Tuesday Horoscope (12-10-2021) - The Sakala

ମଙ୍ଗଳବାର ରାଶିଫଳ (୧୨-୧୦-୨୦୨୧)
ମେଷ: ଯୋଜନା କରି ସଫଳ ହେବେ । ଚାକିରିରେ ସମ୍ମାନ ପାଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ ।

ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ଗୋଲାପି

ବୃଷ: ଶତ୍ରୁମାନଙ୍କ ଦ୍ବାରା ପ୍ରଭାବିତ ହେବେ। ଚାକିରିରେ ସମସ୍ୟା ରହିବ। ମହିଳାମାନେ ହତୋତ୍ସାହ ରହିବେ । ରାଜନୀତିରେ ପ୍ରତିକୂଳ ଦେଖାଦେବ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ।

ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମିଥୁନ: ଆଶାନୁରୂପ ଫଳ ପାଇବେ। ଚାକିରିରେ ଧନସମ୍ମାନ ପାଇବେ। ପ୍ରଶାସନିକ ମାନ ମର୍ଯ୍ୟାଦାପ୍ରାପ୍ତି ହେବେ। ବାଣିଜ୍ୟ ଉତ୍ତମ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ।

ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

କର୍କଟ: କର୍ମକ୍ଷେତ୍ରରେ ଧନସମ୍ମାନ ପ୍ରାପ୍ତି ହେବ । ରାଜନୀତିରେ ବିରୋଧି ପ୍ରଶମିତ ହେବେ । ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ । ବାଣିଜ୍ୟରେ ଲାଭମିଳିବ । ଶିକ୍ଷାର୍ଥୀ ଅଧୟନ ପ୍ରିୟ ହେବେ।

ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ

ସିଂହ : ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଲୋକସଂପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭଫଳ ମିଳିବ।ଶିକ୍ଷାର୍ଥୀ ସଫଳ ହେବେ।

ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ସିଲ୍‌ଭର୍

କନ୍ୟା : କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ସହକର୍ମୀଙ୍କ ସହ ମନାନ୍ତର ହୋଇପାରେ | ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ରହିବ। ବାଣିଜ୍ୟରେ ବ୍ୟୟ ବହୁଳତା ରହିବ । ଶିକ୍ଷାର୍ଥୀ ଅସ୍ଥିର ହେବେ ।

ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

ତୁଳା; କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ରାଜନୀତିରେ ବୃଦ୍ଧିପାଇବ । ମହିଳମାନେ ଅସ୍ଥିର ରହିବେ । ବାଣିଜ୍ୟରେ ଅଧିକ ପୁଞ୍ଜି ଚିନ୍ତାରେ ରହିବେ | ଶିକ୍ଷାର୍ଥୀ ଯଶ ପାଇବେ ।

ଶୁଭ ଅଙ୍କ – ୫, ଶୁଭ ରଙ୍ଗ — ସବୁଜ

ବିଛା : କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ଚାକିରିରେ ସମ୍ମା ପାଇବ | ମହିଳା ଆଦରଣୀୟା ହେବେ । ବାଣିଜ୍ୟରେ ସଞ୍ଚୟ ହେବ। ସଫଳତା ପାଇବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ଲାଲ୍

ଧନୁ : ଦିନଟି ପ୍ରସନ୍ନତା ଭିତରେ କଟିବ। ଚାକିରିରେ ସହଯୋଗ ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ପ୍ରସାର ହେବ। ଆଶାବାଦୀ ହେବେ ।

ଶୁଭ ଅଙ୍କ – ୨, ଶୁଭ ରଙ୍ଗ —ଧଳା

ମକର : ବହୁଚେଷ୍ଟା ସତ୍ତ୍ବେ ଅସଫଳ ହେବେ । ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଅଳାସ୍ୟ ରହିବେ ।

ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

କୁମ୍ଭ : ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ଚାକିରିରେ ନିଷ୍ଠାପର ରହିବେ । ରାଜନୀତିରେ ସକ୍ରିୟ ରହିବେ । ପ୍ରଶାସନିକ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ ।

ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲିଭର୍

ମୀନ : କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ରାଜନୀତିରେ ପ୍ରଭାବଶାଳୀ ରହିବେ । ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ।

ଶୁଭ ଅଙ୍କ –୩, ଶୁଭ ରଙ୍ଗ – କ୍ରୀମ୍