍ତରେ ଗୁରୁ୍‌‌ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜଣେ କ୍ରିକେଟର କୋଭିଡ୍‌‌ ପଜିଟିଭ ହୋଇଥିଲେ ମଧ୍ୟ ମ୍ୟାଚ୍‌‌ ଖେଳିପାରିବେ ବୋଲି କୁହାଯାଇଛି। ତେଣୁ ବିଶ୍ୱକପ୍‌‌ରେ ଏ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ସେହିପରି କୋଭିଡ୍‌‌-୧୯ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇ ନାହିଁ।
ଏହି ମହାମାରୀ ତଥା ବିପର୍ଯ୍ୟୟ ପରେ ପ୍ରଥମଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟ ବିନା କୋଭିଡ୍‌‌-୧୯ ଟେଷ୍ଟରେ ଆୟୋଜନ ହେବାକୁ ଯାଉଛି। ଅଶ୍ଚର୍ଯ୍ୟଜନକ ଭାବେ ଏହି ଦେଶ ଅଷ୍ଟ୍ରେଲିଆ ଗତବର୍ଷ ଟେନିସ ସୁପରଷ୍ଟାର ନୋଭାକ ଜୋକୋଭଚିଚ୍‌‌ଙ୍କୁ କୋଭିଡ୍‌‌ ଟେଷ୍ଟ କରି ନଥିବାର କାରଣରୁ ଅଷ୍ଟ୍ରେଲିଆନ ଓପନ୍‌‌ ଖେଳିବାର ସୁଯୋଗ ଦେଇ ନଥିଲା। ଯଦି କୌଣସି ଖେଳାଳି ପଜିଟିଭ ବୋଲି ଟେଷ୍ଟରୁ ଜଣାପଡନ୍ତି ଓ ସେ ସୁସ୍ଥ ଅନୁଭବ କରୁଥାନ୍ତି ତେବେ ସେ ମ୍ୟାଚ୍‌‌ ଖେଳିବାର କୌଣସି ସମସ୍ୟା ନାହିଁ ବୋଲି କୁହାଯାଇଛି। ମେଡିକାଲ ଟିମ୍‌‌ର ପରାମର୍ଶ ଅନୁସାରେ ଏ ଭଳି ସ୍ଥିତିରେ ଖେଳାଳିଙ୍କୁ ପ୍ରୋଟୋକଲ ଫଲୋ କରିବାକୁ ହେବ। ସଂକ୍ରମିତ ଖେଳାଳି ମାସ୍କ ପରିଧାନ କରିବା ସହ ସାଥି ଖେଳାଳିଙ୍କଠାରୁ ଦୂରତ୍ୱ ବଜାୟ ରଖିବେ। ନୂଆ ନିଷ୍ପତ୍ତି ଅନୁଯାୟୀ ସବୁ ଦଳ ଓ ଖେଳାଳିମାନେ ବିଶ୍ୱକପ୍‌‌ରେ ନିଶ୍ଚିତ ଭାବେ ସହଜ ଅନୁଭବ କରିବେ। ଏହା ଦ୍ୱାରା ପ୍ରତ୍ୟେକ ଦଳର ଟିମ୍‌‌ ମ୍ୟାନେଜମେଣ୍ଟ କେବଳ ଟୁର୍ଣ୍ଣାମେଣ୍ଟ ଉପରେ ଫୋକସ କରିବେ ଓ କୋଭିଡ୍‌‌ ନେଇ ଆଦୌ ବ୍ୟସ୍ତ ହେବେ ନାହିଁ। ଖେଳାଳିମାନେ ଏହା ଦ୍ୱାରା ଚିନ୍ତାମୁକ୍ତ ହେବେ। ୨୦୨୦ରୁ ବାୟୋ ବବଲରେ କ୍ରିକେଟ ଖେଳାଯାଇ ଆସୁଥିଲା। ଖେଳାଳିମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଉଥିଲା। ଚଳିତବର୍ଷ ବବଲକୁ ଉଠାଇଦିଆଯାଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ମହିଳା ଅଲରାଉଣ୍ଡର ତାହିଲ ମ୍ୟାକଗ୍ରାଥ୍‌‌ ସଂକ୍ରମିତ ହୋଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ।
ଟି-୨୦ ବିଶ୍ୱକପ୍‌‌ ପ୍ରଥମେ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଅଷ୍ଟ୍ରେଲିଆରେ ସଂକ୍ରମଣ ସବୁଠାରୁ କମ୍‌‌ ଥିଲେ ମଧ୍ୟ ସେତେବେଳେ ଏହି ମେଗା ଇଭେଣ୍ଟକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଥିଲା।
