Kavya Chopra - The Sakala

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ: ସର୍ବଭାରତୀୟ ସ୍ତରରେ ମୃଦୁଲ ଅଗ୍ରୱାଲ ଟପ୍ପର, ଝିଅଙ୍କ ଭିତରେ କାବ୍ୟା ଚୋପ୍ରା
ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସ ପରୀକ୍ଷାରେ ମୃଦୁଲ ଅଗ୍ରୱାଲଙ୍କ କୃତିତ୍ୱ ଲାଭ କରିଛନ୍ତି । ସବୁଠୁ ଅଧିକ ନମ୍ବର ରଖି ଅଲ ଇଣ୍ଡିଆ ଟପ୍ପ ହୋଇଛନ୍ତି ଜୟପୁରର ମୃଦୁଲ । ଏହାଛଡ଼ା ସେ ଜେଇଇ ଆଡଭାନ୍ସ ପରୀକ୍ଷାରେ ୩୪୮ ନମ୍ବର ରଖି ପୂର୍ବର ସବୁ ରେକର୍ଡ ଭାଙ୍ଗିଛନ୍ତି । ସେହିପରି ଝିଅଙ୍କ ଭିତରେ ଆଇଆଇଟି ଦିଲ୍ଲୀର କାବ୍ୟା ଚୋପ୍ରା ଟପ୍‌ କରିଛନ୍ତି। ସେ ୩୬୦ରୁ ୨୮୬ ନମ୍ବର ରଖିଛନ୍ତି।

ସୂଚନା ଅନୁସାରେ, ସମୁଦାୟ ୩୬୦ରୁ ୩୪୮ ନମ୍ବର ଅର୍ଥାତ୍ ୯୬.୬୬ ପ୍ରତିଶତ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି ମୃଦୁଲ। ପୂର୍ବରୁ ମୃଦୁଲ ଜେଇଇ ମେନ୍ ପରୀକ୍ଷାରେ ମଧ୍ୟ ଟପ୍ କରିଥିଲେ । ଜେଇଇ ଆଡଭାନ୍ସରେ ଅଲ ଇଣ୍ଡିଆ ଟପ୍ କରିଥିବା ମୃଦୁଲ ଓଓଞ ମୁମ୍ବାଇରେ କମ୍ପ୍ୟୁଟର ସାଇନ୍ସ ପଢ଼ିବାକୁ ଇଚ୍ଛା ରଖିଛନ୍ତି । ମୃଦୁଲ ଜୟପୁରର ମୂଳ ବାସିନ୍ଦା । ତାଙ୍କ ବାପା ପ୍ରଦୀପ ଅଗ୍ରଓ୍ବାଲ ଏକ ପ୍ରାଇଭେଟ ଫାର୍ମରେ ଆକାଉଣ୍ଟସ ମ୍ୟାନେଜର ଭାବେ କାର୍ଯ୍ଯକରନ୍ତି । ମାଆ ଜଣେ ଗୃହିଣୀ । ପାଠପଢ଼ାରେ ମାଆ ଓ ଶିକ୍ଷକମାନେ ବହୁ ସାହାଯ୍ୟ କରନ୍ତି ବୋଲି ମୃଦୁଲ କହିଛନ୍ତି ।