Jammu and Kashmir’s - The Sakala

ଖାଇରେ ଖସି ପଡ଼ିଲା କାର୍‌: ୪ ମୃତ, ୨ ଗୁରୁତର
ଜମ୍ମୁ: ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାର ଡାଚାନ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମାରୁତି କାର୍ ଏକ ଗଭୀର ଖାଇରେ ଖସିପଡ଼ିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଜମ୍ମୁ-କଶ୍ମୀର ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଏକ ମାରୁତି କାର୍ ହେରୋଇନ୍ ନାଲା ଡାଚନଠାରେ ଖାଇକୁ ଖସିପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ
ନୂଆଦିଲ୍ଲୀ: ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ଜଣ ଏସ୍କର-ଏ-ତଇବା ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ। ଆଜି ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାର ମାସିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିବା ଜଣାପଡ଼ିଛି। ୫ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା ବାହିନୀ।

ସୂଚନା ଅନୁଯାୟୀ, ଆଜି ସକାଳେ ମାସିଲ୍ ସେକ୍ଟରରେ ସେନା ସହ ଜମ୍ମୁ-କଶ୍ମୀର ପୁଲିସ ଓ ଗୁଇନ୍ଦା ଏଜେନ୍ସି ମିଳିତ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନରେ ୫ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଏବେ ଆହୁରି ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି  ସର୍ଚ୍ଚ ଅପରେସନ ଜାରି ରହିଛି।

ଜଳିଗଲା ସେନା ଗାଡ଼ି, ୪ ଯବାନ ସହିଦ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପୁଞ୍‌ଛ ସେକ୍ଟରରେ ବଡ ଧରଣର ଅଘଟଣ ଘଟିଛି । ପୁଞ୍‌ଛର ଭାଟାଦୁଡିଆ ଅଞ୍ଚଳରେ ଏକ ସେନା ଗାଡିରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏହି ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି ।

ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ହାମଲା, ୬ ଗୁରୁତର
ଜାମ୍ମୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜାମ୍ମୁ-କାଶ୍ମୀରର ୩ଦିନିଆ ଗସ୍ତ ପରେ ଆଜି ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଜାମ୍ମୁ-କାଶ୍ମୀରର ସୁମ୍ବଲରେ ଥିବା ସୁମୋ ଟାକ୍ସି ଷ୍ଟାଣ୍ଡରେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ଆହତ ହୋଇଛନ୍ତି। ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି। ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି ବିସ୍ଫୋରଣ କରିିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଭାରତୀୟ ସେନାର ଗାଡ଼ି ଯିବା ପୂର୍ବରୁ ହିଁ ବିସ୍ଫୋରଣ ଘଟିଥିଲା। ଏହା ଫଳରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ସେନାକୁ ଟାର୍ଗେଟ କରାଯାଇଥିଲେ ବି ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିପାରିନଥିଲେ। ଏବେ ଆହତ ୬ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା, ୫ ଯବାନ ସହିଦ
ଜମ୍ମୁ ଓ କାଶ୍ମୀର: ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା ହୋଇଛି । ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟର୍‌ରେ ଏପରି ହମଲା ହୋଇଛି । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।। ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଓ ଜଣେ ଜେସିଓ ସହିଦ ହୋଇଥିବା ସୂଚନା । ଏବେ ମଧ୍ଯ ସେଠାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିୟମ ଜାରି ରହିଛି।  ପୁଞ୍ଚ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେଠାରେ ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ଦୁଇ ପକ୍ଷ ମଧ୍ୟରେ  ସଂଘର୍ଷ ଘଟିଥିଲା । ଫଳରେ କିଛି ଯବାନ ଓ ଜଣେ ଜୁନିଅର କମିଶନଡ ଅଫିସର ଆହତ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ୪ ଯବାନ ଓ ଜେସିଓଙ୍କ ମୃତ୍ୟୁ ଘଟିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ ବାନ୍ଦିପୋରା ଓ ଅନନ୍ତନାଗରେ ଏନକାଉଣ୍ଟର ହୋଇଥିଲେ। ଏଥିସହ ପୁଞ୍ଚରେ ମଧ୍ୟ ଆତଙ୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲେ। ପୁଞ୍ଚର ସୁରାନକୋଟେ ଅନ୍ତର୍ଗତ ଦାରା କି ଗଲି ଗାଁ ନିକଟରେ ଥିବା ଜଙ୍ଗଲିଆ ଅଞ୍ଚଳରେ କିଛି ଆତଙ୍କବାଦୀମାନେ ଅନୁପ୍ରବେଶ କରି ଛପି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ତେବେ କର୍ଡନ ପ୍ରକ୍ରିୟା ଚାଲିଥିବା ବେଳେ ସେଠାରେ ଛପି ରହିଥିବା ୪ରୁ ୫ ଜଣ ଆତଙ୍କବାଦୀ ହଠାତ୍‌ ଗୁଳି ବର୍ଷା କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିୟମରେ ଜଣେ ଜେସିଓଙ୍କ ସମେତ ୫ ଜଣ ଆହତଙ୍କ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ହେଁ ସମସ୍ତେ ସହିଦ ହୋଇଯାଇଥିବା ନ୍ୟୁଜ ଏଜେନ୍ସି ଏଏନନଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ସୁରକ୍ଷା କର୍ମୀମାନେ ସାରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରି ବିଭିନ୍ନ ସ୍ଥାନରେ ଅପରେସନ ଜାରି ରହିଛି ।

ସେପଟେ ଜାମ୍ମୁ ଓ କାଶ୍ମୀରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ବାନ୍ଦିପୋରା ଜିଲ୍ଲା ହାଜିନ ଇଲାକାର ଗୁନ୍ଦଜାହାଙ୍ଗିରରେ ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।

ଆତଙ୍କବାଦୀ ଟଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ନିରାପତ୍ତାରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା ଆତଙ୍କୀର ନାଁ ହେଉଛି ଇମିତିଆଜ ଅହମ୍ମଦ ଦର ଓ ସେ ଲସକର-ଏ-ତଏବା ସଂଗଠନର ଏକ ଛାମୁଆ ବାହିନୀ ଭାବେ ପରିଚିତ ଦି ରେଜିଷ୍ଟାନସ ଫୋର୍ସର ସଦସ୍ୟ । ସେ ବାନ୍ଦିପୋରରେ ସାହଗନ୍ଦଠାରେ ଘଟିଥିବା ଗଣହତ୍ୟା ଘଟଣାରେ ସମ୍ପୃକ୍ତ ଥିଲା ।