ଟି -୨୦ ବିଶ୍ୱ କପ୍‌ରୁ ଯଶପ୍ରୀତ ବୁମରା ବାଦ୍ ପଡିବା ପରେ ଦଳରେ ତାଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି -୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ପିଠିରେ ଆଘାତ ସମସ୍ୟା କାରଣରୁ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି । ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଠିକ ହେବା ପାଇଁ ତାଙ୍କୁ ୪ ରୁ ୬ ମାସ ସମୟ ଲାଗିପାରେ । ଟି-୨୦ ବିଶ୍ୱକପ ସହିତ ସାଉଥ ଆଫ୍ରିକା ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ତେବେ ବୁମରାଙ୍କ ବଦଳ ଖେଳାଳି ଭାବେ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିକେଟ ମିଳିଛି । ଏନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଅବଶିଷ୍ଟ ୨ଟି ଟି-୨୦ ମୁକାବିଲା ପାଇଁ ମଧ୍ୟ ସିରାଜ ଉପଲବ୍ଧ ରହିବେ । ବିସିସିଆଇ ଜାରି କରିଥିବା ବିବୃତିରେ କହିଛି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ୨ଟି ମ୍ୟାଚ୍‌ ପାଇଁ ବୁମରାଙ୍କ ବଦଳରେ ମହମ୍ମଦ ସିରିଜାଙ୍କୁ ଚୟନ କରାଯାଇଛି। ପିଠି ଯନ୍ତ୍ରଣା ଯୋଗୁ ବୁମରା ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଛନ୍ତି। ଏବେ ତାଙ୍କର ଆହତ ସମସ୍ୟା ଉପରେ ବସିସିଆଇର ମେଡିକାଲ ଟିମ ନଜର ରଖିଛି ବୋଲି ବିସିସିଆଇ କହିଛି। ପୂର୍ବରୁ ମହମ୍ମଦ ସାମି ଏବଂ ରବିନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଛନ୍ତି।
ତେବେ ଟି -୨୦ ବିଶ୍ୱ କପ୍‌ରୁ ବୁମରା ବାଦ୍ ପଡିବା ଭାରତୀୟ ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି। ବର୍ତ୍ତମାନ ଦଳକୁ ତାଙ୍କର ଉପଯୁକ୍ତ ବଦଳ ଖେଳାଳି ଚୟନ କରିବାକୁ ପଡିବ। ମହମ୍ମଦ ସିରାଜ ବୁମରାଙ୍କ ଭଲ ବିକଳ୍ପ ହୋଇ ପାରିବେ। ସିରାଜ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ଚମତ୍କାର ବୋଲିଂ କରି ଭାରତକୁ ସ୍ମରଣୀୟ ବିଜୟ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗାବାରେ ଐତିହାସିକ ଟେଷ୍ଟ ବିଜୟର ସ୍ମରଣୀୟ ମୁହୂର୍ତ୍ତ ଏବେ ମଧ୍ୟ ଭାରତୀୟ ପ୍ରଶଂସକଙ୍କ ମନରେ ସତେଜ ରହିଛି।
ଦୁବାଇ: ଆଜି ଭାରତ-ପାକିସ୍ତାନ ମଧ୍ୟରେ ଲାଗିବ କ୍ରିକେଟର ଯୁଦ୍ଧ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଚଳିତ ଆଇସିସି ଟି-୨୦ ବିଶ୍ଵକପ୍‌ର ଅସଲ ଲଢ଼େଇ ସୁପର୍ ୧୨ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ସୁପର ସଣ୍ଡେ’ରେ ଏକ ସୁପର ଲଢ଼େଇ ଦେଖିବାକୁ ମିଳିବ | ବିଶ୍ଵ କ୍ରିକେଟ୍‌ର ଦୁଇ ଚିରପ୍ରତିଦ୍ବନ୍ଦୀ ତଥା ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରବିବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ରାତି ୭ଟା ୩୦ରେ ଖେଳାଯିବ । ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ଏବେ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କ ନଜର ।
