Pangolin - The Sakala

ବଜ୍ରକାପ୍ତା ଡିଲ ବେଳେ ମାଡି ବସିଲା ଏସଟିଏଫ: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୩ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧାରେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ପୁଣି ସଫଳତା ମିଳିଛି। ବଜ୍ରକାପ୍ତା ଡିଲ ବେଳେ ମାଡି ବସିଛି ଏସଟିଏଫ । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ବେଳେ ୩ ଜଣକୁ ଗିରଫ କରିଛି ଏସଟିଏଫ । ଏହି ରାକେଟରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ  ଖୋଳତାଡ଼ କରୁଛି ଏସଟିଏଫ।

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଚଢାଉ କରିଥିଲା STF । ଏହି ଚଢାଉରେ ଏକ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍। ଗିରଫ ଅଭିଯୁକ୍ତର ନାଁ ଜୟକ୍ରୁଷ୍ଣ ତରାଇ। ଘର ବାଲୁଗାଁ ଥାନା ଘିଅ ଖଲା ଘୁମୁସର ପଦର ବୋଲି ଜଣା ପଡିଛି । ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାର ଓଜନ ୯ କେଜି ୨୦୦ ଗ୍ରାମ୍ ରହିଛି। ଏହାକୁ ନନ୍ଦନକାନନରେ ଛଡାଯାଇଛି।

STF, with the help of Tangi forest officials, seized one live pangolin, one accused was arrested.
Further investigation is on.@odisha_police @CIDOdisha pic.twitter.com/3aEKJJbxTT

— STF (@OdishapoliceStf) November 23, 2022

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ୮ ଜଣଙ୍କୁ ଗିରଫ କଲା ବନ ବିଭାଗ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କାଙ୍ଗୁରକୋଣ୍ଡା ନାଳ ନିକଟରେ ଆଜି ଏକ ବଜ୍ରକାପ୍ତାକୁ ଚୋରାରେ ବିକ୍ରି କରିବା ପାଇଁ ଗୋଟିଏ ରାକେଟର ୮ଜଣ ସଦସ୍ୟ ଉଦ୍ୟମ କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ ଚଢାଉ କରିଥିଲା । ଏହି ଚଢଉ ସମୟରେ ରାକେଟର ୮ ଜଣ ସଦସ୍ୟଙ୍କୁ ବନ ବିଭାଗର ଟିମ କାବୁ କରି ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ଜବତ ବଜ୍ରକାପ୍ତାଟିର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସାମିଲ ଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଓ ଅନ୍ୟମାନେ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ବିଲୁପ୍ତ ହେବାକୁ ଲାଗିଥିବା ବଜ୍ରକାପ୍ତାର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ବଢୁଥିବାରୁ ଏହାକୁ ଚୋରା ଚାଲାଣ କରିବା ପାଇଁ ଅନେକ ରାକେଟ ବର୍ତ୍ତମାନ ସକ୍ରିୟ ହେଉଥିବା ବେଳେ ପୂର୍ବରୁ ଅନେକ ବଜ୍ରକାପ୍ତାକୁ ଉଦ୍ଧାର ଏବଂ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ରାକେଟକୁ ଠାବ କରିଛି ବନ ବିଭାଗ । ଆଜିର ଏହି ଚଢଉରେ କାଲିମେଳା ବନାଞ୍ଚଳର ବନପାଳ ଶିବାନନ୍ଦ ଲେଙ୍କା, ବନ କର୍ମଚାରୀ ସିଦ୍ଧାନ୍ତ ରାଉତ, ବିପୁଲ ସାନା ପ୍ରମୁଖ ସାମିଲ ଥିଲେ ।

ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଘଟଣା ସ୍ଥଳରେ ପହଞ୍ଚିଲା ନନ୍ଦନକାନନର ରିସର୍ଚ୍ଚ ଟିମ୍‌, ଆହୁରି ଅନେକ ବଜ୍ରକାପ୍ତା ଥିବା ସନ୍ଦେହ
ଭୁବନେଶ୍ୱର: ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକପ୍ତା ଉଦ୍ଧାର।  ସୈନିକ ସ୍କୁଲ ନିକଟ ନ୍ୟୂ ଏଜି କୋଲନୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ବନ ବିଭାଗ ଓ ଏସଟିଏଫ ଟିମ ପହଞ୍ଚି ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଡ୍ରେନ ଖୋଳା ହୋଇଥିବାରୁ  ଜଣକ ଘର ଭିତରୁ ଏହି ବଜ୍ରକାପ୍ତା ପଶି ଯାଇ ଥିବା ସନ୍ଧେହ କରାଯାଉଛି। ଏକାଧିକ ବଜ୍ରକାପ୍ତା ଥିବା ନେଇ ବନ ବିଭାଗର ସନ୍ଧେହ କରୁଛି। ନନ୍ଦନକାନନର ଏକ ରିସର୍ଚ୍ଚ ଟିମ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣା ସ୍ଥଳରୁ ବଜ୍ରକପ୍ତାଙ୍କ ପାଦ ଚିହ୍ନ ଠାବ କରାଯାଇଛି।

ଜବତ ହେଲା ଜୀବନ୍ତ ବଜ୍ରକାପ୍ତା
କଣ୍ଟାବାଞ୍ଜି: ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗ୍ରାହକ ସାଜି ଅଭିଯୁକ୍ତ ମାନଙ୍କୁ ଧରିଥିଲେ ।

ତିନି ଜଣ ଅଭିଯୁକ୍ତ ଡିଲରେ ସାମିଲ ଥିବା ବେଳେ ବନ ବିଭାଗର ଦୁଇ ଜଣକୁ କାବୁ କରିବାକୁ ସକ୍ଷମ ହୋଇଥିଲା । ଗିରଫ ଦୁଇ ଅଭିଯୁକ୍ତ ମହରାପଦରର ସୁଶୀଲ ଧାରୁଆ ଓ ସର୍ଗୀପାଳି ଗାଁର ବଜରଙ୍ଗ ଧରୁଆ ବୋଲି ସୂଚନା ଦେଇଛି ବନ ବିଭାଗ। ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ଏନେଇ ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର ବଜ୍ରକାପ୍ତା କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା ଜଣାପଡ଼ିନାହିଁ ।