Gmail - The Sakala

ଦେଶର ବିଭିନ୍ନ ଅଞ୍ଚଳରେ ଠପ ହେଲା ଜିମେଲ୍ ସେବା, ହଟହଟା ହେଲେ ଉପଭୋକ୍ତା
ନୂଆଦିଲ୍ଲୀ: ଗୁଗଲର ଇ-ମେଲ ସେବା ଜିମେଲ ମଙ୍ଗଳବାର ଦେଶର ବିଭିନ୍ନ ଅଞ୍ଚଳରେ ଠପ ହୋଇପଡିଥିବାର ଅଭିଯୋଗ ଆସୁଛି। ଫଳରେ ଏହି ସମୟ ମଧ୍ୟରେ ଉପଭୋକ୍ତାମାନେ ଇମେଲ ପଠାଇବାରେ ସକ୍ଷମ ହୋଇନଥିଲେ କିମ୍ବା କୌଣସି ଇମେଲ ମଧ୍ୟ ପାଇ  ଥିଲେ।  ଡାଉନ ଡିଟେକ୍ଟର ଅନୁସାରେ ରିୟଲ ଟାଇମ ଆଉଟେଜ୍‌ ଟ୍ରାକ କରୁଥିବା ୱେବସାଇଟରୁ ମିଳୁଥିବା ତଥ୍ୟରେ ଏବେ ୬୮ ପ୍ରତିଶତ ୟୁଜର କିଛି ସମସ୍ୟାର ସମ୍ମୁଖୀନ ହେଉଥିବାର ସୂଚିତ କରୁଥିବା ବେଳେ ୧୮ ପ୍ରତିଶତ ସର୍ଭର କନେକ୍ସନର ସୂଚନା ଦେଉଛନ୍ତି। ୧୪ ପ୍ରତିଶତ ଲୋକେ ଲଗିନ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାଇଛନ୍ତି।

ତେବେ କେବଳ ଭାରତ ନୁହେଁ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଲୋକେ ଜିମେଲ ଯୋଗୁ ଉପୁଜିଥିବା ସମସ୍ୟା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚିତ କରିଛନ୍ତି। ତେବେ ବାବଦରେ ଗୁଗଲ ଅଥବା ଜିମେଲ ଏପର୍ଯ୍ଯନ୍ତ କୌଣସି ଟିପ୍ପଣୀ କରିନାହାନ୍ତି କି ୟୁଜରଙ୍କୁ ମଧ୍ୟ କୌଣସି ସୂଚନା ଦେଉ ନାହାନ୍ତି।