ଆଇସିସି ବିଶ୍ବକପ୍ ଇତିହାସ ଉପରେ ନଜର ପକାଇଲେ ଉଭୟ ଏକଦିବସୀୟ ଓ ଟି-୨୦ ବିଶ୍ବକପ୍‌ରେ ଦୁଇଦଳ ୧୨ ଥର ସାମ୍ନାସାମ୍ନା ହୋଇଛନ୍ତି। ଯେଉଁଥିରେ ସମସ୍ତ ମ୍ୟାଚ୍ ଜିତି ଭାରତ ୧୨-୦ରେ ଏକପାଖିଆ ଅଗ୍ରଣୀ ରହିଛି। ଏକଦିବସୀୟ ବିଶ୍ବକପ୍‌ରେ ଭାରତ ସମସ୍ତ ୭ଟି ଯାକ ମ୍ୟାଟ୍‌ରେ ବିଜୟୀ ହୋଇଛି। ସେହିଭଳି ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଭାରତ ୫ଟି ଯାକ ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି । ତେଣୁ ପ୍ରଥମଥର ଟି-୨୦ ବିଶ୍ୱକପ୍‌ରେ ନେତୃତ୍ବ ନେଉଥିବା ବିରାଟ କୋହଲି ଭାରତର ଏହି ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ଅପରପକ୍ଷରେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଆଇସିସି ବିଶ୍ବକପ୍‌ରେ ଭାରତ ବିପକ୍ଷରେ ରହିଥିବା ଏହି ପରାଜୟ ଧାରାକୁ ଭାଙ୍ଗି ପ୍ରଥମ ବିଜୟ ସ୍ଵାଦ ଚାଖିବା ଲକ୍ଷ୍ୟରେ ରହିଛି।
ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ଜୋରସୋରରେ ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆର ମେଣ୍ଟର ଏମଏସ୍ ଧୋନି ମଧ୍ୟ ନେଟ୍ ପ୍ରାକ୍ଟିସରେ ଖେଳାଳିଙ୍କୁ ସହଯୋଗ କରିଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଭାରତର ନଜର ରହିଛି । ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମୁକାବିଲାରେ ବିଜୟୀ ହୋଇ ଶକ୍ତି ପ୍ରଦର୍ଶନ କରି ସାରିଛି । ପ୍ରଥମ ୱାର୍ମ ଅପ୍ ମୁକାବିଲାରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ୮ ୱିକେଟରେ ଏକତରଫା ବିଜୟ ହାସଲ କରିଥିବା ଭାରତର ମନୋବଳ ଦୃଢ଼ ରହିଛି ।
୨୦୦୭ ଚାମ୍ପିଅନ୍ ଭାରତ ବିରାଟଙ୍କ ଅଧୁନାୟକତ୍ୱରେ ପ୍ରଥମ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି । କୋଚ ରବି ଶାସ୍ତ୍ରୀ ଓ କୋହଲିଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉପଯୁକ୍ତ କମ୍ବିନେସନ ବାଛିବା । ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯଦି ବୋଲିଂ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରନ୍ତି ତେବେ କୋହଲି ଆଉ ୨ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି | ଯାହା କମ୍ବିନେସନକୁ ସନ୍ତୁଳିତ ରଖୁବ। କିନ୍ତୁ ଯଦି ପାଣ୍ଡ୍ୟା ବୋଲିଂ ନ କରନ୍ତି ତେବେ ୬ଷ୍ଠ ବୋଲର ପାଇଁ ଅତିରିକ୍ତ ଅଲ୍‌ରାଉଣ୍ଡର ଖେଳାଇବାକୁ ବାଧ୍ୟ ହେବେ।