scientist - The Sakala

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଓଡ଼ିଆ ପୁଅ
ଭୁବନେଶ୍ୱର: ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ଡ. ହରିକୃଷ୍ଣ ବିଷୋୟୀ। ଆମେରିକା ସ୍ଥିତ କେଣ୍ଟ ବିଶ୍ବବିଦ୍ୟାଳୟ ଲିକ୍ୟୁଇଡି କ୍ରିଷ୍ଟାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ କାର୍ଯ୍ୟରତ ବୈଜ୍ଞାନିକ ଡ. ବିଷୋୟୀ ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏଥିପାଇଁ ତାଙ୍କୁ ଆମେରିକା ସ୍ଥିତ କେଣ୍ଟ ଷ୍ଟେଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଛି।

ପିଲା ଦିନରୁ ଜଣେ ମେଧାବୀ ଛାତ୍ର ଥିବା ଡ. ବିଷୋୟୀ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପରେ ବେଙ୍ଗାଲୁରୁ ସ୍ଥିତ ରମଣ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଗବେଷଣା ଆରମ୍ଭ କରିଥିଲେ। ଏହା ପରେ ଜେଏନ୍‌ୟୁରୁ ପିଏଚ୍‌ଡି ହାସଲ କରିଥିଲେ। ୨୦୧୦ରେ ମେରୀକ୍ୟୁରୀ ଫେଲୋସିପ୍ ପାଇ ସେ ୟୁରୋପରେ ଗବେଷଣା କାର୍ଯ୍ୟରେ ଯୋଗ ଦେଇଥିଲେ। ଡ଼ ବିଷୋୟୀଙ୍କ ଅନେକ ସନ୍ଦର୍ଭ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ପତ୍ରିକାରେ ପ୍ରକାଶ ପାଇ ଆଦୃତି ଲାଭ କରିଛି ଡ଼ ବିଷୋୟୀ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସ୍ଥିତ ଲୋକନାଥପୁର ନିବାସୀ ଦେବରାଜ ବିଷୋୟୀ ଓ କମଳା ବିଷୋୟୀଙ୍କ ସୁପୁତ୍ର ଅଟନ୍ତି ।