NightCurfew - The Sakala

ଓମିକ୍ରନ୍ ଭୟ: ଦିଲ୍ଲୀରେ ଆଜିଠୁ ନାଇଟ କର୍ଫ୍ଯୁ ଜାରି
ନୂଆଦିଲ୍ଲୀ: ବ୍ଯାପିବାରେ ଲାଗିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ଯା । ସୋମବାର ଦିନ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬୩ଟି ଓମିକ୍ରନ୍ ମାମଲା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏଥିସହ ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ଫଳରେ ମୁମ୍ବାଇକୁ ଟପିଯାଇଛି ରାଜଧାନୀ ଦିଲ୍ଲୀ। ଦୃତ ଗତିରେ ଓମିକ୍ରମ ବ୍ଯାପୁଥିବା କରାଣରୁ ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ଆଜି ରାତିରୁ ଏହା କାର୍ଯ୍ଯକାରୀ ହେବ । ଏହି କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ଯନ୍ତ ଲାଗୁ ହେବ। ରାତ୍ରି କର୍ଫ୍ୟୁ ସମୟରେ ସମାବେଶ ଆୟୋଜନ ଅନୁମତି ଦିଆଯାଇନାହିଁ। ଜରୁରୀ କାମ ନ ଥିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି।

ଆଜିଠୁ ରାତି ୮ଟାରୁ କର୍ଫ୍ୟୁ
ଭୁବନେଶ୍ବର : ଦଶହରା ଭିଡ଼କୁ ନଜରରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଟକ ଏବଂ ଭୁବନେଶ୍ବରରେ ରାତ୍ରି କର୍ଫ୍ୟୁକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ କରୋନା ଜନିତ ରାତ୍ରି କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିଲା। ଆଜିଠାରୁ କଟକ ଓ ଭୁବନେଶ୍ବର ମହାନଗରର ମଣ୍ଡପଗୁଡ଼ିକରେ ମା’ଙ୍କ ଷଷ୍ଠୀ ପୂଜା ଆରମ୍ଭ ହେଉଛି। ତେଣୁ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖୀ ଏହି ରାତ୍ରିକାଳୀନ କର୍ଫ୍ୟୁକୁ ରାତି ୮ଟାରୁ ଲାଗୁ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କଟକଣା ଆଜିଠାରୁ ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଉଭୟ ସହରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।